Excuse Me Odisha

ଯାହା କହିବୁ ସତ କହିବୁ

ହୋଲିକା ଦହନ ରାତିରେ ହିଁ କରନ୍ତୁ ଏହି ସାମାନ୍ୟ ଉପାୟ…ଦୂର ହୋଇଯିବ ସମସ୍ତ ପୁରୁଣା କରଜ ବୋଝ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ମନୁଷ୍ୟ ଜୀବନରେ ସୁଖ-ଦୁଃଖ, ଲାଭ-କ୍ଷତି ଭଳି ଘଟଣା ଘଟିଥାଏ। କିନ୍ତୁ ଅନେକ ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ କଠିନ ପରିସ୍ଥିତି ବଜାୟ ରହିଥାଏ ଏବଂ ବ୍ୟକ୍ତିର ପିଛା ଛାଡ଼ି ନ ଥାଏ। ଏଭଳି ପରିସ୍ଥିତିରେ ବ୍ୟକ୍ତିକୁ ଧର୍ମ, ଜ୍ୟୋତିଷ ଏବଂ ବିଭିନ୍ନ ଉପାୟର ସାହାରା ନେବାକୁ ପଡ଼ିଥାଏ। ଯଦି ଆପଣ ଋଣରେ ବୁଡି ରହିଛନ୍ତି

ତାହେଲେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଖୁବ୍ ଶୀଘ୍ର ଲାଭ ପ୍ରାପ୍ତ ହେବ। ଏହି ଉପାୟକୁ କରିବା ପାଇଁ କିଛି ବିଶେଷ ଦିନ ମଧ୍ୟ ରହିଥାଏ। ସେହି ବିଶେଷ ଦିନ ଗୁଡ଼ିକରେ ଉପାୟ ପ୍ରୟୋଗ କଲେ, ନିଶ୍ଚିତ ଭାବରେ ସୁଫଳ ମିଳିଥାଏ। ସେହି ବିଶେଷ ଦିନ ମଧ୍ୟରୁ ଗୋଟେ ହେଉଛି ହୋଲିକା ଦହନ ରାତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କହିବାକୁ ଗଲେ ହୋଲିକା ଦହନ ପର୍ବ ହୋଲି ପର୍ବର ପୂର୍ବରୁ ପଡ଼ିଥାଏ। ଯଦି ହୋଲିକା ଦହନ ରାତିରେ ଆପଣ ଅଟା ଦୀପରେ ଏକ ସହଜ ଉପାୟ କରିବେ, ତାହେଲେ ଆପଣଙ୍କର ରହିଥିବା ପୁରୁଣା ଋଣ ବୋଝ ଦୂର ହୋଇ ଆପଣଙ୍କୁ ଚମତ୍କାର ସୁଫଳ ମିଳିବ। ଏହାଛଡା ଏହି ଉପାୟକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ବାଧାବିଘ୍ନ ଦୂର ହେବା ସହିତ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଯିବ।

ଏଭଳି କରନ୍ତୁ ଉପାୟ –

ଆପଣ କିଛି ଅଟା ନେଇ ଗୋଟେ ପଞ୍ଚମୁଖୀ ଦୀପ ତିଆରି କରନ୍ତୁ।ତାପରେ ସେଥିରେ ସୋରିଷ ତେଲ ଢ଼ାଳନ୍ତୁ। ଏହାସହିତ ଏଥିରେ କିଛି କଳା ରାଶିର ଦାନା, ଗୋଟିଏ ବତାଶା, ଅଳ୍ପ ସିନ୍ଦୁର ଏବଂ ଗୋଟେ ତମ୍ବା ପଇସା ପକାନ୍ତୁ। ଏହାପରେ ହୋଲିକା ଦହନ ଅଗ୍ନିରେ ଏହି ଦୀପକୁ ଜଳାଇ ଘରର ଆଳତି କରନ୍ତୁ। ତାପରେ ଏହାକୁ ଏକ ଶୂନଶାନ ଚାରିଛକରେ ରଖି ଦିଅନ୍ତୁ। ଦୀପ ରଖିବା ପରେ ପଛକୁ ମୋଡ଼ି ଦେଖିବେ ନାହିଁ। ଏହାପରେ ମୁହଁ, ହାତ, ଗୋଡ ଧୋଇ ଘର ଭିତରକୁ ପ୍ରବେଶ କରନ୍ତୁ। କୁହାଯାଏ କି ଏହି ଉପାୟ କରିବା ଦର ଋଣରୁ ମୁକ୍ତି ମିଳିବା ସହିତ ଆର୍ଥିକ ସ୍ଥିତି ସୁଦୃଢ଼ ହୁଏ।

ବନ୍ଧୁଗଣ, ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *