Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠାରୁ ଭଲ ସ୍ୱପ୍ନ | ଯଦି ଦେଖିଛନ୍ତି କାହାକୁ କୁହନ୍ତୁ ନାହିଁ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆରେ ସବୁଠାରୁ ଭଲ ସ୍ୱପ୍ନ। କାହାରିକୁ କୁହନ୍ତୁ ନାହିଁ।

ବନ୍ଧୁଗଣ ସମସ୍ତେ କିଛି ନାଁ କିଛି ସ୍ୱପ୍ନ ଦେଖିଥାନ୍ତି ଅଲଗା ଅଲଗା ସ୍ୱପ୍ନ ଦେଖିଥାନ୍ତି। ସ୍ୱପ୍ନରେ ଅଲଗା ଅଲଗା ଜିନିଷ ଦେଖିଥାନ୍ତି। ଏମିତି ବି ସ୍ୱପ୍ନ ଆସିଥାଏ ଯାହା ଜୀବନରେ କୌଣସି ମହତ୍ୱ ରହିନଥାଏ କିନ୍ତୁ ସ୍ୱପ୍ନ ବେଳେ ବେଳେ ସତ ହୋଇଯାଇ ଥାଏ ଏବଂ ସ୍ଵପ୍ନର ମାଧ୍ୟମରେ ଜୀବନରେ ଅନେକ ପ୍ରକାରର ସଂକେତ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଆଜି ଆମେ ସେହି ସ୍ୱପ୍ନ ବିଷୟରେ ଜାଣିବା। କେଉଁ ସ୍ୱପ୍ନ ଦେଖିବା ଦ୍ୱାରା ଆପଣଙ୍କୁ କେଉଁ ଫଳ ମିଳିବ।

ପୁରାଣ ଅନୁସାରେ ଭଲ ସ୍ୱପ୍ନର କିଛି ଜରୁରୀ କଥା ଆପଣ ଜାଣି ରଖିବା ଉଚିତ। ଭଲ ସ୍ୱପ୍ନ ଦେଖିବା ପରେ ନିଦ ଭାଙ୍ଗି ଗଲେ ଆମକୁ ପୁଣି ଥରେ ଶୋଇବା ଉଚିତ ହୋଇନଥାଏ। ସେହି ଭଲ ସ୍ୱପ୍ନ ପାଇଁ ଭଗବାନଙ୍କୁ ଧନ୍ୟବାଦ ନିଶ୍ଚୟ କରନ୍ତୁ। ସେଜ ଉପରେ ବସି ଭଗବାନଙ୍କୁ ଧ୍ୟାନ କରନ୍ତୁ। ଧ୍ୟାନ ରଖିବେ ଭଲ ସ୍ୱପ୍ନ ଦେଖିବା ପରେ କେବେବି କାହାରିକୁ କହିବେ ନାହିଁ। ନଚେତ ସେହି ସ୍ୱପ୍ନଟି ସାକାର ହେବ ନାହିଁ।

ଯଦି ଭୟଙ୍କର ସ୍ୱପ୍ନ ୧୨ ରୁ ୨ ଟା ମଧ୍ୟରେ ଦେଖୁଛନ୍ତି ତେବେ ତୁରନ୍ତ ଆପଣ ଭଗବାନ ଶିବଙ୍କର ଧ୍ୟାନ କରନ୍ତୁ କିମ୍ବା ଓଁ ନମଃ ଶିବାୟର ଜପ କରିବା ଉଚିତ। ସକାଳେ ଉଠିବା ପରେ ସ୍ନାନ ପରେ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ପୂଜା ନିଶ୍ଚୟ କରିବେ। ଏମିତି କରିବା ଦ୍ୱାରା ଦେଖିଥିବା ଖରାପ ସ୍ୱପ୍ନର ପ୍ରଭାବ ସମାପ୍ତ ହୋଇଥାଏ।

ଯଦି ଭୟଙ୍କର ସ୍ୱପ୍ନ ଆପଣ ବାରମ୍ବାର ଦେଖୁଛନ୍ତି ତାହେଲେ ଆପଣ ଭଗବାନ ଶିବଙ୍କ ସହିତ ଭଗବାନ ହନୁମାନଙ୍କ ଧ୍ୟାନ ମଧ୍ୟ ନିଶ୍ଚୟ କରିବା ଉଚିତ ଏହା ସହିତ ହନୁମାନ ଚାଳିସାର ପାଠ ମଧ୍ୟ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ଖରାପ ସ୍ୱପ୍ନର ଖରାପ ଫଳ ମିଳିବ ନାହିଁ। ରାତି ୧୨ ଟା ପୂର୍ବରୁ ଦେଖିଥିବା ସ୍ୱପ୍ନ ମନର ବିକୃତି ପାଇଁ ହୋଇଥାଏ। ଅର୍ଥାତ ଏହି ସ୍ୱପ୍ନ ଅର୍ଥ ହିନ ମାନାଯାଇ ଅଛି। ଏହି ସ୍ୱପ୍ନକୁ ଭୁଲି ଯାଆନ୍ତୁ। ଏହି ସ୍ୱପ୍ନର ଭଲ ବା ଖରାପ ଫଳ ମିଳିବ ନାହିଁ।

ରାତି ୧୨ ରୁ ୧ ଟା ମଧ୍ୟରେ ଯଦି ଆପଣ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନକୁ ପୁରା ହେବା ପାଇଁ ୩ ବର୍ଷ ଲାଗିଥାଏ କିମ୍ବା ଏହି ସ୍ୱପ୍ନର କୌଣସି ମହତ୍ୱ ରହିନଥାଏ।

ରାତି ୧ ରୁ ୨ ଟା ମଧ୍ୟରେ ଦେଖିଥିବା ସ୍ୱପ୍ନର ଫଳ ୧ ବର୍ଷ ମଧ୍ୟରେ ପ୍ରାପ୍ତ ହୋଇଥାଏ।

ରାତି ୩ ରୁ ୪ଟା ମଧ୍ୟରେ ଦେଖିଥିବା ସ୍ୱପ୍ନର ଫଳ ୬ ମାସ ମଧ୍ୟରେ ମିଳିଥାଏ।

ସକାଳ ୪ ରୁ ୫ଟା ମଧ୍ୟରେ ଦେଖିଥିବା ସ୍ୱପ୍ନର ଫଳ ୩ ମାସ ମଧ୍ୟରେ ମିଳିଥାଏ।

ସକାଳ ୫ ରୁ ୬ଟା ମଧ୍ୟରେ ଦେଖିଥିବା ସ୍ୱପ୍ନର ଫଳ ୧ ମାସ ମଧ୍ୟରେ ଆପଣଙ୍କୁ ମିଳିଥାଏ।

ଦିନରେ ଦେଖିଥିବା ସ୍ୱପ୍ନକୁ ଭୁଲିଯିବା ଭଲ ହୋଇଥାଏ। କାରଣ ଏହାର କୌଣସି ଫଳ ନଥାଏ।

ସ୍ୱପ୍ନରେ ଛୋଟ ଛୁଆଙ୍କୁ କୋଳରେ ରଖିଥିବା ଦେଖିବା ବା ଛୋଟ ଛୁଆକୁ କୋଳରେ ଧରିଛନ୍ତି ଦେଖୁଛନ୍ତି ଏହାର ଅର୍ଥ ଶୁଭ ସମୟ ଆସିବାର ସଂକେତ ମିଳିଥାଏ। ଏହିପରି ସ୍ୱପ୍ନ ଲାଭ ଦେଇଥାଏ। ଏହିପରି ସ୍ୱପ୍ନ ଦେଖିଲେ ତୁରନ୍ତ ଭଗବାନ ଶିବଙ୍କୁ ଧନ୍ୟବାଦ ଦେଇ ଧ୍ୟାନ କରନ୍ତୁ

ସ୍ୱପ୍ନରେ ପାରା ଦେଖିବା। ଯଦି ଆପଣ ସ୍ୱପ୍ନରେ ପାରା ଦେଖୁଛନ୍ତି ତାହେଲେ ଏହି ସଂକେତ ଦେଇଥାଏ କି ଆପଣଙ୍କୁ ଭୟଙ୍କର ରୁ ଭୟଙ୍କର ରୋଗରୁ ମୁକ୍ତି ମିଳିବାକୁ ଯାଉଅଛି।

ସ୍ୱପ୍ନରେ ନିଜ ଭାଇକୁ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନର ଅର୍ଥ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ନୂଆ ମିତ୍ର ଆସିବାକୁ ଯାଉଛନ୍ତି।

ସ୍ୱପ୍ନରେ ନିଜର ମୃତ୍ୟୁ ଦେଖିବା। ବନ୍ଧୁଗଣ ବେଳେ ବେଳେ ଏମିତି ହୋଇଥାଏ କି ଯେବେ ଆମେ ସ୍ୱପ୍ନରେ ନିଜର ମୃତ୍ୟୁ ଦେଖିଥାଉ କିନ୍ତୁ ଏହି ସ୍ୱପ୍ନ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହାର ଅର୍ଥ ହେଉଛି ନିଜର ଖରାପ ଗୁଣ ସବୁକୁ ପଛରେ ଛାଡି ସବୁ ପ୍ରକାରର ରୋଗରୁ ମୁକ୍ତି ପାଇ ଆଗକୁ ବଢିବାର ଇଚ୍ଛାକୁ ପୁରା କରିବା ପାଇଁ ଚେଷ୍ଟା କରୁଛନ୍ତି।

ମଶାଣିରେ ଶବ ଦେଖିବା। ଯଦି ଆପଣ ସ୍ୱପ୍ନରେ ମଶାଣିରେ ଶବ ଦେଖୁଛନ୍ତି ତାହେଲେ ଏହା ଶୁଭ ଲାଭ ପାଇଁ ସଂକେତ ଦେଇଥାଏ। ଏହିସବୁ ସ୍ୱପ୍ନ ଆସିବା ପରେ ଆପଣଙ୍କ ଜୀବନରେ ଉନ୍ନତି ଆସିଥାଏ।

ସ୍ୱପ୍ନରେ ତ୍ରିଶୂଳ ଦେଖିବା। ଯଦି ଆପଣ ସ୍ୱପ୍ନରେ ତ୍ରିଶୂଳ ଦେଖୁଛନ୍ତି ତାହେଲେ ଏହି ସଂକେତ ମିଳିଥାଏ କି ନିଜର ଶତ୍ରୁଙ୍କ ଠାରୁ ମୁକ୍ତି ମିଲିଯିବା

ସ୍ୱପ୍ନରେ ବନ୍ଧୁ ବାନ୍ଧବଙ୍କୁ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସଂକେତ ଦେଇଥାଏ କି ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି।

ସ୍ୱପ୍ନରେ ମନ୍ଦିର ଦେଖିବା। ଯଦି ଆପଣ ରାତିରେ ସ୍ୱପ୍ନରେ ମନ୍ଦିର ଦେଖୁଛନ୍ତି ତାହେଲେ ଆପଣଙ୍କ ଦ୍ୱାରା ଧାର୍ମିକ କାର୍ଯ୍ୟରେ ବୃଦ୍ଧି ହେବ

ସ୍ୱପ୍ନରେ ଫକୀର ବାବାଙ୍କୁ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ।

ସ୍ୱପ୍ନରେ ଘର ଜଳିଯିବା ଦେଖିବା। ଯଦି ଆପଣ ସ୍ୱପ୍ନରେ କାହାର ଘର ଜଳିଯିବାର ଦେଖନ୍ତି ତାହେଲେ ଏହା ଶୁଭ ସମୟର ସଂକେତ ଦେଇଥାଏ।

ସ୍ୱପ୍ନରେ ସାପ ଦେଖିବା। ଯଦି ଆପଣ ସ୍ୱପ୍ନରେ ଅଜଗର ସାପ ଦେଖନ୍ତି ତାହେଲେ ଏହି ସଂକେତ ମିଳିଥାଏ କି ଆପଣଙ୍କ ବ୍ୟବସାୟରେ କ୍ଷତି ହେବାକୁ ଯାଉଅଛି।

ସ୍ୱପ୍ନରେ କାଉ ଦେଖିବା। ଯଦି ଆପଣ ସ୍ୱପ୍ନରେ କାଉ ଦେଖୁଛନ୍ତି ତାହେଲେ ଆପଣଙ୍କୁ ଗୋଟେ ଖରାପ ସୂଚନା ମିଳିବାର ସଂକେତ ଦେଇଥାଏ।

ସ୍ୱପ୍ନରେ ଝିଟିପିଟି ଦେଖିବା। ଯଦି ଆପଣ ସ୍ୱପ୍ନରେ ଝିଟିପିଟି ଦେଖନ୍ତି ତାହେଲେ ଆପଣ ସତର୍କ ହୋଇ ରହିଯାଅନ୍ତୁ। କାରଣ ଏହି ସଂକେତ ଦେଇଥାଏ କି ବହୁତ ଜଲଦି ଆପଣଙ୍କ ଘରେ ଚୋରି ହେବାକୁ ଯାଉଅଛି।ନ

ନିଜକୁ ପଡିଯିବାର ଦେଖିବା। ସ୍ୱପ୍ନରେ ନିଜକୁ ରାସ୍ତାରେ କିମ୍ବା ଅନ୍ୟ କେଉଁଠି ପଡିଯିବାର ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ଆସିବାକୁ ଥିବା ସଙ୍କଟ ପାଇଁ ସଂକେତ ଦେଇଥାଏ। ଧନ ବ୍ୟବସାୟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ।

ଯଦି ସ୍ୱପ୍ନରେ ନିଜକୁ ପଡିବା ଆଉ ପଡିକି ଉଠିବା ଦେଖନ୍ତି ତ ଜୀବନରେ ଆହୁରି ପ୍ରଗତି କରିବେ।

ସ୍ୱପ୍ନରେ କାହାର ଶେଷ ଯାତ୍ରା ଦେଖିବା ଏହାର ଅର୍ଥ ଆପଣଙ୍କର ସମସ୍ତ ଖରାପ କାମ ବହୁତ ଜଲଦି ଠିକ ହେବାକୁ ଯାଉଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *