Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ବନିଲା ଦୁର୍ଲଭ ମହାସଂଯୋଗ। ଚୁପଚାପ ପକେଇ ଦିଅନ୍ତୁ ଗୋଟିଏ ଲବଙ୍ଗ। ଟଙ୍କାର ହେବ ବର୍ଷା । ରାତାରାତି ଚମକି ଉଠିବ ଭାଗ୍ୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୫୦୦ ବର୍ଷ ପରେ ବନିଲା ଦୁର୍ଲଭ ମହାସଂଯୋଗ। ସବୁଠାରୁ ବଡ଼ ପୂର୍ଣ୍ଣିମା ହୋଲି। ଚୁପଚାପ ପକେଇ ଦିଅନ୍ତୁ ୧ ଟି ଲବଙ୍ଗ। ଟଙ୍କାର ବର୍ଷା ହେବ। ରାତାରାତି ଚମକି ଉଠିବ ଭାଗ୍ୟ।

ହୋଲିର ଦାହନର ପୂଜା କରିବାର ଠିକ ନିୟମ କଣ ଅଟେ। ସର୍ବପ୍ରଥମେ ହୋଲିର ଦାହନ ସମୟରେ ଯେଉଁ ବସ୍ତୁ ସବୁ ଦରକାର ଯାହାକୁ ଆହୁତି ଦିଆଯିବ ସେଥି ମଧ୍ୟରୁ ଆମ୍ବ ଶୁଖିଲା ନଡ଼ିଆ ଏବଂ ଧାନ ଖେଳନା ନୂତନ ଚାଷ ହୋଇଥିବା ଗହମର ବାଲୀ ଏବଂ ଗହମ ଜୋ ଚାଉଳ ଡାଲି ମସୁର। ହୋଲିର ଦାହନ କରିବା ପୂର୍ବରୁ ହୋଲିର ପୂଜା କରାଯାଏ ଆଉ ଏହି ପୂଜାକୁ କରିବା ସମୟରେ ବ୍ୟକ୍ତିକୁ ହୋଲିକାର ପାଖକୁ ଯାଇ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ବସିବା ଉଚିତ।

ଯଦି ଆପଣ ପୂଜା ଏମିତି ହିଁ କରିବାକୁ ଚାହୁଁଛନ୍ତି ତ ୧ ଘଟି ଜଳ ଏବଂ ଯେଉଁ ଗୋବରର ମାଳା ହୋଇଥାଏ ଧଳା ଚାଉଳ ଫୁଲ କଞ୍ଚା କ୍ଷୀର ଏବଂ ଗୁଡ଼। ଚାଉଳ ହଳଦୀ ସବୁଜ ମୁଗ ଫେଣେଇ ଶୁଖିଲା ନଡ଼ିଆ ନେଇ ଆପଣ ଯାଆନ୍ତୁ। ହୋଲିର ଦାହନ ମୁହୂର୍ତ୍ତ ସମୟରେ ଆପଣ ହୋଲିକାର ପାଖକୁ ଯାଇ ଅଳ୍ପ ଜଳ ଅର୍ପଣ କରନ୍ତୁ। ଫୁଲ ଅର୍ପଣ କରନ୍ତୁ ମିଠା ଅର୍ପଣ କରନ୍ତୁ ଆଉ ଯେଉଁ ଚିନିର ଖେଳନା ନେଇ ଛନ୍ତି ତାକୁ ଆପଣ ଅର୍ପଣ କରନ୍ତୁ। ଏହି ସମୟରେ ହନୁମାନ ଚାଳିସାର ପାଠ କରିବା ଉଚିତ।

ଏହା କଲେ ଆପଣଙ୍କ ହନୁମାନ ଚାଳିସାର ପାଠ ସିଦ୍ଧ ହେବ। ଏହାପରେ ଆପଣ କିମ୍ବା ଆପଣଙ୍କ ଆଖପାଖରେ ପିଲାଙ୍କ ନଜର ଉତାରିବାର ଅଛି ତ ଆପଣ ହନୁମାନ ଚାଳିସା ପାଠ କରି ନଜର ଉତାରି ପାରିବେ। ୩ ଟି ରଙ୍ଗକୁ ହୋଲିକାର ଚାରିପଟେ ୫ ଥର କିମ୍ବା ୭ ଥର ପରିକ୍ରମା କରି ପକେଇ ଦିଅନ୍ତୁ ଆଜ ଘଟିରେ ଥିବା ପାଣି ଆଉ ପୂଜା ସାମଗ୍ରୀ ଗୋଟେ ଗୋଟେ କରି ଲେପିଦେବେ। ପୁଷ୍ପ ଅର୍ପଣ କରି ହୋଲିକାର ପୂଜା କରନ୍ତୁ।

ଏହି ବର୍ଷ ହୋଲିର ଦାହନ ୧୭ ମାର୍ଚ୍ଚ ୨୦୨୨ ଗୁରୁବାର ଦିନ ଅଟେ। ରାତି ୯:୨୦ ମିନିଟରୁ ରାତି ୧୦:୩୧ ମିନିତ ମଧ୍ୟରେ ଅର୍ଥାତ ୧ ଘଣ୍ଟା ୧୦ ମିନିଟର ସମୟ ଅଟେ। ଏହି ସମୟରେ ଆପଣ ହୋଲିର ଦାହନ କରିପାରିବେ। ୧୮ ତାରିଖ ଦିନ ରଙ୍ଗ ବାଲୀ ହୋଲି ଅଟେ। ହୋଲିକାର ଅଗ୍ନିକୁ ସବୁଠାରୁ ଅଧିକ ପବିତ୍ର ମାନାଯାଏ। ଏବଂ ଏହାର ଅଗ୍ନିରେ ପରିକ୍ରମା କଲେ ମନସ୍କାମନା ପୂରଣ ହୋଇଥାଏ। ଅଂହକାର ମନରୁ କାଢି ଧର୍ମର ଜ୍ଞାନରେ ଅଗ୍ନିର ପରିକ୍ରମା କରନ୍ତୁ।

ହୋଲିର ଦାହନରେ ଆପଣ ଫେଣେଇ କଞ୍ଚା ଆମ୍ବ ଏବଂ ଯେଉଁ ଗୁଡ଼ର ଭୋଗ ଲଗାଇ ଗ୍ରହଣ କରିବାର ବିଧାନ ଅଛି। ହୋଲିକାର ଦାହନ ଦିନ।

ଆସନ୍ତୁ ଜାଣିବା ଏଥିରେ ଲବଙ୍ଗର ବ୍ୟବହାର କେମିତି କରିବେ।

ହୋଲିକାର ଦାହନରେ ଜଳୁଥିବା ଅଗ୍ନିରେ ବିଶେଷ ସାମଗ୍ରୀ ଅର୍ପଣ କରିବାର ବିଧାନ ଅଛି।

ଶୁଖିଲା ନଡ଼ିଆ ନିଶ୍ଚୟ ଅର୍ପଣ କରିବା ଉଚିତ। ସେଥିରେ ଅଳ୍ପ ତେଲ ଏବଂ ମିଠା ବସ୍ତୁ ଦେଇ ଅର୍ପଣ କରିବେ। ଚାକିରୀ ବ୍ୟବସାୟ ସମସ୍ୟା ଦୂର ହେବ। ଧନର ସମସ୍ୟାର ସମାଧାନ ହୋଇଯିବ।

ଯଦି ଆପଣଙ୍କ ଘର ଦୁକାନରେ କାହାର ଖରାପ ନଜର ଲାଗିଯାଇଛି ତ ହୋଲିକାର ଦାହନରେ ଆପଣ ନିଜ ହାତରେ ଅଳ୍ପ ହଳଦିଆ ସୋରିଷ ଦାନା ନିଅନ୍ତୁ ନିଜର କାର୍ଯ୍ୟ କ୍ଷେତ୍ରର ଚାରି ପଟେ ବୁଲନ୍ତୁ ଏହାପରେ ଏହାକୁ ହୋଲିକାର ଅଗ୍ନିରେ ପକେଇ ଦିଅନ୍ତୁ।

ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ ତ ହୋଲିକାର ଦାହନ ସମୟରେ ଅଗ୍ନିରେ ଡାଲି ପକେଇ ଦେବେ ତ ଶରୀର ଉତମ ରହିବ

ହୋଲିକାର ପାଉଁଶକୁ ଆଣି ଘରେ ସୁରକ୍ଷିତ ରଖିଲେ ଜୀବନରେ ସବୁ କଷ୍ଟ ଦୂର ହୋଇଯିବ।

ଯଦି ଆପଣ ଚାହାନ୍ତି ଜୀବନରେ ସଫଳତା ମିଳୁ ତ ଏହା ପାଇଁ ଆପଣ ହୋଲିର ଦାହନର ଅଗ୍ନିରେ ଶଖିଲା ନଡ଼ିଆ ପାନ ସୁପାରି ନିଶ୍ଚୟ ପକେଇ ଦିଅନ୍ତୁ। କେବେବି ଆପଣ ବିଫଳତା ହେବେ ନାହିଁ।

ହୋଲି ଦିନ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ତାହାକୁ ପ୍ରଥମେ ଭୋଗ ଲଗାଯାଇଥାଏ ତ ସନ୍ଧ୍ୟା ସମୟରେ ହଲିର ଦାହନରେ ଶୁଭ ମୁହୂର୍ତ୍ତ ହୋଇଥାଏ।

ହୋଲିର ଦାହନର ଯେଉଁ ପାଉଁଶ ହୋଇଥାଏ ନାଁ ଏହାର ବିଶେଷ ପ୍ରୟୋଗ ବିଷୟରେ ଜାଣିବା। ଘରର ସୁଖ ଶାନ୍ତି ପାଇଁ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ମତଭେଦ ବା କ୍ଳେଶ ଚାଲିଥାଏ ଚାଲିଥାଏ ଘରେ ନକରାତ୍ମକ ଉର୍ଜାକୁ ସମାପ୍ତ କରିବା ପାଇଁ ଆପଣ କଣ କରିବେ ନାଁ ସେଥିରୁ ସବୁ ମୁକ୍ତି ପାଇବା ପାଇଁ ହୋଲିର ଦାହନରେ ଆପଣ ଅଳ୍ପ ଅଟା ଏବଂ ଯଦି ମିଳିଯାଏ ଜୋ ର ତାର ବାଲୀ ବାହାର କରିନେବେ ଆଉ ହୋଲିର ଅଗ୍ନିରେ ପକାଇ ଦେବେ ତ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ।

ନଜର ଦୋଷ ଗ୍ରହ ଦୋଷ ସବୁ ସମାପ୍ତ ହୋଇଯାଇଥାଏ।

ବ୍ୟବସାୟରେ ଉନ୍ନତି ପାଇଁ ହୋଲିର ଦାହନ ଦିନ ଛୋଟ କାମ କରନ୍ତୁ। ଗୋଟେ ହଳଦିଆ ରଙ୍ଗର କପଡ଼ା ନିଅନ୍ତୁ ଆଉ କଳା ହଳଦୀକୁ ସେହି କପଡ଼ାରେ ରଖି ଏହା ସହିତ ୧୧ ଟି ଗୋମତି ଚକ୍ର ରଖନ୍ତୁ ଯଦି ୧୧ ଟି ନଥିବ ତାହେଲେ ୧ ଟି ବି ନିଅନ୍ତୁ ଏବଂ ଗୋଟେ ଚାନ୍ଦିର କଏନ ନେବାର ବିଧାନ ଅଛି କିନ୍ତୁ ଆପଣ ୧ ଟଙ୍କାର କଏନ ବି ନେଇପାରିବେ।

ଆଉ ଏହିସବୁକୁ ଏକା ସହିତ ରଖି ହୋଲିର ଅଗ୍ନିରେ ୩ ଥର ବା ୫ ଥର ପ୍ରରିକ୍ରମା କରି ପକେଇ ଦିଅନ୍ତୁ ହାତ ଯୋଡି ପ୍ରଣାମ କରନ୍ତୁ ନିଜର ମନସ୍କାମନା କୁହନ୍ତୁ ଏହା ପରେ ନିଜ ଘରକୁ ଆସିଯାନ୍ତୁ। ଯେବେବି ହୋଲିର ଅଗ୍ନି ଜଳା ଯିବ ସେହି ସମୟରେ ହୋଲିର ଅଗ୍ନିରେ ଅଳ୍ପ ଚଣା ଅଳ୍ପ ମଟର ଗହମ ଏହିସବୁ କୁ ଯଦି ହୋଲିର ଅଗ୍ନିରେ ପକେଇବେ ତ ଜୀବନରେ ଧନର ପ୍ରାପ୍ତି ହୋଇଥାଏ।

ଅସ୍ତଗଛ ମୂଳରେ ଗୋଟେ ଦୀପ ଜଳାଇବାର ବି ବିଧି ଅଛି।ଯଦି ଆପଣ ହୋଲିର ଦାହନ ସାମ୍ନାରେ ଏମିତି କରନ୍ତି ତ ଜୀବନରେ ଧନର ସମସ୍ୟା ଚିନ୍ତିତ କରିବ ନାହିଁ।

ଘରେ ଅତୃପ୍ତ ଆତ୍ମାକୁ ଶାନ୍ତ କରିବା ପାଇଁ ଆପଣ ସୋରିଷ ହୋଲିର ଅଗ୍ନିରେ ପକେଇ ଦିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ।

ହୋଲିର ପାଉଁଶକୁ ପର ଦିନ ଘରକୁ ନେଇ ଆସିବେ। ଆଉ ଆଣି ଏକ ପାତ୍ରରେ ରଖନ୍ତୁ ଆଉ ସେଥିରେ ଅଳ୍ପ ଲୁଣ ଏବଂ ଅଳ୍ପ ହଳଦିଆ ରଙ୍ଗର ସୋରିଷ ମିଶାଇ ରଖିଦିଅନ୍ତୁ ନିଜ ଘରେ ସୁରକ୍ଷିତ ସ୍ଥାନରେ। ଏମିତି ଜାଗାରେ ରଖିବେ ଯେମିତି ସ୍ଥିର ରହିବ। ଏମିତି କଲେ କୌଣସି ପ୍ରକାରର ତନ୍ତ୍ର ମନ୍ତ୍ର କ୍ରିୟାରପ୍ରଭାବ ପଡିବ ନାହିଁ। ନଜର ଦୋଷ ଅଭିଶାପରୁ ମୁକ୍ତି ପାଇପାରିବେ। ଏହାକୁ ଗୋଟେ ବର୍ଷ ପରେ ମାଟିରେ ପୋତି ଦେବେ। ଆଉ ପୁଣି ଥରେ ନୂଆ କରି ରଖିଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *