Excuse Me Odisha

ଯାହା କହିବୁ ସତ କହିବୁ

ଅଧରାତ୍ରିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ବହୁତ ପଶ୍ଚାତାପ କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ହିନ୍ଦୁ ଧର୍ମ ଶାସ୍ତ୍ରରେ ମହିଳା ମାନଙ୍କୁ ବହୁତ ପବିତ୍ର ମାନା ଯାଇଥାଏ। ତେଣୁ ସେମାନେ କୌଣସି ଭୁଲ କଲେ , ତୁରନ୍ତ ସେମାନଙ୍କୁ କର୍ମଫଳ ଭୋଗିବାକୁ ପଡ଼ିଥାଏ। କୁହାଯାଏ କି କୌଣସି ମହିଳା ଚାହିଁଲେ ଘରକୁ ସ୍ବର୍ଗ କରି ଦେଇଥାନ୍ତି ଏବଂ ସେମାନେ ଚାହିଁଲେ ଘରକୁ ନର୍କ କରି ଦେଇଥାନ୍ତି। କିଛି ଏଭଳି କାର୍ଯ୍ୟ ରହିଛି, ଯାହାକୁ ମହିଳା ମାନେ ରାତିରେ କେବେ ମଧ୍ୟ କରିବା ଉଚିତ ନୁହେଁ।ତେବେ କଣ ସେହି ସବୁ କାମ ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କାର୍ଯ୍ୟ ବିଷୟରେ କହିବା ପାଇଁ ଯାଉଛୁ, ଯାହାକୁ ମହିଳା ମାନେ କେବେବି ରାତି ସମୟରେ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ।ନଚେତ ସର୍ବନାଶ ହୋଇପାରେ।

– ଅଧିକାଂଶ ଲୋକଙ୍କ ଘରେ ରାତିର ଭୋଜନ ପରେ ଅଇଁଠା ବାସନ ପଡ଼ି ରହିଥାଏ। ତେଣୁ ଘରର ମହିଳା ମାନେ ଏଭଳି ଭୁଲ କରିବା ଉଚିତ ନୁହେଁ। କାରଣ ଅଇଁଠା ବାସନ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ି ରହିଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଏହାସହିତ ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ।

– ଯଦି ମହିଳା ମାନେ ଘରର ଝାଡୁକୁ ଛିଡା କରି ରଖୁଥିବେ, ତାହେଲେ ଏଭଳି କରିବା ଭୁଲ ଅଟେ। ଝାଡୁକୁ ସର୍ବଦା ଶୁଆଇ ରଖିବା ଉଚିତ। ଝାଡୁ ଦ୍ଵାରା ଘରର ସଫାସୁତୁରା ହୋଇ ଥାଏ। ଏହାସହିତ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମଧ୍ୟ କୁହାଯାଇଥାଏ। ତେଣୁ ଏହାକୁ କେବେବି ଅପମାନ କରିବା ଉଚିତ ନୁହେଁ।

– ଯଦି ମହିଳା ମାନେ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ନ ଉଠି ଦୈନନ୍ଦିନ କାର୍ଯ୍ୟ ନ କରନ୍ତି, ତାହେଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଘରେ ଅଭାବ ଅନଟନ ଦେଖା ଦେଇଥାଏ।

– ମହିଳା ମାନଙ୍କୁ ରାତ୍ରି ସମୟରେ କେବେବି ଝାଡୁ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଘରୁ ପଳାଇ ଯାଇଥାନ୍ତି। ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ ଝାଡୁ କରିବାକୁ ଅଶୁଭ ମାନା ଯାଇଥାଏ। ସୂର୍ଯ୍ୟୋଦୟ ପରେ ହିଁ ସର୍ବଦା ଝାଡୁ କରିବା ଉଚିତ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *