Excuse Me Odisha

ଯାହା କହିବୁ ସତ କହିବୁ

ହୋଲାଷ୍ଟକ ୫ ଦିନରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ ଟି କାମ,ବର୍ବାଦ ହୋଇଯିବ ପୁରା ପରିବାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲିରେ ୫ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୫ ଟି କାମ ବର୍ବାଦ ହୋଇଯିବ ପୁରା ପରିବାର।

ବନ୍ଧୁଗଣ ହୋଲିର ପର୍ବ ସମସ୍ତଙ୍କୁ ପସନ୍ଦ। ସେଥିରେ ପ୍ରସ୍ତୁତ ହେଉଥିବା ମିଠା ରଙ୍ଗ ବେରଙ୍ଗୀ ଚେହେରା ଯେମିତି ସମ୍ପୂର୍ଣ୍ଣ ସଂସାର ହିଁ ରଙ୍ଗରେ ସଜା ହୋଇଥିବା ଦେଖାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ହୋଲିର ରଙ୍ଗରେ ଯେତେ ସୁନ୍ଦର ଏବଂ ଖୁସି ହୋଇଥାଏ ସେତିକି ଅଧିକ ଅଶୁଭ ଏବଂ କଷ୍ଟ ଦାୟକ ହୋଇଥାଏ। ହୋଲିର ୮ ଦିନ ପୂର୍ବରୁ ହୋଲିଷ୍ଟ ସମୟର ଆରମ୍ଭ ହୋଇଥାଏ। ଏହି ବର୍ଷ ହୋଲିଷ୍ଟର ଫାଲ୍ଗୁନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆରମ୍ଭ ହେବାକୁ ଯାଉଛି ଅର୍ଥାତ ୧୦ ମାର୍ଚ୍ଚ ରୁ ହୋଲିଷ୍ଟ ଆରମ୍ଭ ହୋଇଯିବ।

ହୋଲିଷ୍ଟର ସମୟକୁ ବହୁତ ଅଶୁଭ ମାନାଯାଇଛି। ଆମର ଶାସ୍ତ୍ରରେ ଏହି ୮ ଦିନରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। କାରଣ ସ୍ୱୟଂ ଭଗବାନ ବିଷ୍ଣୁ କହିଛନ୍ତି ହୋଲିଷ୍ଟ ସମୟରେ କୌଣସି ବି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ମାନ୍ୟତା ଅଛି ଯେ ଏହି ସମୟରେ ହିରଣ୍ୟକଶ୍ୟପ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହ୍ଲାଦକୁ ଅନେକ ପ୍ରକାରର ଯାତନା ଦେଇଥିଲେ ଆଉ ଏହି ୮ ଦିନରେ ପ୍ରହ୍ଲାଦକୁ ଅନେକ କଷ୍ଟ ସହିବାକୁ ପଡିଥିଲା।

ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ଅଷ୍ଟମୀକୁ ଚନ୍ଦ୍ରମା ନବମୀକୁ ସୁର୍ଯ୍ୟ ଦଶମୀକୁ ଶନି ଏକାଦଶୀକୁ ଶୁକ୍ର ଦ୍ଵାଦଶୀକୁ ଗୁରୁ ତ୍ରୟୋଦଶୀକୁ ବୁଧ ଚତୁର୍ଦଶିକୁ ମଙ୍ଗଳ ଏବଂ ପୂର୍ଣ୍ଣିମାକୁ ହୋଲିର ଦାହନ ସମୟରେ ରାହୁ କେତୁଙ୍କ ଉଗ୍ର ପ୍ରଭାବ ହୋଇଥାଏ। ତ ଏହି ସମୟରେ କୌଣସି ବି ଶୁଭ କାର୍ଯ୍ୟ କରିପାରିବେ ନାହିଁ ତ ଆସନ୍ତୁ ଜାଣିନେବା ହୋଲିଷ୍ଟ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ।

କୌଣସି ବଡ଼ ଯଜ୍ଞ ଆହୁତି ଆଦି ଅନେକ ଶୁଭ କାର୍ଯ୍ୟ ଭୁଲରେ ବି ମଧ୍ୟ କରନ୍ତୁ ନାହିଁ। ଯଦି ଆପଣ କୌଣସି ବଡ଼ ପୂଜା ବଡ଼ ଯଜ୍ଞରେ ଆହୁତି ଦେବାକୁ ଚାହାନ୍ତି ତ ଦୟା କରି ଏହି ସମୟରେ କରନ୍ତୁ ନାହିଁ। ଏହି ସମୟରେ ଏହିସବୁ କାର୍ଯ୍ୟ କରିବା ବର୍ଜିତ ମାନାଯାଇଛି। ଏହାର ବିପରୀତ ଫଳ ଆପଣଙ୍କୁ ଭୋଗିବାକୁ ପଡିପାରେ।

ଯଦି ଆପଣ ଏହି ସମୟରେ କୌଣସି ନୂତନ ଜିନିଷ ନୂତନ ଜମି ନୂତନ ଘର ଦୁକାନ ମେସିନ ସୁନା କିମ୍ବା କୌଣସି ନୂତନ ଜିନିଷ କିଣିବାକୁ ଚାହୁଁଛନ୍ତି ତ ଦୟାକରି ଏମିତି କରନ୍ତୁ ନାହିଁ। ଏହା ଦ୍ବାରା ରାହୁ ଏବଂ କେତୁଙ୍କ ପ୍ରଭାବ ସବୁଠାରୁ ଅଧିକ ହୋଇଥାଏ। କୌଣସି ବି ଦାମିକା ଜିନିଷ ଏହି ସମୟରେ କିଣିବା ଉଚିତ ନୁହେଁ। ନଚେତ ଏହାର ଅଶୁଭ ଫଳ ପ୍ରାପ୍ତ ହେବ।

ସୁକୃତ ବାହାଘର ଏହା ସହିତ ଜଡିତ କୌଣସି ବି କାର୍ଯ୍ୟ ଏହି ସମୟରେ କରିବାକୁ ବର୍ଜିତ ମାନାଯାଇଛି। ଯଦି ଆପଣ ଏହି ସମୟରେ ଏହିସବୁ କାର୍ଯ୍ୟ କରନ୍ତି ତ କାର୍ଯ୍ୟରେ ଅନେକ ସାରା ବାଧା ଉତ୍ପନ ହୋଇପାରେ। ଏମିତି ସମୟରେ ଯୋଡ଼ା ହୋଇଥିବା ସମ୍ପର୍କବି କେବେବି ସଫଳ ହୋଇପାରେ ନାହିଁ। ସେଥିପାଇଁ କୌଣସି ଶୁଭ କାର୍ଯ୍ୟ ଏହି ସମୟରେ କରିବା ଉଚିତ ନୁହେଁ।

କୌଣସି ଶୁଭ କାର୍ଯ୍ୟର ଯାତ୍ରା କିମ୍ବା ତୀର୍ଥ ଯାତ୍ରା ଏହି ସମୟରେ କେବେବି କରିବା ଉଚିତ ନୁହେଁ। ମାନ୍ୟତା ଅଛି ଏହି ସମୟରେ କରାଯାଉଥିବା ତୀର୍ଥ ଯାତ୍ରା କେବେବି ସଫଳ ହୋଇନଥାଏ କି କୌଣସି ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହୋଇନଥାଏ। ଏହି ସମୟକୁ ବହୁତ କଷ୍ଟଦାୟକ ମାନାଯାଏ। ସେଥିପାଇଁ ଆପଣ କୌଣସି ପ୍ରକାରର ତୀର୍ଥ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ।

ହୋଲି ସାମ୍ନାରେ ସୁକୃତ ବାହାଘର ମଣ୍ଡନ ଭଳି କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହିସବୁ କାର୍ଯ୍ୟ ହୋଲିର ସମୟ ଶେଷ ହେବା ପରେ କରିବା ଉଚିତ। ଏହି ଦିନ କୌଣସି ବାହାଘର ଯୋଡ଼ା ଗହଣା କିମ୍ବା କୌଣସି ପ୍ରକାରର ଶୁଭ ଜିନିଷ ସହିତ ଜଡ଼ିତ ଜିନିଷ କିଣିବା ଉଚିତ ନୁହେଁ। ଏହି ସମୟରେ ଯେଉଁ ଜିନିଷ କିଣା ଯାଏ ସେହି ଜିନିଷ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ। ଏହିସବୁ ଜିନିଷ ଅଶୁଭ ହୋଇଯାଏ। ଯାହା ଶୁଭ କାର୍ଯ୍ୟରେ ପ୍ରୟୋଗ କଲେ ତାର ଅଶୁଭ ପରିଣାମ ମିଳିଥାଏ।

ଏହି ସମୟରେ ଶାରୀରିକ ସମ୍ବଦ୍ଧ ବନେଇବା ଅଶୁଭ ହୋଇଥାଏ। ଏହି ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ। ଏହି ସମୟରେ ଉତ୍ପନ ହେବା ସନ୍ତାନ ଦୁଷ୍ଟ ଲୋଭି ଅହଂକାରୀ ଛଳ କପଟ ଏବଂ ମନ୍ଦ ବୁଦ୍ଧି ଵାଲା ଜନ୍ମ ହୋଇଥାନ୍ତି। ଏମିତି ସନ୍ତାନ ଭବିଷ୍ୟତରେ ନିଜର କୂଳକୁ ମାଟିରେ ମିଶେଇ ଦେଇଥାନ୍ତି।

ଏହି ଦିନ ଯଦି କୌଣସି ସନ୍ତାନ ଜନ୍ମ ହୁଏ ତା ପାଇଁ କୌଣସି ପ୍ରକାରର ଜିନିଷ କିଣିବେ ନାହିଁ କି ଏହି ସମୟରେ କୌଣସି ବି ଜିନିଷ କିଣି ସନ୍ତାନକୁ ପିନ୍ଧାନ୍ତୁ ନାହିଁ। ନଚେତ ଏହାର ଅଶୁଭ ପ୍ରଭାବ ଆପଣଙ୍କ ସନ୍ତାନଙ୍କ ଉପରେ ପଡିପାରେ। ଯାହା ଦ୍ୱାରା ତାକୁ ଜୀବନରେ କଷ୍ଟର ସାମ୍ନା କରିବାକୁ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *