Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଝାଡୁ ଲଗାଇବା ପୂର୍ବରୁ କରି ନିଅନ୍ତୁ ଏହି କାମ, ରୋଡ଼ପତି ବି ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଘରେ ଝାଡୁ ଲଗାଇବା ପୂର୍ବରୁ କରି ନିଅନ୍ତୁ ଏହି କାମ ରୋଡ଼ପତି ବି ହୋଇଯିବେ କୋଟିପତି।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଝାଡୁ ଲଗାଇବା ପୂର୍ବରୁ କରି ନିଅନ୍ତୁ ଏହି କାମ ରୋଡ଼ପତି ବି ହୋଇଯିବେ କୋଟିପତି।

କେବେ କେବେ ଜୀବନରେ ଋଣ ବହୁତ ସମସ୍ୟା କରିଥାଏ। ନାଁ ଚାକିରୀ ଚାଲିଥାଏ ନାଁ ବ୍ୟବସାୟ ନାଁ ଖୁସି ଆସିଥାଏ ନାଁ ଟଙ୍କା। ଯଦି ଆପଣଙ୍କୁ ଏମିତି ଲାଗେ କି ଆପଣ ସମସ୍ତ ଆଡୁ ଚିନ୍ତାରେ ପଡ଼ି ଯାଇଛନ୍ତି। ତ ଥରେ ଆଖି ବନ୍ଦ କରି ପ୍ରଥମ ପୂଜନୀୟ ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ। କଣ ଆପଣ ଜାଣିଛନ୍ତି ଭଗବାନ ଗଣେଶଙ୍କୁ ଦୁବ ଅଧିକ ପ୍ରିୟ ଅଟେ ଆଉ ଭଗବାନ ଗଣେଶଙ୍କୁ ସବୁବେଳେ ୨୧ ଟି ଦୁବ ଅର୍ପଣ କରିବା ଶୁଭ ହୋଇଥାଏ।

ଯେବେବି ଆପଣ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବେ ତ କେବେବି ପାଦରେ ରଖିବେ ନାହିଁ। ତାଙ୍କର ମଥାରେ କିମ୍ବା କାନ୍ଧ ଉପରେ କିମ୍ବା ଭଗବାନ ଗଣେଶଙ୍କର ଯେଉଁ ପଟ ଦାନ୍ତ ଭଙ୍ଗା ଥାଏ ତ ସେହି ପଟେ ହିଁ ଦୁବ ଅର୍ପଣ କରିବା ଉଚିତ। ଆଜି ଆମେ ଖାସ ପ୍ରୟୋଗ ବିଷୟରେ ଜଣେଇବୁ ଯାହା ଭଗବାନ ଗଣେଶଙ୍କ ଶଙ୍ଖକୁ ନେଇ।

ଗଣେଶ ଶଙ୍ଖ ଆପଣ ନାଁ ଶୁଣିଥିବେ। ଯଦି ଆପଣଙ୍କୁ ଜୀବନରେ ବହୁତ ଧନର ସମସ୍ୟା ଅଛି ତ ଥରେ ଭଗବାନ ଗଣେଶ ଶଙ୍ଖ ଆପଣ କିଣି କରି ଆଣନ୍ତୁ। ଆଉ ଏହି ଗଣେଶ ଶଙ୍ଖକୁ ଆଣି ନିଜ ପୂଜା ସ୍ଥାନରେ ରଖନ୍ତୁ। ପ୍ରତିଦିନ ସକାଳେ ଯେବେ ଆପଣ ଘରେ ଝାଡୁ ଲଗାନ୍ତି ସକାଳୁ ସକାଳୁ ତ ଝାଡୁ ଲଗେଇବା ପୂର୍ବରୁ ଘରର ମୁଖ୍ୟ ଦ୍ୱାରରେ ଗଙ୍ଗା ଜଳ ପକାନ୍ତି ନାଁ ତ ଆପଣ ଏହି ଶଙ୍ଖରେ ଜଳ ପକାନ୍ତୁ।

ଶଙ୍ଖ ଡାହାଣ ହାତରେ ନିଅନ୍ତୁ ଆଉ ଶଙ୍ଖରେ ଅଳ୍ପ ଜଳ ନିଅନ୍ତୁ ଆଉ ସେଥିରେ ଜଳ ଭରି ନିଅନ୍ତୁ ଏବଂ ଧୀରେ ଧୀରେ ପତଳା ପତଳା ୬ ଟି ଲାଇନ ମୁଖ୍ୟ ଦ୍ୱାରରେ ଗାର ପକେଇଦିଅନ୍ତୁ ଯେଉଁ ଶଙ୍ଖରେ ଜଳ ରଖିଛନ୍ତି ସେହି ଶଙ୍ଖରେ। ଏହା ଦ୍ୱାରା ଉନ୍ନତି ହୋଇଥାଏ। ୧ ମାସ ଏହି ପ୍ରୟୋଗ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *