Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ରାତିରୁ ବନିବାକୁ ଯାଉଛି ଅଦ୍ଭୁତ ମହାସଂଯୋଗ ଓ ବଦଳିବାକୁ ଯାଉଛି ୬ ଗୋଟି ରାଶିର ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତିବର୍ଷ ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥିରେ ହୋଲିପର୍ବ ପାଳନ କରା ଯାଇଥାଏ। ଏହି ସମୟରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗୋଚର ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ। ଯାହାଫଳରେ ଏହାର ପ୍ରଭାବ କିଛି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ହୋଲିକା ଦହନ ଦିନ ରାହୁ ଏବଂ କେତୁ ଗ୍ରହ ନିଜ ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଏହି ଦୁଇଟି ଗ୍ରହର ସ୍ଥାନ ପରିବର୍ତ୍ତନ ଯୋଗୁଁ କେଉଁସବୁ ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ମିଥୁନ ରାଶି:-

ଏହି ରାଶିଙ୍କ ପାଇଁ ରାହୁ ଓ କେତୁ ଗ୍ରହର ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। ଆର୍ଥିକ ରୂପରେ ଆପଣଙ୍କୁ ଅଧିକ ଲାଭ ପ୍ରାପ୍ତ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ବଡ ଦାୟିତ୍ଵ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ଆୟରେ ବୃଦ୍ଧି ହେବ।ଆପଣ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବେ।

୨/ ବିଛା ରାଶି:-

ଏହି ରାଶିର ଲୋକଙ୍କ ପାଇଁ ରାହୁ ଓ କେତୁ ଗ୍ରହର ଗୋଚର ଲାଭଦାୟକ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କୁ ଅନେକ ସ୍ଥାନରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ସଠିକ ସ୍ଥାନରେ ଟଙ୍କା ନିବେଶ କରିବାରେ ଆପଣ ସଫଳ ରହିବେ। ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଚାକିରି କ୍ଷେତ୍ରରେ ଆପଣ ପଦୋନ୍ନତୀ ହାସଲ କରିବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

୩/ କୁମ୍ଭ ରାଶି :-

ରାହୁ ଓ କେତୁ ଗ୍ରହର ଗୋଚର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆମଦାନୀରେ ବୃଦ୍ଧି ହେବା ସହିତ ଆପଣ ଧନ ସଞ୍ଚୟ କରିବାରେ ସଫଳ ରହିବେ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ବିବାହିତ ଦମ୍ପତ୍ତି ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ।

୪/ କର୍କଟ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ରାହୁ ଓ କେତୁ ଗ୍ରହର ଗୋଚର ଅତ୍ୟନ୍ତ ଶୁଭ ଫଳଦାୟୀ ରହିବ। ଏହି ସମୟରେ ଆପଣ ପ୍ରଚୁର ଧନ ଅର୍ଜନ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରିରେ ପଦୋନ୍ନତୀ ମିଳିବା ସହିତ ଆୟରେ ବୃଦ୍ଧି ହେବ। ପରିବାରରେ ହସଖୁସିର ବାତାବରଣ ଲାଗି ରହିବ।

୫/ ଧନୁ ରାଶି:-

ଧନୁ ରାଶିର ଲୋକଙ୍କ ପାଇଁ ରାହୁ ଓ କେତୁ ଗ୍ରହ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। କାର୍ଯ୍ଯକ୍ଷେତ୍ରରେ ଆପଣଙ୍କର ସମସ୍ତ ପ୍ରୟାସ ସଫଳ ହେବ। ସାମାଜିକ ସ୍ଥଳରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। କାର୍ଯ୍ଯକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସେୟାର ମାର୍କେଟ ସହିତ ଜଡିତ ଥିବା ଲୋକଙ୍କୁ ଏହିସମୟରେ ଜବରଦସ୍ତ ଲାଭ ମିଳିବାର ସମ୍ଭାବନା ରହିଛି।

୬/ ମକର ରାଶି :-

ରାହୁ ଓ କେତୁ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ଯ ସମ୍ପନ୍ନ ହେବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଋଣ ଦେଇଥିବା ଟଙ୍କା ଆପଣଙ୍କୁ ସଠିକ ସମୟରେ ଫେରସ୍ତ ମିଳିବ।

ତେବେ ସାଙ୍ଗମାନେ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *