Excuse Me Odisha

ଯାହା କହିବୁ ସତ କହିବୁ

୯୦ ବର୍ଷ ପରେ ଦେଖାଯିବ ଫାଲ୍ଗୁନ ପୁର୍ଣିମାର ଚାନ୍ଦ। ୪ ଟି ରାଶିରେ ଲାଗିବ ଲଟେରୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୭ ମାର୍ଚ୍ଚକୁ ୯୦ ବର୍ଷ ପରେ ଦେଖାଯିବ ଫାଲ୍ଗୁନ ପୁର୍ଣିମାର ଚାନ୍ଦ। ୪ ଟି ରାଶିରେ ଲାଗିବ ଲଟେରୀ।

ଏହି ବର୍ଷ ହୋଲିର ୯୦ ବର୍ଷ ପରେ ବନୁଅଛି ଦୁର୍ଲଭ ମହା ସଂଯୋଗ। ଗ୍ରହଙ୍କ ପ୍ରଭାବ ସବୁବେଳେ ଜୀବନରେ ଉପରେ ପଡିଥାଏ ଏବଂ ଜ୍ୟୋତିଷଙ୍କର ଅନୁସାରେ ଗ୍ରହଙ୍କ ସ୍ଥିତି ଅନୁସାରେ ଲୋକଙ୍କ ଜୀବନରେ ଶୁଭତା ଏବଂ ଅଶୁଭତାର ପ୍ରକୋପ ବି ପଡିଥାଏ ତ ହୋଲିର ଖାସ ଅବସର ଉପରେ ଯଦି ଆମେ ଜ୍ୟୋତିଷଙ୍କ କଥା ହେବା ତେବେ କିଛି ରାଶିଙ୍କ ଜୀବନରେ ହେବ ବହୁତ ବଡ଼ ପରିବର୍ତ୍ତନ।

କିଛି ରାଶିଙ୍କୁ ଅଳ୍ପ ସମସ୍ୟା ବି ଆସିବ ତ ଏହି ଥର ହୋଲି ଯାହା ଲକ୍ଷ୍ମୀ ଜୟନ୍ତୀ ଫାଲ୍ଗୁନ ପୂର୍ଣ୍ଣିମା ଉତ୍ତରା ପର୍ବ ଯାହାକୁ କୁହାଯାଏ ଆଉ ଜ୍ୟୋତିଷଙ୍କ ଅନୁସାରେ ହୋଲିର ଦାହନର ଶୁଭ ମୁହୂର୍ତ୍ତ କେତେ ବର୍ଷ ପରେ ଭଦ୍ରା କାଳରେ ପଡୁଛି। ତ ଏମିତିରେ ସର୍ବ ସିଦ୍ଧି ଯୋଗ ଅମୃତ ସିଦ୍ଧି ଯୋଗ ବି ବନୁଅଛି ତ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଖୁସିର ବର୍ଷା ହେବ।

ମେଷ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ବର୍ଷ ହୋଲି ଆପଣଙ୍କ ପାଇଁ ଆଣୁଛି ବହୁତ ସାରା ଖୁସି କାରଣ ବହୁତ ଶୁଭ ଅଟେ। ଜୀବନରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ଇନକମରେ ନୂଆ ରାସ୍ତା ଖୋଲିବ ଏବଂ ପାରିବାରିକ ଜୀବନ ଆପଣଙ୍କର ବହୁତ ଭଲ ରହିବ। ଯେଉଁମାନେ ବିଦ୍ୟାର୍ଥୀ ସେମାନଙ୍କୁ ସଫଳତା ମିଳିବ।

କେବଳ ଆପଣଙ୍କୁ ନିଜର କ୍ରୋଧ ଉପରେ କଣ୍ଟ୍ରୋଲ ରଖିବାକୁ ପଡିବ। ଏହି ହୋଲିରେ ଯଦି ଆପଣ ଖେଳରେ ନାରଙ୍ଗୀ ରଙ୍ଗର ବ୍ୟବହାର କରିବେ କିମ୍ବା ନାରଙ୍ଗୀ ରଙ୍ଗର କପଡ଼ା ବି ପିନ୍ଧି ପାରିବେ ନାରଙ୍ଗୀ ରଙ୍ଗର ଗୋଲାପ ବି ବ୍ୟବହାର କରି ପାରିବେ କିମ୍ବା ନାରଙ୍ଗୀ ରଙ୍ଗର ମିଠା ବି ଖାଇ ପାରିବେ। ପ୍ରଗତି ନିଶ୍ଚୟ କରିବେ।

ବୃଷ ରାଶି। ଏହ ବର୍ଷ ହୋଲି ଜୀବନରେ ଧନର ଉନ୍ନତି ନେଇ ଆସିବ। ଖୁବ ଉନ୍ନତିର ବର୍ଷା କରିବ। ଯଦି ଆପଣ ଚାକିରୀ କରୁଛନ୍ତି କିମ୍ବା ଯଦି ଆପଣ ବ୍ୟବସାୟ କରୁଛନ୍ତି ତ ଆୟ ବଢିବ। ବ୍ୟବସାୟ ସମ୍ବଦ୍ଧିତ ନୂତନ ଆୟ ବଢିବ। ସମାଜରେ ଆପଣଙ୍କର ସମ୍ମାନ ବଢିବା ସହିତ ଆପଣ ନିଜର ସ୍ବାସ୍ଥ୍ୟର ଅଳ୍ପ ଧ୍ୟାନ ରଖିବାକୁ ହେବ କିନ୍ତୁ ହୋଲି ଦିନ ଗୋଲାପୀ ରଙ୍ଗର ବହୁତ ବ୍ୟବହାର କରିବେ। ଦାମ୍ଫତ୍ୟ ଜୀବନରେ ଯେଉଁ ଅଳ୍ପ ଟେନସନ ଚାଲିଛି ତାହା ଶେଷ ହେବ। ସୁଖ ବଢିବ। ଆପଣଙ୍କ ଘରର ସ୍ୱପ୍ନ ସତ ହେବ। ଏହି ହୋଲିର ଆପଣଙ୍କ ଧନ ଯଶ ବଢିବ। ଯଦି ବ୍ୟାପାରରେ ଆରମ୍ଭ କରିବାକୁ ଚାହାନ୍ତି ତେବେ ଶୀଘ୍ର ହିଁ ହୋଇଯିବ।

ମିଥୁନ ରାଶି। ଆପଣଙ୍କ ପାଇଁ ଏହି ବର୍ଷର ହୋଲି ରୋଜଗାରର ସଫଳତାର ନୂଆ ଇତିହାସ ଆପଣ କରିବାକୁ ଯାଉଛନ୍ତି। କାରଣ ସୁଖ ସୁବିଧା ତ ବଢିବ କିନ୍ତୁ ଏବେ ଆପଣଙ୍କ ଜୀବନରେ ଚାଲୁଅଛି ସମସ୍ୟା ତ ଏହି ସମସ୍ୟାରୁ ମୁକ୍ତି ହେବା ମାତ୍ରେ ପ୍ରମସନର ଯୋଗ ବନିବ। ବେରୋଜଗାର ଅଟନ୍ତି ତ ଚାକିରୀ ମିଳିବ। ଇଣ୍ଟରଭ୍ୟୁରେ ସମସ୍ତ ସଫଳତା ମିଳିବ।

ମା ବାପାଙ୍କର ସପଟ ମିଳିବ। ଜୀବନରେ ଅଳ୍ପ ଖର୍ଚ୍ଚ ହେବ କିନ୍ତୁ ହୋଲିର ଯଦି ଆପଣ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବେ ସବୁଜ ରଙ୍ଗର ମିଠା ଯଦି ଆପଣ ବ୍ୟବହାର କରିବେ ତ ଆପଣଙ୍କ ପାଇଁ ଭଲ ରହିବ। କାରଣ ସବୁଜ ରଙ୍ଗ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କ ମନସ୍କାମନା ପୂରଣ ହେବ। ଖୁସି ଆସିବ।

କର୍କଟ ରାଶି। ଏହି ବର୍ଷ ହୋଲି ଆପଣଙ୍କ ପାଇଁ ଖୁସି ନେଇ ଆସିବ କାରଣ ଅଚାନକ ଧନ ଆସିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ଏହା ସହିତ ଆକସ୍ମିକ ଧନ ଲାଭ ସହିତ ଘର ପରିବାରର ପରିବେଶ ବି ଭଲ ବନି ରହିବ। ନଚାହୁଁଥିବା ଯାତ୍ରାର ଯୋଗ ବି ଅଛି। ଅଫିସରେ କମରେ ଅଳ୍ପ ପ୍ରେସର ବି ଅଛି ଆଉ ହୋଲି ଦିନ ଆପଣ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ଧଳା ରଙ୍ଗର ଅଭିର ବ୍ୟବହାର କରିବେ। କିମ୍ବା ଲାଇଟ ହଳଦିଆ ବି ବ୍ୟବହାର କରିପାରିବେ ମାନସିକ ଚାପ ଯେଉଁ ଅଛି ଚିନ୍ତା ଅଛି ଯାହା ଅଳ୍ପ ଟିକେ ଆପଣଙ୍କ ମନ ବହୁତ ଅଧିକ ପ୍ରେସର ଭରା ଅଛି ତ ଆପଣ ସେଥିରୁ ମୁକ୍ତି ପାଇବେ। ଆଉ ଆପଣଙ୍କ ମନ ବି ଭଲ ରହିବ।

ସିଂହ ରାଶି। ଏହି ବର୍ଷ ହୋଲି ଆପଣଙ୍କ ଜୀବନରେ ସମ୍ମାନ ନେଇ ଆସିବ। ଧନ ସହିତ ଜଡ଼ିତ ମାମଲାରେ ବି ଆପଣଙ୍କୁ ସଫଳତା ମିଳିବ। ଆଉ ଯଦି କୌଣସି ପାର୍ଟନରସିପରେ ନୂତନ କାର୍ଯ୍ୟର ଆରମ୍ଭ କରିବାକୁ ଚାହାନ୍ତି ତ ତାହା ବି ଆପଣଙ୍କ ପାଇଁ ଭଲ ରହିବ। ସାଙ୍ଗ ମାନଙ୍କ ସହଯୋଗ ବି ମିଳିବ।

ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଯେଉଁ କାରଣରୁ ଆପଣ ସମାଜରେ ସମ୍ମାନ ବି ପାଇବେ ଆଉ କୌଣସି ଶୁଭ ସୂଚନା ଶୁଭ ସମାଚାର ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳି କରି ରଖିଦେବ। ତ ଏହି ଥର ହୋଲି ଆପଣଙ୍କ ଜୀବନରେ ଖୁସି ଅଧିକ ନେଇ ଆସିବ। ହୋଲି ସମୟରେ ଆପଣ ଚାହୁଁଛନ୍ତି କି ଆପଣଙ୍କ ଧନ ମାନ ସମ୍ମାନ ବଢ଼ିଯାଉ ତ ଲାଲ ରଙ୍ଗର ବ୍ୟବହାର କରନ୍ତୁ। ଲାଲ ବସ୍ତ୍ର ଲାଲ ମିଠା ଲାଲ ଅଭିର ବ୍ୟବହାର କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ।

କନ୍ୟା ରାଶି। ହୋଲି ଆପଣଙ୍କ ପାଇଁ ବହୁତ ସାରା ଖୁସି ନେଇ ଆସିବ। ବହୁତ ଶୁଭତ୍ୱ ବଢ଼ାଇବ। କାରଣ ଆପଣ ଚାକିରୀ କରୁଛନ୍ତି କିମ୍ବା ଆପଣ ବ୍ୟାପାରି ଅଟନ୍ତି ତ ବଡ଼ ଉପଲବ୍ଧି ସହିତ ନୂତନ ଚାକିରୀ ମିଳିବାର ପ୍ରବଳତା ବି ବନି ରହିବ। ଆପଣଙ୍କ ଦାମ୍ଫତ୍ୟ ଜୀବନରେ ଯେଉଁ ମତଭେଦ ଥିଲା ତାହା ଶେଷ ହେବ।

ଆପଣଙ୍କ ଦାମ୍ଫତ୍ୟ ଜୀବନ ଭଲ ରହିବ। ଯଦି ଆପଣ ଷ୍ଟକ ମାର୍କେଟ ସହିତ ଜଡ଼ିତ ତେବେ ଆପଣଙ୍କ କାର୍ଯ୍ୟରେ ଲାଭ ମିଳିବ ଏବଂ ଏହା ସହିତ ଆପଣଙ୍କୁ ହଠାତ ଧନ ଲାଭ ମିଳିବାର ଯୋଗ ବି ବନୁଅଛି। ଆକାଶୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଆକାଶି ରଙ୍ଗର ଅଭିର ବ୍ୟବହାର କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ।

ତୁଳା ରାଶି। ଏହି ବର୍ଷ ହୋଲି ଆପଣଙ୍କ ପାଇଁ ବହୁତ ସାରା ଖୁସି ବା ଆଶା ନେଇ ଆସିବ। କାରଣ ଏହି ବର୍ଷ ହୋଲି ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ। ସମୟର ଠିକ ଉପଯୋଗ କରିଲେ ଜୀବନରେ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଭଲ ରହିବ। ହୋଲି ଏହି ବର୍ଷ ବହୁତ ବୈବାହିକ ଜୀବନ ପାଇଁ ଭଲ ରହିବ। ଅଳ୍ପ ଟିକେ ସ୍ବାସ୍ଥ୍ୟର ବି ଧ୍ୟାନ ରଖନ୍ତୁ କିନ୍ତୁ ନିଜ ଜୀବନରେ ସୁଖ ଶାନ୍ତି ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ ତ ଆପଣ କ୍ରିମ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ହୋଲିରେ। ଏହା ଦ୍ବାରା ଜୀବନରେ ଶୁଭତ୍ୱ ବଢିଥାଏ ଭାଗ୍ୟ ଉଦୟ ହେବ।

ବିଛା ରାଶି। ଏହି ହୋଲି ଉନ୍ନତି ହିଁ ଉନ୍ନତି କରିବ ଆପଣଙ୍କର। କାରଣ ଏହି ହୋଲିର ପବିତ୍ର ଅଵସରରେ ଆପଣଙ୍କ ଭାଗ୍ୟର ସହଯୋଗ ଆପଣଙ୍କୁ ମିଳିବ। ଯେଉଁ ଲୋକ ବେରୋଜଗାର ଅଟନ୍ତି ଚାକିରୀର ତଲାସରେ ଅଛନ୍ତି ତ ଏଥିରେ ମଧ୍ୟ ଭାଗ୍ୟର ସହଯୋଗ ବି ମିଳିବ। ଧନର ଉନ୍ନତିର ମାର୍ଗ ଖୋଲିବ। ଆଉ ହୋଲିରେ ଆପଣ ଉନ୍ନତି ଚାହାନ୍ତି ତ କେଶର ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ତ ଆପଣଙ୍କର ପାଇଁ ଭଲ ରହିବ ଏବଂ କେଶର ରଙ୍ଗର ବ୍ୟବହାରରେ ଆପଣଙ୍କର ଭାଗ୍ୟ ଉଦୟ ବି ହେବ।

ଧନୁ ରାଶି। ଏହି ହୋଲିରେ ଆପଣଙ୍କର ଯେଉଁ ଚିନ୍ତା ଥିଲା ତାହା ଶେଷ କରିବ। ଆପଣଙ୍କ ଜୀବନରେ ସୁଖ ସୁବିଧା ବଢିବ। ଆପଣ ଯଦି ବ୍ୟାପାରି ଅଟନ୍ତି ତ ଲାଭ ମିଳିବ। ବୈବାହିକ ଜୀବନରେ ପ୍ରେମ ବଢିବ। ସନ୍ତାନ ପ୍ରାପ୍ତିର ଯୋଗ ବନୁଅଛି। ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଅଳ୍ପ ଧ୍ୟାନ ଦେବାକୁ ପଡିବ।

ଅଳ୍ପ ଖର୍ଚ୍ଚ ବଢିବ କିନ୍ତୁ ଧର୍ମ ଆଡ଼କୁ ଆଗ୍ରହ ରହିବ ଏବଂ ମୁସ୍କିଲ ଜିନିଷ ଯାହାବି ଥିବ ତାହା ସହଜରେ ଶେଷ ହୋଇଯିବ। ସେଥିପାଇଁ ଆପଣ ଏହି ବର୍ଷ ହୋଲିରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଲାଲ ରଙ୍ଗର ମିଠା ଲାଲ ରଙ୍ଗର ଅଭିର ବ୍ୟବହାର କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ। ଆପଣଙ୍କ ଜୀବନରେ ଖୁସି ଆସିବ।

ମକର ରାଶି। ଆପଣଙ୍କ ପାଇଁ ସାମାନ୍ୟ ରହିବ। କାରଣ ଅଳ୍ପ ଆର୍ଥିକ ସମସ୍ୟା ଦେଖାଦେବ। ଅଳ୍ପ ଖର୍ଚ୍ଚ ବଢିବ। ମନରେ ଅଳ୍ପ ଚିନ୍ତା ରହିବ। ଅଳ୍ପ ସମସ୍ୟା ଅଛି କିନ୍ତୁ ଜୀବନସାଥୀଙ୍କ ଠାରୁ ଲାଭ ହେବ। ଜୀବନସାଥୀଙ୍କୁ ତାଙ୍କର କାର୍ଯ୍ୟରେ ଲାଭ ହେବ। ଏହା ଖୁସି ବଢ଼ାଇବ। ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖାସ କରି ହାଡ଼ର ସମସ୍ୟା ଆଣ୍ଠୁଗଣ୍ଠିର ସମସ୍ୟା ଅଛି ତ ଅବହେଳା କରନ୍ତୁ ନାହିଁ। ତ ଏମିତିରେ ନିଜର ଧ୍ୟାନ ରଖନ୍ତୁ। ଧନ ଜନିତ ମାମଲାରେ ବି ଆପଣ ଯେତେ ପରିଶ୍ରମ କରିବେ ତ ସେତେ ଟଙ୍କା ଆସିବ। ହୋଲିରେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ।

କୁମ୍ଭ ରାଶି। ଆପଣଙ୍କ ପାଇଁ ଅଳ୍ପ ଟିକେ କଠିନ ସମୟ ଅଟେ। କାରଣ ଆକସ୍ମିକ ରୂପରେ ଧନ ହାନିର ଯୋଗ ବନିବ। ଅଳ୍ପ ଖର୍ଚ୍ଚ କରିବ ଏହି ହୋଲି। ତ ପୂର୍ବରୁ ସତର୍କ ରୁହନ୍ତୁ ସମ୍ଭାଳି କରି ରୁହନ୍ତୁ। ସନ୍ତାନଙ୍କ ଠାରୁ ସୁଖ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଯେଉଁ ଲୋକଙ୍କ ସହିତ କାମ କରୁଥିବେ ତାଙ୍କ ସହିତ କଟୁତା ବଢିବ। ଥଣ୍ଡା ମାନସିକ ସମସ୍ୟା ଯଦି ଆପଣଙ୍କୁ ଚିନ୍ତିତ କରିବ ତ ହୋଲିରେ ଅଶୁଭତାକୁ ଦୂର କରିବା ପାଇଁ ବାଇଗଣି ରଙ୍ଗର ବ୍ୟବହାର କରନ୍ତୁ। ବାଇଗଣୀ ରଙ୍ଗର ବସ୍ତ୍ର ମିଠା ରଙ୍ଗ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ପାଇଁ ଭଲ ରହିବ।

ମୀନ ରାଶି। କାମ କରିବାର କ୍ଷମତା ବଢିବ। ଯାହା ମାନସିକ ଟେନସନ ଥିଲା ତାହା ସମାପ୍ତ ହେବ। ଆକସ୍ମିକ ରୂପରେ ଧନଲାଭର ଯୋଗ ରହିଛି। ହୋଲିରେ ଆପଣ ହଳିଦିଆ ରଙ୍ଗର ବ୍ୟବହାର କରିପାରିବେ। ଏମିତି କରିଲେ ଭାଗ୍ୟ ମଜବୁତ ହେବ। ଭାଗ୍ୟ ବଳବାନ ହେବ। ହୋଲିର ଭସ୍ମକୁ ଯଦି ଆପଣ ନିଜ ମଥାରେ ଲଗାନ୍ତି ପ୍ରତିଦିନ ତ ଏମିତି କରିଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ବଢିବ। ଧନ ବଢିବ। ଖୁସି ଅଧିକ ବଢିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *