Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ସମୟରେ ମହିଳାମାନେ ଏମିତି ରଖନ୍ତୁ ତାୱା,ଦେଖିବେ ରାତାରାତି ପଲଟି ଯିବ ଭାଗ୍ୟ ! କାଙ୍ଗାଳ ବି ହୋଇଯିବ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରୋଷେଇ ଘର ଏବଂ ତାୱାରେ କେମିତି କରିବେ ଠିକ ଉପଯୋଗ। ଯାହା ଦ୍ୱାରା ହୋଇଯିବ ମା ଲକ୍ଷ୍ମୀଙ୍କର ବାସ।

ଆଜି ଆମେ ଆଲୋଚନା କରିବା ବାସ୍ତୁର ରୋଷେଇ ଘରେ କଢ଼ା ଏବଂ ତାୱାରେ କଣ ମହତ୍ୱ ଅଛି। ଏହାକୁ ବ୍ୟବହାର କରିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ। ବାସ୍ତୁର କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହା ମନୁଷ୍ୟର ଜୀବନ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁଦୋଷ ଘରର ବାସନ ଠିକ ଜାଗାରେ ନରହିବା କାରଣରୁ ମଧ୍ୟ ହୋଇଥାଏ। ବାସନ ବି ମଧ୍ୟ ଶୁଭତା ଏବଂ ଅଶୁଭତାର କାରଣ ହୋଇପାରେ। ଏହାର କାରଣରୁ ମନୁଷ୍ୟକୁ ଶାରୀରିକ ମାନସିକ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସେଥିପାଇଁ ବାସ୍ତୁ ଅନୁସାରେ ବାସନର ଠିକ ବ୍ୟବହାର ଏବଂ ଠିକ ଜାଗାରେ ରହିବା ଦରକାର। ଆଜି ଆମେ ରୋଷେଇ ଘରେ କଢ଼ା ଏବଂ ତାୱାର ବିଷୟରେ ଜଣେଇବୁ।

ତାୱା ବିନା ଆପଣଙ୍କ ରୋଷେଇ ଘର ଅଧୁରା ଅଟେ। ତାୱା ଏବଂ କଢେଇ ଦୁଇଟି ଯାକ ଆପଣଙ୍କ ଜୀବନକୁ ନିୟନ୍ତ୍ରଣ କରିଥାଏ। କାରଣ ଏହାର ସିଧା ସମ୍ବଦ୍ଧ ରାହୁ ସହିତ ଅଟେ। ବାସ୍ତୁ ଅନୁସାରେ ଘରେ ସମସ୍ତ ଜିନିଷରେ ଭଲ ଏବଂ ଖରାପ ପ୍ରଭାବ ଥାଏ କିନ୍ତୁ ଆମେ ତାହାକୁ ଭଲ ଭାବରେ ବ୍ୟବହାର କରିବାର ଅଛି। ଏହା ଦ୍ୱାରା ଆପଣଙ୍କ ଜୀବନ ବି ବଦଳି ଯାଇପାରେ। ସବୁ ଜିନିଷକୁ ଭଲ ଭାବରେ ରଖିଲେ ଭଲ ହୋଇଥାଏ ଅବସ୍ଥିତ ଭାବରେ ରଖିଲେ ଅଶୁଭ ହୋଇଥାଏ। କୌଣସି ନାଁ କୌଣସି ପ୍ରକାରର ସମସ୍ୟା ଆସିଥାଏ ତ ଆମେ ଆପଣଙ୍କୁ କିଛି ଜିନିଷକୁ ଠିକ କରି ସେହି ସମସ୍ୟାରୁ ବଞ୍ଚି ପାରିବା। ତେବେ ଆସନ୍ତୁ ଜାଣିବା।

ରାତିରେ ନିଜ ରୋଷେଇ ଘରେ ତାୱାକୁ ଠିଆ କରି ରଖିବେ ନାହିଁ। ରାତିରେ ରୋଟି କରିବା ପରେ ଏକ ଛୋଟ ରୁଟି ତାୱା ଉପରେ ରଖିଦେବେ। ଯେବେ ରୁଟି ଗୋଟେ ସାଇଟ ହୋଇଯିବ ତ ଓଲଟି ଦିଅନ୍ତୁ। ଏହାପରେ ରୁଟି ସହିତ ତାୱାକୁ ଗ୍ୟାସ ବନ୍ଦ କରି କାଢି ଦିଅନ୍ତୁ। ଆଉ ତାୱା ଉପରେ ସେହି ରୁଟିକୁ ରଖିବାକୁ ଦିଅନ୍ତୁ। ଆଉ ସେହି ରୁଟିକୁ ସେଥିରେ ଢାଙ୍କି କରି ରଖିଲେ ଭଲ କଥା। ପର ଦିନ ଏହି ରୁଟିକୁ କୌଣସି କୁକୁର କିମ୍ବା ଚଢେଇ ମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ।

ମାନ୍ୟତା ଅଛି ତାୱା ଏବଂ କଢେଇକୁ ରୋଷେଇ କରିବା ପରେ ଗ୍ୟାସ ଉପରେ ରଖନ୍ତୁ ନାହିଁ। ଗ୍ୟାସକୁ ସଫା କରି ରଖନ୍ତୁ। ନଚେତ ବାସ୍ତୁଦୋଷ ଉତ୍ପନ ହୋଇଥାଏ।

ତାୱାକୁ ଆମେ ବାସ୍ତୁ ନିୟମରେ ରଖିଲେ ଆକସ୍ମିକ ରୂପରେ ଭଲ ଭଲ କଥା ହେବ। ଆଉ ତାୱା କାରଣରୁ ଘରେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ବନି ରହିଥାଏ।

ପ୍ରତିଦିନ ରୁଟି କରିବା ପରେ ତାୱାକୁ ଧୋଇ ଦେବା ଉଚିତ। ସେମିତି ନଧୋଇ ତାୱାକୁ ରଖି ରୋଷେଇ କରିବା ଉଚିତ ନୁହେଁ। ଏହା ଦ୍ବାରା ଏହାର ପ୍ରଭାବ ସ୍ୱାମୀଙ୍କ ଉପରେ ପଡିଥାଏ। ରାହୁ କେତୁ ଦୋଷ ଲାଗିଥାଏ।

ତାୱା ଏବଂ କଢେଇକୁ କେବେବି ଅଇଁଠା ବାସନ ସହିତ କାଢ଼ନ୍ତୁ ନାହିଁ। ପ୍ରଥମେ ତାୱା ଏବଂ କଢେଇକୁ ଅଲଗା କାଢି ନିଅନ୍ତୁ ଏହା ପରେ ଅଇଁଠା ବାସନକୁ ଧୁଅନ୍ତୁ।

ତାୱା ଉପରେ ଆପଣ ଅଳ୍ପ ଲୁଣ ପକେଇ ଦିଅନ୍ତୁ ଏହାପରେ ତାକୁ ପୋଛି ସେଥିରେ ରୁଟି କରନ୍ତୁ।

ବାସ୍ତୁଦୋଷ ଦୂର କରିବା ପାଇଁ ଆପଣ ପ୍ରଥମେ ଗୋଟେ ଛୋଟ ରୁଟି ପ୍ରସ୍ତୁତ କରି ଗାଈ ପାଇଁ କାଢି ଦିଅନ୍ତୁ।

ଗୋଟେ ତାୱାକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ପୁରୁଣା ତାୱା ଜଙ୍କ ଉତ୍ପନ କରିଥାଏ। ଏହା ଖାଦ୍ୟରେ ଯାଇ ଖାଦ୍ୟକୁବି ଦୂଷିତ କରିଦେଇଥାଏ। ଏହା ଦ୍ବାରା ଆପଣଙ୍କ ସନ୍ତାନ କିମ୍ବା ଘରର କୌଣସି ବି ସଦସ୍ୟଙ୍କୁ ଭୟଙ୍କର ରୋଗ ବି ହୋଇପାରେ। ଲମ୍ବା ସମୟ ପର୍ଯ୍ୟନ୍ତ ଭଙ୍ଗା ତାୱାରେ ଖାଦ୍ୟ ବନେଇବା ଦ୍ୱାରା ଦୋଷ ଲାଗିଥାଏ ଯେଉଁ କାରଣରୁ ଆପଣ କେବେବି ଧନୀ ହୋଇପାରିବେ ନାହିଁ। ଏହା ଦ୍ବାରା ଆପଣ ଗରିବୀ ହୋଇ ରହିବେ। ଯେବେବି ତାୱା ପୁରୁଣା ହୋଇଯିବ କିମ୍ବା ତାୱା ଭାଙ୍ଗି ଯିବ ତ ସେହି ତାୱାକୁ ଶନିବାର ଦିନ କାଢି ଦେବା ଉଚିତ

ରୋଷେଇ ଘରର ତାୱା କଢେଇ ରାହୁଙ୍କର ପ୍ରତିନିଧିତ୍ୱ କରିଥାଏ ଏମିତିରେ ଏହାର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଘରର ମହିଳାଙ୍କୁ କିଛି ଖାସ ଜିନିଷ ଉପରେ ଧ୍ୟାନ ଦେବା ଉଚିତ। ଖାସ କରି ଘରର ମହିଳାଙ୍କୁ ତାୱାରେ ଏହି ଜିନିଷ କରିବା ଉଚିତ ନୁହେଁ। ଏହା ଦ୍ୱାରା ମା ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ଏବଂ ଶନିଦେବ କ୍ରୋଧିତ ହୋଇଯାଇଥାନ୍ତି। ଘରେ ଗରିବୀ ଆସିଥାଏ ତ ଆସନ୍ତୁ ଜାଣିବା।

ବନ୍ଧୁଗଣ ତାୱା ଯାହା ରାହୁର ପ୍ରତିନିଧିତ୍ୱ କରିଥାଏ। ସେଥିରେ ଆପଣ ସବୁବେଳେ ଅନେକ ପ୍ରକାରର ରୋଷେଇ କରିଥାନ୍ତି ସେଥି ମଧ୍ୟରୁ ସବୁଠାରୁ ବଡ଼ ଭୂମିକା ଅଛି ରୁଟିର। ଅନେକ ଥର ଲୋକେ ଜଣା ଅଜାଣତରେ ତାୱାରେ ପାଣି ଗରମ କରିଥାନ୍ତି। ଯାହାକି ଘୋର ଅନର୍ଥ ମାନାଯାଏ। ଏହା ଦ୍ବାରା ରାହୁ କେତୁ କ୍ରୋଧିତ ହୋଇଯାନ୍ତି। ତତଲା ତାୱାରେ ଯଦି ପାଣି ଦିଆଯାଏ ତେବେ ଯେଉଁ ଆବାଜ ଆସିଥାଏ ତାହା ମହିଳାଙ୍କ ଉପରେ କଷ୍ଟ ଆସିଥାଏ।

ଆଉ ବୈବାହିକ ଜୀବନରେ କଷ୍ଟ ଆସିଥାଏ। ଏଥିପାଇଁ ଧୀରେ ଧୀରେ ସେହି ମହିଳାଙ୍କ କାରଣରୁ ପରିବାର ଉପରେ କଷ୍ଟ ଆସିଥାଏ। ଏହା ଦ୍ୱାରା ଶନିଦେବ ବି ପରିବାର ଉପରେ ଖରାପ ଦୃଷ୍ଟି ପକାଇ ଥାନ୍ତି। କାରଣ ଲୁହାର ସମ୍ବଦ୍ଧ ଶନିଦେବଙ୍କ ଉପରେ ପଡିଥାଏ। ଏଥିପାଇଁ ଗରମ ଲୁହା ଉପରେ ପାଣି ପକେଇବା ଉଚିତ ନୁହେଁ। ପ୍ରଥମେ ତାହାକୁ ଥଣ୍ଡା ହେବା ପାଇଁ ଦିଅନ୍ତୁ ଏହା ପରେ ତା ଉପରେ ପାଣି ଢାଳି ପାରିବେ। ଏହା ପରେ ତାୱାକୁ ଭଲ ଭାବରେ ଧୋଇ ଗୋଟେ କୋଣରେ ଲୁଚେଇ ରଖନ୍ତୁ।

ଘରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ବନାଇ ରଖିବା ପାଇଁ ଏବଂ ଶନିଦେବ ରାହୁ କେତୁଙ୍କୁ ଖୁସି କରିବା ପାଇଁ ଏହା ସହିତ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବା ପାଇଁ ରୋଷେଇ ଘରେ ଯେବେବି ଆପଣ ରୁଟି ବନେଇବେ ତ ସର୍ବପ୍ରଥମେ ତାୱାକୁ ଭଲ ଭାବରେ ଧୋଇ ବ୍ୟବହାର କରିବେ। ରୁଟି କରିବା ପୂର୍ବରୁ ତାୱାରେ ଟିକେ ଲୁଣ ପକାନ୍ତୁ। ଆଉ କୌଣସି ଜିନିଷ ଯେମିତି ହଳଦୀ ଲଙ୍କା କିଛି ବି ମିଶା ନଥିବ। ସେହି ଲୁଣକୁ ଟିକେ ପକେଇ ଦେବେ।

ଗୋଟେ ତାୱାକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ପୁରୁଣା ତାୱା ଜଙ୍କ ଉତ୍ପନ କରିଥାଏ। ଏହା ଖାଦ୍ୟରେ ଯାଇ ଖାଦ୍ୟକୁବି ଦୂଷିତ କରିଦେଇଥାଏ। ଏହା ଦ୍ବାରା ଆପଣଙ୍କ ସନ୍ତାନ କିମ୍ବା ଘରର କୌଣସି ବି ସଦସ୍ୟଙ୍କୁ ଭୟଙ୍କର ରୋଗ ବି ହୋଇପାରେ। ଲମ୍ବା ସମୟ ପର୍ଯ୍ୟନ୍ତ ଭଙ୍ଗା ତାୱାରେ ଖାଦ୍ୟ ବନେଇବା ଦ୍ୱାରା ଦୋଷ ଲାଗିଥାଏ ଯେଉଁ କାରଣରୁ ଆପଣ କେବେବି ଧନୀ ହୋଇପାରିବେ ନାହିଁ। ଏହା ଦ୍ବାରା ଆପଣ ଗରିବୀ ହୋଇ ରହିବେ। ଯେବେବି ତାୱା ପୁରୁଣା ହୋଇଯିବ କିମ୍ବା ତାୱା ଭାଙ୍ଗି ଯିବ ତ ସେହି ତାୱାକୁ ଶନିବାର ଦିନ କାଢି ଦେବା ଉଚିତ।

ଯେବେବି ଆପଣ ରୁଟି ତିଆରି କରିବେ ଗୋଟେ ଛୋଟ ରୁଟି ବନେଇ ଏମିତି ଜାଗାରେ ରଖି ଦେବାକୁ ହେବ ଯେଉଁ ଜାଗାରେ କୌଣସି ପକ୍ଷୀ ଏହାକୁ ଖାଇ ପାରିବ ଏମିତି କଲେ ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ଏବଂ ସବୁ ଦେବୀ ଦେବତା ପ୍ରସନ୍ନ ହୋଇଯାଆନ୍ତି ଘରେ ସୁଖ ସୁବିଧା ବନି ରହିଥାଏ। ଗ୍ୟାସ ଚୁଲାରେ କେବେବି ଖାଲି ତାୱା ରଖିବେ ନାହିଁ। ଏହା ଦ୍ବାରା ଘରେ ଧନର କମି ହୋଇଥାଏ ଏବଂ ଗରିବୀ ନିଜର ବାସ ଧୀରେ ଧୀରେ ବନି ରହିଥାଏ।

ଖାଦ୍ୟ ବନେଇବା ପରେ ତାୱାକୁ ଭଲ ଭାବରେ ଧୋଇ କୌଣସି କୋଣରେ ଲୁଚେଇ ରଖନ୍ତୁ। ହିନ୍ଦୁ ଧର୍ମ ଅନୁସାରେ ତାୱାକୁ କେବେବି ଓଲଟା ରଖିବା ଉଚିତ ନୁହେଁ। ଓଲଟା ତାୱା ଘରେ ସେତେବେଳେ ରଖାଯାଏ ଯେତେବେଳେ ଘରେ କୌଣସି ଲୋକର ମୃତ୍ୟୁ ହୋଇଯାଇଥାଏ। ଯେଉଁ ବ୍ୟକ୍ତି ତାୱାକୁ ବିନା କାରଣରେ ଓଲଟା ରଖିଥାଏ ତ ଏହା ଅଶୁଭର କାରଣ ହୋଇଥାଏ। ଏଥିପାଇଁ କେବେବି ତାୱାକୁ ଓଲଟା ରଖନ୍ତୁ ନାହିଁ। ତାୱାକୁ ସିଧା କରି ହିଁ ରଖନ୍ତୁ।

ତାୱା ଏବଂ କଢେଇକୁ ଅପରିଷ୍କାର କରି ରଖିବା। କେବେବି ତାୱା ଏବଂ କଢେଇକୁ ଅପରିଷ୍କାର କରି ରଖନ୍ତୁ ନାହିଁ। ଏହି ଦୁଇଟି ଜିନିଷକୁ ପରିଷ୍କାର କରି ରଖିବା ବହୁତ ଜରୁରୀ ହୋଇଥାଏ। ଏହି ଦୁଇଟି ଜିନିଷକୁ ଯେତେ ପରିଷ୍କାର ରଖିବେ ଧନର ଆଗମନ ସେତେ ଅଧିକ ହେବ

ଭଗବାନଙ୍କ ଅସୀମ କୃପା ପାଇବା ପାଇଁ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ନିଜ ଘରେ ବାସ ପାଇବା ପାଇଁ ପ୍ରଥମ ରୁଟି ଗୋମାତାଙ୍କ ପାଇଁ ବନେଇ ନିଜ ହାତରେ ଖୁଆନ୍ତୁ। ଏମିତି କଲେ ମା ଅନ୍ନପୂର୍ଣ୍ଣା ସର୍ବଦା ଘରେ ନିଜର ସ୍ଥାନ ବନେଇଥାନ୍ତି। କାରଣ ଗାଈ ଦେହରେ ସବୁ ଦେବୀ ଦେବତା ଏକା ସାଙ୍ଗରେ ବାସ କରିଥାନ୍ତି। ଏଥିପାଇଁ ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ସେ ପାପ ମୁକ୍ତ ହୋଇଯାଇଥାଏ।

ଘର ପରିବାରରେ ସୁଖ ସମୃଦ୍ଧି ବନାଇ ରଖିବା ପାଇଁ ଘରର ବାସ୍ତୁଦୋଷ ଠିକ ରହିବା ବହୁତ ଆବଶ୍ୟକ ଅଟେ। ଯେଉଁ ଘରର ବାସ୍ତୁ ଖରାପ ଥାଏ ସେହି ଘରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ଯେଉଁ ଘରେ ବାସ୍ତୁର ଅନୁସରଣ କରାଯାଏ ନାହିଁ ସେହି ଘରେ ବାସ୍ତୁ ଖରାପ ହୋଇଥାଏ। ଏହି ନେଗେଟିଭ ଏନର୍ଜୀ ସମ୍ପର୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *