Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୪ ଟି ଜିନିଷ,ଏତେ ଟଙ୍କା ଯେ ଗାଡି ବଙ୍ଗଳା ବ୍ୟାଙ୍କ ବାଲାନ୍ସ ଓ ସ୍ୱାସ୍ଥ୍ୟ ସବୁ କିଛି ଠିକ ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୪ ଟି ଜିନିଷ ଏତେ ଟଙ୍କା ଆସିବ କି ଗାଡି ବଙ୍ଗଳା ବ୍ୟାଙ୍କ ବାଲାନ୍ସ ସ୍ୱାସ୍ଥ୍ୟ ସବୁ କିଛି ଠିକ ହୋଇଯିବ।

ହୋଲିର ପର୍ବ ରଙ୍ଗ ଏବଂ ଖୁସିର ପର୍ବ ଅଟେ ଏବଂ ହୋଲିର ଗୋଟେ ଦିନ ପୂର୍ବରୁ ହୋଲିର ଦାହନ ମାନାଯାଏ। ଏହି ଦିନ କିଛି ଖାସ ଉପାୟ କରାଯାଏ। ତେବେ ଆସନ୍ତୁ ଜାଣିବା ହୋଲିର ପୂର୍ବରୁ ଏମିତି କେଉଁ ଜିନିଷ ଅଛି ଯାହା ଘରକୁ ଆଣି ରଖିଦେଲେ ସମସ୍ୟା ଆସିବ ନାହିଁ।

ହୋଲି ଦୁଇ ଦିନ ମାନାଯାଏ। ଯାହା ଭାରତରେ ଧୂମ ଧାମରେ ପାଳନ କରାଯାଏ କିନ୍ତୁ ଯେଉଁ ରଙ୍ଗ ଵାଲା ହୋଲି ଅଟେ ଯାହା ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥିର ପୂର୍ବ ଦିନ ଅର୍ଥାତ ଚୈତ୍ର ମହାପଦାର ପ୍ରତିପଦାକୁ ମାନାଯାଏ ଏବଂ ନୂଆ ବର୍ଷର ଆରମ୍ଭ ବି ଏହି ଠାରୁ ହୋଇଥାଏ। ତ ପାଣିର ରଙ୍ଗର ଉତ୍ସବ ପର ଦିନ ମାନାଯାଏ।

ତ ହୋଲିର ଦାହନ ଦିନ କିଛି ଖାସ ପ୍ରୟୋଗ କରାଯାଏ ଯାହା ପାଇଁ ଆପଣ ପ୍ରଥମରୁ ଜିନିଷକୁ ନେଇ ଆସନ୍ତୁ। ଯେମତିକି ନଡ଼ିଆର ଶୁଖିଲା ଗୋଳା। କୁହାଯାଏ ନଡ଼ିଆର ଶୁଖିଲା ଗୋଳା ହୋଲିର ଦାହନରେ ଯେତେବେଳେ ଆପଣ ସେଥିରେ ପକେଇବେ ତ ସେହି ଶୁଖିଲା ଗୋଳାରେ କିଛି ମିଠା ଜିନିଷ ଭର୍ତି କରି ସେଥିରେ ପକେଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ଜୀବନର ସମସ୍ୟାରୁ ମୁକ୍ତି ମିଳିଯାଏ ଏବଂ ଚାକିରୀ ବ୍ୟାପାରରେ ସଫଳତା ମିଳିଥାଏ।

ଯଦି ଜୀବନରେ ଆର୍ଥିକ ରୂପରେ ଦୁଃଖ ଅଛି ସମସ୍ୟା ଅଛି କିମ୍ବା ବହୁତ ଅଧିକ ଟେନସନ ଅଛି ତ ସୁଖ ଶାନ୍ତି ପାଇଁ ଆପଣ ଯେଉଁ ଗହମର ବାଲୀ ଥାଏ କିମ୍ବା ଧାନରେ ବାଲୀକୁ ଆପଣ ହୋଲିର ଅଗ୍ନିର ଦାହନରେ ନିଶ୍ଚୟ ପକେଇ ଦିଅନ୍ତୁ।

ଯଦି ବୈବାହିକ ଜୀବନରେ ସମସ୍ୟା ଏବଂ ମୁସ୍କିଲ ଅଛି ଆପଣଙ୍କୁ ଲାଗୁଛି କି ବୈବାହିକ ଜୀବନରେ ବହୁତ ଟେନସନ ଅଛି ତ ସେତେବେଳେ ଆପଣ ଯଜ୍ଞର ସାମଗ୍ରୀ ହୋଲିର ଅଗ୍ନିର ଦାହନରେ ପକେଇ ଦିଅନ୍ତୁ ଆଉ ଏହାକୁ ଘରକୁ ନେଇ ଆସନ୍ତୁ।

ଯଦି ଆପଣଙ୍କୁ ଲାଗୁଛି ମା ଲକ୍ଷ୍ମୀ ଘରେ ସ୍ଥିର ରହୁନାହାନ୍ତି ତ ୧୧ ଟି କଉଡ଼ି ଆପଣ ହୋଲିର ଦାହନ ଯେଉଁଠି ହେବ ଆପଣ ପୂର୍ବରୁ ଯାଇ ଅଳ୍ପ ଗାତ କରି ସେଥିରେ ପୋତି ଦିଅନ୍ତୁ ଏବଂ ଯେବେ ହୋଲିର ଦାହନ ଥଣ୍ଡା ହୋଇଯିବ ବା ପରେ ସେହି କଉଡ଼ି ଗୁଡିକୁ ସେଥିରୁ ବାହାର କରି ଲାଲ କପଡ଼ାରେ ବାନ୍ଧି ଲୁଚାଇ ରଖିଦିଅନ୍ତୁ। ତ ଧନର ସମସ୍ୟା ସମାପ୍ତ ହୋଇଥାଏ।

ଯେଉଁ ଗୋମତି ଚକ୍ର ହୋଇଥାଏ ଯଦି ଆପଣଙ୍କୁ ଲାଗେ କି କିଏ କଣ ଆପଣଙ୍କୁ କରି ଦେଇଛି ତ ଗୋମତି ଚକ୍ରକୁ ମୁଣ୍ଡରେ ବୁଲାଇ ହୋଲିର ଅଗ୍ନିରେ ପକେଇ ଦିଅନ୍ତୁ। ଏମିତି କରିଲେ ଆପଣଙ୍କ ଜୀବନରେ ସମସ୍ୟା ସମାପ୍ତ ହୋଇଥାଏ ଏବଂ ତନ୍ତ୍ର ବାଧା ମନ୍ତ୍ର ବାଧା ଦୂର ହୋଇଥାଏ

ଯଦି ଶନି ରାହୁ କେତୁ ସମସ୍ୟା କରନ୍ତି ତ ଆପଣ କଳା ତିଳ ଗୋଟେ ଶୁଖିଲା ନଡ଼ିଆ ଏବଂ ସୋରିଷ ଏହି ସବୁକୁ ଘରର ସମସ୍ତ ସଦସ୍ୟଙ୍କ ଉପରେ ଉତାରି ଅଗ୍ନିରେ ପକେଇ ଦିଅନ୍ତୁ। ଏହା ଦ୍ବାରା ଶନି ରାହୁ କେତୁଙ୍କ ଠାରୁ ମୁକ୍ତି ମିଳିବ ଆଉ ଶାନ୍ତ ହୋଇଯିବେ।

ଯଦି କଠିନ ପରିଶ୍ରମ ପରେ ବି ସଫଳତା ମିଳୁନାହିଁ ତ ହୋଲିର ଅଗ୍ନିରେ ପାନ ପତ୍ର ସୁପାରି ଶୁଖିଲା ନଡ଼ିଆ ପକେଇ ଦିଅନ୍ତୁ। ଏମିତି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *