Excuse Me Odisha

ଯାହା କହିବୁ ସତ କହିବୁ

ହୋଲିକାର ପାଉଁଶ ଆଣି ନିଜ ଘରେ ଏହି ଜାଗାରେ ଲୁଚାଇ ରଖିଦିଅନ୍ତୁ ୭ ପୁରୁଷ ପର୍ଯ୍ୟନ୍ତ କରିବେ ଧନର ରାଜ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲିର ପାଉଁଶ ନିଜ ଘରେ ଏହି ଜାଗାରେ ଲୁଚାଇ ରଖିଦିଅନ୍ତୁ ୭ ପୁରୁଷ ପର୍ଯ୍ୟନ୍ତ କରିବେ ଧନର ରାଜ।

ଏହି ବର୍ଷ ହୋଲି ବହୁତ ଶୁଭ ଏବଂ ଦୁର୍ଲଭ ସଂଯୋଗକୁ ନେଇ ଆସିଛି। ପୁରା ୪୮୯ ବର୍ଷ ପରେ କିଛି ଏମିତି ସଂଯୋଗ ବନୁଅଛି ଯାହା ୪ଟି ଯୋଗରେ ଏହି ହୋଲି ମାନାଯିବ। ଏହି ହୋଲି ଦିନ ଖାସ ଉପାୟ କରି ନିଜର ମନସ୍କାମନାର ପୂରଣ ଆପଣ କରିପାରିବେ। ତ ପ୍ରତିବର୍ଷ ଫାଲ୍ଗୁନ ମାସର ପୂର୍ଣ୍ଣିମା ତିଥିରେ ହୋଲିର ଦାହନ କରାଯାଏ। ଆଉ ଚୈତ୍ରର ପ୍ରତିପଦାକୁ ରଙ୍ଗ ବାଲୀ ହୋଲି ବହୁତ ଜାଗାରେ ପୂର୍ଣ୍ଣିମା ଦିନ ମଧ୍ୟ ରଙ୍ଗ ଵାଲା ହୋଲି ଖେଳାଯାଏ।

ଧର୍ମ ଶାସ୍ତ୍ର ଅନୁସାରେ ହୋଲି ଦାହନ ପୂର୍ଣ୍ଣିମା ତିଥିରେ ଭାଦ୍ର ରହିତ ସମୟରେ କରିବା ଉଚିତ କିନ୍ତୁ ପ୍ରଦୂସ କାଳରେ ଯଦି ଭଦ୍ରା ଥିବ ଆଉ ନିସିଧ କାଳ ପୂର୍ବରୁ ଭଦ୍ରା ସମାପ୍ତ ହେଉଥିବ ତ ମଧ୍ୟ ରାତ୍ରି ସମୟରେ ହୋଲିର ଦାହନ କରିନେବା ଉଚିତ। ଏହି ବର୍ଷ ମଧ୍ୟ ରାତ୍ରିରେ ବି ଭଦ୍ରାର ଛାୟା ରହିବ ଏବଂ ପ୍ରଦୂସ କାଳ ସମାପ୍ତ ସମୟରେ ପୂର୍ଣ୍ଣିମା ଶେଷ ହେବ। ତ ଏହି ସମୟରେ ହୋଲିର ଦାହନ କରାଯିବ। ତ ହୋଲିର ଯେଉଁ ଅଙ୍ଗାର ହୋଇଥାଏ ତାହା ସବୁଠାରୁ ଅଧିକ ମହତ୍ୱ ରହିଥାଏ ଜୀବନରେ କାରଣ ଏହି ଅଙ୍ଗରରେ ଆପଣ ଜୀବନରେ ସମସ୍ତ ପ୍ରକାରର ସମସ୍ୟାରୁ ବଞ୍ଚି ପାରିବେ।

ଆର୍ଥିକ ଏବଂ ମନର ଦୁଵିଧାକୁ ସମାପ୍ତ କରିବା ପାଇଁ ଧନର ଆଶା ଅଛି ଚାକିରୀ ବ୍ୟବସାୟ ଚାଲୁନଥାଏ ସମ୍ପର୍କରେ ସମସ୍ୟା ଅଛି ନକରାତ୍ମକ ଉର୍ଜାର ପ୍ରକୋପ ଅଛି ତ ଏମିତିରେ ହୋଲିର ଦାହନର ପାଉଁଶରେ ଏକ ଛୋଟ ପ୍ରୟୋଗ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ସମସ୍ତ କଷ୍ଟରୁ ମୁକ୍ତି ଦେଇଥାଏ। ଏହାକୁ ହୋଲିର ଗୋଟେ ଦିନ ପୂର୍ବରୁ କରିବେ। ହୋଲିର ରାତିରେ ବହୁତ ପ୍ରକାରର ପ୍ରୟୋଗ କରାଯାଏ। ଯାହା ଦ୍ୱାରା ଜୀବନରେ ଯେଉଁ ଧନ ସହିତ ଜଡ଼ିତ ସମସ୍ୟା ଅଛି ସେସବୁ ସମାପ୍ତ ହୋଇଯିବ।

ଯଦି କୌଣସି ଆର୍ଥିକ ସମସ୍ୟା ଅଛି ତ ଏହି ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରିଙ୍କର ବି ନୀତିନିୟମର ସହିତ ପୂଜା କରିବା ଉଚିତ। ପୂଜା ସମାପ୍ତ ହେବା ପରେ ଆପଣ ଚାହିଁଲେ ଗାଈ ପାଇଁ କୁକୁର ପାଇଁ କିମ୍ବା କୌଣସି ପଶୁ ପାଇଁ ସବୁଜ ଘାସ କିମ୍ବା ରୋଟି କାଢି ଦିଅନ୍ତୁ। ଏହା ସହିତ ଗରିବ ଲୋକଙ୍କୁ ଖାଦ୍ୟ ବସ୍ତ୍ର ଦାନ କରିବା ଉଚିତ।

ବ୍ୟବସାୟରେ ଉନ୍ନତି ପାଇଁ ଯେତେବେଳେ ହୋଲିର ଦାହନ ହେବ ତ ସେତେବେଳେ ଦାହନରୁ ଅଳ୍ପ ପାଉଁଶ ନେଇ ଆସି ଲାଲ ରଙ୍ଗର କପଡ଼ାରେ ବାନ୍ଧି ଦିଅନ୍ତୁ ଆଉ ଧନ ରଖୁଥିବା ସ୍ଥାନ ଉପରେ ରଖିପାରିବେ କିମ୍ବା ଆପଣ ବ୍ୟବସାୟ ଅଟନ୍ତି ତ ଗଳାରେ ଧାରଣ କରିନିଅନ୍ତୁ। ଏମିତି କଲେ ଧନ ଆକର୍ଷଣ ହୋଇଥାଏ। ସମସ୍ତ ପ୍ରକାରର ନକରାତ୍ମକ ଉର୍ଜାକୁ ସମାପ୍ତ କରି ଦେଇଥାଏ।

ଗାଈର ଗୋବରେ ମାଳା କରି ହୋଲିର ଦାହନରେ ପକେଇ ଦିଅନ୍ତୁ। ଏହା ଦ୍ୱାରା ଘରେ ସମସ୍ତ ପ୍ରକାରର ଖରାପ ନଜର ଜଳିଯିବ।ସୁଖଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ।

ହୋଲି ଦିନ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ତାହାକୁ ପ୍ରଥମେ ଭୋଗ ଲଗାଯାଇଥାଏ ତ ସନ୍ଧ୍ୟା ସମୟରେ ହଲିର ଦାହନରେ ଶୁଭ ମୁହୂର୍ତ୍ତ ହୋଇଥାଏ।

ହୋଲିର ଦାହନର ଯେଉଁ ପାଉଁଶ ହୋଇଥାଏ ନାଁ ଏହାର ବିଶେଷ ପ୍ରୟୋଗ ବିଷୟରେ ଜାଣିବା। ଘରର ସୁଖ ଶାନ୍ତି ପାଇଁ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ମତଭେଦ ବା କ୍ଳେଶ ଚାଲିଥାଏ ଚାଲିଥାଏ ଘରେ ନକରାତ୍ମକ ଉର୍ଜାକୁ ସମାପ୍ତ କରିବା ପାଇଁ ଆପଣ କଣ କରିବେ ନାଁ ସେଥିରୁ ସବୁ ମୁକ୍ତି ପାଇବା ପାଇଁ ହୋଲିର ଦାହନରେ ଆପଣ ଅଳ୍ପ ଅଟା ଏବଂ ଯଦି ମିଳିଯାଏ ଜୋ ର ତାର ବାଲୀ ବାହାର କରିନେବେ ଆଉ ହୋଲିର ଅଗ୍ନିରେ ପକାଇ ଦେବେ ତ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ।ନଜର ଦୋଷ ଗ୍ରହ ଦୋଷ ସବୁ ସମାପ୍ତ ହୋଇଯାଇଥାଏ

ବ୍ୟବସାୟରେ ଉନ୍ନତି ପାଇଁ ହୋଲିର ଦାହନ ଦିନ ଛୋଟ କାମ କରନ୍ତୁ। ଗୋଟେ ହଳଦିଆ ରଙ୍ଗର କପଡ଼ା ନିଅନ୍ତୁ ଆଉ କଳା ହଳଦୀକୁ ସେହି କପଡ଼ାରେ ରଖି ଏହା ସହିତ ୧୧ ଟି ଗୋମତି ଚକ୍ର ରଖନ୍ତୁ ଯଦି ୧୧ ଟି ନଥିବ ତାହେଲେ ୧ ଟି ବି ନିଅନ୍ତୁ ଏବଂ ଗୋଟେ ଚାନ୍ଦିର କଏନ ନେବାର ବିଧାନ ଅଛି କିନ୍ତୁ ଆପଣ ୧ ଟଙ୍କାର କଏନ ବି ନେଇପାରିବେ।

ଆଉ ଏହିସବୁକୁ ଏକା ସହିତ ରଖି ହୋଲିର ଅଗ୍ନିରେ ୩ ଥର ବା ୫ ଥର ପ୍ରରିକ୍ରମା କରି ପକେଇ ଦିଅନ୍ତୁ ହାତ ଯୋଡି ପ୍ରଣାମ କରନ୍ତୁ ନିଜର ମନସ୍କାମନା କୁହନ୍ତୁ ଏହା ପରେ ନିଜ ଘରକୁ ଆସିଯାନ୍ତୁ। ଯେବେବି ହୋଲିର ଅଗ୍ନି ଜଳା ଯିବ ସେହି ସମୟରେ ହୋଲିର ଅଗ୍ନିରେ ଅଳ୍ପ ଚଣା ଅଳ୍ପ ମଟର ଗହମ ଏହିସବୁ କୁ ଯଦି ହୋଲିର ଅଗ୍ନିରେ ପକେଇବେ ତ ଜୀବନରେ ଧନର ପ୍ରାପ୍ତି ହୋଇଥାଏ।

ଅସ୍ତଗଛ ମୂଳରେ ଗୋଟେ ଦୀପ ଜଳାଇବାର ବି ବିଧି ଅଛି।ଯଦି ଆପଣ ହୋଲିର ଦାହନ ସାମ୍ନାରେ ଏମିତି କରନ୍ତି ତ ଜୀବନରେ ଧନର ସମସ୍ୟା ଚିନ୍ତିତ କରିବ ନାହିଁ।

ଘରେ ଅତୃପ୍ତ ଆତ୍ମାକୁ ଶାନ୍ତ କରିବା ପାଇଁ ଆପଣ ସୋରିଷ ହୋଲିର ଅଗ୍ନିରେ ପକେଇ ଦିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ।

ହୋଲିର ପାଉଁଶକୁ ପର ଦିନ ଘରକୁ ନେଇ ଆସିବେ। ଆଉ ଆଣି ଏକ ପାତ୍ରରେ ରଖନ୍ତୁ ଆଉ ସେଥିରେ ଅଳ୍ପ ଲୁଣ ଏବଂ ଅଳ୍ପ ହଳଦିଆ ରଙ୍ଗର ସୋରିଷ ମିଶାଇ ରଖିଦିଅନ୍ତୁ ନିଜ ଘରେ ସୁରକ୍ଷିତ ସ୍ଥାନରେ। ଏମିତି ଜାଗାରେ ରଖିବେ ଯେମିତି ସ୍ଥିର ରହିବ। ଏମିତି କଲେ କୌଣସି ପ୍ରକାରର ତନ୍ତ୍ର ମନ୍ତ୍ର କ୍ରିୟାରପ୍ରଭାବ ପଡିବ ନାହିଁ। ନଜର ଦୋଷ ଅଭିଶାପରୁ ମୁକ୍ତି ପାଇପାରିବେ। ଏହାକୁ ଗୋଟେ ବର୍ଷ ପରେ ମାଟିରେ ପୋତି ଦେବେ। ଆଉ ପୁଣି ଥରେ ନୂଆ କରି ରଖିଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *