Excuse Me Odisha

ଯାହା କହିବୁ ସତ କହିବୁ

ହୋଲିର ଦାହନରେ ପକେଇ ଦିଅନ୍ତୁ ୯ ଟି ମଧ୍ୟରୁ ଗୋଟିଏ ଜିନିଷ,ସବୁ ସମସ୍ୟା ଅଗ୍ନିରେ ହେବ ଭସ୍ମ। ୭ ପୁରୁଷ ବି ପଇସାର ରାଜ କରିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲିର ଦାହନରେ ପକେଇ ଦିଅନ୍ତୁ ୯ ଟି ମଧ୍ୟରୁ ଗୋଟିଏ ଜିନିଷ ସବୁ ସମସ୍ୟା ଅଗ୍ନିରେ ହେବ ଭସ୍ମ। ୭ ପୁରୁଷ ବି ପଇସାର ରାଜ କରିବେ।

ହୋଲିର ଦାହନ ଦିନ ଗୋଟିଏ ଭୁଲ ଆପଣଙ୍କ ଜୀବନକୁ ବର୍ବାଦ କରିପାରେ। ଏଥିପାଇଁ କିଛି ଖାସ କଥାର ଧ୍ୟାନ ରଖିବା ଅଧିକ ଆବଶ୍ୟକ ଅଟେ। ଆସନ୍ତୁ ଜାଣିବା।

ଭଗବାନ ବିଷ୍ଣୁ ଯେତେବେଳେ ନୃସିଂହ ଅବତାର ନେଇ ଭକ୍ତ ପ୍ରହ୍ଲାଦକୁ ରକ୍ଷା କରିଥିଲେ। ସେବେଠାରୁ ହୋଲି ପର୍ବ ପାଳନ କରିବାର ପରମ୍ପରା ଚାଲି ଆସୁଛି। ଆଉ ହୋଲିର ପର୍ବ ୨ ଦିନ ମାନାଯାଏ। ପ୍ରଥମ ଦିନ ହୋଲିର ଦାହନ ହୋଇଥାଏ। ଆଉ ପର ଦିନ ହୋଲିର ରଙ୍ଗ ଖେଳାଯାଏ। ଯେଉଁ ଦିନ ଫାଲ୍ଗୁନ ପୂର୍ଣ୍ଣିମା ସେହିଦିନ ଏହି ବର୍ଷର ଅନ୍ତ ହୋଇଥାଏ।

ଯେଉଁ ଦିନ ରଙ୍ଗ ବାଲୀ ହୋଲି ମାନାଯାଏ ସେହି ଦିନ ଠାରୁ ନୂଆବର୍ଷର ଆରମ୍ଭ ହୋଇଥାଏ। ଅର୍ଥାତ ଖୁସି ର ସହିତ ପାଳନ କରି ଆମେ ଦିନର ଅର୍ଥାତ ବର୍ଷର ଆରମ୍ଭ କରିଥାଉ। ତ ଏହି ବର୍ଷ ହୋଲିର ଦାହନ ୨୮ ମାର୍ଚ୍ଚ କୁ ଅଟେ ଆଉ ରଙ୍ଗ ହୋଲି ୨୯ ମାର୍ଚ୍ଚରେ ଅଟେ। ହୋଲିର ଦାହନ ଦିନ କିଛି ଖାସ ପ୍ରୟୋଗ କିଛି ଖାସ କଥାର ଧ୍ୟାନ ରଖିବା ଉଚିତ ନଚେତ ଜୀବନରେ ସମସ୍ୟା ଆସିଥାଏ। ତ ଆସନ୍ତୁ କଣ ସେହିସବୁ କଥା ଯାହା ଧ୍ୟାନ ରଖିବା ଉଚିତ।

ହୋଲିର ଦାହନ ଦିନ କାହାରିକୁ ବି ପଇସା ଉଧାର ଦେବା ଉଚିତ ନୁହେଁ। କାରଣ ଏହି ଦିନ ଟଙ୍କା କାରବାର କଲେ ଘରେ ପୁରା ବର୍ଷ ଧନର କମି ଆପଣଙ୍କୁ ଅନୁଭବ ହେବ। ଘରେ ସୁଖ ସମୃଦ୍ଧି ଚାଲିଯିବ। ହୋଲିର ଦାହନ ଦିନ ରାତିରେ କିମ୍ବା ଦିନରେ କାହାରିକୁ ଟଙ୍କା ଦେବା ନେବା କରିବା ଉଚିତ ନୁହେଁ।

ଯଦି କୌଣସି ସ୍ତ୍ରୀର ଗୋଟିଏ ହିଁ ପୁତ୍ର ଅଛି ତ ତାକୁ ହୋଲିର ଦାହନର ଅଗ୍ନି ଜଳେଇବା ଉଚିତ ନୁହେଁ କି ପ୍ରଜ୍ଵଳିତ କରିବା ଉଚିତ ନୁହେଁ କିନ୍ତୁ ଯଦି କୌଣସି ମହିଳାଙ୍କର ଗୋଟେ ପୁତ୍ର ଅଛି ଆଉ ଗୋଟେ ପୁତ୍ରୀ ଅଛି। ଅର୍ଥାତ ୨ ଟି ସନ୍ତାନ ଅଛି ତ ସେ ହୋଲିର ଦାହନର ଅଗ୍ନି ଜଳେଇ ପାରିବେ।

ଏହି ଦିନ ଧଳା ଜିନିଷ ଖାଆନ୍ତୁ ନାହିଁ। ଅର୍ଥାତ ଯିଏ ବି ଦେଲେ ଧଳା ମିଠା କ୍ଷୀର ଯେଉଁବି ଧଳା ଜିନିଷ ହେଉ ସେବନ କରନ୍ତୁ ନାହିଁ। ଏହା ଦ୍ବାରା ନକରାତ୍ମକ ଶକ୍ତି ଶୀଘ୍ର ଆକର୍ଷିତ ହୋଇଥାଏ। ଏଥିପାଇଁ କ୍ଷୀର ଦହି ମିଠା କୌଣସି ପ୍ରକାରର ଧଳା ଜିନିଷ ଖାଇବା ଉଚିତ ନୁହେଁ।

ଏହି ଦିନ ଶୁଖିଲା ଗୋବର ଜଳା ଯାଏ।

ଏହି ଦିନ ମହିଳା ମାନଙ୍କୁ ମୁଣ୍ଡ ବାନ୍ଧି କରି ରଖିବା ଉଚିତ। କେବେବି ଖୋଲା କେଶରେ ରହିବେ ନାହିଁ।

ନିଜର ସନ୍ତାନର ଦୀର୍ଘାୟୁ ପାଇଁ ଏହି ଦିନ ଉପବାସ ବି ରଖି ପାରିବେ। କାରଣ ଏମିତି କରିଲେ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ମିଳିଥାଏ। ଆଉ ତାଙ୍କର ପୁତ୍ର ଚିରଞ୍ଜିବୀ ରହିଥାଏ। ଖୁବ ମାନ ସମ୍ମାନ କମେଇଥାଏ।

ହୋଲିର ଦାହନ ଦିନ ମାଙ୍କ ଅପମାନ କରନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିଥାଏ। ଏହି ଦିନ ନିଜ ମାନଙ୍କୁ ଗିପ୍ଟ ଆଦି ଦେଇପାରିବେ। ତାଙ୍କର ଚରଣ ସ୍ପର୍ଶ କରନ୍ତୁ। ତାଙ୍କ ଆଶୀର୍ବାଦରୁ ଆପଣଙ୍କର ଧନର ସ୍ଥିତି ସୁଧାରିବାକୁ ଲାଗିବ। ଉନ୍ନତି ଦିନକୁ ଦିନ ହେବାକୁ ଲାଗିବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିର ଦାହନ ଦିନ ବ୍ୟକ୍ତିକୁ ନିଜର ପରିବାର ସହିତ ହିଁ ହୋଲିର ଅଗ୍ନିରେ କିଛି ନାଁ କିଛି ନିଜର ମନସ୍କାମନା କହି ପକେଇବା ଉଚିତ। ଏହା ସହିତ ଅଟା ଏବଂ ଗୁଡ଼ ସହିତ ମିଶ୍ରିତ ମାଲପା ଖାଇବା ଉଚିତ।

ଏହି ଦିନ ଚଣାର ସେବନ କଲେ ଭଗବାନ ଶନିଦେବଙ୍କର କୃପା ବି ମିଳିଥାଏ। ତ ଆପଣ ଚଣାର ବିଭିନ୍ନ ପ୍ରକାରର ଜିନିଷ ପ୍ରସ୍ତୁତ କରାଯାଏ। କୌଣସି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କଲେ ସେଥିରେ ୨ ରୁ ୪ ଟି ଚଣା ପକେଇ ଦିଅନ୍ତୁ। ଶନିଦେବଙ୍କ କୃପା ବର୍ଷା ହୋଇଥାଏ।

ହୋଲିର ଦାହନର ଶୁଭ ମୁହୂର୍ତ୍ତ ୧୭ ମାର୍ଚ୍ଚ ୨୯ ମିନିଟରୁ ଆରମ୍ଭ ହୋଇ ୧୮ ମାର୍ଚ୍ଚ ୧୨:୪୭ ମିନିଟ ପର୍ଯ୍ୟନ୍ତ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିର ଶୁଭ ମୁହୂର୍ତ୍ତ ୧୭ ମାର୍ଚ୍ଚ ରାତି ୯:୨୦ ମିନିଟରୁ ୧୦:୩୧ ମିନିଟ ପର୍ଯ୍ୟନ୍ତ ରହିବ। ଅର୍ଥାତ ହୋଲିର ଦାହନର ସମୟ ୧ ଘଣ୍ଟା ୧୦ ମିନିଟର ସମୟ ଅଛି।

ଯଦି ହୋଲିର ଦାହନର ପୂଜା ଠିକ ସମୟରେ ହେବ ତ ଦୁର୍ଭାଗ୍ୟର କଷ୍ଟର ସାମ୍ନା କରିବାକୁ ପଡିନଥାଏ। ତ ଏହି ବର୍ଷ ୧୭ ମାର୍ଚ୍ଚକୁ ପୂର୍ଣ୍ଣିମା ଅଟେ। ଫାଲ୍ଗୁନ ମାସର ୧୭ ମାର୍ଚ୍ଚ ୨୦୨୨ କୁ ହୋଲିର ଦାହନ। ଏହି ଥର ବହୁତ ଦୁର୍ଲଭ ମହାସଂଯୋଗ ପ୍ରସ୍ତୁତ ହେଉଛି। ତ ସୂର୍ଯ୍ୟ ଯୋଗରେ ପୂଜା କରିଲେ ଆପଣଙ୍କୁ ମୃତ୍ୟୁ ତୁଲ୍ୟ କଷ୍ଟରୁ ମୁକ୍ତି ମିଳିପାରିବ। ରୋଗରୁAଅ ମୁକ୍ତି ମିଳିପାରିବ।

କଉଡ଼ିକୁ ଯଦି ମାଟିରେ ଘାଡା କରି ନିଜର ମନର କଥା କହି ମାଟିରେ କଉଡ଼ିକୁ ପୋତି ଦିଅନ୍ତୁ ଆଉ ଯେବେ ଅଗ୍ନି ଜଳିବା ପରେ ରାତିରେ ଅଗ୍ନି ଥଣ୍ଡା ହେବା ପରେ ସେହି କଉଡ଼ିକୁ କାଢି ଅଳ୍ପ ମାଟି ସହିତ ସେହି କଉଡ଼ିକୁ ପ୍ରବାହିତ ଜଳରେ ପ୍ରବାହିତ କରି ଦିଅନ୍ତୁ। ଜୀବନରେ କଷ୍ଟ ଦୂର ହୋଇଯିବ।

ଭଲ ସ୍ୱାସ୍ଥ୍ୟ ପାଇଁ ଚନ୍ଦନର କାଠ ହୋଲିର ଅଗ୍ନିରେ ପକେଇ ଦିଅନ୍ତୁ ଆଉ ନିଜର କ୍ୟାରିୟର ଏବଂ ନିଜର ରୋଜଗାର ପାଇଁ ସୋରିଷର ଦାନା ପୋକାନ୍ତୁ ହୋଲିର ଅଗ୍ନିରେ। ଘର ପରିବାରରେ ସୁଖ ଶାନ୍ତି ରହୁ ଏଥିପାଇଁ ଅଟା ପୋକାନ୍ତୁ।

ମୃତ୍ୟୁ ତୁଲ୍ୟ କଷ୍ଟରୁ ମୁକ୍ତି ପାଇବା ପାଇଁ କଳା ତିଳ ପକେଇ ଦିଅନ୍ତୁ ଅଗ୍ନିରେ।

ଅଗ୍ନିରେ ଲଙ୍କା ଲୁଣ ପକେଇବେ ନାହିଁ। ଆପଣ ପବିତ୍ର ଜିନିଷ ପକାନ୍ତୁ ଅଗ୍ନିରେ।

ଆସନ୍ତୁ ଜାଣିବା ହୋଲିର ଦାହନ ଅଗ୍ନିରେ କଣ ପକେଇବା ଉଚିତ।

ପ୍ରଥମେ ହୋଲିର ଦାହନ ପାଖକୁ ଯାଆନ୍ତୁ ଭୂମି ଉପରେ ପ୍ରଣାମ କରି ଜଳ ଢାଳିବା ପରେ ଅଗ୍ନିରେ ଗହମ ଗୋବର ଏବଂ କଳା ତିଳର ଦାନା ପକାନ୍ତୁ। ଗୋବର ଯେଉଁ ପକେଇବେ ୭ଟି ଗୋବରର ଗୋଳା ହେବ ଆଉ ତାହାର ମାଳା ବନେଇ ହିଁ ପକେଇବେ। ଅଗ୍ନିର ପରିକ୍ରମା ୩ ଥର କରନ୍ତୁ। ଏହାପରେ ଅଗ୍ନିକୁ ପ୍ରଣାମ କରି ନିଜର ମନସ୍କାମନା କହିବେ ଏହାପରେ ଅଗ୍ନିର ଅଙ୍ଗରରେ ନିଜର ଏବଂ ଘରର ଲୋକଙ୍କର ତିଳକ ନିଶ୍ଚୟ ଲଗେଇବେ।

ଭଲ ସ୍ୱାସ୍ଥ୍ୟ ପାଇଁ ଅଗ୍ନିରେ କଳା ତିଳ ପକାନ୍ତୁ।

ରୋଗରୁ ମୁକ୍ତି ପାଇବା ପାଇଁ ସବୁଜ ଗୁଜୁରାତି ଏବଂ କର୍ପୁର ପକାନ୍ତୁ।

ଧନ ଲାଭ ପାଇଁ ଚନ୍ଦନର କାଠ ପକାନ୍ତୁ।

ରୋଜଗାର ପ୍ରାପ୍ତି ପାଇଁ ସୋରିଷ ପକାନ୍ତୁ।

ବିବାହ ଶୀଘ୍ର ହେବା ପାଇଁ ବୈବାହିକ ଜୀବନରେ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଜ୍ଞ ସାମଗ୍ରୀ ପକାନ୍ତୁ ଏବଂ ନକରାତ୍ମକ ଉର୍ଜାରୁ ମୁକ୍ତି ପାଇବା ପାଇଁ କଳା ସୋରିଷ ପକାନ୍ତୁ।

ଯେବେ ଅଗ୍ନିର ଅଙ୍ଗାର ଥଣ୍ଡା ହୋଇଯିବ ତ ପାଉଁଶ ଆଣିବେ ଚୁପଚାପ। ଆଉ ଏହି ପାଉଁଶରେ ନିଜ ଘରେ ଛୋଟ ଛୋଟ ପ୍ରୟୋଗ କରିପାରିବେ। ଏହି ଦିନ ଧଳା ଜିନିଷ କ୍ଷୀର ଦହି ଚାଉଳ ଆଦିର ସେବନ ଭୁଲରେ ବି କରିବେ ନାହିଁ।

କଳା ଚଣାର ସେବନ ନିଶ୍ଚୟ କରନ୍ତୁ।

ଅଭାବୀ ଲୋକଙ୍କୁ ଦାନ ନିଶ୍ଚୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *