Excuse Me Odisha

ଯାହା କହିବୁ ସତ କହିବୁ

୧୮ ମାର୍ଚ୍ଚ ୨୦୨୨ ରେ ଦୁର୍ଲଭ ମହାସଂଯୋଗ,ଏହି ୭ଟି ରାଶିର ଲୋକ ହେବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲି ୨୦୨୨ ଏହି ୭ ଟି ରାଶିଙ୍କର ଲାଗିବ ଲଟେରୀ।

ଏହିଥର ହୋଲି ବହୁତ ସାରା ଖୁସି ନେଇ ଆସିବ। କାରଣ ଶନିଦେବ ଏବଂ ଦେବଗୁରୁ ବୃହସ୍ପତି ନିଜ ନିଜ ଘରେ ବିରାଜମାନ ଅଟନ୍ତି ଏବଂ ବନୁଛି ଦୁର୍ଲଭ ସର୍ବସିଦ୍ଧି ଯୋଗ ଏବଂ ଅମୃତସିଦ୍ଧି ଯୋଗ ତ ଗ୍ରହ ନକ୍ଷତ୍ରଙ୍କର ଏମିତି ଯୋଗ ବନୁଅଛି କି ଯେଉଁ କାରଣରୁ କିଛି ରାଶି ହେବେ ମାଲାମାଲ।

ମେଷ ରାଶି। କ୍ୟାରୀୟରରେ ପରିବର୍ତ୍ତନ ଏବଂ ସଫଳତାର ଯୋଗ ଅଛି। ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇପାରେ। ଏହି ସମୟରେ ଖୁସି ଅଧିକ ସ୍ଥିତିରେ ଆପଣଙ୍କ ଜୀବନରେ ଦେଖିବାକୁ ମିଳିବ।

ବୃଷ ରାଶି। ଚାକିରୀ ବ୍ୟବସାୟରେ ସ୍ଥିରତା ବନିରହିବ। ଏହି ସମୟରେ ବିଦେଶୀ କାରବାରରେ ଲାଭ ମିଳିବ। ଟିକେ ସ୍ବାସ୍ଥ୍ୟର ଧ୍ୟାନ ରଖିବେ।

ମିଥୁନ ରାଶି। କ୍ୟାରୀୟରେ ଅଳ୍ପ ଟିକେ ଚାପ ଦେଖିବାକୁ ପାଇବେ କିନ୍ତୁ ଧନର ସ୍ଥିତି ମଧ୍ୟମ ହେବ। ଜୀବନରେ ସମସ୍ତ ମନସ୍କାମନା ପୂରଣ ହୋଇଯିବ ଏବଂ ଖୁସିର ସ୍ଥିତି ଟିକେ କମ ଅଛି ତ ଧର୍ଯ୍ୟ ଧରନ୍ତୁ।

କର୍କଟ ରାଶି। ଜୀବନରେ ବଡ଼ ପରିବର୍ତ୍ତନ ହେବ କ୍ୟାରିୟର ଧନର ସ୍ଥିତି ଉତ୍ତମ ଅଟେ। ଜୀବନରେ ଖୁସି ଆସିଥାଏ। ନିକଟ ଭବିଷ୍ୟତରେ ଆପଣଙ୍କ ଦିନ ଭଲ ରହିବ।

ସିଂହ ରାଶି। କ୍ୟାରିୟରରେ ମାମଲାରେ ଏହି ସମୟ ବହୁତ ଭଲ ସମୟ ଅଟେ। କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଅଳ୍ପ ଟିକେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଜୀବନରେ ମଧ୍ୟମ ସ୍ଥିତି ରହିବ। ସୁଖ ମିଳିବ।

କନ୍ୟା ରାଶି। ଚାକିରୀରେ ସ୍ଥିରତା ବନି ରହିବ। ଅନାବଶ୍ୟକ ପରିଵର୍ତନ କଥା ଚିନ୍ତା କରନ୍ତୁ ନାହିଁ। ଏହା ଧନ ସଞ୍ଚୟ କରିପାରିବେ। ଅଟକି ରହିଥିବା ଧନ ମିଳିପାରିବ ଏବଂ ଖୁସି ଭରିରହିବ।

ତୁଳା ରାଶି। କ୍ୟାରିୟର ତୁଳନାରେ ଅଣଦେଖା କରିବା ଠିକ ନୁହେଁ। ଚାକିରୀରେ ଉଥାନ- ପତନ ରହିଛି। ଧନ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ଏହି ସମୟରେ ଖୁସିର ସ୍ଥିତି ଅଳ୍ପ କମଜୋର ରହିବ।

ବିଛା ରାଶି। କ୍ୟାରିୟର ଏବଂ ସ୍ଥାନରେ ବଡ଼ ପରିବର୍ତ୍ତନ ହେବାର ଦୁର୍ଲଭ ମହା ସଂଯୋଗ ଚାକିରୀରୁ ବାହାରି ବ୍ୟବସାୟରେ ପ୍ରବେଶ କରିବାର ଯୋଗ ଅଛି। ହୋଇପାରେ ଏମିତି କଲେ ଧନର ସ୍ଥିତି ଭଲ ରହିବ।

ଧନୁ ରାଶି। ଖୁସିତ ଆସିବ କିନ୍ତୁ ସ୍ଥାନ ପରିବର୍ତ୍ତନର ଯୋଗ ଅଛି। ବ୍ୟାପାରରେ ସ୍ଥିତି ଭଲ ରହିବ। ଧନ ତ ଆସିବ ଖୁସିର ଯୋଗ ଅଛି ଏବଂ ସନ୍ତାନ ପ୍ରାପ୍ତି ହୋଇପାରେ।

ମକର ରାଶି। ଚାକିରୀରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ସଫଳତା ବହୁତ ମିଳିବ। ଦାୟିତ୍ୱ ବି ବଢିବ କିନ୍ତୁ ପଦ ପ୍ରତିଷ୍ଠାର ଲାଭ ମିଳିବାର ଯୋଗ ଅଛି। କାରବାରରେ ଧୀରେ ଧୀରେ ଉନ୍ନତି ହେବାର ଦେଖାଯିବ ଆଉ ଖୁସିର ସ୍ଥିତି ମଧ୍ୟମ ଅଟେ।

କୁମ୍ଭ ରାଶି। ଆପଣଙ୍କୁ କ୍ୟାରୀୟରେ ପ୍ଲାନିଂର ଆବଶ୍ୟକତା ପଡିପାରେ। ଭବିଷ୍ୟତକୁ ଧ୍ୟାନରେ ରଖି ଚାକିରୀ କାରବାର ଆପଣଙ୍କୁ କରିବାକୁ ହେବ। ଧନର ସ୍ଥିତି ମଧ୍ୟମ ଅଟେ ଆଉ ଏହି ସମୟରେ ଆପଣଙ୍କ ଜୀବନରେ ଯେଉଁ ଖୁସି ଅଛି ତାହା ୮୦% ସାଥ ଦେବ।

ମୀନ ରାଶି। ଚାକିରୀରେ ଥିବା ସମସ୍ୟାର ସମାଧାନ ହେବ। ଚାକିରୀରେ ସ୍ଥାନ ପରିବର୍ତ୍ତନର ବି ଯୋଗ ଅଛି। ବିଦେଶ ଯିବାର ପ୍ରବଳ ସମ୍ଭାବନା ରହିଛି। ଜୀବନରେ ସବୁ ଖୁସି ଭରି ଭରି ହୋଇ ଆସିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *