Excuse Me Odisha

ଯାହା କହିବୁ ସତ କହିବୁ

ଅକାଳ ମୃତ୍ୟୁ ଏବଂ ଗରିବୀ ଆସିବାର ୧୦ ଟି ମୁଖ୍ୟ କାରଣ। ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅକାଳ ମୃତ୍ୟୁ ଏବଂ ଗରିବୀ ଆସିବାର ୧୦ ଟି ମୁଖ୍ୟ କାରଣ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି।

ବନ୍ଧୁଗଣ ଯଦି ଘରେ କାହାର ଅକାଳ ମୃତ୍ୟୁ ହୋଇଯାଏ ଘରେ ସକାଳେ ସନ୍ଧ୍ୟାରେ ସବୁବେଳେ ଝଗଡା ଲାଗି ରହୁଥାଏ ଟଙ୍କା ଘରେ ରହୁନଥାଏ ଭୁତ ପ୍ରେତର ଆଭାସ ହେଉଥାଏ ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ। ଏହି ୫ ଟି ଭୁଲ କେବେବି କରନ୍ତୁ ନାହିଁ ନଚେତ ପୁରା ଘର କାଙ୍ଗାଳ ହୋଇଯିବ। ଆମର ଛୋଟ ଛୋଟ ଭୁଲ ବହୁତ ମହତ୍ୱ ରଖିଥାଏ। ଆମେ ଜଣା ଅଜାଣତରେ ଏମିତି ଭୁଲ କରି ଦେଇଥାଉ ଯାହା ଦ୍ୱାରା ଆସିଥିବା ସମୟରେ ସମସ୍ୟା ଦେଖାଦିଏ।

କଥା କଥାରେ ଘରେ ଝଗଡା ହେଉଥାଏ। ଘରେ ଅକାଳ ମୃତ୍ୟୁ ମଧ୍ୟ ଦେଖାଦିଏ କିମ୍ବା ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ଦେଖାଦିଏ। ଧନ କମେଇବା ପରେ ବି ଗରିବର ସାମ୍ନା କରିବାକୁ ପଡିଥାଏ। ଘରେ ଏହି ୫ ଟି ଭୁଲ କେବେବି ହେବାକୁ ଦିଅନ୍ତୁ ନାହିଁ। ଯାହାକି ବର୍ବାଦିର ମୁଖ୍ୟ କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ବାସ୍ତୁ ଅନୁସାରେ ଘରେ ୧ରୁ ୨ଟି ରୁ ଅଧିକ ଚାକୁ ଛୁରୀ ରଖନ୍ତୁ ନାହିଁ। ଏହା ନକରାତ୍ମକ ବଢାଇଥାଏ ଏବଂ ଘରେ ଝଗଡା ମଧ୍ୟ ହୋଇଥାଏ। ରୋଷେଇ ଘରେ ଅଧିକ ଚାକୁ ଛୁରୀ ରଖନ୍ତୁ ନାହିଁ। ସକାଳେ ସମୟରେ ଏହି ଜିନିଷକୁ ଦେଖନ୍ତୁ ନାହିଁ। ଏହା ଦ୍ବାରା ଦିନ ସାରା ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଧନର ହାନି ମଧ୍ୟ ହୋଇଥାଏ।

ଘରେ ଯଦି କଣ୍ଟା ଜାତୀୟ ଗଛ ଅଛି ଯେପରି ନାଗଫେଣି ତ ବହୁତ ବଡ଼ ଅଶୁଭ ଅଟେ। ଏହା ଘରେ ଅକାଳ ମୃତ୍ୟୁ ହେବାର କଥାକୁ ବଢାଇଥାଏ। ଖାସ କରି ଏହି ଗଛକୁ ଘରେ ରଖନ୍ତୁ ନାହିଁ। ଏହା ଘରେ ଅଶାନ୍ତି ମଧ୍ୟ ବଢ଼ାଇ ଥାଏ। ପରିବାର ଭାଙ୍ଗି ରୁଜି ଚୁରମାର ହୋଇଯାଏ।

ଭୁତ ପ୍ରେତ ଘରେ ନିଜର ବାସ ବନେଇ ନିଅନ୍ତି। ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟ ଝଗଡା କରନ୍ତି କାରଣ କଣ୍ଟା ପ୍ରେମର ପ୍ରତୀକ ନୁହେଁ। ଯେଉଁ ଘରେ ପତ୍ର ନରହି କେବଳ କଣ୍ଟା ଥାଏ ସେହି ଗଛକୁ ଘରେ ରଖନ୍ତୁ ନାହିଁ। ଯେଉଁ ଘରେ ଏହି ଗଛ ଥାଏ ସେହି ଘର ବିନାଶ ହୋଇଯାଏ। ଏହି ଗଛକୁ ବହୁତ ଅଶୁଭ ମାନାଯାଏ। ତୁଳସୀ ଗଛ ପାଖରେ ମଧ୍ୟ କୌଣସି କଣ୍ଟା ଗଛ ଲଗାନ୍ତୁ ନାହିଁ।

ମାସିକ ଧର୍ମ ସମୟରେ ଯଦି ଆପଣ ଗଛରେ ପାଣି ଦିଅନ୍ତି ତ ଏହା ଘରେ ଗରିବ ବାସ କରିବାର କାମ କରିଥାଏ। ଆପଣ ତୁଳସୀ ଗଛରେ କେବେବି ଏହି ସମୟରେ ପାଣି ଅର୍ପଣ କରନ୍ତୁ ନାହିଁ। ଏହି ସମୟରେ ଆପଣ ଆରାମ କରନ୍ତୁ।

ଘରେ ଯଦି ଭଙ୍ଗା ରୁଜା ଇଟା ପଥର ପଡିଛି ଭଙ୍ଗା ଖଟ ପଡିଛି ତ ଏହାକୁ ବହୁତ ଅଶୁଭ ବୋଲି ମାନାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଘରକୁ ଝଗଡା ଆଣିଥାଏ। ଘରେ ପୁରୁଣା ଭଙ୍ଗା ରୁଜା ଜିନିଷ ବା ଭଙ୍ଗା ବାସନକୁ ଘରେ ରଖିବା ଉଚିତ ନୁହେଁ। ଭଙ୍ଗା ଆଇନା ବନ୍ଦ ପଡିଥିବା ଘଣ୍ଟାକୁ ମଧ୍ୟ ଘରୁ ବାହାର କରିଦିଅନ୍ତୁ। ଏହାକୁ ଘରେ ରଖନ୍ତୁ ନାହିଁ।

ଏମିତି ଛୋଟ ଛୋଟ କଥାରେ ଯଦି ଧ୍ୟାନ ଦେବେ ତେବେ ଘରକୁ ଗରିବୀ ଆସିବ ନାହିଁ।

ଘରେ ବୁଢିଆଣି ଜାଲ ଥିଲେ ମା ଲକ୍ଷ୍ମୀ ଘରେ ବାସ କରିବେ ନାହିଁ। ଜାଲ ନକରାତ୍ମକକୁ ଆକର୍ଷଣ କରିଥାଏ।

ଘରେ ଯଦି ମେହେନ୍ଦୀ ଗଛ ଅଛି ତାହେଲେ ତାକୁ ତୁରନ୍ତ ବାହାରେ ନେଇ ଲଗାନ୍ତୁ। ଅମୃତ ଭଣ୍ଡା ଗଛ ମଧ୍ୟ ଘରେ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଖରାପ ଶକ୍ତିର ବାସ ଘର ଭିତରକୁ ପ୍ରବେଶ କରିଥାଏ।

ଯଦି ଘରେ ଅଧିକ ବାସ୍ନା ଯୁକ୍ତ ଗଛ ଅଛି ତେବେ ତାହାକୁ ମଧ୍ୟ ତୁରନ୍ତ ଘରକୁ ବାହାର କରିଦିଅନ୍ତୁ। ଏହାକୁ ମଧ୍ୟ ଶୁଭ ବୋଲି ମାନାଯାଏ ନାହିଁ। ଏହା ଘରକୁ ଅଧିକ ନକରାତ୍ମକ ଶକ୍ତିକୁ ଆକର୍ଷଣ କରିଥାଏ ଯେଉଁଠି ନକରାତ୍ମକ ଶକ୍ତି ଥାଏ ତ ସେଠାରେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ।

ବରଗଛ ଅସ୍ତଗଛକୁ ମଧ୍ୟ ଘରେ ଲଗାନ୍ତୁ ନାହିଁ। ଏହାକୁ ଶୁଭ ମାନାଯାଏ ନାହିଁ। ଯଦି ଘରେ ଜାଗା ଜାଗାରେ ଅସ୍ତ ଗଛ ଉଠିଯାଏ ତ ଏହାକୁ ତୁରନ୍ତ ବାହାର କରି କୌଣସି ଜମିରେ ଗାତ କରି ପୋତି ଦିଅନ୍ତୁ ବା ପାଣିରେ ଭସାଇ ଦିଅନ୍ତୁ।

ଘରେ ଶୁଖିଲା ତୁଳସୀ ଗଛକୁ ମଧ୍ୟ ରଖନ୍ତୁ ନାହିଁ। ତାହାକୁ ମଧ୍ୟ ପାଣିରେ ନେଇ ଭସେଇ ଦିଅନ୍ତୁ।

ଘରେ କଦଳୀ ଗଛ ଅଧିକ ବଡ଼ ହେବାଯାଏ ରଖନ୍ତୁ ନାହିଁ। ଏହା ଦ୍ବାରା ଦୈବିକ ଶକ୍ତି ଅଧିକ ସକ୍ରିୟ ହୋଇଯାନ୍ତି।

ଘରେ ରାତିରେ ଅଇଁଠା ବାସନକୁ ରଖନ୍ତୁ ନାହିଁ। ଏହା ଅଭିଶାପ ଦେଇଥାଏ। ଏହି କାରଣରୁ ପୁରା ପରିବାର କାଙ୍ଗାଳ ହୋଇଯାଏ। ଅକାଳ ମୃତ୍ୟୁର ବିପଦ ବଢିଯାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ। ପରିବାରକୁ ସଙ୍କଟ ଆସିଥାଏ। ସେଥିପାଇଁ ଘରେ ରାତିରେ ଅଇଁଠା ବାସନକୁ ରଖନ୍ତୁ ନାହିଁ। ରୋଷେଇ ଘରକୁ ସବୁବେଳେ ସଫା ରଖିବା ଉଚିତ।

ସ୍ୱାମୀ ସ୍ତ୍ରୀଙ୍କ ରୁମକୁ କେବେବି ପର ପୁରୁଷ କିମ୍ବା ପରିବାରରେ କୌଣସି ସଦସ୍ୟଙ୍କୁ ବାରମ୍ବାର ଆସିବା ଉଚିତ ନୁହେଁ। ତାଙ୍କ ରୁମରେ ଶୋଇବା ବି ଉଚିତ ନୁହେଁ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ।

ଯଦି ଆପଣଙ୍କର ଲାତ ମାରିକି ବା ଗୋଡ଼ରେ ଗୋଇଁଠା ମାରିକି କବାଟ ଖୋଲିବାର ଅଭ୍ୟାସ ଅଛି ତ ତୁରନ୍ତ ଏହାକୁ ବନ୍ଦ କରିଦିଅନ୍ତୁ। କାରଣ ଏଥିରେ ମା ଲକ୍ଷ୍ମୀ ଘରକୁ ଆସିବା ବନ୍ଦ କରିଦେବେ।

ଘରର ମୁଖ୍ୟ ଦ୍ୱାରରେ ଜୋତା ଚପଲ ରଖନ୍ତୁ ନାହିଁ। ଏହା ଦ୍ବାରା ମଧ୍ୟ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଯାହା ଦ୍ୱାରା ଘରକୁ ଗରିବ ଆସିଥାଏ। ଧନର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ। ଏହା ଦ୍ବାରା ଗୁରୁ ଗ୍ରହ କମଜୋର ହୋଇଥାଏ। ଯେବେ ଘରେ ଗୁରୁ କମଜୋର ହୋଇଥାଏ ତ ଘରକୁ ମହା ବିନାଶ କାରୀ ନେଇ ଆସିଥାଏ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇନଥାଏ।

ଗୁରୁବାର ଦିନ କେଶ ଏବଂ କପଡା ଧୁଅନ୍ତୁ ନାହିଁ। ଏହା ଦ୍ବାରା ସନ୍ତାନ ଏବଂ ସ୍ୱାମୀଙ୍କ ଉପରେ ବିପଦ ଆସିଥାଏ ଏବଂ ଉନ୍ନତି ମଧ୍ୟ ହୋଇନଥାଏ। ଖାଲି ପାଣିରେ ଧୋଇ ପାରିବେ କିନ୍ତୁ କେଶକୁ ସଫା କରନ୍ତୁ ନାହିଁ।

ରାତି ୧୨ ଟା ପରେ ଆଇନା ଦେଖନ୍ତୁ ନାହିଁ କି ମେକପ ଆଦି ହେବା ଉଚିତ ନୁହେଁ। ଏହା ଆପଣଙ୍କୁ ଭୁତ ପ୍ରେତ ଭଳି ନକରାତ୍ମକ ଶକ୍ତି ଲାଗିପାର। ରାତିରେ ଅତର ମଧ୍ୟ ଲଗେଇବା ଉଚିତ ନୁହେଁ। ଏହିସବୁ କଲେ ଆପଣ ବଡ଼ ଅସୁବିଧାରେ ପଡି ପାରନ୍ତି।

ଗୁରୁବାର ଶନିବାର କିମ୍ବା ରବିବାର ଦିନ ସମ୍ଭଗ କରିବା ଉଚିତ ନୁହେଁ। ନଚେତ ସାରା ଜୀବନରେ ସମସ୍ୟା ଆସିଥାଏ।

ରୁଟି ବନେଇବା ପରେ ଗରମ ତାୱାରେ ପାଣି ପକାନ୍ତୁ ନାହିଁ। ଏହା ଦ୍ବାରା ରାହୁ ଦୋଷ ଉତ୍ପନ ହୋଇଥାଏ। ଧନର ହାନି ହୋଇଥାଏ। ଏହା ସହିତ ସବୁବେଳେ ବେଲଣା ପେଡିକୁ ସଫା କରିବା ଉଚିତ।

ରୋଷେଇ ଘରେ ପଡିଥିବା ମଇଳା ଡ଼ବାକୁ ଧୋଇ ନେବା ଉଚିତ। ନଚେତ ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି।

କପଡା ଶୁଖାଇବା ସମୟରେ ଧ୍ୟାନ ରଖିବା ଉଚିତ କି ତୁଳସୀର ଆଖପାଖରେ କେବେବି କପଡା ସୁଖେଇବା ଉଚିତ ନୁହେଁ। ଏହା ଦ୍ବାରା ମା ତୁଳସୀ କ୍ରୋଧିତ ହୁଅନ୍ତି। ଘରେ ଭୟଙ୍କର ଧନର ହାନି ହୋଇଥାଏ।

ଘରର ମନ୍ଦିର ସବୁବେଳେ ସଫା ରଖିବା ଉଚିତ।

ସବୁବେଳେ ଟଙ୍କାକୁ ଭଲ ଭାବରେ ରଖିବା ଉଚିତ।

ଯେଉଁ ଘରେ ଏକାଠି ସ୍ୱାମୀ ସ୍ତ୍ରୀ ବା ଭାଇ ଭଉଣୀ ଭଜନ ମରନ୍ତି ସେହି ଘରେ ଦୈବିକ ଶକ୍ତି ବା ଇଶ୍ଵରଙ୍କର ବାସ ସେହି ଘରେ ହୋଇଥାଏ। ସେଠାକୁ ଗରିବ କେବେବି ପ୍ରବେଶ କରିପାରି ନଥାଏ।

ବନ୍ଧୁଗଣ ରାମ ଚରିତ ମାନସରେ ଲେଖା ଅଛି କି ଯାହା ହେବାକୁ ଥିବ ତାହା ଆମ ସହିତ କିମ୍ବା ଆପଣଙ୍କ ସହିତ ହୋଇକି ହିଁ ହେବ। ତାହା କୌଣସି ପ୍ରକାରରେ ଟଳି ନଥାଏ ଏବଂ ଯାହା ହେବାକୁ ନଥିବ ତାହା ଆମ ସହିତ କଦାପି ହେବ ନାହିଁ। ଯାହାର ମୃତ୍ୟୁ ଯେଉଁଠି ଲେଖା ହୋଇଛି ଯେପରି ଲେଖା ହୋଇଛି ଏବଂ ଯେବେ ଲେଖା ହୋଇଛି ସେପରି ହିଁ ହୋଇଥାଏ। ତାହା ନିଜ ଘରେ ହେଉ କିମ୍ବା କୌଣସି ସଡ଼କ ଦୁର୍ଘଟଣା କାରଣରୁ କିମ୍ବା ନଦୀ ଜଳ କାରଣରୁ। ମହା ଭାରତରେ ଭୀଷ୍ମ ପିତାମହ ମୃତ୍ୟୁ ଯେମିତି ଲେଖା ହୋଇଥିଲା ଠିକ ସେମିତି ହିଁ ହୋଇଥିଲା।

ତ ଯାହାର ମୃତ୍ୟୁ ଯେପରି ଲେଖା ହୋଇଥାଏ ତାହା ସେହିପରି ହୋଇଥାଏ। ସେହିପରି ଆମକୁ ଦୁଃଖ କରିବା ଉଚିତ ନୁହେଁ। ଏଥିରେ ଆମେ ଚିନ୍ତିତ ହେବା ଉଚିତ ନୁହେଁ। କିନ୍ତୁ ଲୋକ କହନ୍ତି କି ଅକାଳ ମୃତ୍ୟୁ ହୋଇଗଲା। ଏହା ଅକାଳ ମୃତ୍ୟୁ ହୋଇନଥାଏ, ଏହା ନିଶ୍ଚିତ ମାନି ନିଅନ୍ତୁ କି ଏହା ଆମ ସହିତ ହେବ। କିନ୍ତୁ ବନ୍ଧୁଗଣ ଶାସ୍ତ୍ର କୁହେ କି ଯାହା ଶାଳଗ୍ରାମ ଏବଂ ଭଗବାନ ପ୍ରଭୁ ଲଡୁ ଗୋପାଳଙ୍କର ସ୍ନାନ ପରେ ଯାହା ପାଣୀ ବଞ୍ଚିଥାଏ ତାକୁ ଚରଣାମୃତ କୁହାଯାଏ। ଯିଏ ଭଗବାନଙ୍କର ପୂଜା କରେ ତାକୁ ପ୍ରଣାମ କରି ଚରଣାମୃତ କରିକି ଘରୁ ବାହାରେ ତାର କେବେବି ଅକାଳ ମୃତ୍ୟୁ ହୋଇନଥାଏ।

ଆପଣଙ୍କୁ କହି ରଖୁଛୁ ଅକାଳ ମୃତ୍ୟୁ ଅର୍ଥ ଏହା କି ଅଚାନକ ଦୁର୍ଘଟଣା ଏବଂ ପାଣିରେ ବୁଡିକି ମରିଯାଏ ତ ତାକୁ ଅକାଳ ମୃତ୍ୟୁ କୁହାଯାଏ। କିନ୍ତୁ ଶାସ୍ତ୍ର କୁହେ କି ଏହା ନିଶ୍ଚିତ ଅକାଳ ମୃତ୍ୟୁ ହୁଏ ତ ଏହି କଥା ସତ। ସମୟ ଆଗରୁ ଯାହାର ମୃତ୍ୟୁ ହୋଇଯାଏ। ବନ୍ଧୁଗଣ ଆପଣଙ୍କୁ ଆମେ କହି ରଖୁଛୁ ଯେ ଆବାଡ଼ ବୃଦ୍ଧ ବନିତା କୁହନ୍ତି କି ୮୦ ବର୍ଷ ଆଗରୁ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତ ଏହାକୁ ଅକାଳ ମୃତ୍ୟୁ କୁହାଯାଏ। କୌଣସି କାରଣରୁ ଅକାଳ ମୃତ୍ୟୁ ହୋଇଗଲା। ପତ୍ନୀ ତଣ୍ଟି ଚିପି ମାରିଦେଲା ତ ସେ ପ୍ରେତ ବନିଯାଏ। ଯେଉଁ ପୁଣ୍ୟ ଆତ୍ମା ବ୍ୟକ୍ତି ମରିଯାଏ ତ ସେମାନଙ୍କର କଣ ହୋଇଥାଏ।

ଆପଣମାନେ ତ ସ୍ୱାମୀ ବିବେକାନନ୍ଦଙ୍କୁ ଜାଣିଥିବେ ତାଙ୍କର ମୃତ୍ୟୁ ୩୯ ବର୍ଷ ବୟସରେ ହୋଇଥିଲା। ଯେଉଁ ବ୍ୟକ୍ତି ସତ୍ୟ ମାର୍ଗରେ ଚାଲୁଥିଲା ନିଜ ଜୀବନରେ ସବୁବେଳେ ପୁଣ୍ୟ କରୁଥିଲା ସେ ଯଦି କମ ବୟସରେ ମରିଯାଏ ତ ସେ ନିଶ୍ଚୟ ଭଗବାନଙ୍କ ପାଖକୁ ଯାଇଥାଏ। କିନ୍ତୁ ପାପୀ ଲୋକମାନେ ଯିଏ ସବୁବେଳେ ଖରାପ କାମ କରୁଥାଏ ଭଗବାନଙ୍କୁ ମାନେ ନାହିଁ ଅନ୍ୟ ଉପରେ ଅତ୍ୟାଚାର କରୁଥାଏ ତଥା ନିଜ ମାତା ପିତାଙ୍କ ଉପରେ ଅତ୍ୟାଚାର କରୁଥାଏ

କୌଣସି କାରଣରୁ ସେହି ପାପୀ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତ ସେ ନିଶ୍ଚିତ ତାର ବାକି ଜୀବନ ପ୍ରତାତ୍ମା ହୋଇ ଘୁରି ବୁଲିଥାଏ। ତାର କାର୍ଯ୍ୟ ଯେପର୍ଯ୍ୟନ୍ତ ପୁରା ନହୋଇଛି ସେ ସେମିତି ଘୁରି ବୁଲିବ। ସେଥିପାଇଁ ବନ୍ଧୁଗଣ ଆମକୁ ଯେପରି ମୁକ୍ତି ମିଳିପାରିବ ସେହିପରି କାମ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *