Excuse Me Odisha

ଯାହା କହିବୁ ସତ କହିବୁ

ସୁର୍ଯ୍ୟ ଅସ୍ତ ହେବା ସମୟରେ କରନ୍ତୁ ନାହିଁ ଏହି ୫ ଟି କାମ। ନଚେତ ପୁରା ପରିବାର ବର୍ବାଦ ହୋଇଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୁର୍ଯ୍ୟ ଅସ୍ତ ହେବା ସମୟରେ କରନ୍ତୁ ନାହିଁ ଏହି ୫ ଟି କାମ। ନଚେତ ସାରା ପରିବାର ବର୍ବାଦ ହୋଇଯିବ।

ବନ୍ଧୁଗଣ ସୂର୍ଯ୍ୟାସ୍ତ ସମୟରେ କେବେବି ଏହି କାମ କରନ୍ତୁ ନାହିଁ କି ଏହି ସବୁ ଜିନିଷ କାହାରିକୁ ବି ଦିଅନ୍ତୁ ନାହିଁ ନଚେତ ଆପଣ ପରେ ବହୁତ ପସ୍ତେଇବେ।

ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହା ସନ୍ଧ୍ୟା ସମୟରେ ଭୁଲରେବି କରିବା ଉଚିତ ନୁହେଁ। କାରଣ ଏହାକୁ ବହୁତ ଅଶୁଭ ଏବଂ ଗରିବିର ବଡ଼ କାରଣ ମାନାଯାଇଛି। କାରଣ ସୁର୍ଯ୍ୟ ଅସ୍ତ ପରେ କିଛି କାର୍ଯ୍ୟ ଏମିତି ଅଛି ଯାହାକୁ କରିବା ଦ୍ୱାରା କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ ଧନର ବି ସମସ୍ୟା ଏବଂ ଆର୍ଥିକ ସମସ୍ୟା ଏମିତିକି କରଜରେ ଫସିଯିବାର ବି ଚାନ୍ସ ଅଧିକ ଥାଏ।

ସୂର୍ଯ୍ୟାସ୍ତ ସମୟରେ ପଲଙ୍କରେ ବସିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ମୃତ୍ୟୁର ଶୋକ ମାନାଯାଏ। ସୂର୍ଯ୍ୟାସ୍ତ ସମୟରେ କାନ୍ଦିବା ଉଚିତ ନୁହେଁ। ଏହାକୁ ବି ମୃତ୍ୟୁର କାରଣ ମାନାଯାଏ।

ସୂର୍ଯ୍ୟାସ୍ତ ସମୟରେ ଖାସ କରି କାହାରିକୁ ଦାନରେ ଦହି ଦିଅନ୍ତୁ ନାହିଁ। ଦହିର ସିଧା ସମ୍ବଦ୍ଧ ଶୁକ୍ର ଗ୍ରହ ସହିତ। ଶୁକ୍ର ଗ୍ରହକୁ ଧନ ସମ୍ପତିର ପ୍ରତୀକ ମାନାଯାଏ। ସୂର୍ଯ୍ୟାସ୍ତ ସମୟରେ କିମ୍ବା ପରେ ଦହି କାହାରିକୁ ଦେବା ଦ୍ୱାରା ସୁଖ ସମୃଦ୍ଧିରେ କମି ଆସିଥାଏ। ଏମତିକି ସୂର୍ଯ୍ୟାସ୍ତ ସମୟରେ କେବେବି କାହାରିକୁ କିଛି ବି ଦାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ସନ୍ଧ୍ୟା ସମୟରେ ଯେବେ ସୂର୍ଯ୍ୟାସ୍ତ ହେଉଛି ସେହି ସମୟରେ ଶୋଇବା ଉଚିତ ନୁହେଁ ଭୋଜନ କରିବା ବି ଉଚିତ ନୁହେଁ। କାହିଁକିନା ଏମିତି କରିବା ଅଶୁଭ ମାନାଯାଏ। କୁହାଯାଏ କି କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ ଜୀବନରେ ଧନର କମିବି ହୋଇଥାଏ ସେଥିପାଇଁ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଉଚିତ ନୁହେଁ ଭୋଜନ କରିବା ବି ଉଚିତ ନୁହେଁ।

ସନ୍ଧ୍ୟା ସମୟରେ କାହାରିକୁ ଟଙ୍କା ଉଧାରରେ ଦିଅନ୍ତୁ ନାହିଁ କିମ୍ବା କରଜ ନିଅନ୍ତୁ ନାହଁ। ଏହା ଦ୍ବାରା କରଜ ଦେବା ଵାଲା ଏବଂ ନେବା ଵାଲା ଦୁଇ ଜଣ ହିଁ ଦୁଃଖୀ ରହିଥାନ୍ତି। ସେଥିପାଇଁ ଏମିତି କେବେବି କରନ୍ତୁ ନାହିଁ।

ସନ୍ଧ୍ୟା ସମୟରେ ଘରେ ଝାଡୁ ଏବଂ ପୋଛା ମଧ୍ୟ କରିବା ଉଚିତ ନୁହେଁ। ବହୁତ ଲୋକ ସନ୍ଧ୍ୟା ସମୟରେ ଝାଡୁ ପୋଛା କରିଥାନ୍ତି କିନ୍ତୁ ଏମିତି ସମୟରେ କେବେବି ଝାଡୁ ପୋଛା କରିବା ଉଚିତ ନୁହେଁ। ଧନର ହାନି ହୋଇଥାଏ କାହିଁକିନା ମାନାଯାଏ କି ସୂର୍ଯ୍ୟାସ୍ତ ପରେ ଝାଡୁ ପୋଛା କରିବା ଦ୍ୱାରା ଘରକୁ ଆସୁଥିବା ଲକ୍ଷ୍ମୀବି ଫେରି ଯାଆନ୍ତି। ଏହା ଦ୍ବାରା ଧନର ଅଭାବ ଦେଖା ଦେଇଥାଏ। ବ୍ୟକ୍ତି କରଜରେ ଫସି ଯାଇଥାଏ। ସେଥିପାଇଁ ଏହା ଭୁଲରେ ମଧ୍ୟ କରନ୍ତୁ ନାହିଁ।

ସନ୍ଧ୍ୟା ସମୟରେ ନଖ ଏବଂ ଚୁଟି ବିଲକୁଲ ବି କାଟିବା ଉଚିତ ନୁହେଁ। ଏମିତି କରିବା ଅଶୁଭ ହୋଇଥାଏ। ଜୀବନରେ ନକରାତ୍ମକ ପ୍ରଭାବ ପଢ଼ିଥାଏ। ଧନର ସମସ୍ୟା ସହିତ ଅନ୍ୟ ଅସୁବିଧା ମଧ୍ୟ ହୋଇଥାଏ।

ସୂର୍ଯ୍ୟାସ୍ତ ସମୟରେ ପାଦ ହଲେଇବା ଉଚିତ ନୁହେଁ। ବହୁତ ଅଶୁଭ ମାନାଯାଏ।

ସୂର୍ଯ୍ୟସ୍ତ ପରେ ତୁଳସୀ ପତ୍ରକୁ ଛୁଇଁବା ଉଚିତ ନୁହେଁ କି ଜଳ ଅର୍ପଣ କରିବା ବି ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ସୁର୍ଯ୍ୟ ଅସ୍ତ ହେବା ସମୟରେ ପୂଜାପାଠ କରିବା ଉଚିତ ଏବଂ ଦୀପ ଜଳେଇବା ଉଚିତ।

ସୂର୍ଯ୍ୟାସ୍ତ ପରେ ଯେଉଁଠି ଅନ୍ଧାର ଥାଏ ସେହି ଜାଗାରେ ଭୁତ ପ୍ରେତ ବାସ କରିନିଅନ୍ତି। ଏମିତି କେବେବି କରନ୍ତୁ ନାହିଁ ଏହା ସହିତ ସୂର୍ଯ୍ୟାସ୍ତ ସମୟରେ ଶାରୀରିକ ସମ୍ବଦ୍ଧ ବି ବନେଇବା ଉଚିତ ନୁହେଁ। ମା ଲକ୍ଷ୍ମୀ ଏମିତି ଘରୁ ସର୍ବଦା ପାଇଁ ଚାଲି ଯାଆନ୍ତି।

ଘରର ବାହାରେ ଦୀପ ଜାଳିଲେ ୫ ଟି ଲାଭ ହୋଇଥାଏ।

ଭଗବାନଙ୍କର ପୂଜା କରିବା ସମୟରେ ଦୀପ ନିଶ୍ଚୟ ଜଳେଇବା ଉଚିତ। ହିନ୍ଦୁ ଧର୍ମରେ ଲୋକେ ପୂଜା କରିବା ସମୟରେ ଦେବୀ ଦେବତାଙ୍କ ସାମ୍ନାରେ ଘିଅ କିମ୍ବା ତେଲରେ ଦୀପ ନିଶ୍ଚୟ ଜଳାଯାଇଥାଏ। ପୂଜା କରିବା ସମୟରେ ଭଗବାନଙ୍କର ସାମ୍ନାରେ କିମ୍ବା ବାହାରେ ଦୀପ ଜଳାଇଲେ ବହୁତ ଲାଭ ମିଳିଥାଏ।

ପୃଥୀବିରୁ ଅଦ୍ଧକାର ଦୂର ହୋଇଥାଏ। ଘରେ ଅନ୍ଧାର ଦୂର ହୋଇଥାଏ। ଏହା ସହିତ ନକରାତ୍ମକ ଉର୍ଜାବି ଦୂରରେ ରହିଥାଏ। ଯେଉଁଠାରେ ଦୀପ ଜଳିଥାଏ ସେଠାରେ ସକାରାତ୍ମକ ଉର୍ଜାର ବାସ ହୋଇଥାଏ ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ଦୀପ ନିଶ୍ଚୟ ଜଳେଇବା ଉଚିତ।

ଯେବେ ଘରେ ଦୀପ ଜଳାଯାଏ ତାର ଧୂଆଁରେ ଘରର ପରିବେଶ ସକରାତ୍ମକତା ଆସିଥାଏ ଏବଂ ତାର ଆଖପାଖରେ ବାତାବରଣରେ ଥିବା ନକରାତ୍ମକ ଉର୍ଜାର ବି ନାଶ ହୋଇଥାଏ।

ଯେଉଁ ଘରେ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କ ସାମ୍ନାରେ ଦୀପ ଜଳାଯାଏ ତ ସେହି ଘର ଉପରେ ସବୁବେଳେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଏମିତି ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ।

ବିମାରିରୁ ଦୁରେଇ ରଖିବାରେ ବି ଦୀପ ସାହାର୍ଯ୍ୟ କରିଥାଏ। ଘରେ ଦୀପ ଜାଳିଲେ ରୋଗ ଘରର ଆଖପାଖକୁ ବି ଆସିନଥାଏ। ଘର ପରିବାରରେ ସବୁ ସଦସ୍ୟଙ୍କୁ ରୋଗରୁ ବଞ୍ଚାଇଥାଏ। ଦୀପରେ ଲବଙ୍ଗ ପକେଇଦେଲେ ଏହାର ଗୁଣ ଦୁଇଗୁଣା ହୋଇଯାଏ। ଏମିତି ଘର ଭିତରକୁ କେବେବି ରୋଗ ପ୍ରବେଶ କରିପାରେ ନାହିଁ। ଏଥିପାଇଁ ଘିଅର ଦୀପ ଜଳେଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭକାରୀ ହୋଇଥାଏ

ସନାନ୍ତନ ଧର୍ମ ଅନୁସାରେ ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଦୀପ ଜଳାଯାଏ ସେଠାରେ ଅନ୍ଧାର ରହିନଥାଏ। ସୁଖ ସମୃଦ୍ଧିର ବାସ ହୋଇଥାଏ। ଦୀପ ଜଳିବା ଦ୍ୱାରା ଶୁଭ ଶକ୍ତି ଗୁଡିକୁ ଆପଣଙ୍କ ଘର ଆଡ଼କୁ ଆକର୍ଷିତ କରିଥାଏ।

ଶାସ୍ତ୍ର ଅନୁସାରେ ଏମିତି କିଛି କାର୍ଯ୍ୟ ଅଛି ଯାହା ରାତି ସମୟରେ କରିବା ଉଚିତ ନୁହେଁ।

କେବେବି ସୂର୍ଯ୍ୟାସ୍ତ ପରେ କେଶ ଧୋଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଇଛି। ରାତିରେ ଶୋଇବା ସମୟରେ କେବେବି କେଶକୁ ଖୋଲା କରି ଶୋଇବେ ନାହିଁ ସବୁବେଳେ ବାନ୍ଧି କରି ଶୋଇବା ଉଚିତ। କେଶକୁ ଖୋଲା କରି ଶୋଇଲେ ଆମର ଶରୀର ଉପରେ ନକରାତ୍ମକ ଉର୍ଜାର ପ୍ରଭାବ ପଡିଥାଏ। ଯେଉଁଥି ପାଇଁ ସେହି ମହିଳାର ସୌଭାଗ୍ୟ ଦୁର୍ଭାଗ୍ୟରେ ବଦଳି ଯାଇଥାଏ ଏବଂ ଘରକୁ ଦରିଦ୍ରତା ଆସିଥାଏ।

ରାତିରେ ଅତର ଲଗେଇ ବାହାରକୁ ଯିବା ଉଚିତ ନୁହେଁ। ରାତିରେ ନକରାତ୍ମକ ଶକ୍ତିର ପ୍ରାଧାନ୍ୟ ଅଧିକ ଥାଏ ରାତିରେ ରୁମରେ ବି ମଧ୍ୟ ସୁଗଦ୍ଧିତ ଅତର ଲଗେଇବା ଉଚିତ ନୁହେଁ।

ରାତିରେ ଅଇଁଠା ବାସନ କେବେବି ରୋଷେଇ ଘରେ ରଖିବା ଉଚିତ ନୁହେଁ। ରାତିରେ ଯେଉଁ ମହିଳାମାନେ ରୋଷେଇ ଘରେ ଅପରିଷ୍କାର ଜିନିଷ ଛାଡି ଦିଅନ୍ତି କିମ୍ବା ସଫା କରନ୍ତି ନାହିଁ ତ ଘରକୁ ଦାରିଦ୍ର୍ୟତା ଆସିଥାଏ। ପରିବାରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏଥିପାଇଁ ଘରେ ଅଇଁଠା ବାସନ ରଖି ଶୁଅନ୍ତୁ ନାହିଁ।

ରାତିରେ ଝାଡ଼ ଲଗେଇବା ବର୍ଜିତ ମାନାଯାଇଛି। ଏମିତି କଲେ ଘରର ସୁଖ ଶେଷ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *