Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀର ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କର ମୃତ୍ୟୁ କାହିଁକି ହୋଇଥାଏ? ବିବାହିତା ମହିଳା ମାନେ ନିଶ୍ଚିତ ଭାବରେ ଜାଣି ରଖନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀଙ୍କର ମନରେ ବିବାହ ଭଳି ପବିତ୍ର ବନ୍ଧନକୁ ନେଇ ଅନେକ ସ୍ବପ୍ନ ରହିଥାଏ। ସମସ୍ତଙ୍କର ଜଣେ ସଚ୍ଚୋଟ ଜୀବନସାଥୀଟିଏ ପାଇବା ପାଇଁ ଆଶା ରହିଥାଏ।ତେବେ ସ୍ଵାମୀ ଓ ସ୍ତ୍ରୀ ପରସ୍ପରର ପୂରକ ହୋଇଥାନ୍ତି।

ସ୍ତ୍ରୀଲୋକ ମାନେ ନିଜ ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ଅନେକ ପୂଜା ପାଠ, ବ୍ରତ, ଧାର୍ମିକ ଯାତ୍ରା ଆଦି କରିଥାନ୍ତି। ଗରୁଡ ପୁରାଣରେ ବର୍ଣ୍ଣିତ ରହିଛି କି, ଯେବେ ସ୍ତ୍ରୀଲୋକ ମାନେ ଏଭଳି ୩ଟି ଭୁଲ କରନ୍ତି, ତାହେଲେ ତାଙ୍କ ସ୍ଵାମୀ ମୃତ୍ୟୁକୁ ପ୍ରାପ୍ତ ହୋଇ ଥାଆନ୍ତି। ଅର୍ଥାତ ସ୍ଵାମୀଙ୍କର ଆୟୁଷ କମି ଯାଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯଦି କୌଣସି ସ୍ତ୍ରୀ ବଟ ସାବିତ୍ରୀ ବ୍ରତ କରି ମଧ୍ୟ ଲୁଚି କରି ପାଣି ବା ଭୋଜନ ଗ୍ରହଣ କରିଥାଆନ୍ତି। ତାହେଲେ ଆଗାମୀ ଭବିଷ୍ୟତରେ ତାର ସ୍ଵାମୀଙ୍କର ସମୟ ପୂର୍ବରୁ ମୃତ୍ୟୁ ହୋଇ ଯାଇଥାଏ।ଏହାଛଡା ବ୍ରତ କରିବା ସମୟରେ ଭୋଜନର ଲାଳସା ରଖିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଯଦି କୌଣସି ସ୍ତ୍ରୀ ଅନ୍ୟ କାହାକୁ ନ ଜଣାଇ ବ୍ରତ ଭାଙ୍ଗିଥାଏ, ତାହେଲେ ମଧ୍ୟ ତାଙ୍କ ସ୍ଵାମୀ ଯୁବାବସ୍ଥାରେ ମୃତ୍ୟୁ ହୋଇଥାଏ ।

– ଶାସ୍ତ୍ରରେ କୌଣସି ସ୍ତ୍ରୀ ସାମାନ୍ୟ କଥାରେ ନିଜ ସ୍ଵାମୀଙ୍କ ସହ ଝଗଡା କରିବା ବା ମିଛ ରାଣ ଖାଇବା ବା ଖରାପ ଭାଷାରେ ସ୍ଵାମୀକୁ ଗାଳି କରିବା ଘୋର ପାପ ବୋଲି ମାନା ଯାଇଛି। ଯଦି ନାରୀ ବ୍ରତ ରଖି ନିଜ ସ୍ଵାମୀଙ୍କୁ ଗାଳି କରିବା ସହ ମିଛ ରାଣ ପକାଇ ଥାଆନ୍ତି, ତାହେଲେ ଖୁବ୍ ଅଳ୍ପ ବୟସରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇ ଯାଇଥାଏ।

– ଗରୁଡ ପୁରାଣ ଅନୁସାରେ ଯେତେବେଳେ କୌଣସି ନାରୀ ମାଂସ ଭକ୍ଷଣ କରିଥାଆନ୍ତି, ତାହେଲେ ତାଙ୍କ ସ୍ଵାମୀଙ୍କ ଉପରେ ଘୋର ବିପଦ ପଡ଼ିଥାଏ।ଏହାସହିତ ଖୁବ୍ ଅଳ୍ପ ବୟସରେ ଅର୍ଥାତ ଯୁବାବସ୍ଥାରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇ ଯାଇଥାଏ।

– ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ଥାଇ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥାଏ, ତାହେଲେ ନିଶ୍ଚିତ ଭାବରେ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ହେବାର ସଂକେତ ଦେଇଥାଏ। ଏହା ବ୍ଯତୀତ ଯଦି କୌଣସି ନାରୀ ସିନ୍ଦୂର, ମଙ୍ଗଳସୂତ୍ର, ପାଉଁଜି ବା ଚୁଡି ନପିନ୍ଧି ସେମିତି ରହିଥାଆନ୍ତି, ତାହେଲେ ତାଙ୍କ ସ୍ଵାମୀଙ୍କର ବୃଦ୍ଧା ଅବସ୍ଥା ଆସିବା ପୂର୍ବରୁ ମୃତ୍ୟୁ ହୋଇ ଯାଇଥାଏ।

– ଯେଉଁ ସ୍ତ୍ରୀ, ସ୍ଵାମୀ ନଖାଇବା ପୂର୍ବରୁ ଖାଇ ନେଇଥାନ୍ତି ବା ସକାଳେ ଓ ରାତିରେ ଡେରିରେ ଶୋଇ ଥାଆନ୍ତି, ତାଙ୍କ ସ୍ଵାମୀଙ୍କର ଆୟୁଷ ଖୁବ୍ ଶୀଘ୍ର କମି ଯାଇଥାଏ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *