Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ରାତିରେ କଳା ତିଳର ୭ଟି ଦାନା ୨ ମିନିଟରେ ବଦଳାଇଦେବ ଆପଣଙ୍କ ଭାଗ୍ୟ ! ହେବ ଟଙ୍କା ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ରାତିରେ ବାସ କଳା ତିଳର ୭ ଟି ଦାନା ୨ ମିନିଟରେ ଦେଖାଇବ ଅସର।

ନ୍ୟାୟର ଦେବତା ଶନିଦେବ ଏବଂ ଶନିଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି। ଯଦି ଶନିଦେବ କ୍ରୋଧିତ ହୋଇଯାନ୍ତି କିମ୍ବା କୌଣସି ବ୍ୟକ୍ତି ଉପରେ ଶନିଙ୍କ ସାଢ଼େସାତି ଚାଲେ ତ ଜୀବନରେ ସମସ୍ୟା ବଢିଯାଏ। ଚାକିରୀ ବ୍ୟବସାୟ ସମ୍ବଦ୍ଧିତ ସମସ୍ୟା ତ ଆସିଥାଏ ତା ସହିତ ଶନିବାର ଦିନ ଯଦି ଆମେ ଶନିଦେବଙ୍କ ବିଶେଷ ପୂଜା ଆରୋଧନା କରିବା ତ କିଛି ଖାସ ଉପାୟ କରନ୍ତି ତ ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ପୁରା ବର୍ଷ ନେଗେଟିଭ ବା ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ

ଧନ ଆସିଥାଏ ଚାକିରୀ ବ୍ୟବସାୟରେ ସଫଳତା ମିଳିଥାଏ। ତ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ କିଛି ଅନୁଷ୍ଠାନ ବି କରାଯାଏ ବହୁତ ପ୍ରକାରର ପ୍ରୟୋଗ କରାଯାଏ।।କିନ୍ତୁ ଏମିତି ଦୀପ ଅଛି ଯାହା ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି କରିପାରିବ। ତ ଆଜି ଆସନ୍ତୁ ଜାଣିବା ବିସ୍ତାର ରୂପରେ।

ଯଦି ଆପଣଙ୍କ ଜୀବନରେ ସମସ୍ୟା ଅଧିକ ଅଛି ଚାକିରୀ ବ୍ୟବସାୟରେ ସ୍ଥିତି ଖରାପ ଚାଲିଛି ଘର ପରିବାରରେ ସୁଖ ନଥାଏ। ଆପଣଙ୍କୁ ଲାଗିଥାଏ କି ଏହିସବୁ ଗ୍ରହଙ୍କ ପ୍ରକୋପ ପାଇଁ ହେଉଛି ଆଉ ଆପଣ ଚାରି ଆଡୁ ବର୍ବାଦ ହେଉଛନ୍ତି। ତେବେ ଏମିତିରେ ଆପଣ ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ। କୌଣସି ବି ଶନିବାର ଦିନ କରିପାରିବେ। ଏହି ପ୍ରୟୋଗ ଦ୍ୱାରା ଯାହା ଜୀବନରେ ଥିବା ସମସ୍ୟାକୁ ବାହାରକୁ ବାହାର କରିଦେବ।

ଶନିଦେବଙ୍କ ସହିତ ଜଡ଼ିତ ଜିନିଷ ଦାନ କରିବାକୁ ହେବ। ଯେମିତିକି କଳା ଉଡ଼ଦ ତେଲ ତିଳ ଲୁହା କଳା କପଡା ଏହିସବୁ ଦାନ କଟିଲେ ଆପଣଙ୍କ ଉନ୍ନତିରେ ଯେଉଁ ବାଧା ଆସୁଥିବ ତାହା ସମାପ୍ତ ହୋଇଯିବ।ଏହି ଭଗବାନ ଶିବଙ୍କର ଯଦି ପୂଜା କରାଯାଏ ଭଗବାନ ଶିବ ଲିଙ୍ଗ ଉପରେ ଗୋଟେ ଲୋଟା ଜଳ ଅର୍ପଣ କରାଯାଏ ତ ଏହା ଦ୍ବାରା ବି ଶନିଦେବ ଶାନ୍ତ ରହିଥାନ୍ତି କାରଣ ସେ ତାଙ୍କର ଆରୋଧ୍ୟ ଅଟନ୍ତି।

ସନ୍ଧ୍ୟା ସମୟରେ ଅସ୍ତ ଗଛରେ ଦୀପ ଜଳାଯାଏ କିନ୍ତୁ ଅସ୍ତ ଗଛ ମୂଳରେ ଦୀପ ଜାଳିବା ପରେ ଯଦି ଭଗବାନ ହନୁମାନଙ୍କ ମନ୍ଦିରରେ ଦୀପ ଜଳେଇବେ ନାହିଁ ତ ସେତିକି ପୁଣ୍ୟ ଫଳ ମିଳିନଥାଏ। ଆଉ ଆପଣଙ୍କ ମନସ୍କାମନା ପୂରଣ ହେବାରେ ଡେରି ହୋଇଥାଏ। ତ ଅସ୍ତ ଗଛ ମୂଳରେ ଦୀପ ଜାଳିବା ପରେ ଭଗବାନ ହନୁମାନଙ୍କ ସାମ୍ନାରେ ନିଶ୍ଚୟ ଦୀପ ଜଳାନ୍ତୁ।

ଅସ୍ତ ଗଛକୁ ପୂଜା କଲେ ଗ୍ରହ ପୀଡ଼ାରୁ ମୁକ୍ତି ମିଳିଥାଏ ଘରେ ସୁଖ ଶାନ୍ତି ବନି ରହିଥାଏ। ଏହା ଦ୍ବାରା ହଜାରେ ପାପରୁ ମୁକ୍ତି ଦେଇଥାଏ। ଏହି ଗଛକୁ ପୂଜା କଲେ ଏବଂ ପରିକ୍ରମା କଲେ ଆୟୁଷ ବୃଦ୍ଧି ହୋଇଥାଏ। ଯେଉଁ ବ୍ୟକ୍ତି ଏହି ଗଛରେ ଜଳ ଅର୍ପଣ କରିଥାଏ ସେ ସବୁ ପାପରୁ ମୁକ୍ତି ପାଇଥାଏ। ଯଦି ଶନିଦେବଙ୍କ ସାଢ଼େସାତିର କୁପ୍ରଭାଵ ସମସ୍ୟା କରୁଛି ତେବେ ସେହି କୁପ୍ରଭାଵରୁ ବଞ୍ଚିବା ପାଇଁ ପ୍ରତ୍ୟକ ଶନିବାର ଦିନ ଅସ୍ତ ଗଛରେ ଜଳ ଅର୍ପଣ କରି ୭ ଥର ପରିକ୍ରମା କରିବା ଉଚିତ।

ଆଉ ସନ୍ଧ୍ୟା ସମୟରେ ଗଛ ତଳେ ଦୀପ ଜଳେଇବା ବି ଆବଶ୍ୟକ ଅଟେ। ଏହି ଗଛ ସର୍ବଦା ଅକ୍ସିଜେନ ହିଁ ଛାଡ଼ିଥାଏ ଯାହା ମନୁଷ୍ୟଙ୍କ ଜୀବନ ପାଇଁ ବି ଆବଶ୍ୟକ ଅଟେ। ଏଥିପାଇଁ ଦେବ ବୃକ୍ଷ କୁହାଯାଏ। ଯଦି ପ୍ରତ୍ୟକ ଦିନ ଅସ୍ତ ଗଛକୁ ପୂଜା କରନ୍ତି ଜଳ ଅର୍ପଣ କରନ୍ତି ତ ସନ୍ତାନ ପ୍ରାପ୍ତି ହୋଇଥାଏ ପୁଣ୍ୟ ବଢିଥାଏ। ଅଦୃଶ୍ୟ ଆତ୍ମା ତୃପ୍ତ ହୋଇ ସହାୟକ ବନିଯାଆନ୍ତି। ଯଦି କୌଣସି ମନସ୍କାମନା ଅଛି ତ ତାହାବି ଅସ୍ତ ଗଛ ପୂରଣ କରିଥାଏ।

ଆସନ୍ତୁ ଜାଣିବା କେମିତି କରିବେ ଶନିବାର ଦିନ ଏହି ଗଛର ପୂଜା ଏବଂ କଣ ରହିଛି ଛୋଟ ଛୋଟ ପ୍ରୟୋଗ।

ଯେବେବି ଆପଣ ଅସ୍ତ ଗଛକୁ ପୂଜା କରନ୍ତି ତ ଜଳ କଞ୍ଚା କ୍ଷୀର ଅଳ୍ପ ଅର୍ପଣ କରନ୍ତୁ। ଯଦି ପାରିବେ ଅଳ୍ପ କଳା ତିଳ ଏବଂ ମିଠା ଜିନିଷ ବି ଅର୍ପଣ କରି ପାରିବେ। ଆଉ ଏହାପରେ ୭ ଥର ପରିକ୍ରମା କରି ସୂର୍ଯ୍ୟ ଭଗବାନ ଶିବ ସହିତ ଅସ୍ତ ଗଛ ଏହି ୩ ଜଣଙ୍କର ପୂଜା କରନ୍ତୁ। ଅର୍ପଣ କରିଥିବା ଜଳକୁ ଆଖିରେ ଅଳ୍ପ ଲଗାନ୍ତୁ।

ଆଉ କୁହନ୍ତୁ ପିତୃ ଦେବାୟ ନମଃ ଏହି ମନ୍ତ୍ରକୁ ୪ ଥର କୁହନ୍ତୁ ଏହା ଦ୍ବାରା ରାହୁ କେତୁ ଶନିଦେବ ପିତୃଦୋଷ ସବୁ ସମାପ୍ତ ହୋଇଯିବ। ଆଉ ଅସ୍ତ ଗଛର ପତ୍ରରେ ଶୁଭ କାମରେ ଘରର ମୁଖ୍ୟ ଦ୍ୱାରରେ ତରଣ ବନାଯାଏ। ଏଠାରେ ସୂର୍ଯ୍ୟ ଉଦୟ ପୂର୍ବରୁ ଅସ୍ତ ଗଛ ପୂଜା କରନ୍ତି ତ ଏହା ଠିକ ନୁହେଁ କାରଣ ଏହି ଗଛ ଉପରେ ଦୈତାଙ୍କ ଅଧିକାର ହୋଇଥାଏ ଏଥିପାଇଁ କୁହାଯାଏ ଅସ୍ତ ଗଛରେ ଦୀପ ଜଳାନ୍ତୁ କିନ୍ତୁ ଜଲଦି ଜଳାନ୍ତୁ କିନ୍ତୁ ଅନ୍ଧାର ନହେବା ପୂର୍ବରୁ।

ସୂର୍ଯ୍ୟ ଉଦୟ ପରେ ଏହି ଗଛ ଉପରେ ମା ଲକ୍ଷ୍ମୀଙ୍କ ଅଧିକାର ହୋଇଥାଏ ସେଥିପାଇଁ ସୂର୍ଯ୍ୟ ଉଦୟ ପରେ ପୂଜା କରନ୍ତୁ ନଚେତ ତା ପୂର୍ବରୁ ଏହି ଗଛକୁ ପୂଜା କରନ୍ତୁ ନାହିଁ। ଏହି ଗଛକୁ କେବେବି କାଟିବା ଉଚିତ ନୁହେଁ। ଏହା କଲେ ବ୍ରହ୍ମ ହତ୍ୟାର ପାପ ଲାଗିଥାଏ। ଏହି ଗଛରେ ରାତି ସମୟରେ ଶୋଇବା ଅଶୁଭ ମାନାଯାଏ କିନ୍ତୁ ଯଦି ଆପଣ ଦିନରେ ରୁହନ୍ତି ତ ବହୁତ ଭଲ କଥା ଅଟେ।

ଏହି ଗଛର ଫଳରେ ବହୁତ ଜ୍ୟୋତିଷ ଗୁଣ ବି ଅଛି। ଏହି ଗଛର ଫଳ ସହିତ ସିଧା ସମ୍ବଦ୍ଧ ବୃହସ୍ପତି ସହିତ ଅଟେ। ଆଉ ବୃହସ୍ପତିକୁ ସବୁ ଗ୍ରହ ଠାରୁ ଅଧିକ ଲାଭ ଦେବା ବାଲା ଗ୍ରହ ମାନାଯାଏ। ଆଉ ବୃହସ୍ପତି ଯେବେବି କାହା କୁଣ୍ଡଳୀରେ ପ୍ରବେଶ କରିଥାନ୍ତି ତ ବ୍ୟକ୍ତିର ଜୀବନରେ ଯେଉଁ ସମସ୍ୟା ଥାଏ ତାହା ଶେଷ ହୋଇଯାଏ। ମାନ୍ୟତା ଅଛି ଯେ ଏହି ଗଛରେ ଜଳ ଅର୍ପଣ କଲେ କୁଣ୍ଡଳୀରେ ଯେଉଁ ଦୋଷ କମଜୋର ବୃହସ୍ପତି ମଜବୁତ ହୋଇଥାଏ। ତ ଜ୍ୟୋତିଷ ଶାସ୍ତ୍ରରେ ଏହି ଗଛର ମହତ୍ୱ ବହୁତ ଅଧିକ ଅଛି।

ଆସନ୍ତୁ ଏହାର ଛୋଟ ଛୋଟ ପ୍ରୟୋଗ ଜାଣିବା।

ଶନିବାର ଦିନ ନବ ଗ୍ରହଙ୍କ ପରିବାରରେ ନ୍ୟାୟର ଦେବତା ମାନାଯାଉଥିବା ଶନିଦେବଙ୍କୁ ସମର୍ପିତ ଅଟେ। ଆଉ ଏହି ଗଛରେ ଶନିଦେବଙ୍କ ବାସ ହୋଇଥାଏ। ଶନିବାର ଦିନ ଯେଉଁ ମନୁଷ୍ୟ ନିୟମିତ ଏହି ଗଛକୁ ସ୍ପର୍ଶ କରିବ ତାର ସବୁ କାର୍ଯ୍ୟ ସଫଳ ହେବ। ଆଉ ଶନିଦେବଙ୍କର କୌଣସି ପୀଡା ହେବ ନାହିଁ। ଯେଉଁ ବ୍ୟକ୍ତି ସକାଳୁ ସକାଳୁ ଉଠି ଅସ୍ତ ଗଛକୁ ସ୍ପର୍ଶ କରି ପ୍ରଣାମ କରିଥାଏ ତ ସେହି ବ୍ୟକ୍ତିଙ୍କୁ ଗ୍ରହ ପୀଡାରୁ କେବେବି କଷ୍ଟ ହେବନାହିଁ। ସମସ୍ତ ସମସ୍ୟା ଦୂର ହୋଇଯିବ।

ଭଗବାନ ହନୁମାନଙ୍କୁ ୧୧ ଟି ଅସ୍ତ ପତ୍ର ନେଇ ସବୁ ପତ୍ରକୁ ସଫା କରିନିଅନ୍ତୁ ସେଥିରେ ସିନ୍ଦୁର ତେଲରେ ରାମ ଲେଖନ୍ତୁ। ଆଉ ଏହି ପତ୍ରକୁ ଭଗବାନ ହନୁମାନଙ୍କୁ ମାଳା କରି ପିନ୍ଧେଇ ଦିଅନ୍ତୁ। ଜୀବନରେ ବହୁତ କଷ୍ଟ ଦୂର ହୋଇଯିବ।

ଶନିବାର ଦିନ ଏହି ଗଛକୁ ସ୍ପର୍ଶ କରି ୧୦୮ ଥର ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ। ଏହା ଦ୍ବାରା ଦୁଃଖ ସମସ୍ୟା ଦୂର ହୋଇଯିବ। ଏହି ଗଛକୁ ପୂଜା କଲେ ଭଗବାନ ଶିବବି ପ୍ରସନ୍ନ ହୋଇଥାନ୍ତି। ଶନିଦେବ ଭଗବାନ ଶିବଙ୍କୁ ନିଜର ଗୁରୁ ମାନନ୍ତି। ଶିବଙ୍କୁ ପ୍ରସନ୍ନ କରିବା ଦ୍ୱାରା ଶନିଦେବ ଆପଣଙ୍କୁ କଷ୍ଟ ଦେବେ ନାହିଁ।

ତ ପ୍ରତ୍ୟକ ଶନିବାର ଦିନ ସନ୍ଧ୍ୟାରେ ଆପଣ ଛୋଟ ପ୍ରୟୋଗ କରନ୍ତୁ। ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ଆଉ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ସେହି ଗଛରେ ଜଳ ଅର୍ପଣ କରନ୍ତୁ ଏବଂ ସୋରିଷ ତେଲର ଦୀପ ଜଳାନ୍ତୁ ଏମିତି କରିଲେ ଶନି ଦଶାର ପ୍ରଭାବ କମ ହୋଇଥାଏ। କଷ୍ଟର ନିବାରଣ ହୋଇଥାଏ ଏବଂ ପୂଜା କରିବା ସହିତ ହନୁମାନ ଚାଳିସାର ପାଠ ବି କରିବା ଉଚିତ। ଏହାପରେ ୫ ଥର ପରିକ୍ରମା କରନ୍ତୁ।

ଶନିବାର ଦିନ ଏହି ଗଛରେ ଗୋଟେ ଘଟିରେ କ୍ଷୀର ସହିତ ଗୁଡ଼ ଜଳ କଳା ତିଳ ପକେଇ ଅର୍ପଣ କରିବେ ଆଉ ପ୍ରାର୍ଥନା କରିବେ ହେ ପ୍ରଭୁ ମୋ ଜୀବନରେ ଯେଉଁ ସମସ୍ୟା ଆସିଛି ତ ଆପଣ କୃପା କରି ଏହି ସମସ୍ୟା ଦୂର କରନ୍ତୁ। ଏହାପରେ ଗଛକୁ ସ୍ପର୍ଶ କରନ୍ତୁ ଆଉ ୪ ଥର ପରିକ୍ରମା କରନ୍ତୁ।

ଶନିବାର ଦିନ ସୂର୍ଯ୍ୟାସ୍ତ ପୂର୍ବରୁ କୌଣସି ବି ଅସ୍ତ ଗଛ ପାଖକୁ ଅଳ୍ପ ହଳଦୀ ନେଇ ସେହି ଗଛରେ ନିଜର ମନସ୍କାମନା ଲେଖନ୍ତୁ। ଏହା ଦ୍ବାରା ଆପଣଙ୍କର ଯାହାବି ଇଛା ପୁରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *