Excuse Me Odisha

ଯାହା କହିବୁ ସତ କହିବୁ

ଘରର ଦ୍ଵାରରେ ଏହି ଗୋଟିଏ ଜିନିଷ ନିଶ୍ଚୟ ଲଗାନ୍ତୁ ମା ଲକ୍ଷ୍ମୀ କରିବେ ଧନର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଦ୍ୱାରରେ ୧ ଟି ଜିନିଷ ନିଶ୍ଚୟ ଲଗାନ୍ତୁ ମା ଲକ୍ଷ୍ମୀ କରିବେ ଧନର ବର୍ଷା।

ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରରେ ଆପଣ ବିଭିନ୍ନ ପ୍ରକାରର ଜିନିଷ ସଜେଇଥାନ୍ତି। ବାସ୍ତୁ କହିଥାଏ କି ଘରର ଯେଉଁ ମୁଖ୍ୟ ଦ୍ୱାର ହୋଇଥାଏ ତାହା ସବୁଠାରୁ ଅଧିକ ଅନ୍ୟ ଦ୍ୱାର ଅପେକ୍ଷା ବଡ଼ ଏବଂ ସୁନ୍ଦର ହେବା ଉଚିତ ଆଉ ତାହାକୁ ଖୋଲିବା ଏବଂ ବନ୍ଦ କରିବା ସମୟରେ ଆବାଜ ବି ହେବା ଉଚିତ ନୁହେଁ। କିନ୍ତୁ ଘରର ମୁଖ୍ୟ ଦ୍ୱାରରେ ଏମିତି କଣ ଲଗେଇବେ ଜୀବନରେ ଖୁସି ଆସିବ।

ସର୍ବପ୍ରଥମେ ଆପଣ ମୁଖ୍ୟ ଦ୍ୱାରରେ ଆମ୍ବ କିମ୍ବା ଅସ୍ତ ଗଛର ପତ୍ରର ତରଣ ଟାଙ୍ଗିବା ଉଚିତ। ଏହାକୁ ସୋମବାର କିମ୍ବା ଗୁରୁବାର ଦିନ ଲଗାନ୍ତୁ। ସୋମବାର ଦିନ ଲଗେଇଲେ ଧନ ବଢିଥାଏ ଏବଂ ଗୁରୁବାର ଦିନ ଲଗେଇଲେ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହାକୁ ୮ ଦିନରେ କିମ୍ବା ୧୫ ଦିନରେ ବଦଳିବାକୁ ପଡିବ। ପୁରୁଣାକୁ କାଢି ନୂଆ ଲଗେଇ ଦିଅନ୍ତୁ।

ଶୁଭ ମଙ୍ଗଳ ପ୍ରତୀକ ବି ବନେଇ ପାରିବେ। ସିନ୍ଦୁର ଘିଅ କିମ୍ବା ତେଲରେ ମିଶ୍ରିତ କରି ବି ଲଗେଇ ପାରିବେ କିମ୍ବା ହଳଦୀ ଚାଉଳରେ ବି ବନେଇ ପାରିବେ କିନ୍ତୁ ଏମିତି ଏକ ମୁଖ୍ୟ ଜିନିଷ ଅଛି ଯାହାକୁ ନିଶ୍ଚୟ ଲଗେଇବା ଉଚିତ। ଏମିତିରେ ବହୁତ ଭଗବାନ ଶିବଙ୍କ ଭକ୍ତ ଅଛନ୍ତି ସେମାନେ ଭଗବାନ ଶିବ ଲିଙ୍ଗ ଉପରେ ଛୋଟ ତ୍ରିଶୂଳ ଅର୍ପଣ କରନ୍ତି ପିତଳ କିମ୍ବା ଚାନ୍ଦିର କିମ୍ବା ତମ୍ବାର। ଅର୍ପଣ କରି ଆଣି ଆପଣ ଘରର ମୁଖ୍ୟ ଦ୍ୱାରରେ ସ୍ଥାପିତ କରିଦିଅନ୍ତୁ। ଏହା ଦ୍ବାରା ନେଗେଟିଭ ଉର୍ଜା ବାହାରକୁ ଆସିଯିବ। ଯଦି ଆପଣ ଏହିଭଳି ଜିନିଷ କରୁନାହାନ୍ତି ତ କମସେକମ ଗୋଟେ କାମ ନିଶ୍ଚୟ କରନ୍ତୁ।

ଘରର ମୁଖ୍ୟ ଦ୍ୱାରରେ ଶୁଭ ମଙ୍ଗଳ ପ୍ରତୀକ ଚିହ୍ନ ଲଗାନ୍ତୁ ଏବଂ ସ୍ବସ୍ତିକ ନିଶ୍ଚୟ ବନାନ୍ତୁ।

ଭଗବାନ ଗଣେଶଙ୍କର ଫୋଟ ଘରର ମୁଖ୍ୟ ଦ୍ୱାରର ଭିତର ପଟେ ଲଗାନ୍ତୁ। ବାହାରେ ଲଗାନ୍ତୁ ନାହିଁ। ଭିତର ପଟୁ ଏମିତି ଲଗାନ୍ତୁ କି ସେ କବାଟ ଉପରେ ଥିବ କିନ୍ତୁ ତାଙ୍କର ପିଠି ଘରେ ବାହାର ପଟକୁ ରହିବ। ଭଗବାନ ଗଣେଶଙ୍କ ଫୋଟରେ ୩ ଟି ମୟୁରପୁଙ୍ଖ ତାଙ୍କ ମଥା ଉପରେ ସଜେଇ ଦିଅନ୍ତୁ। ପୁରା ଘରର ବାସ୍ତୁ ଠିକ ହୋଇଯିବ। ଆଉ କୌଣସି ପ୍ରକାରର ନେଗେଟିଭ ଏନର୍ଜୀ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *