Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀର ଏହି ୩ଟି କାମ ପାଇଁ ଧନୀ ହୋଇଥାଏ ସ୍ୱାମୀ ! ଜାଣନ୍ତୁ କଣ କଣ ସେଇ କାମ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନଙ୍କର ଏହି ୩ ଟି କାମରେ ସ୍ୱାମୀ ହେବ ଧନୀ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ସ୍ତ୍ରୀ ପ୍ରତିଦିନ ସନ୍ଧ୍ୟାରେ ଏହି ୩ ଟି କାମ କରିଥାଏ ତ ତାଙ୍କ ଘରେ ଦରିଦ୍ରତା ଆସିନଥାଏ। ଏହା ସହିତ ଜାଣିବା ଏମିତି ଭୁଲ ଘରେ ହୋଇଥାଏ ଯାହା ଦ୍ୱାରା ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ଏହା ଦ୍ବାରା ଜନ୍ମ ଜନ୍ମ ଧରି ଗରିବିର ସାମ୍ନା କରିବାକୁ ପଡିଥାଏ। ସେଥିପାଇଁ ନିଜ ଘରେ ଏହିସବୁ ଭୁଲ କରିବା ବନ୍ଦ କରିଦିଅନ୍ତୁ। ଖାସ କରି ସୁହାଗିନୀ ମହିଳା ଏହା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ନଚେତ ପୁରା ଘର ହେବ ବର୍ବାଦ ଏବଂ ସ୍ୱାମୀ ହୋଇଯିବେ କାଙ୍ଗାଳ।

ବନ୍ଧୁଗଣ ଘରର ଝିଅ ବହୁ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଏମିତି ମାନ୍ୟତା ଅଛି ଯେ ଯଦି କେଉଁ ସ୍ତ୍ରୀ ଚାହିଁବେ ତ ଘରକୁ ସ୍ୱର୍ଗ ବନେଇ ପାରିବ ଆଉ ଚାହିଁଲେ କୌଣସି ଘରକୁ ନର୍କ ବି ବନେଇ ପାରିବ। କୁହାଯାଏ କି ଏକ ସଫଳ ପୁରୁଷଙ୍କ ପଛରେ ଜଣେ ସ୍ତ୍ରୀର ହାତ ଥାଏ। ଏହା ତ ସତ ଅଟେ ଘରର ଲକ୍ଷ୍ମୀ ସ୍ତ୍ରୀ ହିଁ ହୋଇଥାଏ। ଯେଉଁ ଘରେ ସ୍ତ୍ରୀ ନଥାଏ ସେହି ଘର ଘର ହୋଇ ରହିନଥାଏ। ଘରର ସବୁ ସୁଖ ସମୃଦ୍ଧି ସ୍ତ୍ରୀ ସହିତ ହିଁ ଜଡ଼ିତ ହୋଇଥାଏ। ଘରର ସ୍ତ୍ରୀ ସବୁ କାମ କରିଥାଏ।

ସେ ସମସ୍ତଙ୍କ ଧ୍ୟାନ ରଖିଥାଏ କିନ୍ତୁ ଜଣା ଅଜାଣତରେ ଘରର ସ୍ତ୍ରୀ ଦ୍ୱାରା ଅନେକ ଥର ଏମିତି ଭୁଲ ହୋଇଯାଏ ଯାହା ଦ୍ୱାରା ଘରର ସୁଖ ଶାନ୍ତି ଦୂର ହୋଇଯାଇଥାଏ। ବାସ୍ତୁଶାସ୍ତ୍ର ଆମକୁ ଏହା କହିଥାଏ କି ପ୍ରତ୍ୟକ ଘରେ ସକରାତ୍ମକ ଏବଂ ନକରାତ୍ମକ ଦୁଇଟି ଉର୍ଜାର ବାସ ହୋଇଥାଏ କିନ୍ତୁ ଘରେ ସକରାତ୍ମକ ଉର୍ଜା ଅଧିକ ହେବା ଆବଶ୍ୟକ ଅଟେ। ତେବେ ଯାଇ ଘରେ ସୁଖ ଶାନ୍ତି ବନି ରହିଥାଏ ଆଉ ଧନର ଆଗମନ ହୋଇଥାଏ। ଯଦି ଘରେ ବାସ୍ତୁଦୋଷ ଥିବ ତେବେ ଘରେ ଆବଶ୍ୟକ ଜିନିଷ ନଥିବ ତ ଏମିତି ଘର ନକରାତ୍ମକ ଶକ୍ତିରେ ଭରି ରହିଥାଏ।

ଯାହା ଦ୍ୱାରା ଘରେ କ୍ଳେଶ ବାଦ ବିବାଦ ଆର୍ଥିକ ଅଭାବ ଅନଟନ କରଜ ବିମାରୀ ଭଳି ସମସ୍ୟା ଉତ୍ପନ ହେବାକୁ ଲାଗିଥାଏ। ଏହିସବୁ ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ନିଜ ଘରେ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ଏହିସବୁ ନିୟମର ପାଳନ କରିବ ଉଚିତ। ତେବେ ଆସନ୍ତୁ ଜାଣିନେବା ସେହି ମହତ୍ବପୂର୍ଣ ବାସ୍ତୁ ନିୟମ ବିଷୟରେ।

ଘରର ସ୍ତ୍ରୀ ମାନେ ଝାଡୁକୁ କେବେବି ଲାତ ମାରିବା ଉଚିତ ନୁହେଁ। ଯେଉଁ ଘରର ମହିଳା ମାନେ ଝାଡୁକୁ ଗୋଡ଼ରେ ଲଗେଇଥାନ୍ତି କିମ୍ବା ଗୋଡ଼ରେ ଗୋଇଁଠା ମାରିଥାନ୍ତି ସେଠାରେ କେବେବି ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଯଦି କୌଣସି ସ୍ତ୍ରୀ ଏମିତି କରିଥାଏ ତ ସେହି ଘରେ ଦାରିଦ୍ର୍ୟତା ଛାଇ ରହିଥାଏ ସେ ଘର କେବେବି ଆର୍ଥିକ ରୂପରେ ସମ୍ପୂର୍ଣ୍ଣ ହୋଇପାରିନଥାଏ। ଏଥିପାଇଁ ଏହି କଥାର ଧ୍ୟାନ ରଖନ୍ତୁ ଘରର ମହିଳାଙ୍କୁ ଏହି କାମ କରିବା ଉଚିତ ନୁହେଁ।

ଘରର ମହିଳାଙ୍କୁ କେବେବି ଘର ଭିତରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ଯଦି ଏହା କରନ୍ତି ତ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଘର ଛାଡ଼ି ଚାଲିଯାନ୍ତି। ଏହା ଗରିବୀ ଏବଂ ଦୁଃଖର କାରଣ ବନିଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତ୍ୟକ ଲୋକଙ୍କ ଘରେ କ୍ଷୀର ଦହି ଘିଅ ମହୁ ଏହି ୪ ଟି ଜିନିଷ ନିଶ୍ଚୟ ରହିବା ଉଚିତ। ଯେଉଁ ଘରେ ଏହିସବୁ ଜିନିଷ ଥାଏ ସେହି ଘରେ କେବେବି ଦୁଃଖ ଦାରିଦ୍ର୍ୟତା ଆସିନଥାଏ। ଏହିସବୁ ଜିନିଷକୁ ସବୁଠାରୁ ଅଧିକ ପବିତ୍ର ମାନାଯାଏ।

ଘରର ବଡ଼ ମାନଙ୍କୁ ଏକାଦଶୀର ବ୍ରତ ଅବଶ୍ୟ ହିଁ ରଖିବା ଉଚିତ। ଏକାଦଶୀ ଦିନ ଘରେ କୌଣସି ପ୍ରକାରର ଅନିଷ୍ଟ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ବ୍ରତ ସବୁ ବ୍ରତ ଠାରୁ ଅଧିକ ଶ୍ରେଷ୍ଠ ଅଟେ ଏଥିପାଇଁ ଘରେ ଶୁଦ୍ଧତା ବନି ରହିବା ଦରକାର। ଯେଉଁ ଘରର ମହିଳା ଏକାଦଶୀର ବ୍ରତ ପାଳନ କରନ୍ତି ସେହି ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରିଥାନ୍ତି।

ସନ୍ଧ୍ୟା ସମୟରେ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏହି ସମୟରେ ଘରର ମୁଖ୍ୟ ଦ୍ୱାର ଏବଂ ଝରକା ଖୋଲା ରହିବା ଦରକାର। ପ୍ରତି ଦିନ ସନ୍ଧ୍ୟାରେ ଆପଣ ଘରର ମୁଖ୍ୟ ଦ୍ୱାରରେ ଗୋଟେ ଘିଅର ଦୀପ ଜାଳିବା ଉଚିତ। ସେହି ଦୀପ ତଳେ ଅଳ୍ପ ଅକ୍ଷତ ବା ଚାଉଳ ନିଶ୍ଚୟ ରଖିବା ଉଚିତ। ସନ୍ଧ୍ୟା ସମୟରେ ଘରର ଅଗଣାରେ ପାଣି ଛିଞ୍ଚି ରଙ୍ଗଲି ବନାନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହେବେ। ଏମିତି ଘରକୁ ମା ନିଶ୍ଚୟ ପ୍ରବେଶ କରିବେ।

ଘରର ସ୍ନାନ ଘରେ କୌଣସି ପ୍ରକାରର ବାସ୍ତୁଦୋଷ ଥାଏ ତ ତାହାର ନକରାତ୍ମକ ପ୍ରଭାବ ପୁରା ପରିବାରର ସ୍ୱାସ୍ଥ୍ୟ ଉପରେ ପଡିଥାଏ। ପରିବାରର ସଦସ୍ୟ ଜଣଙ୍କ ପରେ ଜଣେ ରୋଗରେ ପଡିବାକୁ ଲାଗନ୍ତି। ଏହା ସହିତ ଘରର ଆର୍ଥିକ ସ୍ଥିତିବି ପ୍ରଭାବିତ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କୁ ନିଜ ସ୍ନାନ ଘରେ ଗୋଟେ କାଚର ଡ଼ବାରେ ଲୁଣ ଭରି କରି ରଖିବା ଉଚିତ। ଆଉ ତାହାକୁ ପ୍ରତ୍ୟକ ସପ୍ତାହରେ ଚେଞ୍ଚ କରନ୍ତୁ। ଏହା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ ଆଉ ଘରେ ସୁଖ ସମୃଦ୍ଧି ଆସିଥାଏ ଆଉ ଆମ ଆର୍ଥିକ ସ୍ଥିତି ବି ମଜବୁତ ହୋଇଥାଏ

ଆମର ଘରର ମୁଖ୍ୟ ଦ୍ୱାର ସବୁଠାରୁ ଅଧିକ ସମ୍ବେଦନଶୀଳ ସ୍ଥାନ ଅଟେ। ଏହା ସେହି ଜାଗା ହୋଇଥାଏ ଯେଉଁଠି ନକରାତ୍ମକ ଶକ୍ତି ଆମ ଘରକୁ ସବୁଠାରୁ ପ୍ରଥମେ ପ୍ରବେଶ ହୋଇଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ୱାରରେ ଏକ ଲାଲ କପଡ଼ାରେ ଲୁଣ ବାନ୍ଧି କରି ମୁଖ୍ୟ ଦ୍ଵାରର ଭିତର ପଟେ ଲଗାଇବା ଉଚିତ। ଲୁଣର ସକରାତ୍ମକତାରେ ଘରକୁ ଆସିଥିବା ସବୁ ନକରାତ୍ମକ ଦ୍ୱାରରେ ହିଁ ଅଟକି ରହିଯାଏ ଘର ଭିତରକୁ କେବେବି ପ୍ରବେଶ କରିପାରିବ ନାହିଁ। ଏହା ସହିତ ଖରାପ ନଜରରୁ ବି ଘର ରକ୍ଷା ହୋଇଥାଏ।

ପିଲାଙ୍କୁ ଯଦି ବାରମ୍ବାର ନଜର ଲାଗୁଥାଏ ତ ତାଙ୍କ ସ୍ନାନ ପାଣିରେ ଲୁଣ ପକାଇ ସ୍ନାନ କରାନ୍ତୁ ଏହା ଦ୍ବାରା ଆରାମ ମିଳିଥାଏ। ଲୁଣର ଉପାୟରେ ଆପଣ ନିଜର ସମସ୍ତ ନକରାତ୍ମକତାକୁ ଦୂର କରିପାରିବେ ଆଉ ଘରକୁ ସୁଖ ଶାନ୍ତି ଆଣି ପାରିବେ।

ରାତିରେ କେବେବି ବାହାର ଲୋକଙ୍କୁ ଲୁଣ ଦିଅନ୍ତୁ ନାହିଁ। ଲୁଣ କେବେବି କାହାରି ହାତରେ ସିଧା ଦିଅନ୍ତୁ ନାହିଁ ବରଂ ତାଙ୍କ ଥାଳିରେ ପକେଇ ଦିଅନ୍ତୁ। ନହେଲେ ବାଦ ବିବାଦ ହୋଇପାରେ। ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିବା ଉଚିତ ନୁହେଁ। ଲୁହା ଶନିଙ୍କ ଧାତୁ ଅଟେ ଆଉ ଲୁଣ ଶୁକ୍ରଙ୍କର ପ୍ରଭାବ ଥାଏ ଏବଂ ଦୁଇଜଣଙ୍କର ମିଳନ ଶୁଭ ହୋଇନଥାଏ। ଲୁଣକୁ ଲୁହାର ରଖିଲେ ଦୁଃଖ କ୍ଳେଶ ବଢିଥାଏ ଦାରିଦ୍ର୍ୟତା ଆସିଥାଏ ଏଥିପାଇଁ ଏମିତି କରନ୍ତୁ ନାହିଁ।

ଘରେ ମୁଖ୍ୟ ଦ୍ୱାରରେ ସ୍ବାସ୍ତିକ ଚିହ୍ନ ବନାନ୍ତୁ। ଏହା ଅତ୍ୟନ୍ତ ଶୁଭ ଚିହ୍ନ ଅଟେ। ଏହା ଖରାପ ନଜରରୁ ବଞ୍ଚାଇଥାଏ। ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରର ଦ୍ଵାରକୁ ଆସିଥିବା ଗୋମାତା ଏବଂ ଦ୍ଵାରକୁ ଆସିଥିବା କୁକୁରକୁ ରୋଟି ଅବଶ୍ୟ ଖୁଆଇବା ଉଚିତ।

ପ୍ରତିଦିନ ସକାଳେ ସ୍ନାନ ସାରି ଅସ୍ତ ଗଛରେ ଏକ ଘଟି ଜଳ ଅର୍ପଣ କରନ୍ତୁ। ମାନ୍ୟତା ଅନୁସାରେ ଏହି ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ।

ଘରେ ଭଙ୍ଗା ଜିନିଷରେ କେବେବି ବ୍ୟବହାର କରିବା ଉଚିତ ନୁହେଁ। ଭଙ୍ଗା ପାନିଆରେ କେବେବି ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *