Excuse Me Odisha

ଯାହା କହିବୁ ସତ କହିବୁ

ଅଟା ଚକଟିବା ସମୟରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ଦିଅନ୍ତୁ,ଦେଖିବେ କୋଟିପତି ବନିଯିବେ। ମହିଳାମାନେ ଏହାକୁ ନିଶ୍ଚିତ ଭାବରେ ଥରେ ପଢ଼ନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅଟା ଚକଟିବା ସମୟରେ କେବଳ ୧ ଟି ଜିନିଷ ମିଶେଇ ଦିଅନ୍ତୁ କୋଟିପତି ବନିଯିବେ। ମହିଳାମାନେ ନିଶ୍ଚୟ ପଢ଼ନ୍ତୁ।

ସବୁବେଳେ ମହିଳାମାନେ ସମୟ ବାହାର କରିବା ପାଇଁ ସକାଳ ଏବଂ ସନ୍ଧ୍ୟା ପାଇଁ ଏକା ଥରେ ଅଟା ଚକଟି ରଖିଦିଅନ୍ତି। ଥରେ ବ୍ୟବହାର ହୋଇଗଲା ବଞ୍ଚିତ ଅଟା ଅନେକ ଥର ଏମିତି ହୋଇଥାଏ ଫ୍ରିଜରେ ରଖିଦିଅନ୍ତି କଣ ଆପଣ ଜାଣିଛନ୍ତି ସ୍ୱାସ୍ଥ୍ୟ ପାଇଁ ଏହା ଖରାପ ଅଟେ। କିନ୍ତୁ ଫ୍ରିଜରେ ରଖା ହୋଇଥିବା ଅଟା କେମିତି ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ନାଁ ସବୁଠାରୁ ପ୍ରଥମ କଥା। ଅଟା ଚକଟିବା ମାତ୍ରେ ହିଁ ତୁରନ୍ତ ତାର ବ୍ୟବହାର କରିନେବା ଉଚିତ।

କାରଣ ସେଥିରେ ଅନେକ ରାସାୟନିକ ପରିବର୍ତ୍ତନ ହୋଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ମାନାଯାଏ ନାହିଁ ଏବଂ ଫ୍ରିଜରେ ଥିବା କ୍ଷତିକାରକ କିଟାଣୁ ପ୍ରବେଶ କରିପାରେ ତ ଏମିତିରେ ଫ୍ରିଜରେ ରଖା ହେଉଥିବା ଅଟାକୁ ରୋଟି ବନେଇ ଆପଣ ଯେଉଁ ଖାଆନ୍ତି ତ କେଉଁଠି ନାଁ କେଉଁଠି ସ୍ବାସ୍ଥ୍ୟର ସମସ୍ୟା ଅସୁବିଧା କରିବ। ବାସୀ ଅଟାର ରୋଟିର ସ୍ୱାଦ ତାଜା ଅଟା ଭଳି ହୋଇନଥାଏ।

ଶାସ୍ତ୍ର ଅନୁସାରେ ବାସୀ ଖାଦ୍ୟ ଭୁତର ଭଜନ ହୋଇଥାଏ। କୁହାଯାଏ ଯେ ବଞ୍ଚିତ ଅଟାକୁ ଯେବେ ଫ୍ରିଜରେ ରଖିଦିଅନ୍ତି ତ ତାହା ପିଣ୍ଡର ସମାନ ହୋଇଯାଇଥାଏ। ଆଉ ଭୁତ ପ୍ରେତ ଏହାର ଭଜନ ଭକ୍ଷଣ କରିବା ପାଇଁ ଘରକୁ ଆସିବା ଆରମ୍ଭ କରିଦିଅନ୍ତି। ତ ଏହିଭଳି ଅଟା ସେଥିରେ ରଖୁଛନ୍ତି ତ କୌଣସି ନାଁ କୌଣସି ପ୍ରକାରର ରୋଗ ବିମାରୀ ଆଳସ୍ୟ ଡର ଘେରି ବି ନେଇଥାଏ।

ଏହା ସହିତ ବାସୀ ଅଟାରେ ରୁଟି ଖାଇଲେ ଆପଣଙ୍କ ପେଟର ସମସ୍ୟାବି ଚିନ୍ତିତ କରିଥାଏ ତ କଣ କରିବେ।

ଯେବେବି ଅଟା ଚକଟିବେ ତ ଆଙ୍ଗୁଳିର ଛାପ ନିଶ୍ଚୟ ଲଗେଇ ଦିଅନ୍ତୁ। ଏହା ପିଣ୍ଡ ହେବନାହିଁ। ଏହିଭଳି ଅଟା ଯେବେବି ଆପଣ କରିବେ ତ ଏମିତି ହିଁ କରିବେ କିନ୍ତୁ ପୁରା ପ୍ଲେନ ବନେଇ ରଖନ୍ତୁ ନାହିଁ। ଯେବେ ଆପଣ ରୋଟି ବନେଇବା ପାଇଁ ଅଟା ଗୋଳା କରିଥାନ୍ତି ତ ଥରେ ଆପଣ ଅଟା ଗୋଳା ବନେଇଥାନ୍ତି ତ ସେହି ଗୋଳାକୁ ଭାଙ୍ଗି ଦେବା ପୁଣି ଗୋଳା କରିବା ଏହା ବି ଠିକ ନୁହେଁ। ଗୋଳା କରୁଛନ୍ତି ତ ଏହାର ବ୍ୟବହାର କରିନିଅନ୍ତୁ। ଆଉ ଏକାଥରେ ବହୁତ ଅଟା ଚକଟନ୍ତୁ ନାହିଁ ଯେତିକି ଆବଶ୍ୟକ ସେତିକି ଚକଟିବା ଦରକାର।

ଯଦି ଚାହାନ୍ତି ମା ଲକ୍ଷ୍ମୀ ବାସ କରୁନ୍ତି ତ ଯେବେବି ଆପଣ ଅଟା ଚକଟୁ ଛନ୍ତି ତ ସେଥିରେ ୧ ଚାମଚ କ୍ଷୀର କମସେକମ ଆପଣ ନିଶ୍ଚୟ ପକେଇ ଚକଟନ୍ତୁ। ଏହା ଦ୍ବାରା ରୋଟି ବନେଇବା ସମୟରେ ଏହାର ବାସ୍ନା ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *