ପ୍ରେମରେ କେବେବି ଧୋକା ଦିଅନ୍ତି ନାହିଁ ଏହି ୪ ଗୋଟି ନାମର ଝିଅମାନେ। ଏହି ଝିଅମାନଙ୍କୁ ବିବାହ କରିଥିବା ପୁଅମାନେ ହୋଇଥାନ୍ତି ଭାଗ୍ୟବାନ।
ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ପ୍ରାୟତଃ ସମସ୍ତେ ଜଣେ ଉତ୍ତମ ଜୀବନସାଥୀ ପାଇବା ପାଇଁ ଇଛା ରଖିଥାନ୍ତି। ଯେପରି ଜୀବନସାଥୀ ତାଙ୍କ ଜୀବନରେ ସବୁ ପରିସ୍ଥିତିରେ ସାଥିରେ ରହିବେ। ଆଜି ଆମେ କିଛି ନାମର ପ୍ରଥମ ଅକ୍ଷର ବିଶିଷ୍ଟ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରେମରେ କେବେବି ବିଶ୍ବାସଘାତକତା କରନ୍ତି ନାହିଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
R ନାମ ଥିବା ଝିଅମାନେ :-
ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର R ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଉତ୍ତମ ଓ ବୁଦ୍ଧିମତୀ ସ୍ୱଭାବର ଝିଅ ମାନେ କେବେବି କାହାକୁ ପ୍ରେମରେ ଧୋକା ଦିଅନ୍ତି ନାହିଁ। କାରଣ ଏହି ଝିଅ ମାନଙ୍କୁ ପ୍ରେମର ପ୍ରକୃତ ଅର୍ଥ ଜଣା ଥାଏ। ଏମାନେ ନିଜ ପ୍ରେମ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।
S ନାମ ଥିବା ଝିଅମାନେ :-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ, ସେମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏମାନଙ୍କୁ ଯେତେବେଳେ ଜଣେ ଉତ୍ତମ ଭଲ ପାଉଥିବା ସାଥୀ ଟିଏ ମିଳି ଥାଆନ୍ତି, ଏମାନେ ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜ ସାଥୀଙ୍କ ସହିତ ରହିଥାନ୍ତି।ଏମାନେ କାହାକୁ ମଧ୍ୟ ପ୍ରେମରେ ବିଶ୍ବାସଘାତକତା କରିବା ପାଇଁ ଚିନ୍ତା ମଧ୍ୟ କରନ୍ତି ନାହିଁ।
A ନାମ ଥିବା ଝିଅମାନେ :-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ବହୁତ ନିର୍ମଳ ସ୍ୱଭାବର ହୋଇଥାନ୍ତି। କହିବାକୁ ଗଲେ ଏହି ଝିଅମାନେ କେବେ ମଧ୍ୟ ନିଜ ଜୀବନସାଥୀ ତଥା ପ୍ରେମିକଙ୍କୁ ଦୁଃଖ ଦେବା ପାଇଁ ଚିନ୍ତା କରନ୍ତି ନାହିଁ।ଏମାନେ ପ୍ରେମ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।
N ନାମ ଥିବା ଝିଅମାନେ :-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି। ଏହାସହିତ ଏମାନେ ବହୁତ ଚଞ୍ଚଳ ସ୍ଵଭାବର ମଧ୍ୟ ହୋଇଥାନ୍ତି।ଏହି ଝିଅମାନଙ୍କୁ ସର୍ବଦା ମଜାମସ୍ତି କରିବା ପାଇଁ ଭଲ ଲାଗିଥାଏ। ଏମାନେ ନିଜ ସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି। ତେଣୁ ଏମାନେ କେବେବି ବିଶ୍ବାସଘାତକତା କରିବାକୁ ଚିନ୍ତା ମଧ୍ୟ କରନ୍ତି ନାହିଁ।
ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!