Excuse Me Odisha

ଯାହା କହିବୁ ସତ କହିବୁ

ଏହି ସ୍ୱପ୍ନ କୋଟିଏରୁ ଜଣଙ୍କୁ ହିଁ ଆସିଥାଏ। ଆଉ ଆସିଲା ମାତ୍ରେ ସେ କୋଟିପତି ବନି ଯାଇଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ସ୍ୱପ୍ନ କୋଟିଏରୁ ଜଣଙ୍କୁ ହିଁ ଆସିଥାଏ। ଯଦି ଆସିଥାଏ ତ କୋଟିପତି ବନି ଯାଇଥାଏ।

ବନ୍ଧୁଗଣ ୫ ଟି କୋଟିପତି ସ୍ୱପ୍ନ ଯଦି କେଉଁ ବ୍ୟକ୍ତିକୁ ଆସିଯାଏ ତ ସେ ଭବିଷ୍ୟତରେ କୋଟିପତି ନିଶ୍ଚୟ ବନିଥାଏ। ଏହି ସ୍ୱପ୍ନ କିଛି ଖାସ ଲୋକଙ୍କୁ ହିଁ ଦେଖାଯାଏ। ବନ୍ଧୁଗଣ ସ୍ୱପ୍ନର ଦୁନିଆ ରହସ୍ୟମୟ କଥାରେ ଭରା ଅଟେ। ଜନୀଦେଉଛୁ ଯେ ସ୍ୱପ୍ନ ସମସ୍ତେ ଦେଖିଥାନ୍ତି। ଆଉ ସ୍ୱପ୍ନର ଅଲଗା ଅଲଗା ମହତ୍ୱ ରହିଥାଏ। ସ୍ୱପ୍ନର ଦୁନିଆ ଏକ ଏମିତି ଦୁନିଆ ହୋଇଥାଏ ଯେଉଁଠିକି ଆମେ ଯିବା ପରେ ନିଜକୁ ଅଲଗା ଅନୁଭୁବ କରିଥାଉ। ସ୍ୱପ୍ନ ଅନେକ ପ୍ରକାରର ହୋଇଥାଏ।

ଗୋଟେ ସ୍ୱପ୍ନ ଯାହାକୁ ଦେଖିବା ପରେ ଆମେ ଭୟରେ ଉଠି ଯାଇଥାଉ ଏବଂ ତାକୁ ଭୁଲି ପାରି ନଥାଉ ଆଉ ଅନ୍ୟଟି ସୁଖର ସ୍ୱପ୍ନ। ଯାହାକୁ ଦେଖିଲେ ଆମେ ବହୁତ ସୁନ୍ଦର ଅନୁଭବ କରିଥାଉ। କିନ୍ତୁ ଏହା ସହିତ ହିଁ କିଛି ଏମିତି ସ୍ୱପ୍ନ ବି ହୋଇଥାଏ ଯାହା ବ୍ୟକ୍ତିର ରାତାରାତି ଭାଗ୍ୟ ଚମକି ଯାଇଥାଏ। ଏହି ସ୍ୱପ୍ନ କିଛି ଖାସ ବ୍ୟକ୍ତିଙ୍କୁ ହିଁ ଦେଖାଯାଏ। ଏହା ଭଗବାନଙ୍କର ଏମିତି ସ୍ୱପ୍ନ ହୋଇଥାଏ ଯାହା ଏହି ସଂକେତ ଦେଇଥାଏ କି ବ୍ୟକ୍ତି ଭବିଷ୍ୟତରେ ଶୀଘ୍ର ହିଁ କୋଟିପତି ବନିବ। ତେବେ ଆସନ୍ତୁ ଜାଣିବା ସେହି ସ୍ୱପ୍ନ ବିଷୟରେ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଗଙ୍ଗାର ଧାରା ଦେଖାଯାଏ ତ ସେ ବ୍ୟକ୍ତି ଭବିଷ୍ୟତରେ ଧନବାନ ଅବଶ୍ୟ ବନିଥାଏ। ଏହି ସଂକେତ କିଛି ଖାସ ମନୁଷ୍ୟଙ୍କୁ ହିଁ ଦେଖାଦେଇଥାଏ। ଏମିତି ମାନ୍ୟତା ଅଛି କି ଏହି ସଂକେତ ଭଗବାନଙ୍କର କୃପା ହେବାର ଅଟେ। ମିନ୍ତୁ ମନେରଖନ୍ତୁ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରନ୍ତୁ ନାହିଁ।

ଜଳ ପାନ କରିବା। ଏହି ସ୍ୱପ୍ନ କୋଟିଏରୁ ଜଣଙ୍କୁ ଆସିଥାଏ। ଯଦି ଆପଣଙ୍କ ସ୍ୱପ୍ନରେ ଉଚ୍ଚ ପର୍ବତରୁ କୌଣସି ଝରଣା ବହିବାର ଦେଖାଦିଏ ତ ଯଦି ଆପଣ ନିଜ ସ୍ୱପ୍ନରେ ସେହି ଝରଣାରୁ ନିଜେ ପାଣି ପିଉଥିବାର ଦେଖନ୍ତି ତ ଏହି ସଂକେତ ଭଗବାନଙ୍କର ବରଦାନର ଇଶାରା କରିଥାଏ। ଏହା ଏହି ସଂକେତ ଦେଇଥାଏ କି ଆପଣଙ୍କ ମୁଣ୍ଡ ଉପରେ ଭଗବାନଙ୍କର ହାତ ଅଛି। ଏହି ସଂକେତ ଦେଇଥାଏ କି ଆପଣ ଗୋଟେ ସୁନ୍ଦର ଜୀବନ ବ୍ୟତୀତ କରିବାକୁ ଯାଉଛନ୍ତି। ଏହି ସ୍ୱପ୍ନ ଅମୃତ ସମାନ ଅଟେ ଆଉ ଆପଣଙ୍କର ଆୟୁଷ ବି ବୃଦ୍ଧି ହୋଇଥାଏ କିନ୍ତୁ ଏହି ସ୍ୱପ୍ନକୁ ସେୟାର କରନ୍ତୁ ନାହଁ।

ସ୍ୱପ୍ନରେ ଭଗବାନ। ସ୍ୱପ୍ନରେ ଭଗବାନଙ୍କର ଆସିବା ବହୁତ କିଛି କହିଥାଏ। ଶାସ୍ତ୍ର ଅନୁସାରେ ଏମିତି ମାନାଯାଏ କି ଜଣେ ପବିତ୍ର ବ୍ୟକ୍ତିଙ୍କ ସ୍ୱପ୍ନରେ ହିଁ ଭଗବାନ ଦେଖା ଦିଅନ୍ତି। ସ୍ୱପ୍ନରେ ଭଗବାନଙ୍କର ଆସିବା ସକାରାତ୍ମକ ଉର୍ଜା ଆଡ଼କୁ ଇଶାରା କରିଥାଏ। ଏହି ଉର୍ଜା ବ୍ୟକ୍ତିକୁ ସଫଳ ଏବଂ ଭବିଷ୍ୟତରେ ଧନବାନ ବନେଇଥାଏ। ଏହି ସଂକେତ ଭଗବାନଙ୍କ ଆଡ଼କୁ ଇଶାରା କରିଥାଏ କିନ୍ତୁ ମନେରଖନ୍ତୁ ଏହି ସ୍ୱପ୍ନକୁ କାହା ସହିତ ସେୟାର କରନ୍ତୁ ନାହିଁ।

ସ୍ୱପ୍ନରେ ସବୁଜମୟ। ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଯେଉଁ ବ୍ୟକ୍ତିକୁ ଯଦି ସବୁଜମୟ ଦେଖାଦିଏ ତ ସେ ବ୍ୟକ୍ତି ନିଶ୍ଚିତ ଭାବରେ ଧନବାନ ବନିଯାଇଥାଏ। ଯେମିତିକି କ୍ଷେତରେ ସବୁଜମୟ କ୍ଷେତ ଗଛ କୌଣସି ଖେଳୁଥିବା ଫୁଲ ବ୍ୟକ୍ତିର ସ୍ୱପ୍ନରେ ଦେଖାଯାଏ ତ ତାକୁ ଧନବାନ ବନିବାର ସଂକେତ ଦେଇଥାଏ।

ସ୍ୱପ୍ନରେ ମା ବାପା। ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନ ଦ୍ୱାରା ବ୍ୟକ୍ତିକୁ ତାର ମା ବାପା ଯଦି ଜଳ ପାନ କରାଉଥିବାର ଦେଖନ୍ତି ତ ସେ ବ୍ୟକ୍ତି ଧନବାନ ଅବଶ୍ୟ ବନିଥାଏ। ଏହି ସଂକେତ ମା ବାପାଙ୍କ ଆଶୀର୍ବାଦ ଦେବାର ଅଟେ। ସ୍ୱପ୍ନରେ ବା ମା ଆସିଲେ ବିଜୟ ପ୍ରାପ୍ତ ହୋଇଥାଏ। ଏହି ସ୍ୱପ୍ନ କାହା ସହିତ ସେୟାର କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *