Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି କାମ,ଘର ହୋଇଯିବ ବର୍ବାଦ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୁଧବାର ଦିନ ଭୁଲରେ ବି ଏହି ୩ଟି କାମ କରନ୍ତୁ ନାହିଁ। ଘର ବର୍ବାଦ ହୋଇଯିବ। ଖାସ କରି ଏହି ଦିନ ତୁଳସୀର ଦର୍ଶନ କରିବା ଉଚିତ ନୁହେଁ। ଏହିଦିନ ତୁଳସୀକୁ ଦେଖିଲେ ପାପ ଲାଗିଥାଏ।

ଶାସ୍ତ୍ର ଅନୁସାରେ ବୁଧବାର ଦିନକୁ ଭଗବାନ ଗଣେଶଙ୍କର ଉପାସନା କରିବା ପାଇଁ ସର୍ବତମ ବୋଲି ମାନାଯାଏ। ଏହି ଦିନ ପ୍ରଥମ ପୂଜନୀୟ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ଏବଂ ସବୁ କଷ୍ଟ ଦୂର ହୋଇଥାଏ। ଏହି ଦିନକୁ ବହୁତ ଖାସ ବୋଲି ମାନାଯାଏ।

କୁହାଯାଏ ଯେ ବୁଧବାର ଦିନ ଚାକୁ ଛୁରୀର ପ୍ରୟୋଗ କରିବା ଉଚିତ ନୁହେଁ। ଏହି ଦିନ ଚାକୁ ଛୁରିରେ କଟା ଯାଇଥିବା ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହେଁ। ଏମିତି କଲେ ଦୋଷ ଲାଗିଥାଏ।

ବନ୍ଧୁଗଣ ଜୀବନରେ ସବୁ ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ ଟଙ୍କାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଶଙ୍କର ପୂଜା ସର୍ବତମ ମାନାଯାଏ। ଭଗବାନ ଗଣେଶଙ୍କର ଫୋଟ ଲୋକେ ହସ୍ପିଟାଲ ବାହାରେ ଲଗାଇ ଥାନ୍ତି। କାହିଁକିନା ଭଗବାନ ଗଣେଶ ସବୁ କଷ୍ଟ ସମାପ୍ତ କରିଥାନ୍ତି। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ। ଯିଏ ସମସ୍ତ କଷ୍ଟକୁ ହରଣ କରିଥାନ୍ତି।

ଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କର ବ୍ରତ ରଖିବା ଦ୍ୱାରା ସେହି ବ୍ୟକ୍ତି କେବେବି ଦୁଃଖୀ ରହିନଥାଏ। ତା ଉପରେ ସର୍ବଦା ଭଗବାନ ଶିବଙ୍କ ପରିବାରର କୃପା ବନି ରହିଥାଏ।

ବୁଧବାର ଦିନ ବ୍ରତ ଧାରୀଙ୍କୁ ତୁଳସୀର ଦର୍ଶନ କଲେ ପାପ ଲାଗିଥାଏ। ଭଗବାନ ଗଣେଶଙ୍କର ପୂଜାରେ ତୁଳସୀର ବ୍ୟବହାର କରାଯାଏ ନାହିଁ। ତୁଳସୀ ପାଖରେ ଭଗବାନ ଗଣେଶଙ୍କର ଫୋଟ ରଖିବା ବହୁତ ପାପ ହୋଇଥାଏ। ଯଦି ଆପଣ ବୁଧବାର ଦିନ ବ୍ରତ ରଖିଛନ୍ତି ତ ତୁଳସୀଙ୍କର ଦର୍ଶନ କରନ୍ତୁ ନାହିଁ। ପାପ ଲାଗିଥାଏ।

ବୁଧବାର ଦିନ ବ୍ରତଧାରୀଙ୍କୁ ଚନ୍ଦ୍ରମାଙ୍କର ଦର୍ଶନ ବି କରିବା ଉଚିତ ନୁହେଁ। ପାପ ଲାଗିଥାଏ ଆଉ ବ୍ରତ ଭାଙ୍ଗି ଯାଇଥାଏ।

ବୁଧବାର ଦିନ ବ୍ରତଧାରୀଙ୍କୁ ମାଛ ମାଂସ ମଦର ସେବନ କରିବା ଉଚିତ ନୁହେଁ। ଏହା ଦ୍ବାରା ବୁଧ ଗ୍ରହ କ୍ରୋଧିତ ହୋଇଯାନ୍ତି। ଆଉ ଅଶୁଭ ଫଳ ପ୍ରଦାନ କରିଥାନ୍ତି।

ବୁଧବାର ଦିନ ବ୍ରତଧାରୀଙ୍କୁ ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଦୂରେଇ ରହିବା ଉଚିତ।

ବୁଧବାର ଦିନ ବ୍ରତଧାରୀଙ୍କୁ ଭଗବାନ ଗଣେଶଙ୍କର ପୂଜାପାଠ ଆରୋଧନା କରିବା ଉଚିତ ଏବଂ କୌଣସି ବି ଏମିତି ଭୁଲ କାମ କରନ୍ତୁ ନାହିଁ। ଯେଉଁଥିପାଇଁ ବ୍ରତ ଭାଙ୍ଗିଯିବ।

ବୁଧବାର ଦିନ ଭୁଲରେ ମଧ୍ୟ କୌଣସି କିନ୍ନରର ଅପମାନ କରନ୍ତୁ ନାହିଁ। କାରଣ କିନ୍ନରଙ୍କ ସମ୍ବଦ୍ଧ ବୁଧ ଗ୍ରହ ସହିତ ରହିଛି। କିନ୍ନର ମାନଙ୍କର ଅପମାନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

ବୁଧବାର ଦିନ ପାନ ଖାଇବା ଉଚିତ ନୁହେଁ। ମାନାଯାଇଥାଏ ବୁଧବାର ଦିନ ପାନ ଖାଇବା ଦ୍ୱାରା ଧନର ହ୍ରାସ ହୋଇଥାଏ।

ବୁଧବାର ଦିନ କ୍ଷୀର ଜଳେଇବାର କାମ କରନ୍ତୁ ନାହିଁ। ଯେମିତି କ୍ଷୀର ଫୁଟେଇବା ଆଦି।

ବୁଧବାର ଦିନ ବ୍ରତଧାରୀଙ୍କୁ ନୂଆ କପଡା ନୂଆ ଜୁତା କିଣନ୍ତୁ ନାହିଁ କି ପିନ୍ଧନ୍ତୁ ନାହିଁ।

ବୁଧବାର ଦିନ ମେକପ ଆଦି ଜିନିଷ କିଣନ୍ତୁ ନାହିଁ।

ବୁଧବାର ଦିନ କୌଣସି ଝିଅର ଅପମାନ କରନ୍ତୁ ନାହିଁ। ତା ସହିତ ଟୁଥପେଷ୍ଟ ସହିତ କୌଣସି ବି ଚୁଟି ଜଡିତ କୌଣସି ଜିନିଷ କିଣନ୍ତୁ ନାହିଁ। ଯେମିତି ପାନିଆ ବ୍ରସ ଇତ୍ୟାଦି।

ବୁଧ ଗ୍ରହକୁ ମଜବୁତ ବନେଇବା ପାଇଁ କରନ୍ତୁ ଏହି ଉପାୟ ଶୀଘ୍ର ଧନୀ ହୋଇଯିବେ।

ଅଭାବୀ ଲୋକଙ୍କୁ ସବୁଜ ମୁଗ ଶାଗ ଏବଂ କୌଣସି ସବୁଜ ରଙ୍ଗର ଜିନିଷ ଦାନ କରନ୍ତୁ।

ନିଜର ପିଉସୀ ମାଉସୀ କିମ୍ବା ଛୋଟ ଭଉଣୀଙ୍କୁ ଖଟା ମିଠା ଚକଲେଟ ଦିଅନ୍ତୁ।

ଗରିବ ମାନଙ୍କୁ ସବୁଜ ରଙ୍ଗର ପଦାର୍ଥ ଦାନ କରନ୍ତୁ।

ବୁଧବାର ଦିନ ସବୁଜ ରଙ୍ଗର ଆସନ ଉପରେ ବସି ବୁଧ ଗ୍ରହଙ୍କ ମନ୍ତ୍ରର ଜପ କରନ୍ତୁ।

ବ୍ରତଧାରୀ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ପଶୁପକ୍ଷୀ ମାନଙ୍କୁ ତାଙ୍କର ମନ ପସନ୍ଦର ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମହିଳା ମାନଙ୍କର ସମ୍ମାନ କରନ୍ତୁ। ତାଙ୍କର ଚରଣ ସ୍ପର୍ଶ କରନ୍ତୁ।

କୌଣସି ଗ୍ରହକୁ ଶାନ୍ତ କରିବା ଏତେ ସହଜ ନୁହେଁ। ଅନେକ ଏମିତି ନିୟମ ମାନିବାକୁ ପଡିଥାଏ ଯେଉଁଥିରେ ଯେଉଁଥିରେ ଗ୍ରହ ଶାନ୍ତ ହୋଇଥାନ୍ତି। ଯେତେବେଳେ ଗ୍ରହ ଶାନ୍ତ ହୋଇଥାନ୍ତି ତ ବ୍ୟକ୍ତି ଆପେ ଆପେ ରାଜା ବନିଯାଏ।

ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା ପବିତ୍ର ମନରେ କରିବା ଦ୍ୱାରା ସବୁ ମନସ୍କାମନା ପୁରଣ ହୋଇଥାଏ।

ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଅଶୁଭ ସ୍ଥିତିରେ ଥିବେ ତ ଏହି ଦିନ ପୂଜା କଲେ ସେ ବି ଶାନ୍ତ ହୋଇଯାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *