Excuse Me Odisha

ଯାହା କହିବୁ ସତ କହିବୁ

୧୯୮୦ ରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ହୋଇଥିବା ଲୋକେ ବାଛନ୍ତୁ ନିଜର ଜନ୍ମ ବର୍ଷ ଏବଂ ଜାଣନ୍ତୁ ନିଜ ବିଷୟରେ ବଡ଼ ରହସ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ପ୍ରତ୍ୟେକ ବ୍ଯକ୍ତିର ଜନ୍ମ ତାରିଖରୁ ତାର ସ୍ଵଭାବ, ବ୍ୟକ୍ତିତ୍ଵ, ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୋଇଥାଏ। ଜନ୍ମ ମସିହାରୁ ଆପଣ ନିଜର ଭବିଷ୍ୟତ ବିଷୟରେ କିପରି ଜାଣିବେ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

– ୧୯୮୦ ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ଜିଜ୍ଞାସୁ ଓ ଆକର୍ଷଣୀୟ ସ୍ବଭାବର ହୋଇଥାନ୍ତି।କିନ୍ତୁ ଏମାନଙ୍କୁ ସର୍ବଦା ନିଜର ଅହଙ୍କାର ଭାବନାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।

– ୧୯୮୧ ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ବୁଦ୍ଧିମାନ ଓ ସ୍ମାର୍ଟ ହୋଇଥାନ୍ତି। ଏମାନଙ୍କ ମନରେ ଅନେକ ଅଭିଳାଷା ରହିଥାଏ। ଏମାନେ ସର୍ବଦା ନିଜ ପରିଶ୍ରମ ଉପରେ ଭରସା କରିଥାନ୍ତି।

– ୧୯୮୨ ମସିହାରେ ଜନ୍ମ ହୋଇଥିବା ଲୋକେ ବହୁତ ବିଶ୍ବାସୀ ଓ ସ୍ନେହୀ ସ୍ଵଭାବର ହୋଇଥାନ୍ତି। ଏମାନେ ନିଜ ପରିବାର ଲୋକଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

– ୧୯୮୩ ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ଦୟାଳୁ ଓ ନମ୍ର ସ୍ୱଭାବର ହୋଇଥାନ୍ତି। ଏମାନେ କାହା ଉପରେ ଖୁବ୍ ଶୀଘ୍ର ଭରସା କରନ୍ତି ନାହିଁ।

– ୧୯୮୪ ମସିହାରେ ଜନ୍ମ ହୋଇଥିବା ଲୋକମାନେ ସକାରାତ୍ମକ ଚିନ୍ତାଧାରା ବିଶିଷ୍ଟ ସ୍ୱଭାବର ହୋଇଥାନ୍ତି। ଲୋକେ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି।

– ୧୯୮୫ ମସିହାରେ ଜନ୍ମ ହୋଇଥିବା ଲୋକମାନେ ସଚ୍ଚୋଟ ଓ ନିର୍ମଳ ହୃଦୟର ହୋଇଥାନ୍ତି। ଏମାନେ ସର୍ବଦା ନିଜ ହୃଦୟର କଥା ଶୁଣନ୍ତି।

– ୧୯୮୬ ମସିହାରେ ଜନ୍ମ ହୋଇଥିବା ଲୋକମାନେ ସ୍ଵତନ୍ତ୍ର ବିଚାରଧାରା ରଖୁଥିବା ସ୍ୱଭାବର ହୋଇଥାନ୍ତି। ଏମାନେ କାହା ଚାପରେ ପଡି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ।

– ୧୯୮୭ ମସିହାରେ ଜନ୍ମ ହୋଇଥିବା ଲୋକମାନେ ନିଜ ପ୍ରେମ ପାଇଁ ସବୁକିଛି କରି ପାରନ୍ତି। ଏମାନେ ନିଜ ପ୍ରେମ ଠାରୁ କେବେବି ଦୂରେଇ ରହି ପାରନ୍ତି ନାହିଁ।

– ୧୯୮୮ ମସିହାରେ ଜନ୍ମ ହୋଇଥିବା ଲୋକମାନେ ନିଜ ଜୀବନକୁ ଖୁବ ମଜାମସ୍ତିରେ ଅତିବାହିତ କରିବା ପାଇଁ ପସନ୍ଦ କରନ୍ତି। ଏମାନେ ଖୁବ ରୋମାଣ୍ଟିକ ସ୍ୱଭାବର ମଧ୍ୟ ହୋଇଥାନ୍ତି।

– ୧୯୮୯ ମସିହାରେ ଜନ୍ମ ହୋଇଥିବା ଜନ୍ମିତ ଲୋକ ନିଜ ଦୃଢ ନିଶ୍ଚୟ ଓ ପରିଶ୍ରମ ବଳରେ ଯାହା ଚାହାନ୍ତି ତାହା ଲାଭ କରନ୍ତି ।

– ୧୯୯୦ ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଆବଶ୍ୟକ ରହଛି

– ୧୯୯୧ ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ରଚନାତ୍ମକ ସ୍ଵଭାବର ହୋଇଥାନ୍ତି। ଏମାନଙ୍କୁ ନିଜ ଜୀବନ ପ୍ରତି ନିରାଶଜନକ ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବା ଉଚିତ।

– ୧୯୯୨ ମସିହାରେ ଜନ୍ମ ହୋଇଥିବା ଲୋକମାନେ ଉତ୍ତମ ଓ ନିର୍ମଳ ସ୍ୱଭାବର ହୋଇଥାନ୍ତି। ଏମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରି ଥାଆନ୍ତି।

– ୧୯୯୩ ମସିହାରେ ଜନ୍ମ ହୋଇଥିବା ଲୋକେ ବହୁତ ଆକର୍ଷଣୀୟ ହେବା ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି।

– ୧୯୯୪ ମସିହାରେ ଜନ୍ମ ହୋଇଥିବା ଲୋକେ ବହୁତ ସୁନ୍ଦର ଓ ଆକର୍ଷଣୀୟ ସ୍ଵଭାବର ହୋଇଥାନ୍ତି। ଏମାନେ ନିଜ ପ୍ରେମ ପାଇଁ ସବୁକିଛି କରି ପାରନ୍ତି।

– ୧୯୯୫ ମସିହାରେ ଜନ୍ମ ହୋଇଥିବା ଲୋକେ ନିଜ ଜୀବନରେ ଖୁବ ସକାରାତ୍ମକ ଦୃଷ୍ଟିକୋଣ ରଖନ୍ତି ଓ ବହୁତ ଆତ୍ମବିଶ୍ବାସୀ ହୋଇଥାନ୍ତି।

– ୧୯୯୬ ମସିହାରେ ଜନ୍ମ ହୋଇଥିବା ଲୋକେ ବହୁତ ପ୍ରକୃତି ପ୍ରେମୀ ଓ ପରିଶ୍ରମୀ ସ୍ବଭାବର ଅଟନ୍ତି। ଏମାନେ ନିଜ ଇଛା ଅନୁସାରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି।

– ୧୯୯୭ ମସିହାରେ ଜନ୍ମ ହୋଇଥିବା ଲୋକେ ନିଜ ପ୍ରେମ ପ୍ରତି ସଂପୂର୍ଣ୍ଣ ଭାବରେ ସମର୍ପିତ ରହିଥାନ୍ତି। ଏମାନେ ଉଚିତ ସମୟରେ ସଠିକ ନିଷ୍ପତ୍ତି ନେବାରେ ସକ୍ଷମ ଅଟନ୍ତି।

– ୧୯୯୮ ମସିହାରେ ଜନ୍ମ ହୋଇଥିବା ଲୋକେ ବହୁତ ବୁଦ୍ଧିମାନ, ଆତ୍ମବିଶ୍ବାସୀ ଓ ରଚନାତ୍ମକ ସ୍ବଭାବର ହୋଇଥାନ୍ତି। ଏମାନେ ସଠିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଥାନ୍ତି।

– ୧୯୯୯ ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ବୁଦ୍ଧିମାନ ଓ ନିର୍ମଳ ସ୍ୱଭାବର ହୋଇଥାନ୍ତି। ଏମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି।

– ୨୦୦୦ ମସିହାରେ ଜନ୍ମ ହୋଇଥିବା ଲୋକମାନେ ଖୁବ୍ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି। ଏମାନଙ୍କୁ ମିଥ୍ୟା ଆଚାର ବ୍ୟବହାର ବିଲକୁଲ ପସନ୍ଦ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *