Excuse Me Odisha

ଯାହା କହିବୁ ସତ କହିବୁ

ଆଜି ପବିତ୍ର ଶିବରାତ୍ରି,ଭଗବାନ ଶିବ ଦେଇଥାନ୍ତି ୫ ଟି ଗୁପ୍ତ ସଂକେତ। ଏହି ୩ ଜଣ ମହିଳା କେବେବି ପୂଜା କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ପବିତ୍ର ଶିବରାତ୍ରି ଭଗବାନ ଶିବ ଦେଇଥାନ୍ତି ୫ ଟି ଗୁପ୍ତ ସଂକେତ। ଏହି ୩ ଜଣ ମହିଳା କେବେବି ପୂଜା କରନ୍ତୁ ନାହିଁ।

ଆମର ହିନ୍ଦୁ ଧର୍ମରେ ମହା ଶିବରାତ୍ରିର ଅଧିକ ମହତ୍ୱ ରହିଥାଏ। ପ୍ରତ୍ୟକ ଶିବ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି। ପୁରାଣ ଅନୁସାରେ ମା ପାର୍ବତୀ ଏବଂ ଭଗବାନ ଶିବ ମହା ଶିବରାତ୍ରି ଦିନ ଭକ୍ତ ମାନଙ୍କୁ ଦେଖିବା ପାଇଁ ସ୍ୱୟଂ ପୃଥିବୀକୁ ଭ୍ରମଣ କରିବା ପାଇଁ ଆସିଥାନ୍ତି। ମହା ଶିବରାତ୍ରି ଦିନ ଏହି ସମଗ୍ର ସଂସାରକୁ ଶିବ ଶକ୍ତି ବୋଲି ମାନାଯାଏ। ପ୍ରତ୍ୟକ ବ୍ୟକ୍ତି ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରନ୍ତି। ଏନେକ ମନ୍ଦିରରେ ଭଗବାନ ଶିବଙ୍କର ଚମତ୍କାର ଦେଖିବାକୁ ମିଳେ।

କେବେ କେବେ ମନ୍ଦିରରେ ହଠାତ ନାଗ ପ୍ରକଟ ହୋଇଯାନ୍ତି ତ ଆଉ କିଛି ମନ୍ଦିର ମଧ୍ୟ ଏମିତି ଅଛି ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପଶୁପକ୍ଷୀ ମଧ୍ୟ ଆସିଯାନ୍ତି। ଭଗବାନ ଶିବଙ୍କର ମହିମା ଅପାର ଅଟେ। ଏହି ସମଗ୍ର ସଂସାରରେ ଦେବ ଦେବ ମହାଦେବଙ୍କର କୋଣ ଅନୁକୋଣରେ ବାସ ଅଟେ। ଆପଣ ମହା ଶିବରାତ୍ରି ଦିନ ପବିତ୍ର ମନରେ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରନ୍ତି ତ ଆପଣଙ୍କୁ ବି ଭଗବାନ ଶିବଙ୍କର ଚମତ୍କାର ଦେଖିବାକୁ ମିଳିବ।

ଭଗବାନ ଶିବ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ବା ତାର ନିଷ୍ଠା ଏବଂ ଭକ୍ତିରେ ପ୍ରସନ୍ନ ହୋଇଯାନ୍ତି ତ ସେମାନଙ୍କୁ କୌଣସି ନାଁ କୌଣସି ସଂକେତ ଅବଶ୍ୟ ମିଳିଥାଏ। ଯାହାକୁ ବୁଝିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ଆଜି ଆମେ ଆପଣଙ୍କୁ ସେମିତି ହିଁ କିଛି ସଂକେତ ବିଷୟରେ ଜଣେଇବୁ ଯାହା ଆପଣଙ୍କ ସ୍ୱପ୍ନରେ କିମ୍ବା ସତରେ ହୁଏ ତ ଆପଣ ବୁଝିନିଅନ୍ତୁ କି ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ଅଛି। ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ। ଏହା ସହିତ ଜାଣିବା କେଉଁ ପୁରୁଷ ଏବଂ ମହିଳାଙ୍କୁ ଏହି ପବିତ୍ର ଶିବରାତ୍ରିର ବ୍ରତ ରଖିବା ଉଚିତ ନୁହେଁ।

ଆମେ ସ୍ୱପ୍ନରେ କେତେ ପ୍ରକାରର ଜିନିଷ କିମ୍ବା ଦେବୀ ଦେବତାଙ୍କର ଦର୍ଶନ କରିଥାଉ କିନ୍ତୁ ମହା ଶିବରାତ୍ରି ଦିନ କିମ୍ବା ପରବର୍ତୀ ଦୁଇ ଦିନ ପୂର୍ବରୁ ସ୍ୱପ୍ନରେ ଏହି ଜିନିଷ ଗୁଡିକ ଦେଖିବା ବହୁତ ଶୁଭ ହୋଇଥାଏ। ତ ଆସନ୍ତୁ ଜାଣିବା ଏପରି କେଉଁ ସ୍ୱପ୍ନ ଏବଂ କେଉଁ ସଂକେତ ଯାହାକୁ ଭୋଳାନାଥ ନିଜ ଭକ୍ତଙ୍କୁ ଦେଇଥାନ୍ତି।

ସ୍ୱପ୍ନରେ ନନ୍ଦିର ଦର୍ଶନ ହେବା। ମହା ଶିବରାତ୍ରି ଦିନ କିମ୍ବା ତାର ଗୋଟେ ଦୁଇ ଦିନ ଆଗରୁ ଆପଣଙ୍କୁ ଯଦି ସ୍ୱପ୍ନରେ ନନ୍ଦି ଦେଖାଦିଏ ତ ଏହାକୁ ବହୁତ ବଡ଼ ଶୁଭ ସଂକେତ ମାନାଯାଏ। ଏହା ଭଗବାନ ଶିବଙ୍କର ସଂକେତ ଅଟେ କି ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ସ୍ୱପ୍ନରେ ନନ୍ଦିଙ୍କୁ ଦେଖିବାର ଅର୍ଥ ଆପଣଙ୍କର ଅନେକ ଦିନର ଇଛା ପୁରଣ ହେବାର ଅଛି।

ତ୍ରିଶୂଳ। ତ୍ରିଶୂଳକୁ ମନୁଷ୍ୟର ନାଶ କାରୀ ବୋଲି କୁହାଯାଏ। କାମ କ୍ରୋଧ ଏବଂ ଲୋଭ। ଯଦି ଆପଣଙ୍କୁ ତ୍ରିଶୂଳ ସ୍ୱପ୍ନରେ ଦର୍ଶନ ହୁଏ ତ ଏହା ଆପଣଙ୍କ ଜୀବନର ପରିବର୍ତ୍ତନର ଇଶାରା କରିଥାଏ। ଭଗବାନ ଶିବ ଆପଣଙ୍କ ଭକ୍ତିରେ ପ୍ରସନ୍ନ ହୋଇଛନ୍ତି। ତା ସହିତ ଆପଣଙ୍କୁ ଏହି ସଂକେତ ଦେଉଛନ୍ତି କି ଆପଣଙ୍କ ଭିତରେ ଯାହାବି ଖରାପ ଗୁଣ ଅଛି ତାହାକୁ ତ୍ୟାଗ କରନ୍ତୁ।

ସ୍ୱପ୍ନରେ ନାଗ ଦେଖିବା। ଯଦି ମହା ଶିବରାତ୍ରି ଦିନ ସ୍ୱପ୍ନରେ ନାଗ ଦେବତା ଦର୍ଶନ ଦିଅନ୍ତି ତ ଏହା ଧନ ପ୍ରାପ୍ତିର ସଂକେତ ଦେଇଥାଏ। ପ୍ରାଚୀନ କାଳରୁ ହିଁ ନାଗ ଦେବତାଙ୍କୁ ସ୍ୱର୍ଣ୍ଣ ସହିତ ଜଡିତ ହୋଇଥାଏ। ଯଦି ଆପଣଙ୍କୁ ମହା ଶିବରାତ୍ରି ଦିନ କିମ୍ବା ଆଗରୁ ସ୍ୱପ୍ନରେ ସାପ ଦେଖାଯାଉଛି ତାହେଲେ ଆଗକୁ ଆସୁଥିବା ଦିନରେ ଆର୍ଥିକ ଲାଭ ମିଳିବ।

ଡ଼ମ୍ବରୁ। ଏହା ଏକ ବାଦ୍ୟ ଯନ୍ତ୍ର ଅଟେ। ଭୋଳାନାଥ ତାଣ୍ଡବ କରିବା ସମୟରେ ଏହାକୁ ବଜାଇଥାନ୍ତି। ସ୍ୱପ୍ନରେ ଡ଼ମ୍ବରୁ ଦେଖିବା ଅତ୍ୟନ୍ତ ଶୁଭ ମାନାଯାଏ।

ତ୍ରିନେତ୍ର। ସ୍ୱପ୍ନରେ ଆପଣଙ୍କୁ ଭଗବାନ ଶିବଙ୍କର ତ୍ରିନେତ୍ର ଦେଖିଯାଏ ତ ଏହାକୁ ଭଲ ସଂକେତ ବୋଲି ମାନାଯାଏ।

ଶିବ ଲିଙ୍ଗ ସ୍ୱପ୍ନରେ ଦେଖିବା ଅତ୍ୟନ୍ତ ଦୁର୍ଲଭ ଅଟେ। ଆପଣଙ୍କର କୌଣସି ପ୍ରକାରର ସମସ୍ୟା ହେବ ନାହିଁ।

ଏବେ ଆସନ୍ତୁ ଜାଣିବା କେଉଁ ମାନଙ୍କୁ ଭଗବାନ ଶିବ ରାତ୍ରି ବ୍ରତ ରଖିବା ଉଚିତ ନୁହେଁ। ଏହି ୫ ଜଣ ମହିଳା ଏବଂ ପୁରୁଷଙ୍କୁ ମହା ଶିବରାତ୍ରି ବ୍ରତ ରଖିବା ଉଚିତ ନୁହେଁ। ଜୀବନସାରା ସେହି ବ୍ୟକ୍ତିଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଶିବରାତ୍ରି ବ୍ରତ ରଖିବା ବହୁତ ମହତ୍ବପୂର୍ଣ ମାନାଯାଏ। ଏହି ବ୍ରତକୁ ପୂର୍ଣ୍ଣ ରୂପରେ କରିବା ଦ୍ୱାରା ବୈବାହିକ ଜୀବନ ସଫଳ ହୋଇଥାଏ। ସ୍ୱାମୀ ସ୍ତ୍ରୀ ୭ ଜନ୍ମ ପର୍ଯ୍ୟନ୍ତ ବାନ୍ଧି ହୋଇରହିଥାନ୍ତି।

ଆମ ହିନ୍ଦୁ ଧର୍ମରେ ରୀତିନୀତି ସହିତ ଯଦି ସାତ ଫେରା ନେଇ ନାହାନ୍ତି ତ ଆପଣ ଶିବରାତ୍ରିର ଏହି ବ୍ରତ ରଖି ପାରିବେ ନାହିଁ। ଏହା ଠାରୁ ଆପଣ ଦୂରେଇ ରୁହନ୍ତୁ। ଆପଣ ସାତ ଫେରା ନେଇ ସାରିବା ପରେ ହିଁ ଏହି ବ୍ରତ ରଖିପାରିବେ। ସାତ ଫେରା ନେଇ ସାରିବା ପରେ ଆପଣ କୌଣସି ବି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରିବେ। ଶାସ୍ତ୍ର ବିରୋଧରେ ଯଦି ଆପଣ ଏହି ବ୍ରତ ରଖନ୍ତି ତେବେ ଆପଣ ପାପର ଭାଗୀଦାର ହୋଇଥାନ୍ତି।

ମନରେ ଖରାପ ବିଚାର। ଜଣେ ଦୁଷ୍ଟ ବ୍ୟକ୍ତି ମହା ଶିବରାତ୍ରିରେ ପବିତ୍ର ପୂଜା ଠାରୁ ଦୂରେଇ ରହିବା ଉଚିତ। ମନରେ ଖରାପ ବିଚାର ଆସୁଥିଲେ ଆପଣ କେବେବି ମହା ଶିବରାତ୍ରିର ବ୍ରତ ରଖନ୍ତୁ ନାହିଁ। ଏପରି ବ୍ୟକ୍ତିଙ୍କ ପୂଜା ଭଗବାନ ଶିବ ଗ୍ରହଣ କରନ୍ତି ନାହିଁ।

ଛାଡ଼ ପତ୍ର ହୋଇଯାଇଥିବା ବ୍ୟକ୍ତି। ଏହି ଦିନକୁ ପ୍ରେମର ପ୍ରତୀକ ମାନାଯାଏ। ଏଥିପାଇଁ ଆପଣ ମାନେ ଏହି ବ୍ରତକୁ ରଖନ୍ତୁ ନାହିଁ। କାରଣ ଶାସ୍ତ୍ର ଅନୁସାରେ ଯେଉଁ ପ୍ରେମୀ ଯୁଗଳ ଜଣେ ଜଣଙ୍କ ଠାରୁ ଦୂରେଇ ରହିଛନ୍ତି ତ ସେମାନଙ୍କୁ ଏକାଠି ହୋଇଯିବା ଉଚିତ। ସେତେବେଳେ ହି ଭଗବାନ ସେମାନଙ୍କ ଭକ୍ତିକୁ ସ୍ୟୁକାର କରିଥାନ୍ତି।

ଶାସ୍ତ୍ର ଅନୁସାରେ ଯେବେ ସ୍ୱାମୀ ସ୍ତ୍ରୀ ମିଶି କରି ଏହି ବ୍ରତ ରଖିଥାନ୍ତି ତ କିଛି ଗୁଣା ଫଳ ପ୍ରାପ୍ତି ହୋଇଥାଏ।

ବେଶ୍ୟା। ଶାସ୍ତ୍ର ଅନୁସାରେ ଜଣେ ବେଶ୍ୟାର ପୂଜା ମଧ୍ୟ ଭଗବାନ ସ୍ୟୁକାର କରନ୍ତି ନାହିଁ। ଏହା ଶାସ୍ତ୍ରର ବିରୋଧ ଅଟେ। ଏପରି କରିବା ପାପ ମଧ୍ୟ ଅଟେ।

ମହିଳା ଏବଂ ଝିଅମାନଙ୍କୁ ଶିବ ଲିଙ୍ଗ ଛୁଇଁବା ଉଚିତ ନୁହେଁ। ଏହାକୁ ପାପ ମାନାଯାଏ। ଯେଉଁ ବ୍ୟକ୍ତି ଏହି ଦିନ କାହା ବିଷୟରେ ଖରାପ ଭାବିବା ପାପ ହୋଇଥାଏ।

କାହାରି ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ କି କୁହନ୍ତୁ ନାହିଁ। ଏହିଭଲି ବ୍ୟକ୍ତିର ପୂଜା ଭଗବାନ ଶିବ ସ୍ୟୁକାର କରନ୍ତି ନାହିଁ। ମନରେ ପବିତ୍ରତା ରହିବା ଆବଶ୍ୟକ।

କୁଆଁରୀ କନ୍ୟା ମାନେ ଶିବରାତ୍ରି ବ୍ରତ ପବିତ୍ର ମନରେ ରଖନ୍ତୁ। ଏହା କଲେ ଆପଣଙ୍କୁ ଭଗବାନ ଶିବଙ୍କ ପରି ବର ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *