Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ବଦଳିବାକୁ ଯାଉଛି ଏହି ୫ ଗୋଟି ରାଶିର ଲୋକଙ୍କ ଭାଗ୍ୟ। ଶନି ଗ୍ରହର ରାଶିରେ ପାଞ୍ଚଟି ଗ୍ରହର ସଂଯୋଗ ହେବାକୁ ଯାଉଛି। ହେବ ଟଙ୍କା ବର୍ଷା !

ସେୟାର୍ କରନ୍ତୁ

୨୦୨୨ ମାର୍ଚ୍ଚ ମାସର ଆରମ୍ଭ ବହୁତ ଶୁଭ ଅଟେ। କାରଣ ଏହି ମାସର ଆରମ୍ଭରୁ ମହାଶିବରାତ୍ରି ପଡୁଛି। ଏହାସହିତ ଆଜି ଏକ ଅଦ୍ଭୁତ ମହାସଂଯୋଗ ଓ ପଞ୍ଚଗ୍ରହୀ ଯୋଗ ବନିବାକୁ ଯାଉଛି।ତେଣୁ ଆଜି ୫ ଗୋଟି ରାଶିର ଲୋକଙ୍କ ଭାଗ୍ୟ ବାଦଳିବାକୁ ଯାଉଛି।

– ୫ଟି ରାଶିର ଲୋକଙ୍କ ପାଇଁ ଏହି ମାର୍ଚ୍ଚ ମାସ ବହୁତ ଶୁଭ ରହିବ।

– ମିଳିବ ଅପାର ସଫଳତା ଓ ଧନସମ୍ପତ୍ତି।

– ଗ୍ରହ ମାନଙ୍କର ଖାସ୍ ସ୍ଥିତି ଶୁଭ ରହିଛି।

ଆଜି ୨୦୨୨ର ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି। କାରଣ ଏହି ମାସର ଆରମ୍ଭରୁ ମହାଶିବରାତ୍ରି ପଡୁଛି। ଏହାସହିତ ଆଜି ଏକ ଅଦ୍ଭୁତ ମହାସଂଯୋଗ ଓ ପଞ୍ଚଗ୍ରହୀ ଯୋଗ ବନିବାକୁ ଯାଉଛି। ଏହିଦିନରେ ୫ଟି ରାଶିର ଲୋକଙ୍କ ପାଇଁ ଶୁଭ ମୂହୁର୍ତ୍ତ ଆରମ୍ଭ ହେବାକୁ ଯାଉଛି। ଏହାସହିତ ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

ମେଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ପଞ୍ଚଗ୍ରହୀ ଯୋଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିବ।

ବୃଷ ରାଶି :-

ପଞ୍ଚଗ୍ରହୀ ଯୋଗ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। କ୍ୟାରିୟରରେ ବହୁତ ବଡ଼ ସଫଳତା ଅର୍ଜନ କରିବେ। ବ୍ୟବସାୟକୁ ନେଇ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ତୁଳା ରାଶି :-

ଏହି ରାଶିର ଲୋକଙ୍କୁ ସବୁ ପ୍ରକାରର ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ।ଚାକିରି କ୍ଷେତ୍ରରେ ପଦୋନ୍ନତୀ ହାସଲ କରିବେ। ଅଚାନକ ଧନ ପ୍ରାପ୍ତ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ପୂର୍ବରୁ ଅଟକି ରହିଥିବା ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ।

ବିଛା ରାଶି :-

ଏହି ମାସ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ।ସବୁ କ୍ଷେତ୍ରରେ ସଫଳତା ମିଳିବା ସହିତ ଧନବାନ ହେବେ। ଖର୍ଚ୍ଚ ଅପେକ୍ଷା ଆୟରେ ବୃଦ୍ଧି ହେବ। ଆପଣଙ୍କର ସାହାସ ଓ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଆପଣଙ୍କର ସବୁ କାର୍ଯ୍ୟରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ମାର୍ଚ୍ଚ ମାସ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆଶାନୁରୂପ ଚାକିରି ମିଳିପାରେ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ହେବ। ଘରେ ଖୁସିର ମାହୋଲ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *