Excuse Me Odisha

ଯାହା କହିବୁ ସତ କହିବୁ

ଦୀର୍ଘ ୫୧ ବର୍ଷ ପରେ ବିରଳ ଶିବରାତ୍ରି ! ଏହି ୫ ଗୋଟି ରାଶିର ଲୋକଙ୍କ ପାଇଁ ମହସଂଯୋଗ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତେକ ଲୋକଙ୍କ ଜୀବନରେ ଦୁଃଖ ପରେ ସୁଖ ଆସିଥାଏ ତ ସୁଖ ପରେ ଦୁଃଖ ଭୋଗ କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତି ପରିବର୍ତ୍ତନ କାରଣରୁ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ।

ତେବେ ଫେବୃୟାରୀ ମାସ ମାର୍ଚ୍ଚ ୧ ତାରିଖରେ ବିରଳ ମହାଶିବରାତ୍ରି ପଡୁଛି, ଯାହା ୧୦୧ ବର୍ଷରେ ଥରେ ପଡ଼ିଥାଏ ଏବଂ ଏହିଦିନ ଗ୍ରହମାନଙ୍କର ଚଳନ ଯୋଗୁଁ ଶୁଭ ସଂଯୋଗ ସୃଷ୍ଟି ହୋଇଥାଏ। ଆସନ୍ତୁ କେଉଁ ୫ ଗୋଟି ରାଶିର ଲୋକଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ଏହି ରାଶିର ଲୋକ ମାନଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ତେବେ ଚାଲନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ଏହି ରାଶିର ଲୋକଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କର କୃପାଦୃଷ୍ଟି ରହିବ। ଆପଣଙ୍କର ସମସ୍ତ ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ପୂରଣ ହୋଇଯିବ। ଆପଣ ନିଜର ଏକ ନୂଆ ବ୍ୟବସାୟ ଆରମ୍ଭ କରିବେ। କୌଣସି ସ୍ଥାନରେ କରିଥିବା ନିବେଶରୁ ଲାଭ ପ୍ରାପ୍ତ କରିବେ। ଅଚାନକ ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। ଆପଣଙ୍କୁ ପରିବାର ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।

ସିଂହ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ମହାଶିବରାତ୍ରି ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ହାସଲ କରିବେ। ବ୍ୟବସାୟ କ୍ଷେତ୍ରରେ ଅନେକ ଉନ୍ନତି କରିବେ। ଆପଣଙ୍କୁ ନିଜର କଠିନ ପରିଶ୍ରମର ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ।କୌଣସି କାର୍ଯ୍ୟରେ ଅନେକ ବାଧା ସତ୍ତ୍ୱେ ଆପଣ ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ। ଅଚାନକ ଆପଣଙ୍କୁ କୌଣସି ସୁଖଦ ସମାଚାର ମିଳିପାରେ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶିବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ବ୍ୟବସାୟରେ ଅଧିକ ଲାଭବାନ ହେବେ। ସମାଜରେ ଆପଣ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସ୍ଥାପନ କରିବେ।ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।ପରୀକ୍ଷାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଭ କରିବେ।ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଏହି ମହାସଂଯୋଗ ଶୁଭ ସାବ୍ୟସ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣ ଲାଭବାନ ହେବେ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଆପଣ ନିଜ ଜୀବନକୁ ସୁଖରେ ଅତିବାହିତ କରିବେ।ଅଚାନକ ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ସମାଜରେ ଲୋକମାନେ ଆପଣଙ୍କୁ ଅନୁସରଣ କରିବେ। ଆପଣ ନିଜ ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ମହାଶିବରାତ୍ରି ଶୁଭ ସାବ୍ୟସ୍ତ ହେବ।ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି। ଏହାସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ରହିବେ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *