Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ଚୁପଚାପ ରଖିଦିଅନ୍ତୁ ଏହିଠାରେ ଏକ ଟଙ୍କିଆ କଏନଟିଏ, ଗରିବୀ ଭୁଲିଯିବ ଆପଣଙ୍କ ଘରର ରାସ୍ତା। ମା ଲକ୍ଷ୍ମୀ ଦୌଡ଼ି ଆସିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧ମାର୍ଚ୍ଚ ମଙ୍ଗଳବାର ମହା ଶିବରାତ୍ରି ଚୁପଚାପ ରଖିଦିଅନ୍ତୁ ସେଠାରେ ୧ଟଙ୍କାର କଏନ ଗରିବୀ ଭୁଲିଯିବ ଘରର ରାସ୍ତା। ମା ଲକ୍ଷ୍ମୀ ଦୌଡ଼ି ଆସିବେ।

ମହା ଶିବରାତ୍ରି ୧ ଟଙ୍କିଆ କଏନରେ ଛୋଟ ପ୍ରୟୋଗ କରନ୍ତୁ ଭଗବାନ ଶିବ ମନ ପସନ୍ଦର ବର ଦେବେ। ଆପଣଙ୍କ ଜୀବନରେ କଷ୍ଟ ଦୂର ହୋଇଯିବ। ତ ଆସନ୍ତୁ ଜାଣିବା ଏହା ବିଷୟରେ। ଯେବେ ଆପଣ ଭଗବାନ ଶିବଙ୍କର ପୂଜା କରିବେ ତ ଦକ୍ଷିଣା ଆଦି ନିଶ୍ଚୟ ଦେଉଥିବେ। କାରଣ ବିନା ଦକ୍ଷିଣାରେ ଭଗବାନଙ୍କ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ପ୍ରତ୍ୟକ ପୂଜାରେ ଦକ୍ଷିଣା ଦେବାର ବିଧି ଅଛି। ଯେବେ ଆପଣ ଭଗବାନ ଶିବଙ୍କୁ ଦକ୍ଷିଣା ଅର୍ପଣ କରିବେ ତ ଏହାର ଏକ ବିଧାନ ଅଛି।

ଏକ ପାନପତ୍ର ନେଇ ତା ଉପରେ ସୁପାରି ରଖି ସେଥିରେ ନାଲି ସୂତା କିମ୍ବା ନାଲି ବସ୍ତ୍ରର କନାରେ ଗୋଡ଼ାଇ ଦେବେ ଏହା ପରେ ଅଳେଇଚ ୧ ଟଙ୍କିଆ କଏନ ଏବଂ ଅଳ୍ପ ମିଠା ବସ୍ତୁ ରଖନ୍ତୁ ଏହା ସହିତ ୧ ଟି କିମ୍ବା ୫ ଟି ଯାଇଫଳ ପାନପତ୍ରରେ ରଖି ଆପଣ ଭଗବାନ ଶିବ ଲିଙ୍ଗ ଉପରେ ରଖିଦିଅନ୍ତୁ ନିଜର ମନସ୍କାମନା କହି। ସମସ୍ତ ବ୍ୟକ୍ତି ସକାଳ ପାଖରୁ ନେଇ ରାତି ପର୍ଯ୍ୟନ୍ତ ଦୌଡ଼ିଥାଏ। ଆପଣ ଯେତେ ରୋଜଗାର କଲେ ମଧ୍ୟ କମ ପଡ଼ିଯାଏ ତ ଏମିତି ସ୍ଥିତିରେ ଆପଣ ଗୋଟେ ଛୋଟ ପ୍ରୟୋଗ କରନ୍ତୁ ୧ ଟଙ୍କିଆ କଏନକୁ ନେଇ। ଏହା ଦ୍ୱାରା ଆପଣଙ୍କର ଧନର ସମସ୍ୟା କମ ହୋଇଯିବ ଆଉ ସଞ୍ଚିତ ହୋଇ ରହିଥାଏ।

ଯେବେବି ଆପଣ କାହା ଠାରୁ ଟଙ୍କା ନେଉଛନ୍ତି ତ ଆପଣ ପାଞ୍ଚ ଆଙ୍ଗୁଳିରେ ଧରି ନିଅନ୍ତୁ। ଏହା ଦ୍ବାରା ଉନ୍ନତି ହୋଇଥାଏ। ସବୁ ନବ ଗ୍ରହଙ୍କ ସହଯୋଗ ଆପଣଙ୍କ ସହିତ ରହିବ। ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଦୁଇ ଆଙ୍ଗୁଳିରେ ଧରି ଟଙ୍କା ଦେଉଛନ୍ତି ତ ସେହି ଟଙ୍କା ଆପଣଙ୍କର ସଞ୍ଚିତ ହୋଇ ରହିନଥାଏ। ତ ଚେଷ୍ଟା କରନ୍ତୁ ଆପଣଙ୍କୁ ଜିଏବି ଟଙ୍କା ଦେଉଛନ୍ତି ତ ସେ ସବୁ ଆଙ୍ଗୁଳିରେ ଧରି ଦିଅନ୍ତୁ।

ଆପଣ ଚେଷ୍ଟା କରିବେ କଏନ ଯେତେବେଳେ ଆପଣ ଦେଉଛନ୍ତି ତ ଆପଣ ୧୧ଟଙ୍କା ୨୧ ଟଙ୍କା ଏମିତି ଦିଅନ୍ତୁ। କେବେ ଆପଣଙ୍କ ପାଖରେ ୧ ଟଙ୍କିଆ କଏନ ନଥାଏ ତ ଆପଣ ୨ ଟଙ୍କିଆ ଦେଇଦିଅନ୍ତି ଏହି ଭୁଲ କେବେବି କରନ୍ତୁ ନାହିଁ।

କେବେ କେବେ ଆପଣଙ୍କ ପର୍ସ ଖାଲି ହୋଇଯାଇଥାଏ କିମ୍ବା ଧନ କମ ପଡିଯାଇଥାଏ ତ ଏକ ଛୋଟ ପ୍ରୟୋଗ କରି। ୧ ଟଙ୍କିଆ କଏନ ସହିତ ଗୋଟେ ଲବଙ୍ଗ ନେବେ ଆଉ ଏକ ଲାଲ ରଙ୍ଗର କପଡ଼ା। ଏହାକୁ ମା ଲକ୍ଷ୍ମୀଙ୍କ ସାମ୍ନାରେ କପଡା ଉପରେ ଲବଙ୍ଗ ଏବଂ କଏନ ରଖିଦିଅନ୍ତୁ। ଏହି ପ୍ରୟୋଗ ଆପଣ କୌଣସି ବି ଅମାବାସ୍ୟା ଦିନ ପୂର୍ଣ୍ଣିମା ଦିନ କରି ପାରିବେ। ଏହାକୁ କରିବା ସମୟରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିପାରିବେ ଓଁ ଶ୍ରୀଙ୍ଗ ଶ୍ରୀଙ୍ଗ ମନ୍ତ୍ରର ଜପ କରି ପାରିବେ। ଏହାପରେ ଏହାକୁ ବାନ୍ଧି ପର୍ସ କିମ୍ବା ଧନ ରଖୁଥିବା ସ୍ଥାନରେ ରଖି ପାରିବେ। ଏହା ଦ୍ବାରା ଉନ୍ନତି ହେବାକୁ ଲାଗିବ।

ଧନର ସମସ୍ୟା ଅଧିକ ଦେଖାଦେଉଥିଲେ ଆପଣ ଗୋଟେ କଏନ ନିଅନ୍ତୁ। ଏହି ୧ ଟଙ୍କିଆ କଏନ ଉପରେ ଆପଣ ନିଜର ନାମର ପ୍ରଥମ ଅକ୍ଷର ଲେଖିଦିଅନ୍ତୁ। ସିନ୍ଦୁରରେ ବି ଲେଖି ପାରିବେ ଲାଲ ରଙ୍ଗର ପେନରେ କିମ୍ବା ନେଲପଲିସରେ ବି ଲେଖି ପାରିବେ। ଏହା ନିଜର ଘରର ଛାତ ଉପରେ ଯେଉଁଠି ପାଣି ଟାଙ୍କି ଥିବ ତା ଉପରେ ରଖିଦିଅନ୍ତୁ। ନାମର ପ୍ରଥମ ଅକ୍ଷର ଯେଉଁ ଲେଖିଥିବେ ଆକାଶ ଆଡ଼କୁ ଥିବ। ଆଉ ରାତି ସାରା ଚନ୍ଦ୍ରମାଙ୍କ ଛାୟା ତଳେ ରଖିବାକୁ ଦିଅନ୍ତୁ। ଏହାକୁ ପର ଦିନ ସକାଳେ ଉଠାଇ ନିଜ ପର୍ସରେ ରଖିଦିଅନ୍ତୁ। ଯେତେ ପର୍ଯ୍ୟନ୍ତ ଏହି କଏନ ଆପଣଙ୍କ ପାଖରେ ଥିବ ଧନର ଆଗମନ ଲାଗିରହିବ।

କରଜ ସମସ୍ୟା ଥିଲେ ଗୋଟେ ଧଳା ରଙ୍ଗର କପଡ଼ା ନିଅନ୍ତୁ। ଏହି କପଡା ଉପରେ ଆପଣ ଏକ ଚୁଟକି ଲାଲ ମସୁର ଡାଲି ଏକ ଚୁଟକି ଚାଉଳ ଆଉ ୧ ଟଙ୍କିଆ କଏନ ନେଇ ଏହିସବୁକୁ ବାନ୍ଧି ନିଜ ଉପର ଦେଇ ୭ ଥର ଓଲଟା ବୁଲାଇ ଆଉ କୌଣସି ବି ଅସ୍ତଗଛ ମୂଳରେ ରଖିଦିଅନ୍ତୁ ଆଉ ଏକ ମୁହାଁ ହୋଇ ଘରକୁ ଚାଲି ଆସନ୍ତୁ। ଦେଖିବେ ଆପଣଙ୍କର ଯେଉଁ କରଜର ସମସ୍ୟା ଦୂରେଇ ଯିବ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଛୋଟ ପ୍ରୟୋଗ କରନ୍ତୁ। ଆପଣଙ୍କ ଘରେ ଯଦି ଚାନ୍ଦିର ପ୍ଲେଟ ଅଛି ତ ଭଲ କଥା ନଚେତ ଆପଣ ଗୋଟେ ପ୍ଲେଟ ନେଇନିଅନ୍ତୁ ଆଉ ଏହା ଉପରେ ଗୋଟେ ୧ ଟଙ୍କିଆ କଏନ ରଖିଦିଅନ୍ତୁ ଏବଂ ଏହା ଉପରେ ଚାଉଳର କିଛି ଦାନା ରଖନ୍ତୁ। ଏହି ପାତ୍ରକୁ ଆପଣ ନିଜ ଘରର ପୂଜା ସ୍ଥାନରେ ରଖିଦିଅନ୍ତୁ। ଆଉ ଏହା ପରେ ଯେବେ ଆପଣ ଘରୁ କୌଣସି ଖାସ କାମରେ ବାହାରି ଯିବେ ତ ଏଥିରୁ ସେହି କଏନ ହେଉ କିମ୍ବା ଚାଉଳର ଦାନା ନିଜ ପାଖରେ ରଖିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହେବ।

ଯଦି ଶନିଦେବଙ୍କ ସମସ୍ୟା ଅଛି ତ ଏକ କଳା ରଙ୍ଗର କପଡା ନେଇ ତାହା ଉପରେ ୧ ଟଙ୍କିଆ କଏନ ରଖିଦିଅନ୍ତୁ। ଏହା ସହିତ ଅଳ୍ପ କଳା ଉଡ଼ଦ ଅର୍ଥାତ ଏକ ମୁଠି ନିଅନ୍ତୁ ଅଳ୍ପ କଳା ତିଳ ନେଇ ଏହାକୁ ବାନ୍ଧି ଦିଅନ୍ତୁ କଳା କପଡ଼ାରେ ଆଉ ନିଜ ଉପରେ ୩ ଥର ବା ୫ ଥର ଅର୍ପଣ କରି କୌଣସି ଅସ୍ତଗଛ ମୂଳରେ ଯାଇ ରଖିଦିଅନ୍ତୁ। ଏହା ଦ୍ୱାରା ସବୁ ଶନିଦୋଷ ଦୂର।

ବୁଧବାର ଦିନ ଏକ ଛୋଟ ପ୍ରୟୋଗ କରନ୍ତୁ। ଆପଣ ଯେବେ ଭଗବାନ ଗଣେଶଙ୍କୁ ଏକ ଟଙ୍କିଆ କଏନ ଏବଂ ସୁପାରି ଭଗବାନ ଗଣେଶଙ୍କୁ ଅର୍ପଣ କରିଦିଅନ୍ତୁ। ଆଉ ଯେତେବେଳେ କୌଣସି ଖାସ କାମ ପାଇଁ ଯିବେ ତ ଯେଉଁ କଏନ ଅଟେ ତାହାକୁ ଭଗବାନ ଗଣେଶଙ୍କର ପାଖରେ ରହିବାକୁ ଦିଅନ୍ତୁ କିନ୍ତୁ ସୁପାରିଟିକୁ ନିଜ ପର୍ସରେ ରଖି ଯାଆନ୍ତୁ। କାମ ଆପଣଙ୍କର ସଫଳ ହୋଇଯିବ। ଏହାପରେ ସେହି ସୁପାରିକୁ ଆଣି ପୁଣି ଥରେ ଭଗବାନ ଗଣେଶଙ୍କର ସାମ୍ନାରେ ଆଣି ରଖିଦିଅନ୍ତୁ।

ଟଙ୍କାର ସମସ୍ୟା ଥିଲେ ଗୋଟେ ମାଟି କଳସ ନେଇ ସେଥିରେ ସ୍ବାସ୍ତିକ ବନେଇ ଦିଅନ୍ତୁ ଆଉ ସେଥିରେ ୧ ଟଙ୍କିଆ କଏନ ରଖିଦିଅନ୍ତୁ। ଏହା ଦ୍ବାରା ଧନର ଉନ୍ନତି ହୋଇଥାଏ।

ପୂଜା ସ୍ଥାନରେ ଚାଉଳ ଏବଂ ଦୁବ ସହିତ ୧ ଟଙ୍କିଆ କଏନ ଯଦି ଆପଣ ରଖନ୍ତି ତ ତାହା ଆପଣଙ୍କ ଖୁସିର ଚାରଚାନ୍ଦ ଲଗେଇ ଦେବ। ଏହା ଦ୍ବାରା ଧନର ସମସ୍ୟା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *