Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀ ସ୍ତ୍ରୀ କେବେ ବି ବି ନିଜ ରୁମରେ ଏହି ଦିଗରେ ଲଗାନ୍ତୁ ନାହିଁ ଆଇନା,ଆସିପାରେ ଅକାଳ ମୃତ୍ୟୁ..!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱାମୀ ସ୍ତ୍ରୀ ମରିଗଲେ ବି ନିଜ ରୁମରେ ଏହି ଦିଗରେ ଲଗାନ୍ତୁ ନାହିଁ ଆଇନା। ଅକାଳ ମୃତ୍ୟୁ। ହୋଇଯାନ୍ତୁ ସାବଧାନ।

ସ୍ୱାମୀ ସ୍ତ୍ରୀ କେବେବି ନିଜ ରୁମରେ ଏହି ଦିଗରେ ଆଇନା ଲଗାନ୍ତୁ ନାହିଁ। ନଚେତ ଘୋର ବିପଦ ମାଡି ଆସିବ। ଭଗବାନ ଆମକୁ ଆଖିର ରୂପରେ ଗୋଟେ ଉପହାର ଦେଇଛନ୍ତି ଯେଉଁ ଦ୍ୱାରା ଆମେ ସବୁକିଛି ଦେଖିପାରିବା ଆଉ ତାକୁ ଅନୁଭବ ମଧ୍ୟ କରି ପାରିବା କିନ୍ତୁ ପୁରା ବିଶ୍ୱକୁ ଆପଣ ଆଖିରେ ସିନା ଦେଖିପାରିବେ କିନ୍ତୁ ଆମେ ଆଖିର ସାହାର୍ଯ୍ୟରେ ଆମେ ନିଜେ ନିଜକୁ ଦେଖି ପାରିନଥାଉ ଆଉ ବିଜ୍ଞାନରେ ଏହି ସମସ୍ୟାର ସମାଧାନ ପାଇଁ ବାହାର କରାଯାଇଥିଲା ଆଇନା ବା ଦର୍ପଣ। ବାସ୍ତବରେ ଆଇନା ଆମର ଜୀବନର ଏକ ମହତ୍ବପୂର୍ଣ ବସ୍ତୁ ବନିଯାଇଛି। ନିଜକୁ ସଜେଇବା ସହିତ ଘରକୁ ସଜେଇବା ପାଇଁ ସମସ୍ତେ ଆଇନାକୁ ବ୍ୟବହାର କରିଥାନ୍ତି।

ଆଉ ସମସ୍ତଙ୍କ ଘରେ ଛୋଟ ବଡ଼ ଆଇନା ଦେଖିବାକୁ ମିଳିଥାଏ କିନ୍ତୁ ବାସ୍ତୁ ଅନୁସାରେ ଆଇନାକୁ ଏହିପରି ରଖିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଏତେ କ୍ଷତିକାରକ ବି ଏହା ଆପଣଙ୍କର ଜୀବନ ବି ନେଇପାରେ। ବାସ୍ତୁ ଅନୁସାରେ ଆଇନାକୁ ନକରାତ୍ମକ ଉର୍ଜା ଘଟୁଥିବା ବସ୍ତୁ ମାନାଯାଏ। ସେଥିପାଇଁ ବାସ୍ତୁ ଅନୁସାରେ ଆଇନାକୁ ଠିକ ଦିଗ ଏବଂ ଠିକ ସ୍ଥାନରେ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନକରାତ୍ମକ ଉର୍ଜାରେ ସାମ୍ନାରେ ରଖାଯାଇଥିବା ଆଇନା ସେହି ଉର୍ଜାକୁ ନିଜ ଭିତରେ ସମର୍ପିତ କରି ନେଇଥାଏ। ଆଉ ଖରାପ ଶକ୍ତିର ପ୍ରଭାବରୁ ଆମକୁ ବଞ୍ଚେଇ ଥାଏ କିନ୍ତୁ ଯଦି ଆଇନାକୁ ସକରାତ୍ମକ ଉର୍ଜାରେ ରଖି ଦିଆଯାଏ

ତେବେ ତାହା ଘରର ସବୁ ସକରାତ୍ମକ ଉର୍ଜାକୁ ସମର୍ପିତ କରିନିଏ। ବ୍ୟକ୍ତିକୁ ଅଲଗା ଅଲଗା ପ୍ରକାରର ଖରାପ ପରିଣାମକୁ ସହିବାକୁ ପଡିଥାଏ। ଏହି ପ୍ରକାରରେ ଆଇନାକୁ ନିଜ ବେଡ଼ ରୁମରେ ରଖିବା ଭଲ ନୁହେଁ। ଯେଉଁ ଦ୍ୱାରା ଦେଖାଯାଉଥିବା ଆଇନା ସେହି ବ୍ୟକ୍ତି ଆଇନାରେ ଦେଖାଯିବ। ଖାସ କରି ରାତି ସମୟରେ ବେଡ଼ରେ ଶୋଉଥିବା ବ୍ୟକ୍ତି କାଚର ଦେଖାଯିବ ବହୁତ ଅଶୁଭ ହୋଇଥାଏ। ଏମିତି ହେବା ବ୍ୟକ୍ତି ପାଇଁ ସ୍ବାସ୍ଥ୍ୟର ହାନିକାରକ ହୋଇଥାଏ। କାରଣ ଏମିତିରେ ଶରୀରରେ ସମ୍ପୂର୍ଣ୍ଣ ସକରାତ୍ମକ ଉର୍ଜା ଆଇନା ନିଜ ଆଡ଼କୁ ଆକର୍ଷିତ କରିନିଏ। ଆଉ ଶରୀର ବେମାର ହୋଇଯାଏ।

ଯଦି ଆଇନାରୁ ବାହାରୁଥିବା କିରଣ ଲଗାତାର ଆପଣଙ୍କୁ ସ୍ପର୍ଶ କରିବ ତ ଏହା ବହୁତ ଖତରନାକ ହୋଇଥାଏ। ଯାହା ଦ୍ୱାରା ଆପଣଙ୍କୁ ବଡ଼ ବେମାରି ହୋଇଯାଏ ଯାହା ବ୍ୟକ୍ତିର ପୁରା ଜୀବନ ପାଇଁ ସେହି ବେମାରି ରହିଯାଏ କିମ୍ବା ତାହାର ମୃତ୍ୟୁର କାରଣ ବି ବନିଯାଏ। ସେଥିପାଇଁ ବନ୍ଧୁଗଣ ବେଡ଼ରୁମରେ ଆଇନା ଏପରି ରଖନ୍ତୁ ନାହିଁ ଯେପରି ଶୋଇବା ସମୟରେ ଆପଣଙ୍କର ଶରୀର ସେଥିରେ ଦେଖାଯାଉଥିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *