Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କା ଗଣି ଗଣି ଥକି ଯିବେ,୮୦ ବର୍ଷ ପରେ ମହାଶିବରାତ୍ରିରେ ଏହି ୬ ରାଶି ହେବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଟଙ୍କା ଗଣି ଗଣି ଥକି ଯିବେ। ୮୦ ବର୍ଷ ପରେ ୧ ମାର୍ଚ୍ଚକୁ ମହା ଶିବରାତ୍ରି। ୬ ରାଶି ହେବେ କୋଟିପତି।

ମହା ଶିବରାତ୍ରିର ପବିତ୍ର ପର୍ବରେ ୭ ଟି ରାଶିଙ୍କ ଭାଗ୍ୟ ଉଦୟ ହୋଇଯିବ। ୭ ଟି ରାଶି ଭଗବାନ ଶିବଙ୍କ କୃପାରୁ ମାଲାମାଲ ହେବାକୁ ଯାଉଛନ୍ତି। ଏହି ୭ ଟି ରାଶି ଉପରେ ଭଗବାନ ଶିବ ନିଜର କୃପା ବର୍ଷା କରିବାକୁ ଯାଉଛନ୍ତି। ଆପଣଙ୍କ ଗରିବର ଦିନ ଦୂର ହେବାକୁ ଯାଉଛି। ଆପଣଙ୍କର ଯାହାବି ଇଛା ଥିଲା ମନସ୍କାମନା ଥିଲା ତାହା ଏବେ ପୁରା ହେବାକୁ ଯାଉଛି। ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।

ଆପଣଙ୍କ ରାଶିରେ ଭଗବାନ ଶିବ ବାସ କରିବାକୁ ଯାଉଛନ୍ତି। ଆମର ହିନ୍ଦୁ ପରମ୍ପରାରେ ଶିବରାତ୍ରିର ବହୁତ ମହତ୍ୱ ରହିଛି। ଏହି ପର୍ବ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦଶିକୁ ପାଳନ କରାଯାଏ। ମାନ୍ୟତା ଅଛି ଯେ ଏହି ଦିନ ଭଗବାନ ଶିବ ପକାଶ ରୂପରେ ପ୍ରକଟ ହୋଇଥିଲେ ଏବଂ ଭଗବାନ ଶିବଙ୍କ ବିବାହ ମା ପାର୍ବତୀଙ୍କ ସହିତ ହୋଇଥିଲା। ଏହି ଦିନ ଯଦି ଆପଣ କେବଳ ପୂଜାପାଠ କରନ୍ତି ତ ଜୀବନରେ ସୁଖର ପ୍ରାପ୍ତ ହୋଇଥାଏ।

ଏହା ପାଇଁ ଆମେ ସମସ୍ତ ପ୍ରକାରର ଉପାୟ କରିଥାଉ। କିନ୍ତୁ ଆମେ ଅଜାଣତରେ ଏମିତି କିଛି ଭୁଲ କରି ଦେଇଥାଉ ପୂଜାରେ ମିଳିବାକୁ ଥିବା ପୁଣ୍ୟ ବଦଳରେ ଆମେ କେଉଁଠି ନାଁ କେଉଁଠି ପାପ କରିଦେଇଥାଉ ଯାହା ଦ୍ୱାରା ଆମର ପୂଜାର ଫଳ ନିଷ୍ଫଳ ହୋଇଯାଇଥାଏ। ଏମିତି ସ୍ଥିତିରେ ଆମେ ଏମିତି କିଛି ଭୁଲ କରି ଦେଇଥାଉ ଭଗବାନ ଶିବଙ୍କ ପୂଜାରେ। ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ମହା ଶିବରାତ୍ରି ଦିନ କରିବା ଉଚିତ ନୁହେଁ।

ଯେବେ ଆପଣ ଶିବ ମନ୍ଦିର ଯିବେ ତ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ପରେ ଯେଉଁଠି ଜଳ ବାହାରିଥାଏ ତାହାକୁ କେବେବି ଅଣଦେଖା କରିବା ଉଚିତ ନୁହେଁ। ଏହାକୁ ନମସ୍କାର କରିବା ଉଚିତ।

ଭଗବାନ ଶିବଙ୍କ ମନ୍ଦିର ଚତୁରପାର୍ଶ୍ଵରେ ପରିକ୍ରମା ନିଶ୍ଚୟ କରନ୍ତୁ।

କେବେ କେବେ ଭଗବାନ ଶିବଙ୍କୁ ସିନ୍ଦୁର ତୁଳସୀ ପତ୍ର କେବେବି ଅର୍ପଣ କରିବା ଉଚିତ ନୁହେଁ। ଭଗବାନ ଶିବ ବୈରାଗୀ ଅଟନ୍ତି। ତ ତାଙ୍କୁ କେବେବି ସିନ୍ଦୁର ଅର୍ପଣ କରନ୍ତୁ ନାହିଁ। ଭଗବାନ ଶିବଙ୍କ ମନ୍ଦିରକୁ ଧଳା ଏବଂ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ଯିବା ଉଚିତ।

ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ କ୍ଷୀର ଦହି ଘିଅ ମହୁ ଚିନି ବି ପକେଇ ଅର୍ପଣ କରି ପାରିବେ। ଶିବ ଲିଙ୍ଗ ଉପରେ ପ୍ରସାଦ କେବେବି ଅର୍ପଣ କରିବା ଉଚିତ। ଯଦି ପ୍ରସାଦ ଅର୍ପଣ କରିବେ ତ ତଳେ କୌଣସି ପାତ୍ର କିମ୍ବା କୌଣସି ଜିନିଷରେ ରଖି ଅର୍ପଣ କରନ୍ତୁ। ଶିବ ଲିଙ୍ଗ ଉପରେ ଅର୍ପଣ କରିବା ପ୍ରସାଦ ସେବନ କରିବା ଉଚିତ ନୁହେଁ। ଏଥିପାଇଁ ଆମେ ଭଗବାନ ଶିବଙ୍କ ଚରଣାମୃତ କରିଥାଉ

ମହା ଶିବରାତ୍ରିରେ ଯଦି ଆପଣ ରାତିରେ ପ୍ରଦୂସ କାଳରେ ପୂଜା କରିବେ ତ ଏହାର ଫଳ ଅଧିକ ମିଳିଥାଏ। ରାତିରେ ଜାଗରଣ କରିବାର ବିଧି ଅଛି।

ଏମିତି କିଛି ଫୁଲ ଅଛି ଯାହାକୁ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

ଆପଣ ଯେବେବି ଭଗବାନ ଶିବଙ୍କୁ ପୂଜା କରିବେ ତ ଭଗବାନ ଶିବଙ୍କର ସହିତ ଜଗତର ମା ପାର୍ବତୀଙ୍କର ପୂଜା କରନ୍ତୁ। ଉଭୟଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିବ। ବେଲ ପତ୍ର ନିଶ୍ଚୟ ଅର୍ପଣ କରନ୍ତୁ। ନଚେତ ପୂଜାର ଫଳ ମିଳିନଥାଏ। ଏଥିରେ ଆପଣ ଚନ୍ଦନ କେଶରରେ ରାମ ଲେଖନ୍ତୁ ରାମ ଲେଖନ୍ତୁ ଏହାପରେ ଭଗବାନ ଶିବ ଲିଙ୍ଗ ଉପରେ ନମଃ ଶିବାୟ କହି ବେଲ ପତ୍ରକୁ ଓଲଟା କରି ଶିବ ଲିଙ୍ଗରେ ଅର୍ପଣ କରନ୍ତୁ। ଭଗବାନ ଶିବଙ୍କ ପୂଜାରେ ଅକ୍ଷତ ନିଶ୍ଚୟ ଅର୍ପଣ କରନ୍ତୁ। ଅକ୍ଷତ ଅର୍ପଣ କରିଲେ କେବେବି ଜୀବନରେ ଧନର କମି ହେବ ନାହିଁ। ଭଙ୍ଗା ଚାଉଳ ନହେବା ଦରକାର।

ଭଗବାନ ଶିବଙ୍କର ମନ୍ଦିରେ କଳା ବସ୍ତ୍ର ପିନ୍ଧି ଯାଆନ୍ତୁ ନାହିଁ। ସର୍ବଦା ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ଯାଆନ୍ତୁ।

ମହା ଶିବରାତ୍ରି ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯିବା ଉଚିତ। ୮ ଟା ପରେ ସ୍ନାନ କରିବା ଅଶୁଭ ହୋଇଥାଏ। ଏଥିପାଇଁ ସକାଳ ୮ ଟା ପୂର୍ବରୁ ସ୍ନାନ କରିବା ଉଚିତ। ଏହା ଦ୍ବାରା ସକରାତ୍ମକତା ଅଧିକ ସକ୍ରିୟ ହୋଇଥାଏ।

ଭଗବାନ ଶିବଙ୍କ ଲିଙ୍ଗରେ ତମ୍ବା ଘଟି ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ ଘଟିରେ ଜଳ ଅର୍ପଣ କରନ୍ତୁ ନାହିଁ।

ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ। କାରଣ ଶଙ୍ଖ ଚୁଡ଼ ରାକ୍ଷସର ଭଗବାନ ଶିବ ବଧ କରିଥିଲେ। ଏଥିପାଇଁ ଶଙ୍ଖରେ ଜଳ ଅର୍ପଣ କରିବା ଉଚିତ।

କେତକି ଚମ୍ପା ଫୁଲ ଅର୍ପିତ କରିବେ ନାହିଁ। ଭଗବାନ ଶିବଙ୍କ ପୂଜାରେ ହଳଦୀ କୁମକୁମ ସିନ୍ଦୁର ଅର୍ପଣ କରିବା ଉଚିତ ନୁହେଁ।

ଏହିଦିନ ଲଢେଇ ଝଗଡା ଆଦି ଘରେ କରିବା ଉଚିତ ନୁହେଁ। କାହାରିକୁ ଅପଶବ୍ଦ କହିବା ଉଚିତ ନୁହେଁ।

ମହା ଶିବରାତ୍ରି ଦିନ ଭୋଗ ବିଳାସ କରିବା ଉଚିତ ନୁହେଁ। ଏହା ଦ୍ବାରା ନର୍କର ପ୍ରାପ୍ତି ହୋଇଥାଏ। ରସୁଣ ପିଆଜ ମାଂସ ମଦର ଆଦି ସେବନ କରନ୍ତୁ ନାହିଁ। ଏହି ଦିନ ଓଁ ନମଃ ଶିବାୟର ଅଧିକ ଜପ କରନ୍ତୁ।

ଶିବଙ୍କ ପୂଜା ପରେ ଦାନ ଦକ୍ଷିଣା ନିଶ୍ଚୟ କରନ୍ତୁ। ଦକ୍ଷିଣା ଦେବାରେ ପାନ ପତ୍ର ବ୍ୟବହାର କରନ୍ତୁ। ଦାଣ୍ଠି ଦୂର କରି ତାର ଉପରେ ସୁପାରି ଅଳ୍ପ ମିଠା ଜିନିଷ ଲବଙ୍ଗ ଗୁଜୁରାତି ଆଦି ଦେଇ ଦାନ କରନ୍ତୁ।

ନଡ଼ିଆ ପାଣି ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିବା ଉଚିତ ନୁହେଁ। ନଡ଼ିଆ ଭୋଗ ଲଗେଇ ପାରିବେ। ପଦ୍ମ ଫୁଲ ଅର୍ପଣ କରିପାରିବେ।

ଏହି ଦିନ ବେଲ ନିଶ୍ଚୟ ଖାଇବା ଉଚିତ। ଏହାକୁ ପ୍ରଥମେ ଭଗବାନ ଶିବଙ୍କୁ ଅର୍ପଣ କରି ନିଜେ ଖାଇ ନେବା ଉଚିତ। ଏହା ଦ୍ବାରା ଆପଣଙ୍କ ଘରେ ଧନର ବର୍ଷା ହେବ। ଏହିଦିନ ଅଙ୍ଗୁର ବି ମଧ୍ୟ ଅର୍ପଣ କରିବା ଉଚିତ। ଏହିଦିନ କଦଳୀ ଏବଂ ଅଙ୍ଗୁର ନିଶ୍ଚୟ ଖାଆନ୍ତୁ। ଏହା ଦ୍ବାରା ବହୁତ ଶୁଭ ହୋଇଥାଏ।।

ଏହିଦିନ ଖିରି ବନେଇ ପ୍ରଥମେ ଭଗବାନ ଶିବଙ୍କୁ ଅର୍ପଣ କରିବେ ଏବଂ ତାପାରେ ଆପଣ ନିଶ୍ଚୟ ଖାଇନେବା ଉଚିତ ଆଉ ଘରର ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ ଏହା ଦ୍ବାରା ଘରେ ପ୍ରେମ ବନି ରହିଥାଏ।

ଏହିଦିନ ଭାଙ୍ଗ ଖାଇଲେ ପୂଜାର ସମ୍ପୂର୍ଣ୍ଣ ଫଳ ମିଳିଥାଏ।

ବନ୍ଧୁଗଣ ୮୦ ବର୍ଷ ପରେ ମହା ଶିବରାତ୍ରି ୧ ମାର୍ଚ୍ଚକୁ ବନୁଥିବା ଦୁର୍ଲଭ ମହା ସଂଯୋଗ। ଏହି ୭ ଟି ରାଶିରେ ଲାଗିବ ଲଟେରୀ। ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁସାରେ ମହା ଶିବରାତ୍ରି ଆଉ ଏହିସବୁ ସଂଯୋଗର ଲାଭ ଏହିସବୁ ରାଶିଙ୍କୁ ମିଳିବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ। ଏହି ରାଶିର ଲୋକଙ୍କ ଉପରେ ଅସ୍ଥାୟୀ ରୂପରେ କୃପା ବର୍ଷିବାକୁ ଯାଉଛି। ସେହି ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ତୁଳା ରାଶି, କର୍କଟ ରାଶି, ମିଥୁନ ରାଶି ମୀନ ରାଶି ଏବଂ କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *