Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦୁଇଟି ନାମର ଲୋକଙ୍କୁ ସାରା ଜୀବନ ମିଳିପାରେ ନାହିଁ ସଚ୍ଚୋଟ ପ୍ରେମ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଏହି ଦୁନିଆରେ ପ୍ରାୟତଃ ସମସ୍ତେ ଦିନେ ନା ଦିନେ ପ୍ରେମ କରିଥିବେ। ଅଧିକାଂଶ ଲୋକେ ପ୍ରେମରେ ସଫଳ ହୋଇଥାନ୍ତି, ତ ଆଉକିଛି ଲୋକେ ପ୍ରେମରେ ସଫଳ ହୋଇ ପାରି ନଥାନ୍ତି। ଯେଉଁମାନେ ନିଜ ପ୍ରେମକୁ ପାଇଥାନ୍ତି, ସେମାନେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରିଥାନ୍ତି ଓ ଅନ୍ୟ ପକ୍ଷରେ ଯେଉଁ ମାନେ ନିଜ ପ୍ରେମକୁ ହରାଇ ବସନ୍ତି, ସେମାନେ ନିଜ ଜୀବନରେ ନିଜ ପ୍ରେମକୁ ଝୁରି ହୁଅନ୍ତି।

ଆଜି ଆମେ ଆପଣ ମାନଙ୍କୁ ଏପରି ଦୁଇଟି ନାମର ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସଚ୍ଚୋଟ ପ୍ରେମକୁ କେବେ ମଧ୍ୟ ପାଇ ନଥାନ୍ତି। ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ନାମ ଭିନ୍ନ ଭିନ୍ନ ହୋଇଥାଏ।ପ୍ରତ୍ୟେକ ନାମର କିଛି ଅର୍ଥ ନିଶ୍ଚିତ ଭାବରେ ରହିଥାଏ। ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ସମୟ ଓ ତାର କୁଣ୍ଡଳୀ ଆଧାରରେ ନାମକରଣ କରାଯାଇଥାଏ।ସମସ୍ତେ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଇଛା ରଖିଥାନ୍ତି।

ଜ୍ୟୋତିଷ ଶାସ୍ତ୍ରକୁ ଅଧୟନ କଲେ, ବ୍ୟକ୍ତିର ଭବିଷ୍ୟତ ବିଷୟରେ ସବୁକିଛି ଜାଣି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ନାମର ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କୁ ସେମାନଙ୍କ ଜୀବନରେ ସଚ୍ଚୋଟ ପ୍ରେମ ମିଳି ନଥାଏ।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ T ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର T ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ଜୀବନରେ କେବେ ମଧ୍ୟ ସଚ୍ଚୋଟ ପ୍ରେମ ମିଳି ନଥାଏ। ଏହି ଲୋକମାନେ ବହୁତ ଖର୍ଚ୍ଚ କରିଥାନ୍ତି।ଏହାସହିତ ଏମାନଙ୍କୁ କେବେବି ଧନର ଅଭାବ ହୋଇନଥାଏ।ଏମାନେ ନିଜ ଜୀବନକୁ ବହୁତ କଷ୍ଟରେ ଅତିବାହିତ କରିଥାନ୍ତି।

କାରଣ ଏମାନେ ନିଜ ମନର କଥାକୁ କାହା ସହିତ ସେୟାର କରିପାରନ୍ତି ନାହିଁ। ଏମାନେ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ରହିଥାନ୍ତି।ସାମାନ୍ୟ କଥାରେ ଏମାନେ ନିଜ ପାର୍ଟନରଙ୍କ ସହିତ ବିବାଦ କରିଥାନ୍ତି। ଏମାନଙ୍କର ସ୍ଵଭାବ ଯୋଗୁଁ ଏମାନଙ୍କ ଜୀବନସାଥୀ ଛାଡ଼ି ଚାଲି ଯାଇଥାନ୍ତି।

୨/ R ନାମ ଥିବା ଲୋକମାନେ :-

ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର R ରୁ ଆରମ୍ଭ ହୋଇଥାଏ, ସେମାନେ ସୋସିଆଲ ଜୀବନରେ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଓ ସବୁକ୍ଷେତ୍ରରେ ସଫଳତା ମଧ୍ୟ ହାସଲ କରିଥାନ୍ତି। ଏମାନଙ୍କୁ କେବେମଧ୍ୟ ଧନର ଅଭାବ ହୋଇନଥାଏ।

ଅଧିକାଂଶ ସମୟରେ ଏମାନଙ୍କ ବୈବାହିକ ଜୀବନରେ କଳହ ଲାଗି ରହିଥାଏ। ଅନ୍ୟମାନେ ଏହି ଲୋକଙ୍କ ପ୍ରତି ଖୁବ୍ ଶୀଘ୍ର ଆକର୍ଷିତ ହୋଇ ଯାଇଥାନ୍ତି। ଏମାନେ ନିଜ ଭାବନା ବିଷୟରେ ଅନ୍ୟ କାହାକୁ କହିପାରନ୍ତି ନାହିଁ। ଏମାନେ ନିଜ ପାର୍ଟନରର ଭାବନାକୁ ବୁଝି ନଥାନ୍ତି। ତେଣୁ ଏମାନଙ୍କୁ କେବେବି ସଚ୍ଚୋଟ ପ୍ରେମ ମିଳି ନଥାଏ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *