Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଜଲଦି ଧନୀ ହେବାପାଇଁ ଚାଁହୁଛନ୍ତି,ତା ହେଲେ ନିଶ୍ଚିତ ଭବରେ ଏହି ଜିନିଷକୁ ନିଜ ପାଖରେ ରଖନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିପତି ହେବାକୁ ଚାହୁଁଛନ୍ତି ତ ଘରେ ନିଶ୍ଚୟ ରଖନ୍ତୁ।

ବନ୍ଧୁଗଣ ମା ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୋଇଯାନ୍ତି ଜୀବନରେ ସମସ୍ତ ସୁଖ ପାଇଥାଏ। ଚାରି ପଟୁ ଉନ୍ନତି ହୋଇଥାଏ। ଆଉ ଆମର ତାନ୍ତ୍ରିକରେ ବି ଏମିତି ଉପାୟ ବିଷୟରେ କୁହାଯାଇଛି ଯାହାକି ତନ୍ତ୍ର ମନ୍ତ୍ର ହିନ୍ଦୁ ଧର୍ମରେ କିମ୍ବା ଅନ୍ୟ ଧର୍ମରେ ବି ପ୍ରାଚୀନ ବିଦ୍ୟା ଅଛି। ସେଥି ମଧ୍ୟରୁ ପ୍ରଥମ ନାମ ଆସିଥାଏ କଳା ହଳଦୀର।

ଶାସ୍ତ୍ରରେ କୁହାଯାଇଛି ଯେ କଳା ହଳଦୀ ବହୁତ ଚମତ୍କାରି ହୋଇଥାଏ ଏବଂ ଏଥିରେ ତାନ୍ତ୍ରିକ ମାନ୍ତ୍ରିକ ଦୁଇଟି ଯାକର ଶକ୍ତି ଲୁଚି ରହିଛି। ଏଥିପାଇଁ ଏହି କଳା ହଳଦୀର ପ୍ରୟୋଗରେ ଧନ ବି ବର୍ଷା ହୋଇଥାଏ ରୋଗ ଶୋକ ଦୂର ହୋଇଥାଏ ବସିକରଣ ବି ହୋଇଥାଏ। ଆଜି ଆମେ ଆପଣଙ୍କୁ ସମସ୍ତ ପ୍ରୟୋଗ ବିଷୟରେ ଜଣେଇବୁ।

ଯେମିତି ହଳଦିଆ ହଳଦୀ ଥାଏ ସେମିତି କଳା ହଳଦୀ ଥାଏ ଏହାକୁ ତାନ୍ତ୍ରିକ ବିଧିରେ ସିଦ୍ଧି କରିବା ଯୋଗୁ ବ୍ୟକ୍ତିଙ୍କୁ ଧନବାନ ବନେଇଥାଏ। ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କ ମୁଖରୁ କଳା ହଳଦୀର ଜନ୍ମ ହୋଇଥିଲା। ଆଉ କଳା ହଳଦୀ ଯାହା ତନ୍ତ୍ର ବିଦ୍ୟାରେ ପ୍ରୟୋଗ ହୋଇଥାଏ

ଯଦି ପରିବାରରେ ସବୁବେଳେ କେହି ବୀମାର ରହୁଥାଏ ତ ଆପଣ ଏକ ଛୋଟ ଉପାୟ କରନ୍ତୁ। ଗୁରୁବାର ଦିନ ଛୋଟ ଛୋଟ ଅଟା ଗୁଳି ୨ ଟି କରନ୍ତୁ ଏଥିରେ ଅଳ୍ପ ଗୁଡ଼ ଏବଂ ଅଳ୍ପ କଳା ହଳଦୀ ଖଣ୍ଡ ରଖିଦିଅନ୍ତୁ ଏବଂ ଯେଉଁ ବ୍ୟକ୍ତି ବୀମାର ଅଛି ତା ଉପରେ ୭ ଥର ବୁଲାଇ ଗାଈକୁ ଖୁଆଇ ଦିଅନ୍ତୁ। ୩ଟି ଗୁରୁବାର କରନ୍ତୁ। ଖଟ ଉପରେ ପଡିଥିବା ବ୍ୟକ୍ତିବି ଉଠି କରି ଚାଲିବାକୁ ଲାଗିବ। ଏହା ଦ୍ବାରା ଆପଣଙ୍କୁ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।

ଧନ ପ୍ରାପ୍ତି ପାଇଁ କଳା ହଳଦୀର ବିଶେଷ ପ୍ରୟୋଗ କରାଯାଏ। ଯେବେ ଗୁରୁ ପୁଷ୍ୟା ନକ୍ଷତ୍ର ହୋଇଥିବ ସେତେବେଳେ କଳା ହଳଦୀକୁ ଏକ ଡ଼ବାରେ ସିନ୍ଦୁର ସହିତ ରଖିଦିଅନ୍ତୁ। ଆଉ ସେହି ଡ଼ବାକୁ ଲାଲ କପଡ଼ାରେ ବାନ୍ଧି କରି ରଖିଦେବେ। ଧନ ବୃଦ୍ଧି ହୋଇଥାଏ କେବେବି ଧନର କମି ହେବ ନାହିଁ। ଏହା ଚମତ୍କାରୀ ଲାଭ ଦେଇଥାଏ।

ଅନେକ ଥର ଏମିତି ହୋଇଥାଏ ଧନ ଆସିଥାଏ କିନ୍ତୁ ରହେ ନାହିଁ। ସେତେବେଳେ କଳା ହଳଦୀ ସହିତ ଗୋଟେ ଚାନ୍ଦିର ସିକା ରଖିଦିଅନ୍ତୁ ସିନ୍ଦୁର ଡ଼ବାରେ। ଏହା ଦ୍ବାରା ଧନ ରହିବାକୁ ଲାଗିବ। ଆପଣ ଏହି ଉପାୟ କେବେବି କରିପାରିବେ।

କୁହାଯାଏ ଯେ ଯଦି ଆପଣଙ୍କ ବ୍ୟାପାରରେ କ୍ଷତି ଆସୁଛି ତ ସେତେବେଳେ ଏକ ଛୋଟ ପ୍ରୟୋଗ କରନ୍ତୁ। କୌଣସି ଗୁରୁବାର ଦିନ କରିବାକୁ ହେବ ଏହା ଦ୍ବାରା ଆପଣଙ୍କ ବ୍ୟାପାରରେ ବହୁତ ଉନ୍ନତି ହୋଇଥାଏ। ଉପାୟ ହେଉଛି କୌଣସି ବି ଗୁରୁବାର ଦିନ ଏକ ହଳଦିଆ ରଙ୍ଗର ରୁମାଲ ନିଅନ୍ତୁ କିମ୍ବା କପଡା ନିଅନ୍ତୁ ଏଥିରେ କଳା ହଳଦିର ଏକ ଖଣ୍ଡ ରଖନ୍ତୁ ଏବଂ ୧୧ ଟି ଗୋମତି ଚକ୍ର ରଖନ୍ତୁ ଏବଂ ଗୋଟେ ଚାନ୍ଦିର ସିକା ଯଦି ଆପଣଙ୍କ ପାଖରେ ଅଛି ତ ରଖିଦିଅନ୍ତୁ

ଯଦି ନାହିଁ ତ ଗୋଟେ କୌଣସି ବି କଏନ ରଖିଦିଅନ୍ତୁ ଏହା ସହିତ ୧୧ ଟି ହଳଦିଆ କଉଡ଼ି ହେଉ କିମ୍ବା ଲାଲ କଉଡ଼ି ରଖିଦିଅନ୍ତୁ ଏହା ଉପରେ ସିନ୍ଦୁର ପକେଇ ଦିଅନ୍ତୁ। ଆପଣ କପଡାକୁ ବାନ୍ଧି ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖିବେ ଏହା ପରେ ଯଦି ସମ୍ଭବତ ଏହା ଉର ଏକ ଚୁଟକି ଅକ୍ଷତ ପକେଇ ଦିଅନ୍ତୁ ଏହାକୁ ବାନ୍ଧି କରି ଧନର ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଧନ ବୃଦ୍ଧି କରିବ ଏବଂ ଧନର ଆଗମନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *