Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୁର୍ବରୁ କରନ୍ତୁ ଏହି କାମ,ଦେଖିବେ ବହୁତ ସୁନ୍ଦର ଦେଖାଯିବେ ଆପଣ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ।ଆଜିକାଲି ଲୋକମାନେ ଅଧିକ ସୁନ୍ଦର ଦେଖା ଯିବା ପାଇଁ ଅନେକ ପ୍ରକାରର ଉପାୟ କରୁଛନ୍ତି।ଅଧିକାଂଶ ଲୋକେ ମାର୍କେଟରୁ ମିଳୁଥିବା ବିଭିନ୍ନ ପ୍ରକାରର କସମେଟିକ୍ସ ବ୍ୟବହାର କରିଥାନ୍ତି। କିନ୍ତି ତାହା ବିଶେଷ ଫଳପ୍ରଦ ହୋଇନଥାଏ। ତେଣୁ ପରବର୍ତ୍ତୀ ସମୟରେ ଏହାର ଖରାପ ପ୍ରଭାବ ଆମ ଚେହେରାରେ ଦେଖିବାକୁ ମିଳିଥାଏ।

ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଚମତ୍କାରୀ ଉପଚାର ବିଷୟରେ କହିବାକୁ ଯାଉଛୁ।ଯାହାକୁ ଆପଣ ରାତିରେ ଶୋଇବା ପୁର୍ବରୁ ବ୍ୟବହାର କରିବା ଦ୍ଵାରା ଆପଣ ଖୁବ୍ ଅଳ୍ପ ଦିନ ମଧ୍ୟରେ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବେ। ତେବେ ଆସନ୍ତୁ ସେହି ଉପଚାର ବିଷୟରେ ବିସ୍ତାର ରୂପରେ ଜାଣିବା।

– ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ପାଦରେ ଘିଅ ଲଗାଇ ଭଲଭାବରେ ମାଲିସ କରନ୍ତୁ।ଏଭଳି କରିବା ଦ୍ୱାରା ପାଦରେ ରହିଥିବା ସମସ୍ତ ପ୍ରକାରର ଦାଗ ମଧ୍ୟ ଦୂର ହୋଇ ଯାଇଥାଏ ଏବଂ ଆପଣଙ୍କୁ ଆରାମ ମଧ୍ୟ ଲଗିବ।

– କମଳା ଲେମ୍ବୁର ଚୋପା ଛଡ଼ାଇ ଶୁଖାଇ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ଆପଣ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ସେଥିରେ ଅଳ୍ପ ଟିକିଏ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ। ଦେଖିବେ ଆପଣଙ୍କ ତ୍ୱଚା ଅତ୍ୟନ୍ତ ଉଜ୍ୱଳ ହେବା ସହିତ ତ୍ଵଚାରେ ଥିବା ସମସ୍ତ ଦାଗ ମଧ୍ୟ ଦୂର ହୋଇଯିବ।

– ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ମୁହଁରେ ଲେମ୍ବୁ ଘଷନ୍ତୁ ଏବଂ ଉଷମ ପାଣିରେ କୁଳୁକୁଞ୍ଚା ପାଣି କରି ନିଜ ମୁହଁକୁ ଛାଟିଲେ, ମୁହଁରେ ଉଜ୍ଵଳତା ଆସିଥାଏ ଏବଂ ଆପଣଙ୍କୁ ସୁଖ ନିଦ୍ରା ଭୋଗ ହେବ।

– ଯଦି ଆପଣଙ୍କ ପରିବାରେ ସର୍ବଦା ଆର୍ଥିକ ସଂଙ୍କଟ ଲାଗି ରହୁଛି, ତାହେଲେ ବଣିଆ ଦୋକାନରୁ ଗୋଟେ ହକିକ୍ ପଥର ଆଣି କୌଣସି ମନ୍ଦିର କିମ୍ବା ମସଜିତରେ ଅର୍ପଣ କରି ଦିଅନ୍ତୁ। ନଚେତ ଏହାକୁ କୌଣସି ନଦୀ ଜଳରେ ଭସାଇ ଦିଅନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ।

– ଶନିବାର ଦିନ ଧଳା ଚାଉଳ, ଗହମ ଆଦି ଗୁଣ୍ଡ କରି ରଖିଲେ ଶୁଭଫଳ ମିଳିଥାଏ।

– ଯଦି ଘରର ନୈରୁତ କୋଣରେ ଶୈଚାଳୟ ବା ରୋଷେଇ ଘର ରହେ, ତାହେଲେ ପତି ଓ ପତ୍ନୀଙ୍କ ମଧ୍ୟରୁ ଜଣକର ସର୍ବଦା ଦେହ ଖରାପ ହେବାର ସଂକେତ ଦେଇଥାଏ।

– ଚୈତ୍ର ମାସର ଯେକୌଣସି ୧୫ଦିନ ପର୍ଯ୍ୟନ୍ତ ଭାତ କିମ୍ୱା ତରକାରୀରେ ଲୁଣ ମିଶାଇ ଖାଆନ୍ତୁ ନାହିଁ।ଏଭଳି କରିବା ଦ୍ୱାରା ଆଗାମୀ ଚୈତ୍ର ମାସ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ।

– ରୋଷେଇ ଘରେ କେବେବି ଭୁଲରେ ମଧ୍ୟ ଡଷ୍ଟବିନ ରଖନ୍ତୁ ନାହିଁ।ଏହାସହିତ ସେଠାରେ ଠାକୁରଙ୍କ ଫଟୋ ମଧ୍ୟ ଲଗାନ୍ତୁ ନାହିଁ। ନଚେତ ଅଶୁଭ ପରିଣାମ ପ୍ରାପ୍ତ ହୋଇପାରେ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *