Excuse Me Odisha

ଯାହା କହିବୁ ସତ କହିବୁ

୮୦ ବର୍ଷ ପରେ ବଦଳିବାକୁ ଯାଉଛି ଏହି ରାଶିର ୫ ଟି ରାଶିର ଭାଗ୍ୟ। ସୁନା ଭଳି ଚମକିବାକୁ ଯାଉଛି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୮୦ ବର୍ଷ ପରେ ବଦଳିବାକୁ ଯାଉଛି ଏହି ରାଶିର ୫ ଟି ରାଶିର ଭାଗ୍ୟ। ସୁନା ଭଳି ଚମକିବାକୁ ଯାଉଛି।

ବନ୍ଧୁଗଣ ୮୦ ବର୍ଷ ପରେ ମହା ଶିବରାତ୍ରିରେ ବନୁଛି ଦୁର୍ଲଭ ମହା ସଂଯୋଗ। ଏହିଥର ଏହି ମହାଶିବ ରାତ୍ରି ୧ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ପର ଠାରୁ ଏହି ୫ ଟି ରାଶିରେ ଲାଗିବ ଲାଟେରୀ। ୧ମାର୍ଚ୍ଚ ୨୦୨୨ ମଙ୍ଗଳବାର ଶିବରାତ୍ରିରେ ବନୁଅଛି ମହା ସଂଯୋଗ। ଏହି ମହାଶିବ ରାତ୍ରି ସର୍ବ ସିଦ୍ଧି ଯୋଗ ଅମୃତ ସିଦ୍ଧି ଯୋଗ ଧନ ଯୋଗ ଏବଂ ରାଜ ଯୋଗ ନେଇକି ଆସୁଛି। ଯାହାକି ଏହି ୫ ଟି ରାଶି ପାଇଁ ଶୁଭ 3ରହିବ।

ଆଉ ଏହି ରାଶିର ଜାତକ ମାନେ ଧନରେ ମାଲାମାଲ ହେବେ। ସ୍ୱୟଂ ଭଗବାନ ଶିବ ଏହି ରାଶିର ଜାତକଙ୍କ ଉପରେ କୃପା ବର୍ଷା କରିବେ। ଯାହାର କାରଣରୁ ଏହି ରାଶିର ଲୋକ ମାନଙ୍କର ଦୁଃଖ କଷ୍ଟ ସବୁ ଦୂର ହେବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି କେଉଁମାନେ ଯାହାଙ୍କ ଭାଗ୍ୟ ୧ ମାର୍ଚ୍ଚକୁ ଚମକିବାକୁ ଯାଉଛି। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜଣେଇବୁ

ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କ ଉପରେ ଭଗବାନ ଶିବ କୃପା ବର୍ଷା କରିବେ ଏମାନେ ଧନରେ ମାଲାମାଲ ହେବେ। ଆମର ହିନ୍ଦୁ ଧର୍ମରେ ଏମତି ଦେବୀ ଦେବତା ଅଛନ୍ତି ଯାହାଙ୍କୁ ଆମେ ବହୁତ ପୂଜାପାଠ କରୁ। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଗବାନ ଶିବ। ତାଙ୍କୁ ପ୍ରସନ୍ନ କରିବା ପାଇଁ ଦିନ ରାତି ପୂଜା କରିଥାନ୍ତି। ଭଗବାନ ଶିବଙ୍କୁ ଦେବଙ୍କ ଦେବ ମହାଦେବ କୁହାଯାଏ।

ଭଗବାନ ଶିବଙ୍କୁ ମହାଦେବ ଶଙ୍କର ନୀଳକଣ୍ଠ ଭୋଳାବାବା ଶିବଶମ୍ଭୁ ରୁଦ୍ର କାଶୀ ବିଶ୍ଵନାଥ ମହେଶ୍ୱର ଯେପରି ଅନେକ ନାମରେ ଜଣାଯାଏ। ଭଗବାନ ଶିବଙ୍କୁ ସଂସାର କର୍ତା ମାନାଯାଏ। ସେ କଲ୍ୟାଣ କାରୀ ଅଟନ୍ତି। ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶିବରାତ୍ରିରେ ଏହି ରାଶି ମାନଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ପଡିବ। ଏହିଥର ଭଗବାନ ଶିବଙ୍କ କୃପାରୁ ଏହିପରି ପରିବର୍ତ୍ତନ ଦେଖିବାକୁ ମିଳିବ ଯାହା ବିଷୟରେ ଆପଣ ସ୍ୱପ୍ନରେ ମଧ୍ୟ ଭାବି ନଥିବେ। କାରଣ ଏହିଥର ଏହି ମହାଶିବ ରାତ୍ରି ୧ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ଠାରୁ ଏହି ରାଶିର ଲୋକଙ୍କ ଉପରେ ବିଶେଷ କୃପା ଦୃଷ୍ଟି ବର୍ଷା କରିବାକୁ ଯାଉଛନ୍ତି। ଏହି ରାଶି ମାନଙ୍କ ପାଇଁ ଖାସ ରହିବ।

ମେଷ ରାଶି। ଏହି ରାଶିର ଜାତକଙ୍କୁ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଯଦି ଆପଣ ଦିନ ରାତି ପରିଶ୍ରମ କରୁଛନ୍ତି ତ ତାହାର ଫଳ ଆପଣଙ୍କୁ ପ୍ରାପ୍ତ ହେବ। ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢିବ। ଆପଣ ଧନ ପ୍ରାପ୍ତି କରିବେ। ଇନକମରେ ଜବରଦସ୍ତ ବୃଦ୍ଧି ହେବ। ଆପଣଙ୍କୁ ବିଜନେସ ବ୍ୟାପାର କ୍ଷେତ୍ରରେ ଦୁଇଗୁଣା ଧନ ଲାଭ ହେବ।

ଧନରେ ମାଲାମାଲ ହେବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। ଚାକିରୀ କରୁଛନ୍ତି ତ ଆପଣଙ୍କୁ ବୃଦ୍ଧି ଦେଖିବାକୁ ମିଳିବ। ମହାଦେବଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ। ବିବାହରେ ଯଦି ଡେରି ହେଉଥାଏ ତ ଆପଣଙ୍କର ବିବାହର ଯୋଗ ବନିବ।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ଉପରେ ମହାଶିବ ରାତ୍ରିରେ ଭଗବାନ ଶିବଙ୍କର ବିଶେଷ କୃପା ରହିବ। ଯାହାର କାରଣରୁ ଜମି ବାଡି ମାମଲାରେ ଲାଭ ମିଳିବ ଏବଂ ଆପଣ ନୂଆ ଘର ମଧ୍ୟ କିଣି ପାରନ୍ତି। ନୂଆ ବାହନ ମଧ୍ୟ କିଣି ପାରନ୍ତି। ଆପଣଙ୍କ ଘରେ ସୁଖ ଶାନ୍ତି ବନି ରହିବ। ଘରେ ଧନ ସମ୍ପତ୍ତି ସବୁର ଆଗମନ ହେବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିପାରେ।

ଆପଣଙ୍କୁ ମହାଦେବଙ୍କ କୃପାରୁ ଅନେକ ଜାଗାରୁ ଧନର ଲାଭହେବ। ପୁରୁଣା କାର୍ଯ୍ୟ ଆପଣଙ୍କର ହୋଇଯିବ ଯାହା ଅନେକ ଦିନ ଧରି ପଡି ରଗିଥିଲା। ମହତ୍ବପୂର୍ଣ ଅଵସର ପ୍ରାପ୍ତ ହେବ। ଘରେ ସୁଖ ଦେଖିବାକୁ ମିଳିବ। ଯାହା କିଛି ବି ସମସ୍ୟା ଥିଲା ତାହା ସବୁ ଦୂର ହେବ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପ୍ରାପ୍ତ ହେବ। ବୈବାହିକ ଜୀବନ ସୁଖମୟ ହେବ।

ମକର ରାଶି। ଏହି ରାଶିର ଜାତକଙ୍କ ପାଇଁ ବହୁତ ଭଲ ରହିବ। ଭାଗ୍ୟ ଦୁଇଗୁଣା ଚମକିବ। ଆପଣଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ। ଏହି ରାଶିର ଜାତକଙ୍କୁ ନିଜ ପ୍ରେମ ଜୀବନରେ ଖୁସି ଦେଖିବାକୁ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। କେତେ ଗୁଡିଏ ଜାଗାରୁ ଭଗବାନ ମହାଦେବଙ୍କ କୃପାରୁ ଆପଣଙ୍କୁ ଧନ ଲାଭର ଯୋଗ ମିଳିବ।

ଆପଣ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇପାରନ୍ତି। ବଡ଼ ଖୁସି ଖବର ମିଳିବ। ଆପଣଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ। ଅଧୁରା କାର୍ଯ୍ୟ ପୁରା କରିବା ପାଇଁ ଆପଣ ପ୍ରୟାସ କରିବେ। ଭଗବାନ ମହାଦେବଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। ଆପଣଙ୍କୁ ଧନର ଲାଭ ହେବ। ଜମିବାଡ଼ି ମାମଲାରେ ଆପଣଙ୍କୁ ଲାଭ ମିଳିବ।

ମୀନ ରାଶି। ଏହି ରାଶିର ଜାତକଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ବର୍ଷିବ। ଅନେକ ଜାଗାରୁ ଆପଣଙ୍କୁ ଧନର ଲାଭ ହେବ। ଧନର କିଛି ସ୍ରୋତ ଆପଣଙ୍କୁ ନଜର ଆସିବ। ଜୀବନରେ ଚାଲୁଥିବା ସମସ୍ୟା ଆପଣଙ୍କର ଶେଷ ହେବ। ସମାଜରେ ମାନ ସମ୍ମାନ ବଢିବ। ଘର ପରିବାରରେ ଖୁସି ଦେଖିବାକୁ ମିଳିବ। ଧାର୍ମିକ କାର୍ଯ୍ୟର ଆୟୋଜନ ଆପଣ କରିବେ। ଘର ପରିବାରରେ ସକରାତ୍ମକ ମାହଲ ଦେଖିବାକୁ ମିଳିବ। ଆପଣ ନୂଆ ଘର ନୂଆ ଜମି କିମ୍ବା ନୂଆ ଗାଡି କିଣି ପାରନ୍ତି।

ମିଥୁନ ରାଶି। ଏହି ରାଶିର ଜାତକଙ୍କୁ ଭଗବାନ ଶିବଙ୍କ କୃପାରୁ ମହାଶିବ ରାତ୍ରିରେ ମହା ସଂଯୋଗ କାରଣରୁ ଆପଣଙ୍କର ଲଟେରୀ ଲାଗିବାକୁ ଯାଉଛି। ଜମି ବାଡ଼ି ମାମଲାରେ ଗାଡି ବାହନ ଘର ଇତ୍ୟାଦିରୁ ଅଧିକ ଲାଭ ଦେଖିବାକୁ ମିଳିବ। ସ୍ୱାସ୍ଥ୍ୟ ସମ୍ବଦ୍ଧିତ ମାମଲାରେ ମଧ୍ୟ ଭଲ ଦେଖିବାକୁ ମିଳିବ। ଭଗବାନ ଶିବଙ୍କ କୃପାରୁ ଅନେକ ଜାଗାରୁ ଧନର ଲାଭ ଦେଖିବାକୁ ମିଳିବ। ଆୟରେ ମଧ୍ୟ ଜବରଦସ୍ତ ଲାଭ ମିଳିବ। ଆପଣଙ୍କ ବୈବାହିକ ଜୀବନ ଭଲ ରହିବ ଏବଂ ଘର ପରିବାରରେ ସୁଖ ଶାନ୍ତି ଦେଖିବାକୁ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *