Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ୪ ଗୋଟି ରାଶିର ଲୋକଙ୍କ ପାଇଁ ଶୁଭ ସମୟ। ମହାଶିବରାତ୍ରୀରେ ମିଳିବାକୁ ଯାଉଛି ଖୁସି ଖବର।

ସେୟାର୍ କରନ୍ତୁ

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ଦିନ ମହାଶିବରାତ୍ରି ପାଳନ ହେବାକୁ ଯାଉଛି। ଏହିଦିନ ଏକ ଅଦ୍ଭୁତ ମହସଂଯୋଗ ବନିବାକୁ ଯାଉଛି। ଏହି ସମୟରେ କିଛି ବିଶେଷ ରାଶିର ଲୋକଙ୍କ ଉପରେ ଏହି ସଂଯୋଗର ପ୍ରଭାବ ପଡ଼ିବାକୁ ଯାଉଛି। ଏହାସହିତ ଏମାନଙ୍କର ଧନସମ୍ପତ୍ତିରେ ବୃଦ୍ଧି ହେବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶିବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ଏମାନଙ୍କୁ ପରିବାର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରେ ସୋଷ୍ଣଙ୍କୁ ସଫଳତା ମିଳିବ। କୌଣସି କ୍ଷେତ୍ରରୁ ଆପଣଙ୍କୁ ଧନଲାଭ ହୋଇପାରେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ପାଇଁ ଆପଣ ବହୁତ ପ୍ରୟାସ କରିବେ। ପରିବାରରେ ଚାଲିଥିବା ସମସ୍ତ ବିବାଦ ଦୂର ହୋଇଯିବ। ମହିଳା ଓ ପୁରୁଷ ଉଭୟ ଭଗବାନ ଶିବଙ୍କର ଉପାସନା କରନ୍ତୁ, ନିଶ୍ଚିତ ରୂପରେ ସୁଫଳ ପାଇବେ।

ସିଂହ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ। ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ନିଶ୍ଚିତ ଭାବରେ ହାସଲ କରିବେ। ଶିବରାତ୍ରି ଦିନ ପୁରୁଷ ଲୋକେ ଧଳା ପୋଷାକ ପରିଧାନ କରନ୍ତୁ। ଅବିବାହିତ ଲୋକମାନଙ୍କ ଜୀବନରେ କୌଣସି ଖାସ୍ ବ୍ୟକ୍ତିଙ୍କର ଆଗମନ ହୋଇପାରେ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶିବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଶିବରାତ୍ରି ଦିନ ଭଗବାନ ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ, ଦେଖିବେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଆପଣଙ୍କୁ ସର୍ବଦା ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ମୀନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶିବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ବ୍ୟାପାର ଓ ବ୍ୟବସାୟରେ ଆପଣ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟଶୈଳୀର ପ୍ରଶଂସା ହୋଇପାରେ।ଶିବରାତ୍ରି ଦିନ ଭଗବାନ ଶିବଙ୍କୁ କ୍ଷୀର ଓ ବେଲପତ୍ର ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ। ଏହାସହିତ ଆପଣ ସୁଖଶାନ୍ତିରେ ରହିବେ।

ତେବେ ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ ପସନ୍ଦ ଆସିଥିଲେ, ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *