Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ଗୁରୁବାର ଦିନ କରନ୍ତୁ ନାହିଁ ଏହି ୩ ଟି କାମ,ନଚେତ ପୁରା ଘର ହୋଇଯିବ ବର୍ବାଦ

ସେୟାର୍ କରନ୍ତୁ

ବନ୍ଧୁଗଣ ଗୁରୁବାର ବ୍ରତରେ ଭୁଲରେ ବି ଏହି ଜିନିଷ ଖାଇବେ ନାହିଁ। ବ୍ରତ ଭାଙ୍ଗି ଯାଇଥାଏ। ଏହା ସହିତ ଜାଣିବା ଗୁରୁବାର ବ୍ରତରେ କଣ ଖାଇବା ଉଚିତ ଆଉ କେଉଁ ଭୁଲ କରିବା ଉଚିତ ନୁହେଁ।

ବନ୍ଧୁଗଣ ବ୍ରହ୍ମାଣ୍ଡରେ ସବୁ ଗ୍ରହଙ୍କ ଠାରୁ ବୃହସ୍ପତି ଗ୍ରହ ସବୁଠାରୁ ଭାରି ଗ୍ରହ ଅଟେ। ଏହି ଗ୍ରହ ହଳଦିଆ ରଙ୍ଗର ହୋଇଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ କରାଯାଏ। ଯେଉଁ ଲୋକ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ବ୍ରତ ରଖିଥାନ୍ତି ତ ତାଙ୍କୁ ଏହି ଜିନିଷ ଖାଇବା ଉଚିତ ନୁହେଁ ଆଉ ଘରେ ବି ପ୍ରସ୍ତୁତ କରିବା ଉଚିତ ନୁହେଁ।

ବୃହସ୍ପତି ବ୍ରତ କରିଲେ ଆଉ ଶୁଣିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ବ୍ରତ ଦ୍ୱାରା ଧନ ସମ୍ପତ୍ତିର ପ୍ରାପ୍ତ ହୋଇଥାଏ। ଆଉ ବ୍ୟକ୍ତିଙ୍କୁ ଗରିବିର ସାମ୍ନା କରିବାକୁ ପଡିନଥାଏ। ଯେଉଁ ଲୋକଙ୍କର ଘରେ ସନ୍ତାନ ନାହିଁ ସେହି ଲୋକଙ୍କୁ ସନ୍ତାନ ପ୍ରାପ୍ତ ହୋଇଥାଏ। ଖାସ କରି ଏହି ବ୍ରତ କୁଆଁରୀ ଝିଅଙ୍କ ପାଇଁ ଅଧିକ ଫଳଦାୟୀ ମାନାଯାଏ। ଏହି ବ୍ରତକୁ କରିଲେ ବିବାହରେ ଆସୁଥିବା ଅସୁବିଧା ଦୂର ହୋଇଥାଏ। କିନ୍ତୁ ମନେ ରଖନ୍ତୁ ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ମାନନ୍ତି ତ ଏହି ୫ ଟି ଭୁଲ କେବେବି କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା।

ଯଦି ବ୍ୟକ୍ତିର ବୃହସ୍ପତି ଭଲ ଭାଗରେ ଥାଏ ତ ତାକୁ ବଡ ହସ୍ତୀ ହେବାରୁ କେହି ଅଟକାଇ ପାରିବେ ନାହିଁ। ଏମିତିରେ ଆପଣ ଯେଉଁଠି ବି ବସିଥିବେ ଟଙ୍କା ଆପେ ଆପେ ଚାଲି ଆସିବ। ମନୁଷ୍ୟଙ୍କ ଉପରେ ପଡିଥାଏ ସକରାତ୍ମକ ପ୍ରଭାବ। ବୃହସ୍ପତି ଗ୍ରହକୁ ଭଲ ଏବଂ ଶୁଭ ବନେଇବା ପାଇଁ ମନୁଷ୍ୟଙ୍କୁ ଗୁରୁବାର ଦିନ ନିଜ ମୁହଁରୁ ଅପଶବ୍ଦ ଗାଳି ଗୁଲଜ ଚୁଗଲି ଖରାପ ଆଦି ଖରାପ କଥା ମୁହଁରୁ ବାହାର କରିବା ଉଚିତ ନୁହେଁ

ଏହା ଦ୍ବାରା ଗୁରୁ କମଜୋର ହୋଇଥାଏ ଏହା ସହିତ ଗୁରୁବାର ଦିନ ଭୋଗ ବିଳାସ କରିଲେ ସମ୍ବଦ୍ଧ ବନେଇବା ଦ୍ୱାରା ଭଗବାନ ବିଷ୍ଣୁ କ୍ରୋଧିତ ହୋଇଥାନ୍ତି। ଗୁରୁ ତଥା ବୃହସ୍ପତି କମଜୋର ହୋଇଯାଏ। ଯଦି ବୃହସ୍ପତି କମଜୋର ହେବ ତ ଆପଣ କେବେବି ଆଗକୁ ବଢି ପାରିବେ ନାହିଁ। ଭଗବାନ ଆପଣଙ୍କ ସାଥ କେବେବି ଦେବେ ନାହିଁ। ଏଥିପାଇଁ ଗୁରୁବାର ଦିନ ଏହି ଭୁଲ କରନ୍ତୁ ନାହିଁ।

ଯଦି ଆପଣ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତ ଆଉ ଅନ୍ୟ ପଟେ ଆପଣ ଗୁରୁବାର ଦିନ ମାଂସ ଖାଉଛନ୍ତି ସମ୍ବଦ୍ଧ ରଖୁଛନ୍ତି ବା କେଶ ଧୋଉଛନ୍ତି ଯାହାକି ଶାସ୍ତ୍ରରେ ଏହାକୁ ଘୋର ପାପ ବୋଲି ମାନାଯାଏ। ଗୁରୁବାର ଦିନ କେଶ ନଖ କାଟନ୍ତୁ ନାହିଁ ଶେଭିଂ ହୁଅନ୍ତୁ ନାହିଁ କି କପଡା ମଧ୍ୟ ଧୁଅନ୍ତୁ ନାହିଁ। ଆଉ ମହିଳା ମାନଙ୍କୁ କେଶ ଧୋଇବା ବି ଉଚିତ ନୁହେଁ। ପୋଛା ଆଦି ବି କରିବା ଉଚିତ ନୁହେଁ। ଏହା ଦ୍ବାରା ସନ୍ତାନ ଏବଂ ସ୍ୱାମୀ ଦୁଇ ଜଣଙ୍କ ଉପରେ ସଙ୍କଟ ଆସିଥାଏ। ଏଥିପାଇଁ ଗୁରୁବାର ଦିନ ଏହି ଭୁଲ କରନ୍ତୁ ନାହିଁ।

ବୃହସ୍ପତି ଯେବେ କମଜୋର ହୋଇଥାଏ ତ ଘରେ ସବୁବେଳେ ଗରିବୀ ନିଜର ବାସ ବନେଇ ନିଏ। ଏହା ଦ୍ବାରା ମା ଲକ୍ଷ୍ମୀ ସାଥ ଛାଡି ଦିଅନ୍ତି। ଆଉ ଭଗବାନ ବିଷ୍ଣୁ କ୍ରୋଧିତ ହୋଇଯାନ୍ତି। ଭଗବାନଙ୍କୁ କାମନା କରିବା ଲୋକେ ଗୁରୁବାର ଦିନ ଏହି ଭୁଲ କରନ୍ତୁ ନାହିଁ। କାରଣ ବୃହସ୍ପତି ଏକ ଏମିତି ଗ୍ରହ ଅଟନ୍ତି ଯିଏ ସମସ୍ତଙ୍କ ଗୁରୁ ଅଟନ୍ତି। ଯିଏ ମନୁଷ୍ୟର ନିଜର କର୍ମ ଅନୁସାରେ ଫଳ ଦେଇଥାନ୍ତି।

ବେଦ ପୁରାଣ ଅନୁସାରେ ଗୁରୁବାର ଦିନ ଘରେ ହଳଦିଆ ଜିନିଷ ପ୍ରସ୍ତୁତ କରିବା ଦ୍ୱାରା ସୁଖ ସମୃଦ୍ଧି ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ। ବୃହସ୍ପତି ମଜବୁତ ହୋଇଥାଏ। ଘରେ ପ୍ରତ୍ୟକ ସଦସ୍ୟ ସଫଳତା ହେବାକୁ ଲାଗିଥାନ୍ତି। ଭଗବାନ ବିଷ୍ଣୁ ଆଉ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଖାସ କରି ଗୁରୁବାର ଦିନ ଆପଣ କୌଣସି ବି ହଳଦିଆ ରଙ୍ଗର ଖାଦ୍ୟ ଯେମିତିକି ବେସନରେ ଢକଲା ସୁଜିରେ ହଳଦୀ ପକେଇ ହାଲୁଆ ପ୍ରସ୍ତୁତ କରନ୍ତୁ ଆଉ ଘରେ ସମସ୍ତଙ୍କୁ ଖୁଆନ୍ତୁ।

ଗୁରୁବାର ଦିନ ବୃହସ୍ପତି ଗ୍ରହକୁ ମଜବୁତ ବନେଇବା ପାଇଁ ଘରର କୌଣସି ସଦସ୍ୟ ହଳିଦିଆ ବସ୍ତ୍ର ଧାରଣ କରନ୍ତୁ। କିନ୍ତୁ ମନେରଖନ୍ତୁ ଗୁରୁବାର ଦିନ କଦଳୀର ଖାଦ୍ୟ କିମ୍ବା କଦଳୀ ଖାଇବା ଉଚିତ ନୁହେଁ। କାରଣ କଦଳୀ ମୁଖ୍ୟ ରୂପରେ ବୃହସ୍ପତି ଦେବଙ୍କ ସ୍ୱରୂପ ହୋଇଥାଏ। ଆଉ ଏହି ବ୍ରତରେ କଦଳୀର ପୂଜା କରାଯାଏ। କଦଳୀ ଖାଇବା କଥା ନୁହେଁ। ଏହା ଦ୍ୱାରା ବୃହସ୍ପତି ଆପଣଙ୍କ ଉପରେ କ୍ରୋଧିତ ହୋଇଯାନ୍ତି

ଗୁରୁବାର ଦିନ ବ୍ରତ ଧାରୀଙ୍କୁ ଚଣା ଡାଲିରେ ପ୍ରସ୍ତୁତ ଖାଦ୍ୟକୁଫଳ ଆହାର ରୂପରେ ଗ୍ରହଣ କରାଯାଏ। ଯେମିତିକି ଚଣାରେ ବେସନରେ ତିଆରି ପୁଡି ପରଟା ଆଦି ପ୍ରସ୍ତୁତ କରି କିମ୍ବା କୌଣସି ମିଠା ଜିନିଷ ସହିତ ଆପଣ ସେବନ କରି ପାରିବେ।

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଯେଉଁ ଲୋକ ବ୍ରତ କରିଥାନ୍ତି ସେମାନେ କେବଳ ସନ୍ଧ୍ୟା ସମୟରେ ହିଁ କୌଣସି ଵସ୍ତୁ ଆଦିର ସେବନ କରିବା ଉଚିତ। ଦିନରେ ଆପଣ ଚା କ୍ଷୀର ଆଦି ପିଇ ପାରିବେ ଆଉ ଫଳର ସେବନ ବି କରି ପାରିବେ।

ଗୁରୁବାର ଦିନ ବ୍ରତଧାରୀଙ୍କୁ କୌଣସି ପ୍ରକାରରେ ଲୁଣର ସେବନ କରିବା ଉଚିତ ନୁହେଁ।

ଗୁରୁବାର ଦିନ ଦାନ କଲେ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ। ଆଉ ଯେବେ ବୃହସ୍ପତି ଗ୍ରହ ମଜବୁତ ହେବ ତ ସେହି ବ୍ୟକ୍ତିଙ୍କୁ ରାଜା ହେବାରୁ କେହି ଅଟକାଇ ପାରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *