Excuse Me Odisha

ଯାହା କହିବୁ ସତ କହିବୁ

୭୦ ବର୍ଷ ପରେ ମହା ଶିବରାତ୍ରି ଅବସରରେ ବନିବ ଦୁର୍ଲଭ ମହାସଂଯୋଗ,ଏହି ୪ ଟି ରାଶିଙ୍କର ଲାଗିବ ଲଟେରୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୭୦ ବର୍ଷ ପରେ ମହା ଶିବରାତ୍ରି ଅବସରରେ ବନିବ ଦୁର୍ଲଭ ମହା ସଂଯୋଗ। ୧ ମାର୍ଚ୍ଚ ୨୦୨୨ ମହା ଶିବରାତ୍ରୀ ଏହି ୪ ଟି ରାଶିଙ୍କର ଲାଗିବ ଲଟେରୀ।

ବନ୍ଧୁଗଣ ଏହି ମହା ଶିବରାତ୍ରି ଅବସରରେ କିଛି ରାଶି ମାନେ ହେବେ ସବୁଠାରୁ ଅଧିକ ଭାଗ୍ୟଶାଳୀ। ଏହି ବର୍ଷ ମହା ଶିବରାତ୍ରି ଅବସରରେ ବହୁତ ଦୁର୍ଲଭ ମହା ସଂଯୋଗ ବନୁଅଛି। ଆସନ୍ତୁ ଜାଣିବା ବିସ୍ତାର ରୂପରେ।

ମେଷ ରାଶି। ଏହି ରାଶିର ଲୋକଙ୍କ ଉପରେ ସକରାତ୍ମକ ଉର୍ଜା ଦେଖିବାକୁ ମିଳିବ। ଆଉ ସମସ୍ତ ଜାଗାରେ ଆପଣଙ୍କ ମାନ ସମ୍ମାନ ବନି ରହିବ। ଆଉ ପରିବାରରେ ଆନନ୍ଦର ବାତାବରଣ ଲାଗି ରହିବ ଆଉ ଏହି ସମୟରେ ଆପଣଙ୍କୁ ମହତ୍ବପୂର୍ଣ ପ୍ରଭାବ ଦେଖିବାକୁ ମିଳିବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ବିଚାର ବହୁତ ଭଲ ରହିବ। ଲୋକମାନେ ଆପଣଙ୍କ ମାର୍ଗଦର୍ଶନ ପାଇ ନିଜକୁ ଧନ୍ୟ ମନେ କରିବେ। ଆଉ ଅଳ୍ପ ଟିକେ ଆପଣଙ୍କୁ ସ୍ୱାଭାବରେ ପରିବର୍ତ୍ତନ କରିବାକୁ ପଡିବ ଆଉ ନିଶ୍ଚିତ ଭାବରେ ଆପଣ ଯେଉଁ କାମ କରିବେ ସେଥିରେ ଶୁଭ ଫଳ ଆପଣଙ୍କୁ ମିଳିବ। ଆପଣ ପରିଶ୍ରମ କରନ୍ତୁ ଆଗକୁ ବଢ଼ନ୍ତୁ ଦେଖିବେ ଭଗବାନ ଶିବ ଆପଣଙ୍କର କେମିତି ସାଥ ଦେବେ।

ବୃଷ ରାଶି। ସକରାତ୍ମକ ଉର୍ଜା ଆପଣଙ୍କୁ ଆଣିବାକୁ ପଡିବ ନିଜ ଭିତରକୁ। ଯାହା ସମ୍ବଦ୍ଧ ବିଷୟରେ କଥା ଆସୁଛି ଯଦି ଆପଣ ଅବିବାହିତ ତେବେ ଆପଣଙ୍କୁ ଭଲ ବିବାହ ପ୍ରସ୍ତାବ ମିଳିବ। ଆଉ ଏହି ସମୟରେ ଭଗବାନ ଶିବଙ୍କ କୃପାରୁ ଚିନ୍ତା କରନ୍ତୁ ନାହିଁ କାରଣ ଭଗବାନ ଶିବଙ୍କ ଉପରେ ସବୁକିଛି ଛାଡି ଦିଅନ୍ତୁ। କ୍ୟାରିୟରରେ ସଫଳତା ମିଳିବ। ଅଳ୍ପ ଚେଷ୍ଟା କରିବେ କିନ୍ତୁ ଆପଣଙ୍କୁ ନିଜର କର୍ମର ଫଳ ନିଶ୍ଚୟ ମିଳିବ। ଭଗବାନ ଶିବଙ୍କ କୃପାରୁ ଭାଗ୍ୟ ଆପଣଙ୍କ ସାଥ ଦେବ। ଆଉ ଏହି ସମୟରେ ବାସ ଅଂହକାରକୁ ଦୂରେଇ ଦିଅନ୍ତୁ। ଆଉ ଏକ ଶାନ୍ତ ସ୍ୱଭାବ ନିଜ ଭିତରକୁ ଆଣନ୍ତୁ। କାରଣ ଅନେକ ଦୁର୍ଲଭ ସଂଯୋଗ ଆପଣଙ୍କ ଜୀବନରେ ବନିବାର ଦେଖିବାକୁ ପାଇବେ।

ମିଥୁନ ରାଶି। ଆପଣ ପ୍ରେମକୁ କେବେବି ପ୍ରଦର୍ଶନ କରନ୍ତି ନାହିଁ କିନ୍ତୁ ଭଗବାନ ଶିବ କୁହନ୍ତି କି ଆପଣଙ୍କ ଭାବନା ମଜବୁତ ଅଟେ। ଆପଣ ରୋମାଣ୍ଟିକ ସମୟ ବିତାଇବେ। ଆଉ ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନରେ କେବଳ ପ୍ରେମ ହିଁ ପ୍ରେମ ରହିବ। ତ ଆପଣଙ୍କ ସମୟ ବହୁତ ଅନୁକୂଳ ରହିବ। ଆପଣଙ୍କର ଯେଉଁ ସହକର୍ମୀ ଅଛନ୍ତି ତାଙ୍କ ଠାରୁ ଆପଣଙ୍କୁ ପ୍ରେରଣା ମିଳିବ ଆପଣ ଭଲ କରି ପାରିବେ। ଆପଣ ସମସ୍ତଙ୍କ ସହିତ ଭଲ ମୁକାବିଲା କରିପାରିବେ। ଯଦି କୌଣସି ସମସ୍ୟା ଆସିବ ତ ଆପଣ ବଡ଼ ଲୋକଙ୍କ ପରାମର୍ଶରେ ଠିକ କରିପାରିବେ

କର୍କଟ ରାଶି। କ୍ୟାରିୟର କ୍ଷେତ୍ରରେ ଛୋଟ ସମସ୍ୟା ଅଛି। କିନ୍ତୁ ଏହି ସମୟରେ ଯଦି ଧ୍ୟାନ କେନ୍ଦ୍ରିତ କରିବେ ତ ମହତ୍ବପୂର୍ଣ ଠିକ ହୋଇଯିବ। ଯଦି କୌଣସି ବ୍ୟକ୍ତିଙ୍କୁ ଆପଣଙ୍କର ଆବଶ୍ୟକତା ପଡିବ ତ ଆପଣ ତାଙ୍କର ସହାୟତା କରନ୍ତୁ କାରଣ ଭଲ କର୍ମକୁ ହିଁ ଲୋକ ମନେ ରଖନ୍ତି। ଆଉ ଅନେକ ଫଳ ଆପଣଙ୍କୁ ଏହି ସମୟରେ ମିଳିବ। ଭଗବାନ ଶିବ କୁହନ୍ତି କାହାରିକୁ ସାହାର୍ଯ୍ୟ କଲେ ତାର ଦଶ ଗୁଣା ଲାଭ ମିଳିଥାଏ

ସିଂହ ରାଶି। ଏହି ରାଶିର ଲୋକଙ୍କ ପାଇଁ ଭଗବାନ ଶିବଙ୍କ କୃପାରୁ ନୂତନ ମୋଡ଼ ଆସିବ। ଏମିତି ସମୟ ଆସିବ ଆପଣଙ୍କ ଭାଗ୍ୟ ସେଟେଲ ହୋଇପାରିବ। ଆପଣ ଭୁଲ କରିବେ ନାହିଁ। ଭଗବାନ ଶିବ କୁହନ୍ତି କି ଆପଣଙ୍କୁ ବହୁତ ଅଧିକ ଧ୍ୟାନ ଦେବାକୁ ପଡିବ ଯେ ଆପଣ କଠିନ ପରିଶ୍ରମ କରିବେ ତଥାପି ଏହି କଥାର ଧ୍ୟାନ ରଖିବେ ଆଉ ଏକଦମ କେଉଁଠି କିଛି ଶୁଣି କୁଦିବାର ଆବଶ୍ୟକତା ନାହିଁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ବାକି ସବୁକିଛି ଭଗବାନ ଶିବଙ୍କ ଉପରେ ଛାଡି ଦିଅନ୍ତୁ। ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନ କେତେ ସୁନ୍ଦର ହୋଇଯିବ।

ତୁଳା ରାଶି। ଯେଉଁମାନେ ଅବିବାହିତ ସେମାନଙ୍କୁ ଭଗବାନ ଶିବଙ୍କ କୃପାରୁ ଭଲ ଜୀବନସାଥୀ ମିଳିବ। ଆଉ ଜୀବନସାଥୀଙ୍କ ସହିତ ଯାହାବି ମୌକା ମିଳିବ ତାକୁ କେବେବି ହାତ ଛଡା କରନ୍ତୁ ନାହିଁ। ଭଗବାନ ଶିବଙ୍କ କୃପାରୁ ସୁଖ ଶାନ୍ତି ସବୁକିଛି ମିଳିବ। ଆପଣ ଭଲ ଅନୁଭବ କରିବେ। ଆପଣ ନିଜର ଭାବନାକୁ ବ୍ୟକ୍ତ କରିବାର ଚିନ୍ତା କରନ୍ତୁ ନାହିଁ। କାରଣ ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ସବୁ କାମ ଭଲରେ ହୋଇଯିବ। ଆପଣ ସବୁ କଥାର ବୁଝାମଣା କରିନିଅନ୍ତୁ। ଆବଶ୍ୟକତା ନପଡିଲେ କେଉଁଠି ବି ମୁଣ୍ଡ ନଇଁବେ ନାହିଁ। ଆପଣ ଉର୍ଜାବାନ ବନି ରହିବେ।

ବିଛା ରାଶି। ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। ଆପଣଙ୍କ ଘରକୁ ଖୁସି ଆସିବ। ଆଖପାଖରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ୱରେ ଅଧିକ ଆକର୍ଷିତ ରହିବେ। ଯଦି ଆପଣ ଏକା ଅଛନ୍ତି ତ ଆପଣ ନିଶ୍ଚିତ ଭାବରେ କେହି ନାଁ କେହି ଭାଗିଦାର ମିଳିଯିବ ଯିଏ ଆପଣଙ୍କ ସୁଖ ଦୁଃଖର ସାଥ ଦେବ। କୌଣସି କଥାରେ ଅସାବଧାନତା କରନ୍ତୁ ନାହିଁ ସାବଧାନ ରୁହନ୍ତୁ। ଭଗବାନ ଶିବ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇବେ। ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଆଉ ସମସ୍ତ ସ୍ବାସ୍ଥ୍ୟର ସମସ୍ୟାରୁ ଦୂରେଇ ରହିବାକୁ ହେବ। ସ୍ୱସ୍ତିକ ଭଜନ ଗ୍ରହଣ କରନ୍ତୁ। ସକରାତ୍ମକ ଚିନ୍ତାରେ ଆଗକୁ ବଢ଼ନ୍ତୁ। ସବୁକିଛି ଭଲ ହେବ।

ଧନୁ ରାଶି। ବନ୍ଧୁ ପରିବାର ସଦସ୍ୟଙ୍କ ସହିତ ଯେଉଁ ସମ୍ପର୍କ ଥିଲା ତାହା ମଜବୁତ ହେବ। ଭଗବାନ ଶିବ କୁହନ୍ତି ଶକ୍ତି ବଢିବ। ଆଉ ଅବିବାହିତ ଲୋକମାନଙ୍କୁ ଭଲ ବିବାହ ପ୍ରସ୍ତାବ ମିଳିବ। ତାଙ୍କର ଭାଗ୍ୟ ସାଥ ଦେବ। ଭାବି ଚିନ୍ତି ସମ୍ପର୍କରେ ଆଗକୁ ବଢିବାକୁ ହେବ। କାହାରିକୁ ବି ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ। ପଜେଟିଭ ଭାବନା ସହିତ ଆଗକୁ ବଢ଼ନ୍ତୁ। ଆପଣ କୌଣସି ଭୁଲ କରିବା ଠାରୁ ଦୂରେଇ ରୁହନ୍ତୁ। ଲୋକଙ୍କର ଫାଇଦା ଉଠାନ୍ତୁ ନାହିଁ। ଆପଣ ନିଜକୁ ନିଜେ ବିଶ୍ୱାସ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ଦେବାକୁ ପଡିବ।

ମକର ରାଶି। ଆପଣ କୌଣସି ଅଧିକାରୀଙ୍କ ସହିତ କତାବାର୍ତା କରିବାର ଦେଖାଯିବେ। ଆପଣ ଯେତେ ପର୍ଯ୍ୟନ୍ତ ନମାନି ଥିବେ ଆପଣ ଜିଦି ଅଟନ୍ତି କାରଣ ଆପଣ ମାନନ୍ତି ନାହିଁ ସେଥିପାଇଁ ଆପଣ ଜିଦକୁ ଦୂରେଇ ଦେଇ ଏକ ନରମ ସ୍ୱାଭାବର ସହିତ ରୁହନ୍ତୁ। ଲୋକମାନଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ। ଆପଣ ଆପେ ଆପେ ଆଗକୁ ବଢିଯିବେ। ନିଜ ଲୋକଙ୍କ ସହିତ ସମୟ ଅତିବାହିତ କରନ୍ତୁ। ଆଉ ଆପଣ ଭଗବାନ ଶିବଙ୍କ କୃପାରୁ ପଜେଟିଭ ଚିନ୍ତା ସହିତ ଆଗକୁ ବଢ଼ନ୍ତୁ। ଆଉ ଏକ୍ଟିଭ ରୁହନ୍ତୁ।

କୁମ୍ଭ ରାଶି। ଆପଣଙ୍କ ବ୍ୟକ୍ତିଗତ ସ୍ୱାଭାବରେ ପରିବର୍ତ୍ତନ ଆସିବ। ଆଉ ଭଗବାନ ଶିବଙ୍କ କୃପାରୁ ପଜେଟିଭ ଭାବରେ ଜିନିଷ ଆଗକୁ ବଢ଼ିବ। ଆପଣଙ୍କ ସ୍ଵଭାଵ ଭଲ ହେବ। ଏହା ଦ୍ବାରା ଆପଣଙ୍କ ଜୀବନରେ କେହି ବହୁତ ସହଜରେ ପ୍ରବେଶ କରିପାରିବ। ଖାସ କରି ବିପରୀତ ଲିଙ୍ଗ। ଯଦି ଆପଣ ଏକା ଅଛନ୍ତି ତ ଦୁଃଖୀ ହୁଅନ୍ତୁ ନାହିଁ ନିକଟ ଭବିଷ୍ୟତରେ ଆପଣଙ୍କୁ କେହି ଏମିତି ସାଥୀ ମିଳିବ ଯିଏ ଆପଣଙ୍କୁ ବୁଝିବ। ପରିବାର ଏବଂ ସାଙ୍ଗଙ୍କ ପ୍ରତି ଅଳ୍ପ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ନିଜ କାମରେ ଟିକେ ରେଷ୍ଟ ମିଳିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆଉ ପଜେଟିଭ ଚିନ୍ତାର ସହିତ ଆଗକୁ ବଢ଼ନ୍ତୁ। କାରଣ ଆପଣଙ୍କ ତାରା ଚମକିବାକୁ ଯାଉଛି।

ମୀନ ରାଶି। ଭଗବାନ ଶିବଙ୍କ କୃପାରୁ କିଛି ଭୁଲ ଘଟଣା ଘଟିବ। ବ୍ୟବସାୟୀ ମାନଙ୍କୁ ବହୁତ ଭଲ ଅବସର ମିଳିବ। ଆଉ ଚିନ୍ତାଧାରା ଉପରେ ନିର୍ଭର କରିଥାଏ ଯେ ଆପଣ କରିବାକୁ କଣ ଚାହାନ୍ତି। ଆପଣ ଯାହା ଚାହିଁବେ ଆପଣଙ୍କୁ ତାହା ମିଳିବ। ବାସ ଚିନ୍ତାରୁ ବାହାରିବାକୁ ପଡିବ। ଯଦି କୌଣସି ଚିନ୍ତା ଅଛି କିମ୍ବା ଆପଣ କାହା ପାଖରୁ ହେଲ୍ପ ଚାହୁଁଛନ୍ତି ତ ନିଜ ଲୋକଙ୍କ ଠାରୁ ବିନା ଲାଜରେ କଥା ହୁଅନ୍ତୁ ଆଉ ସବୁ ଭଗବାନ ଶିବଙ୍କ ଉପରେ ଛାଡିଦିଅନ୍ତୁ। କିନ୍ତୁ ଆଗକୁ ଆପଣଙ୍କୁ ନିଜକୁ ବଢିବାକୁ ପଡିବ। ଆଉ ଭଗବାନ ଶିବ ଆପଣଙ୍କୁ ସହଯୋଗ କରିବେ। ସକରାତ୍ମକ ଚିନ୍ତାଧାରା ରଖନ୍ତୁ। ସବୁକିଛି ଭଲ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *