Excuse Me Odisha

ଯାହା କହିବୁ ସତ କହିବୁ

ନିଜ ସ୍ୱାମୀଙ୍କର ସମସ୍ତ ଇଛାକୁ ପୂରଣ କରିଥାନ୍ତି ଏହି ୪ ଗୋଟି ନାମ ଥିବା ଝିଅମାନେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ।ସମସ୍ତଙ୍କୁ ଉତ୍ତମ ଜୀବନସାଥୀଟିଏ ପାଇବା ପାଇଁ ଆଶା ରହିଥାଏ।ଜ୍ଯୋତିଷ ଶାସ୍ତ୍ରରେ କୌଣସି ବ୍ୟକ୍ତିର ନାମର ବହୁତ ମହତ୍ଵ ରହିଛି। ନାମର ଅକ୍ଷର ଗୁଡିକୁ ଆଧାର କରି ବ୍ୟକ୍ତିର ଚରିତ୍ର, ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜଣା ଯାଇଥାଏ।କିନ୍ତୁ ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ୱାସ।

ଯେଉଁ ସମ୍ପର୍କରେ ବିଶ୍ୱାସ ନଥାଏ ସେହି ସମ୍ପର୍କ ଖୁବ୍ ଅଳ୍ପ ସମୟ ମଧ୍ୟରେ ଭାଙ୍ଗି ଯାଇଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସର୍ବଦା ନିଜ ସମ୍ପର୍କକୁ ସୁଦୃଢ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି ଏବଂ ନିଜ ସ୍ବାମୀଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ M ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ବହୁତ ସୁନ୍ଦର ଓ ଭାଗ୍ୟଶାଳୀ ହୋଇଥାନ୍ତି । କାରଣ ଏମାନଙ୍କୁ ଜଣେ ସଚ୍ଚୋଟ ଜୀବନସାଥୀଟିଏ ମିଳି ଥାଆନ୍ତି, ଯିଏ ଏମାନଙ୍କୁ ହୃଦୟରୁ ପ୍ରେମ କରିଥାନ୍ତି। ଏମାନେ ନିଜ ସ୍ବାମୀଙ୍କର ବହୁତ ଯତ୍ନ ନେଇଥାନ୍ତି ଏବଂ ବିଶ୍ବାସୀ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ସ୍ବାମୀଙ୍କର ସମସ୍ୟା ଇଛା ପୂରଣ କରିଥାନ୍ତି। ସେଥିପାଇଁ ଏମାନେ ଶାଶୂଘରେ ରାଣୀ ହୋଇ ରହିଥାନ୍ତି।

୨/ K ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି।ଏମାନେ ନିଜ ସ୍ବାମୀଙ୍କର ସମସ୍ତ ଇଛାକୁ ପୂରଣ କରିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ଏହାସହିତ ଏମାନେ ନିଜ ସ୍ବାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି।ଏହି କାରଣରୁ ଏମାନଙ୍କ ସ୍ବାମୀ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି।

୩/ H ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମ H ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସର୍ବଦା ନିଜ ସ୍ବାମୀଙ୍କର ସେବା କରି ଥାଆନ୍ତି। କୌଣସି ବିପଦ ସମୟରେ ଏମାନେ ନିଜ ସ୍ବାମୀଙ୍କୁ ଉଚିତ ମାର୍ଗ ଦେଖେଇ ଥାନ୍ତି।

ଏମାନେ ନିଜ ପାର୍ଟନରଙ୍କ ପ୍ରତି ବହୁତ ସଚ୍ଚୋଟ ଏବଂ ବିଶ୍ବାସୀ ରହିଥାଆନ୍ତି। ତେଣୁ ଏମାନଙ୍କୁ ସର୍ବଦା ତାଙ୍କ ସ୍ୱାମୀଙ୍କ ଠାରୁ ସ୍ନେହ ଆଦର ଓ ସମ୍ମାନ ମିଳିଥାଏ। ଏମାନେ ନିଜ ସ୍ୱାମୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି।

୪/ D ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର D ରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ବହୁତ ସୁନ୍ଦର ଓ ଗୁଣବତୀ ହୋଇଥାନ୍ତି। ଏମାନେ ନିଜ ସ୍ବାମୀଙ୍କର ବହୁତ ଯତ୍ନ ନେଇଥାନ୍ତି। ଏମାନଙ୍କ ସ୍ବାମୀ କୌଣସି ସମସ୍ୟାରେ ପଡ଼ିଥିଲେ, ଏମାନେ ସବୁ ସମସ୍ୟାର ସମାଧାନ ମଧ୍ୟ କରିଦେଇ ଥାଆନ୍ତି।ଏମାନେ ସର୍ବଦା ନିଜ ସ୍ଵାମୀଙ୍କ ପ୍ରତି ବିଶ୍ବାସୀ ହୋଇଥାଆନ୍ତି। ତେଣୁ ଶାଶୂଘରେ ଏମାନେ ରାଣୀ ହୋଇ ରହିଥାନ୍ତି।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *