Excuse Me Odisha

ଯାହା କହିବୁ ସତ କହିବୁ

ରୁଟିର ଏମିତି ଅଟା ଯାହା ଆପଣଙ୍କ ଭାଗ୍ୟକୁ ଖାଇଯାଇଥାଏ,ଦେଖିଲେ ଆପଣ ନିଜେ ଜାଣିପାରିବେ ଆପଣଙ୍କର ଭୁଲ କେଉଁଠି ରହୁଛି !

ସେୟାର୍ କରନ୍ତୁ

ପ୍ରାୟ ମହିଳା ମାନେ ସମୟକୁ ବଞ୍ଚାଇବା ପାଇଁ ସକାଳ ଏବଂ ସନ୍ଧ୍ୟା ପାଇଁ ଏକାଥରେ ଅଟା ଗୋଳେଇ ରଖିଦିଅନ୍ତି। ଥରେ ବ୍ୟବହାର କଲେ ଆଉ ବଳକା ଅଟା ଫ୍ରିଜରେ ରଖିଦିଅନ୍ତି। ତାକୁ ପରେ ବ୍ୟବହାର କରନ୍ତି। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ହୋଇଥାଏ।

ଅଟା ଗୋଲାଇବା ମାତ୍ରେ ତୁରନ୍ତ ରୁଟି ବନେଇ ନେବା ଉଚିତ। କାରଣ ଏଥିରେ ଅନେକ ରାସାୟନିକ ପରିବର୍ତ୍ତନ ହୋଇଥାଏ। ଆଉ ଫ୍ରିଜରେ ଏହାକୁ ରଖିଲେ ହାନିକାରକ ହୋଇଥାଏ। ଯଦି ଫ୍ରିଜରେ ରଖା ହୋଇଥିବା ଅଟାରେ ଆପଣ ଖାଦ୍ୟ ଖାଉଛନ୍ତି ତ କେଉଁଠି ନାଁ କେଉଁଠି ସ୍ୱାସ୍ଥ୍ୟକୁ ଚିନ୍ତିତ କରିବ।

ବାସୀ ଅଟାର ରୁଟି ଖାଇବା ଭଲ ନୁହେଁ। ଶାସ୍ତ୍ରରେ କୁହାଯାଇଛି ବାସୀ ଖାଦ୍ୟ ଭୁତକୁ ସମର୍ପଣ ଅଟେ। କୁହାଯାଏ ଯେବେ ଘରେ ବଞ୍ଚିତ ଅଟାକୁ ରଖିଦିଅନ୍ତି ତ ଏହା ପିଣ୍ଡର ସମାନ ହୋଇଥାଏ। ପିତୃପୁରୁଷ ଏହି ପିଣ୍ଡକୁ ଖାଇବା ପାଇଁ ଆସିଥାନ୍ତି। ତ ଯଦି ଆପଣ ଏମିତି ଅଟା ରଖୁଛନ୍ତି ତ କୌଣସି ନାଁ କୌଣସି ପ୍ରକାରର ରୋଗ ଆଳସ୍ୟ ଡର ଘେରି ଦେଇଥାଏ।

ବାସୀ ଅଟାର ରୁଟି ଖାଇବା ଦ୍ୱାରା ପିଠି ସମସ୍ୟା କରିଥାଏ। ତ ଏମିତିରେ କଣ କରିବେ ନାଁ ଯେବେବି ଅଟା ଗୋଳାଉ ଛନ୍ତି ତ ସେହି ଅଟା ଉପରେ ୩ ଟି ଆଙ୍ଗୁଳିରେ ଛାପ ଲଗେଇ ଦିଅନ୍ତୁ। ଏମିତି ଛାପ ଦେଲେ ଏହା ପିଣ୍ଡ ହେବ ନାହିଁ। ଆଉ ଏକା ଥରେ ବେସି ଅଟା ଗୋଳାନ୍ତୁ ନାହିଁ। ଯେତିକି ଦରକାର ସେତିକି ଅଟା ଗୋଳାନ୍ତୁ ଆଉ ଏକାଥରେ ବନେଇ ନିଅନ୍ତୁ।

ଯଦି ଆପଣ ଚାହୁଁଛନ୍ତି ଘରେ ମା ଲକ୍ଷ୍ମୀଙ୍କର ବାସ ହେଉ ତ ଆପଣ ଅଟା ଗୋଳେଇବା ସମୟରେ ସେଥିରେ ଲୁଣ ଅଳ୍ପ ଚିନି ଏବଂ ଅଳ୍ପ କ୍ଷୀର ମିଶେଇ ଦିଅନ୍ତୁ। ଏମିତି ଅଟାରେ ରୁଟି କଲେ ସେଥିରୁ ଭଲ ବାସ୍ନା ଉଠିଥାଏ ଆଉ ଏହି ବାସ୍ନା ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *