Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶିବଙ୍କ ଅଂଶ ହୋଇଥାନ୍ତି ଏହି ୬ ଟି ନାମ ଥିବା ଲୋକମାନେ । ଜାଣନ୍ତୁ କିଏ କିଏ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶିବଙ୍କ ଅଂଶ ହୋଇଥାନ୍ତି ଏହି ୬ ଟି ନାମ ଥିବା ଲୋକମାନେ।

ବନ୍ଧୁଗଣ ପୁରାଣ ଶାସ୍ତ୍ର ଶାସ୍ତ୍ର ଅନୁସାରେ ଭଗବାନ ଶିବ ଏମିତି ଭଗବାନ ଅଟନ୍ତି ଯିଏ ଶୀଘ୍ର ହିଁ ପ୍ରସନ୍ନ ହୋଇଥାନ୍ତି। ଆଉ ନିଜର ଭକ୍ତଙ୍କୁ ମନ ବାଂଛିତ ବରଦାନ ପ୍ରଦାନ କରିଥାନ୍ତି। ସେ କେବଳ ତାଙ୍କର ଭକ୍ତଙ୍କର କଲ୍ୟାଣ ହିଁ ଚାହିଁଥାନ୍ତି। ଆଉ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ସବୁଠାରୁ ସହଜ ଅଟେ। କିନ୍ତୁ ଆଜି ଆମେ ଆଲୋଚନା କରିବା ଭଗବାନ ଶିବଙ୍କର ଅଂଶ କେଉଁମାନେ ଅଟନ୍ତି କେଉଁମାନଙ୍କ ଉପରେ ଭଗବାନ ଶିବଙ୍କ କୃପା ବର୍ଷା ହୋଇଥାଏ।

ଭଗବାନ ଶିବ ସରଳ ଭକ୍ତଙ୍କୁ ଅଧିକ ପସନ୍ଦ କରନ୍ତି କାରଣ ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିବା ପାଇଁ କେବେବି ନିଜ ଉପରେ ଅଂହକାର କରିବା ଉଚିତ ନୁହେଁ। ଏମିତି ଲୋକଙ୍କୁ ଧନ ମାନ ସମ୍ମାନ ଐଶ୍ୱର୍ଯ୍ୟକୁ ନେଇ ଯେଉଁମାନେ ଅହଂକାର ରଖନ୍ତି ନାହିଁ ସେହିମାନେ ଭଗବାନ ଶିବଙ୍କ କୃପା ପାନ୍ତି ନାହିଁ। ଭଗବାନ ଶିବଙ୍କର ଯେଉଁମାନେ ଅଂଶ ଅଟନ୍ତି ଖାସ ଅଟନ୍ତି ତାଙ୍କର ଭଗବାନ ଶିବଙ୍କର କିଛି ଲକ୍ଷଣ ଥାଏ। ସେମାନଙ୍କର ପୁରା ଜୀବନ ଉପରେ ଭଗବାନ ଶିବଙ୍କ କୃପା ବନିରହିଥାଏ। ତେବେ ଆଜି ଆମେ ସେହିମାନଙ୍କ ବିଷୟରେ କଥା ହେବା।

A ଅକ୍ଷର ଥିବା ଲୋକ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର A ତ ଭଗବାନ ଶିବଙ୍କର ବଡ଼ ଭକ୍ତ ଅଟନ୍ତି ଆପଣ। କାରଣ ଏହି ଲୋକମାନେ ଭଗବାନ ଶିବଙ୍କର ବହୁତ ପାଖରେ ଥାନ୍ତି। ଆଉ ଭଗବାନ ଶିବଙ୍କ କୃପାରୁ ସେମାନେ ଖରାପ ସ୍ଥିତିରୁ ଖରାପ ସମୟରୁ ବହୁତ ସହଜରେ ବାହାରକୁ ବାହାରି ଆସିଥାନ୍ତି। ଭଗବାନ ଶିବ ଆପଣଙ୍କର ରକ୍ଷା କରିଥାନ୍ତି ପ୍ରତ୍ୟକ କ୍ଷେତ୍ରରେ। ଜୀବନରେ କେତେବି ସମସ୍ୟା ଆସିଯାଉ କିନ୍ତୁ ଭଗବାନ ଶିବଙ୍କ କୃପାରୁ ବହୁତ ସହଜରେ ସୁରକ୍ଷିତ ହୋଇ ବାହାରକୁ ବାହାରି ଆସିଥାନ୍ତି।

C ଅକ୍ଷର ଥିବା ଲୋକ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର Cରୁ ଆରମ୍ଭ ହୋଇଥାଏ ତ ଭଗବାନ ଶିବଙ୍କର ବହୁତ ପାଖ ମାନାଯାଏ। କାରଣ ଏମିତି ଲୋକଙ୍କର ଭକ୍ତିରେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି। ଏମିତି ଲୋକ ବହୁତ ମାଇନେ ରଖିଥାନ୍ତି ଏବଂ ଏମିତି ଲୋକ ସ୍ୱୟଂ ବି ଭଗବାନ ଶିବଙ୍କୁ ସ୍ୱପ୍ନରେ ଦେଖିଥାନ୍ତି। ତ ଏମିତି ଲୋକଙ୍କ ଉପରେ ଭଗବାନ ଶିବଙ୍କ କୃପା ବର୍ଷା ହୋଇଥାଏ।

J ଅକ୍ଷର ଥିବା ଲୋକ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର J ରୁ ଆରମ୍ଭ ହୋଇଥାଏ ତ ଆପଣଙ୍କ ସହିତ ଯଦି କୌଣସି ବ୍ୟକ୍ତି ଶତ୍ରୁତା କରେ ନାଁ ତାର ସିଧା ଖରାପ ସମୟ ଆସିଯାଏ କାରଣ ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଶତ୍ରୁ ଠାରୁ ଆପଣଙ୍କର ରକ୍ଷା ହୋଇଥାଏ। ଆଉ ଶତ୍ରୁ ସର୍ବଦା ଆପଣଙ୍କ ଉପରେ ଭାରି ପଡ଼ିଥାନ୍ତି। ଆଉ ଭଗବାନ ଶିବଙ୍କର ବହୁତ କୃପା ଆପଣଙ୍କ ଉପରେ ବର୍ଷା ହୋଇଥାଏ। ଆଉ ସର୍ବଦା ସେ ନିଜ ଦୃଷ୍ଟିରେ ଆପଣଙ୍କୁ ରଖିଥାନ୍ତି।

P ଅକ୍ଷର ଥିବା ଲୋକ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ ତ ଆପଣ ନିଜେ ହିଁ ଭଗବାନ ଶିବଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ନାହିଁ କାରଣ ସେମାନଙ୍କ ସରଣରେ ହିଁ ରହିଥାନ୍ତି। ଆପଣ ସର୍ବଦା ତାଙ୍କୁ ଭଜି ଥାନ୍ତି। ତାଙ୍କର ପାଖରେ ରହିବାକୁ ପସନ୍ଦ କରନ୍ତି କାରଣ ଆପଣ ଛଳ କପଟ ରୁ ଦୁରେଇ ରହିଥାନ୍ତି। ଆପଣଙ୍କ ଜୀବନ ସାଧାରଣ ଜୀବନ ଟିଏ ହୋଇଥାଏ। ସେଥିପାଇଁ ଭଗବାନ ଶିବ ଆପଣଙ୍କୁ ପ୍ରତ୍ୟକ ଅସୁବିଧାରୁ ରକ୍ଷା କରିଥାନ୍ତି।

V ଅକ୍ଷର ଥିବା ଲୋକ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର V ରୁ ଆରମ୍ଭ ହୋଇଥାଏ ତ ଏମିତି ଲୋକ ଛଳ କପଟ କରନ୍ତି ନାହିଁ। ବରଂ ଏଥିପାଇଁ ଭଗବାନ ଶିବ ସର୍ବଦା ନିଜର କୃପାଦୃଷ୍ଟି ଏମାନଙ୍କ ଉପରେ ବର୍ଷା କରିଥାନ୍ତି। ଆଉ କେବେବି କୌଣସି ଅସୁବିଧାରେ ପକାଇ ବାକୁ ଦିଅନ୍ତି ନାହିଁ ଆଉ ଯଦି ପଡିଯାନ୍ତି ଅସୁବିଧାରୁ ବାହାରକୁ ବାହାରିବାର ରାସ୍ତା ବି ଭଗବାନ ଶିବ କହି ଦିଅନ୍ତି। ଆଉ ଭଗବାନ ଶିବଙ୍କ କୃପାଦୃଷ୍ଟି ସର୍ବଦା ଏମାନଙ୍କ ଉପରେ ବର୍ଷା ହୋଇଥାଏ। ଏଥିପାଇଁ ଜୀବନରେ କେବେବି କୌଣସି ଅସୁବିଧା ହୋଇନଥାଏ। ଆଉ ସହଜରେ ସଫଳତା ମିଳିଥାଏ।

S ଅକ୍ଷର ଥିବା ଲୋକ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ତ ଆପଣ ଭଗବାନ ଶିବଙ୍କର ଅନ୍ୟ ଭକ୍ତଙ୍କ ମଧ୍ୟରୁ ଅନ୍ୟତମ। ଆଉ ସର୍ବଦା ଭଗବାନ ଶିବଙ୍କୁ ଖୁସି ରଖିବା ପ୍ରସନ୍ନ ରଖିବାକୁ ଚାହିଁଥାନ୍ତି। ଆପଣଙ୍କ ସହିତ ଯିଏ ଶତ୍ରୁତା କରେ ସେ ଭଗବାନ ଶିବଙ୍କ ଶତ୍ରୁତା କରିବା ସହିତ ସମାନ ହୋଇଥାଏ। ଏଥିପାଇଁ ଆପଣଙ୍କ ଉପରେ କୌଣସି ଅସୁବିଧା ଆସେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *