Excuse Me Odisha

ଯାହା କହିବୁ ସତ କହିବୁ

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ବିବାହ କିପରି ହେ ବ? ଆପଣଙ୍କ ଭାଗ୍ୟରେ ପ୍ରେମ ବିବାହର ଯୋଗ ରହିଛି କି ନାହିଁ ଜାଣନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜି ଆମେ ଏହି ଆର୍ଟିଜିଲ୍ଲାରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା। ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜନ୍ମ ତାରିଖରୁ ନିଜ ବିବାହ ବିଷୟରେ କିପରି ଜାଣିପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଅଧିକାଂଶ ଲୋକେ ବିବାହକୁ ନେଇ ଜ୍ୟୋତିଷ ମାନଙ୍କ ପାଖରେ ଜାତକ ଦେଖାଇ ଥାଆନ୍ତି।ଯଦି ଆପଣ ଜ୍ୟୋତିଷ ମାନଙ୍କୁ ମାନୁଛନ୍ତି, ତେବେ ଅଙ୍କ ଜ୍ୟୋତିଷ ଦ୍ଵାରା ଏହା ଜାଣିପାରିବେ କି ଆପଣଙ୍କର ବିବାହ ଯୋଗ କିପରି ରହିଛି। ଅଙ୍କ ଜ୍ୟୋତିଷ ଅନୁସାରେ ଆପଣ ନିଜ ଜନ୍ମ ତାରିଖର ଅଙ୍କକୁ ଯୋଡି ନିଜ ବିବାହ କିପରି ହେବ, ସେହି ବିଷୟରେ ଜାଣି ପାରିବେ।

– ପ୍ରଥମେ ହେଉଛି ମୂଲ୍ୟାଙ୍କ ୧।ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୧, ୧୦, ୧୯, କିମ୍ବା ୨୮ ତାରିଖରେ ହୋଇଥାଏ, ତାହେଲେ ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଲୋକ ମାନେ ବହୁତ ଲାଜୁଆ ସ୍ୱଭାବର ହୋଇଥାନ୍ତି।ଏମାନଙ୍କର ଏହି ଲାଜୁଆ ସ୍ଵଭାବ ଯୋଗୁଁ ଏମାନଙ୍କର ପ୍ରେମ ବିବାହ ଅସମ୍ଭବ ହୋଇଥାଏ।ତେଣୁ ଏମାନେ ପିତାମାତାଙ୍କ ଦ୍ଵାରା ବାଛିଥିବା ପୁରୁଷ ବା ମହିଳାଙ୍କୁ କରିଥାନ୍ତି।

– ଦିତୀୟରେ ହେଉଛି ମୂଲ୍ୟାଙ୍କ ୨।ଯେଉଁ ମାନଙ୍କର ଜନ୍ମ କୌଣସି ମାସର ୨,୧୧,୨୦ କିମ୍ବା ୨୯ ତାରିଖରେ ହୋଇଥାଏ, ସେମାନଙ୍କର ପ୍ରେମ ବିବାହ ହୋଇଥାଏ। କାରଣ ଏହି ଅଙ୍କ ଗୁଡ଼ିକ ଚନ୍ଦ୍ରଙ୍କର ଅଙ୍କ ଅଟେ। ଏମାନେ ପ୍ରେମ ବିବାହ କରି ନିଜ ଜୀବନରେ ବହୁତ ଖୁସିରେ ରହିଥାନ୍ତି।

– ତୃତୀୟରେ ହେଉଛି ମୂଲ୍ୟାଙ୍କ ୩। ଯେଉଁମାନଙ୍କର ଜନ୍ମ କୌଣସି ମାସର ୩,୧୨,୨୧ ତାରିଖରେ ହୋଇଥାଏ, ସେମାନଙ୍କର ପ୍ରେମ ବିବାହର ଯୋଗ ରହିଥାଏ। କାରଣ ଏହି ମୂଲ୍ୟାଙ୍କ ଗୁରୁଙ୍କର ଅଟେ। ଏହି ଲୋକମାନେ ପ୍ରେମରେ ସଫଳ ହୋଇଥାନ୍ତି।

– ତୃତୀୟରେ ହେଉଛି ମୂଲ୍ୟାଙ୍କ ୪। ଯେଉଁ ଲୋକ ମାନଙ୍କର ଜନ୍ମ କୌଣସି ମାସର ୪,୧୩,୨୨,୩୧ ତାରିଖରେ ହୋଇଥାଏ, ସେମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇ ନଥାନ୍ତି। କାରଣ ଏହି ମୂଲ୍ୟାଙ୍କ ରାହୁଙ୍କର ଅଟେ। ଏମାନେ ପ୍ରେମ ବିବାହ କରିବାର ବହୁତ କମ୍ ସମ୍ଭାବନା ରହିଥାଏ।

– ଚତୁର୍ଥରେ ହେଉଛି ମୂଲ୍ୟାଙ୍କ ୫। ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୫,୧୪ କିମ୍ବା ୨୩ ତାରିଖରେ ହୋଇଥାଏ, ସେମାନଙ୍କର ଏରେଞ୍ଜ ମ୍ୟାରେଜ ହୋଇଥାଏ। ଏମାନେ ବିବାହ ପରେ ବହୁତ ସୁଖରେ ଜୀବନଯାପନ କରିଥାନ୍ତି।

– ପଞ୍ଚମରେ ହେଉଛି ମୂଲ୍ୟାଙ୍କ ୬।ଯେଉଁ ଲୋକ ମାନଙ୍କର ଜନ୍ମ ୬,୧୫ କିମ୍ବା ୨୪ ତାରିଖରେ ହୋଇଥାଏ, ସେମାନଙ୍କର ନିଶ୍ଚିତ ଭାବରେ ପ୍ରେମ ବିବାହ ହେବାର ଯୋଗ ରହିଥାଏ। ପ୍ରେମ ବିବାହ କରି ଏମାନେ ସୁଖରେ ରହିଥାନ୍ତି।

– ଷଷ୍ଠରେ ହେଉଛି ମୂଲ୍ୟାଙ୍କ ୭।ଯେଉଁ ଲୋକ ମାନଙ୍କର ଜନ୍ମ କୌଣସି ମାସର ୭, ୧୬ କିମ୍ବା ୨୫ ତାରିଖରେ ହୋଇଥାଏ, ସେମାନଙ୍କର ଏରେଞ୍ଜା ମ୍ୟାରେଜ ହୋଇଥାଏ।

– ସପ୍ତମରେ ହେଉଛି ମୂଲ୍ୟାଙ୍କ ୮। ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୮, ୧୭ କିମ୍ବା ୨୬ ତାରିଖରେ ହୋଇଥାଏ, ସେମାନଙ୍କର ପ୍ରେମ ବିବାହ ହେବାର ବହୁତ କମ୍ ସମ୍ଭାବନା ରହିଥାଏ।

– ଅଷ୍ଟମରେ ହେଉଛି ମୂଲ୍ୟାଙ୍କ ୯। ଯେଉଁମାନଙ୍କର ଜନ୍ମ କୌଣସି ମାସର ୯, ୧୬ କିମ୍ବା ୨୭ ତାରିଖରେ ହୋଇଥାଏ, ସେମାନଙ୍କ ଏରେଞ୍ଜ ମ୍ୟାରେଜ ହୋଇଥାଏ। ଏହାସହିତ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *