Excuse Me Odisha

ଯାହା କହିବୁ ସତ କହିବୁ

ନିଜ ବାପ ଘରୁ ନିଅନ୍ତୁ ନାହିଁ ଏହି ୩ ଟି ଜିନିଷ। ସ୍ୱାମୀଙ୍କର ହୋଇଥାଏ ମୃତ୍ୟୁ। କରନ୍ତୁ ନାହିଁ ଏହି ଭୁଲ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିଜର ବାପ ଘରୁ ନିଅନ୍ତୁ ନାହିଁ ଏହି ୩ ଟି ଜିନିଷ। ସ୍ୱାମୀଙ୍କର ହୋଇଥାଏ ମୃତ୍ୟୁ। କରନ୍ତୁ ନାହିଁ ଏହି ଭୁଲ।

ବନ୍ଧୁଗଣ ଘରର ଝିଅଙ୍କୁ ବିବାହ ପରେ ତା ଶାଶୁ ଘରକୁ ଏହି ଗୋଟିଏ ଜିନିଷ ଭୁଲରେ ବି ଦିଅନ୍ତୁ ନାହିଁ ନଚେତ ଆସିଥାଏ ଭୟଙ୍କର ସଙ୍କଟ। ବନ୍ଧୁଗଣ ଝିଅମାନେ ଆମ ଘରର ଲକ୍ଷ୍ମୀ ହୋଇଥାନ୍ତି। ହିନ୍ଦୁ ଧର୍ମରେ ଝିଅଙ୍କୁ ମା ଦୁର୍ଗା ମା ଲକ୍ଷ୍ମୀ ଏବଂ ମା ସ୍ୱରସ୍ୱତୀଙ୍କ ପ୍ରତୀକ ମନାଯାଇଥାଏ। ଝିଅମାନେ ପ୍ରତ୍ୟକ ବାପା ମାଙ୍କର ଗେଲ୍ହା ହୋଇଥାନ୍ତି। ରାଜକୁମାରୀଙ୍କ ପରି ଘରେ ରହିଥାନ୍ତି କିନ୍ତୁ ପର ଘରର ଧନ ହୋଇଥାନ୍ତି। ତେଣୁ ପ୍ରତ୍ୟକ ମା ବାପାଙ୍କୁ କେବେ ନାଁ କେବେ ଝିଅଙ୍କୁ ବିଦା କରିଥାନ୍ତି ଏବଂ ନିଜ କର୍ତ୍ତବ୍ୟ କରିଥାନ୍ତି।

ଝିଅର ବାହାଘର କରିବା ବାପା ମାଙ୍କର ବଡ଼ ଦାୟିତ୍ୱ ହୋଇଥାଏ। ଝିଅ ପାଇଁ ଭଲ ପୁଅ ଖୋଜିବା ଆଉ ଭଲ ପୁଅ ଦେଖି ତାର ବିବାହ କରିବା ଆଉ ତାର ବିଦାୟୀରେ କୌଣସି କମି ନରହିବ ଏହି କଥାର ବିଶେଷ ଧ୍ୟାନ ରଖିଥାନ୍ତି ମା ବାପା। ଏହା ସହିତ ଝିଅର ଶାଶୁ ଘର ଲୋକଙ୍କୁ କୌଣସି ଅସୁବିଧା ନଆସୁ ଏହି ଚିନ୍ତାରେ ବି ରହିଥାନ୍ତି। ମା ବାପାଙ୍କ ପାଇଁ ଝିଅର ବାହାଘର କରିବା ବଡ଼ ଦାୟିତ୍ୱ ହେବା ସହିତ ପ୍ରେମ ଏବଂ ସ୍ନେହ ବି ଥାଏ।

ଆଜିକାଲି ମଡେନ ଯୁଗରେ ଏମିତି ବିବାହ ହେଉଛି ଯାହା ଆଗରୁ ହେଉନଥିଲା କିନ୍ତୁ ଚିନ୍ତାଧାରା ସମାନ ଅଟେ। ଆଜିକାଲି ବାପା ମା ଝିଅଙ୍କୁ ବିଶେଷ ଉପହାର ଦେଇଥାନ୍ତି। ଆଜିକାଲି ବାପା ମା ଝିଅଙ୍କୁ ବହୁତ ଉପହାର ଦେଇଥାନ୍ତି କିନ୍ତୁ ସେଥିମଧ୍ୟରୁ ଏମିତି ଉପହାର ଦେଇଥାଆନ୍ତି ମାତା ପିତା ଖାସ କରି ନିଜ ଝିଅଙ୍କୁ। ଏମିତିରେ ଅନେକ ବାପା ମା ନିଜ ଝିଅଙ୍କୁ ଗଣେଶଙ୍କର ମୂର୍ତି ଉପହାରରେ ଦେଇଦଉଛନ୍ତି।

ବନ୍ଧୁଗଣ ଏମିତିରେ ତ ଝିଅଙ୍କୁ ସିଙ୍ଗାର ଜିନିଷ କିମ୍ବା ଗହଣା ଯେମିତି ମେହେନ୍ଦୀ ସିନ୍ଦୁର ଅଳତା ଦେବା ବହୁତ ଅଧିକ ଶୁଭ ମାନାଯାଏ। କୌଣସି ବି ସୁହାଗିନୀଙ୍କୁ ଉପହାରରେ ଏହି ଜିନିଷ ଦିଆଯାଏ ତ ଏହା ତାର ସୌଭାଗ୍ୟବତୀ ହେବାର ଏକ ଆଶୀର୍ବାଦ ଅଟେ। କିନ୍ତୁ ଆପଣଙ୍କୁ ଜଣେଇ ଦେଉଛୁ କେବେବି କୌଣସି ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁର କିମ୍ବା ବ୍ୟବହାର କରାଯାଇଥିବା ପାଉଁଜି ବ୍ୟବହାର କରିବା ଉଚିତ ନୁହେଁ।

ଯଦି ଆପଣ ନିଜ ଝିଅଙ୍କୁ ପାଉଁଜି ଦେବା ପାଇଁ ଚାହୁଁଛନ୍ତି ତ ନୂଆ କିଣି କରି ଦିଅନ୍ତୁ କିନ୍ତୁ ବ୍ୟବହାର ହୋଇଥିବା ପାଉଁଜି କେବେବି ଦେବେ ନାହିଁ। ଆଉ ସୁହାଗିନୀ ମହିଳା ଏହି କଥାର ଧ୍ୟାନ ରଖନ୍ତୁ କି ନିଜ ପଇସାରେ ସିନ୍ଦୁର କିଣି ପିଦ୍ଧନ୍ତୁ। ଉପହାରରେ ମିଳିଥିବା ସିନ୍ଦୁର କେବେବି ଲଗେଇବା ଉଚିତ ନୁହେଁ।

ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଇଛି। ମାନେ ଯେଉଁ ଠାରେ ସେ ଥାନ୍ତି ସେଠାରେ କେବେବି କୌଣସି ବିଘ୍ନ ଆସିନଥାଏ। ଗଣେଶଙ୍କୁ ଶୁଭତାର ପ୍ରତୀକ ବି ମାନାଯାଏ। ବାସ ଏହି ବିଶ୍ୱାସରେ ମାତା ପିତା ଗଣେଶଙ୍କର ଫୋଟ ଉପହାରରେ ଦେଇଥାନ୍ତି। ଯଦି ଆପଣ ବି ଏପରି ଗିପ୍ଟ ନିଜ ଝିଅଙ୍କୁ ଦେବାର ଭାବୁଛନ୍ତି ତେବେ ନିଜର ଭାବନା ବଦଳାଇ ଦିଅନ୍ତୁ। ଆସନ୍ତୁ ଜାଣିବା ଏପରି କଣ ପାଇଁ।

ଶାସ୍ତ୍ର ଅନୁସାରେ ଝିଅ ମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କର ଏକାଠି ରହିବା ଧନ ଆଗମନର ସଂକେତ ଅଟେ। ଏମିତିରେ ଯଦି ଆପଣ ଘରୁ ଯାଉଥିବା ଲକ୍ଷ୍ମୀଙ୍କୁ ଗଣେଶ ଭେଟରେ ଦେଇଦେବେ ତେବେ ତାର ଝିଅର ବାପା ଘରକୁ ଧନର ବହୁତ ହାନି ହୋଇଥାଏ। ସେ ଯିବା ସମୟରେ ଘରେ ଧନ ସହିତ ସୁଖ ସମୃଦ୍ଧି ବି ସାଙ୍ଗରେ ନେଇଯାଏ। ସେଥିପାଇଁ କେବେବି ଝିଅଙ୍କୁ ଭଗବାନ ଗବେଶଙ୍କର ମୂର୍ତି ବା ଫୋଟ ଉପହାରରେ ଦେବେ ନାହିଁ।

ଏମିତି ବହୁତ ଲୋକ ଅଛନ୍ତି ନିଜ ଝିଅଙ୍କୁ ଭଗବାନ ଗଣେଶଙ୍କର ଫୋଟ ବା ମୂର୍ତି ଉପହାରରେ ଦେଇସାରିଛନ୍ତି ଏବଂ ଏହି କାରଣରୁ ସେମାନଙ୍କୁ ଗରିବୀର ସାମ୍ନା କରିବାକୁ ବି ପଡୁଛି। ତେବେ ଏମିତିରେ କଣ କରିବେ। କେମିତି ଏହି ଭୁଲକୁ ଠିକ କରିବେ।

ଏମତିରେ ଆପଣ ଝିଅଙ୍କ ପାଖରୁ କୌଣସି ବି ଭଗବାନ ଗଣେଶଙ୍କର ଫୋଟ ବା ମୂର୍ତିକି ଫେରାଇ ଆଣନ୍ତୁ। ଏହା ବହୁତ ଶୁଭ ରହିବ ମାନେ ଘରର ଝିଅ ଗଣେଶଙ୍କ ଫୋଟ ଉପହାରରେ ଦେବ ତେବେ ଏହା ଘରରେ ମା ଲକ୍ଷ୍ମୀ ରହିଥାନ୍ତି ଏବଂ ଯଦି ନୂଆ ମୂର୍ତି କିଣୁଛନ୍ତି ତେବେ ଗଣେଶଙ୍କର ମୂର୍ତି କିଣିବା ବେଳେ କିଛି କଥା ଉପରେ ଧ୍ୟାନ ରଖନ୍ତୁ। ଆପଣ ଏ କଥାର ଧ୍ୟାନ ରଖିବେ କି ତାଙ୍କ ଶୁଣ୍ଢ କେଉଁ ଆଡ଼କୁ ରହିଛି। ଧ୍ୟାନ ରଖିବେ ତାଙ୍କ ଶୁଣ୍ଢ ସବୁବେଳେ ବାମ ଆଡ଼କୁ ହୋଇଥିବ। ଏହା ସହିତ ଭଗବାନ ଗଣେଶଙ୍କର ସେହି ଫୋଟକୁ ଅଧିକ ଶୁଭ ମାନାଯାଏ ଯେଉଁ ଫୋଟରେ ଭଗବାନ ଗଣେଶଙ୍କର ହାତରେ ମଦକ ରହିଥାଏ ଏବଂ ପାଖରେ ମୂଷା।

ଯଦି ଆପଣ ଗଣେଶଙ୍କର ମୂର୍ତି ବଦଳରେ ଫୋଟ ଦେଉଛନ୍ତି ତ ତାର ଉଚ୍ଚତା ୧୮ ଇଞ୍ଚରୁ କମ ହୋଇନଥିବ। ଯଦି ଭଗବାନ ଗଣେଶଙ୍କ ମୂର୍ତି ଖଣ୍ଡିତ ହୋଇଯାଏ କିମ୍ବା ତାକୁ କେବଳ ସଜେଇବା ପାଇଁ ରଖା ଯାଇଛି ତ ତାର ପୂଜା କେବେବି କରନ୍ତୁ ନାହିଁ। ଘରେ ସୁଖ ଶାନ୍ତି ବନେଇ ରଖିବା ପାଇଁ ଘରେ ଧଳା ରଙ୍ଗର ଗଣେଶ ରଖିବା ବହୁତ ଅଧିକ ଶୁଭ ମାନାଯାଏ।

ଯଦି ଝିଅଙ୍କୁ ଛାଡି କରି ଅନ୍ୟ କାହାରିକୁ ଭଗବାନ ଗଣେଶଙ୍କର ଫୋଟ ବା ମୂର୍ତି ଉପହାରରେ ଦେବାକୁ ଚାହୁଁଛନ୍ତି ତେବେ ଦେଇପାରିବେ କିନ୍ତୁ ମା ଲକ୍ଷ୍ମୀ ଗଣେଶଙ୍କର ଫୋଟ ବା ମୂର୍ତି ଦେବେ ନାହିଁ। ଏହା ଦ୍ୱାରା ଆପଣ ନିଜ ଘରର ସମୃଦ୍ଧି ଆପଣ ନିଜେ ହିଁ ଦେଇଦେଉଛନ୍ତି। ତେଣୁ ଏମିତି ଭୁଲ କରନ୍ତୁ ନାହିଁ।

ଝିଅଙ୍କୁ ଭୁଲରେ ବି ଏହି ଜିନିଷ ଦିଅନ୍ତୁ ନାହିଁ।

ଝିଅଙ୍କୁ କେବେବି ଧଳା ଶାଢ଼ୀ ଧଳା ସୁଟ କୌଣସି ବି ଧଳା ରଙ୍ଗର କପଡ଼ା ଦେବେ ନାହିଁ। ଏହା ଦ୍ବାରା ତାଙ୍କର ଜୀବନ ବେରଙ୍ଗ ହୋଇଯାଏ। ତାର ସ୍ୱାମୀ ଉପରେ ସଙ୍କଟ ଆସିଥାଏ। ଏମିତି ଅନର୍ଥ କୌଣସି ବି ବାପା ଭୁଲରେ ବି କରନ୍ତୁ ନାହିଁ।

ଛୁଞ୍ଚି,ଚାକୁ,କଇଁଞ୍ଚି ଏହିପରି ବସ୍ତୁ କେବେ ମଧ୍ୟ ଦିଅନ୍ତୁ ନାହିଁ। କାହିଁକିନା ଏହି ସବୁ ବସ୍ତୁ ଧାରୁଆ ହୋଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ସେଥିରେ ନକରାତ୍ମକ ଉର୍ଜା ଥାଏ ଆଉ ଏହା ଦ୍ବାରା କ୍ଷତି ମଧ୍ୟ ହୋଇଥାଏ। ଏହାକୁ ସାଙ୍କେତିକ ରୂପରେ ତେଜ ସ୍ୱାଭବ ବା ରାଗ ସ୍ଵଭାବ ତୁଳାନାରେ ଦେଖାଯାଏ। ତେଣୁ କରି ଝିଅ ମାନଙ୍କୁ ତେଜ ସ୍ୱଭାବରେ ଛାଡି ଦେଇ ଯିବା ଦରକାର। ନିଜର ନୂଆ ଜୀବନର ଆରମ୍ଭ ସାମଞ୍ଜସ୍ୟ ପ୍ରମାଣ ଦେବା ହିଁ ଉଚିତ।

ଝାଡୁ। ଝାଡୁ ସମସ୍ତଙ୍କ ଘରେ ମା ଲକ୍ଷ୍ମୀଙ୍କ ପରି ଘରେ ପୂଜା କରାଯାଏ। ଯଦି ଆପଣ ଆପଣଙ୍କ ଝିଅକୁ ବିଦା କରିବା ସମୟରେ ସମସ୍ତ ଜିନିଷ ସାଥିରେ ଝାଡୁ ବି ଦେଉଛନ୍ତି ତେବେ ଧ୍ୟାନ ରଖନ୍ତୁ ଆପଣ ଆପଣଙ୍କ ଘରର ଲକ୍ଷ୍ମୀଙ୍କୁ ମଧ୍ୟ ସାଙ୍ଗରେ ଦେଇଦେଉଛନ୍ତି। ଆପଣଙ୍କର ଲକ୍ଷ୍ମୀ ସ୍ୱରୂପ ଆପଣଙ୍କର ଝିଅ ଏବଂ ଧନ ପ୍ରିୟ କରୁଥିବା ମା ଲକ୍ଷ୍ମୀ ମଧ୍ୟ ତା ସାଙ୍ଗରେ ଚାଲିଯାନ୍ତି। ଏହାର ପ୍ରଭାବ ଆପଣଙ୍କ ପାରିବାରିକ ଜୀବନରେ ପଡେ। ତେଣୁ କରି ଘରର ଦୁଇ ଲକ୍ଷ୍ମୀଙ୍କୁ ଏକା ସାଙ୍ଗରେ କେବେହେଲେ ବିଦା କରନ୍ତୁ ନାହିଁ।

ଚାଲୁଣି। ଯେଉଁଥିରେ ଅଟା ଚଲା ଯାଏ। ତାହା ବି ଝିଅଙ୍କୁ ଉପହାରରେ କେବେବି ଦିଅନ୍ତୁ ନାହିଁ। ଏହା ଦ୍ୱାରା ବୈବାହିକ ଜୀବନରେ ପ୍ରେମ କମ ହୋଇଥାଏ। ତ ଏହି ଭୁଲ ଆପଣ କେବେବି କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *