Excuse Me Odisha

ଯାହା କହିବୁ ସତ କହିବୁ

ଥାଳିରେ ଏକା ସହିତ ୩ ଟି ରୋଟି ଖାଉଛନ୍ତି କି,ତା ହେଲେ ହୋଇଯାଆନ୍ତୁ ସାବଧାନ,ହୋଇପାରେ ମୃତ୍ୟୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଥାଳିରେ ଏକା ସହିତ ୩ ଟି ରୋଟି କାହିଁକି ଖାଇବାକୁ ଦିଆଯାଏ ନାହିଁ। ହୋଇଥାଏ ମୃତ୍ୟୁ।

ବନ୍ଧୁଗଣ କିଛି ବି ହୋଇଯାଉ କିନ୍ତୁ ଏମିତି ରୁଟି କେବେବି ଖାଇବେ ନାହିଁ ନଚେତ ପରିଣାମ ଖରାପ ହୋଇପାରେ। ଏମିତି ଦେଖାଯାଉଥିବା ରୁଟି ଆପଣଙ୍କ ଜୀବନ ନେଇପାରେ। ଏହା ରୁଟି ନୁହେଁ ଆପଣଙ୍କ ପାଇଁ କାଳ ଅଟେ। ଆସନ୍ତୁ ଜାଣିବା।

ଖାଇବା ଥାଳିରେ କେବେବି ୩ ଟି ରୁଟି ଦେବେ ନାହିଁ। କାହିଁକିନା ୩ ଟି ଅକ୍ଷର କାମ ଖରାପ କରିଥାଏ। ସେମିତିରେ ତ ଆମେ ଯେତେବେଳେ ଖାଦ୍ୟ ଖାଇଥାଉ ନିଜ ଥାଳିରେ ୨ ରୁ ୩ ଟି ରୁଟି ନେଇଥାଉ କିନ୍ତୁ କଣ ଆପଣ ଜାଣିଛନ୍ତି ଥାଳିରେ ଏକା ସହିତ ୩ ଟି ରୁଟି ରଖିବା ଅଶୁଭ ମାନାଯାଇଛି। ଭୁଲରେ ବି ମଧ୍ୟ କାହାରି ଥାଳିରେ ଏକା ସହିତ ୩ ଟି ରୁଟି କେବେବି ରଖିବା ଉଚିତ ନୁହେଁ। ଯଦି କାହାରି ଥାଳିରେ ୩ ଟି ରୁଟି ଦେବାର ଆବଶ୍ୟକତା ପଡ଼େ ତ ୩ ନମ୍ବର ରୁଟି କୁ ଦୁଇ ଭାଗରେ ଖଣ୍ଡ କରିଦିଅନ୍ତୁ। ଯାହା ଦ୍ୱାରା ରୁଟିର ସଂଖ୍ୟା ବି ବଢିଯିବ।

ଆସନ୍ତୁ ଜାଣିବା ଥାଳିରେ ୩ ଟି ରୁଟି ରଖିବା କାହିଁକି ଅଶୁଭ ହୋଇଥାଏ।

ଶାସ୍ତ୍ର ଅନୁସାରେ ୩ ସଂଖ୍ୟାକୁ ଅଶୁଭ ମାନାଯାଏ। ଏହାର କାରଣ କୌଣସି ବି ଶୁଭ କାର୍ଯ୍ୟ କରିବା ସମୟରେ ଏହି ସଂଖ୍ୟାର ଖାସ ଧ୍ୟାନ ରଖାଯାଏ। ଆପଣଙ୍କୁ ଜଣେଇ ଦେଉଛୁ କି କୌଣସି ବି ଶୁଭ କାର୍ଯ୍ୟ କିମ୍ବା ଧାର୍ମିକ କାର୍ଯ୍ୟ ପାଇଁ ୩ ଟି ବସ୍ତୁକୁ ସାମିଲ କରାଯାଏ ନାହିଁ। ଏମିତିରେ ଖାଇବାକୁ ଦେବା ସମୟରେ ବି ଏହି ନିୟମର ପାଳନ କରିବା ଜରୁରୀ ଅଟେ।

ଏହା ବ୍ୟତୀତ ଏମିତି ମାନାଯାଏ କି ୩ ଟି ରୁଟି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ତ୍ରୟୋଦଶୀ ସଂସ୍କାର ପୂର୍ବରୁ କଢ଼ା ଯାଉଥିବା ଭଜନ ପାଇଁ ନିଆଯାଏ। ଏମିତିରେ ଏହାକୁ ଭୋଜନ କାଢ଼ିବା ଲୋକ ବ୍ୟତୀତ ଆଉ କେହି ଦେଖନ୍ତି ନାହିଁ। ଏହି କାରଣ ଅଟେ କି କୌଣସି ବ୍ୟକ୍ତିର ଭୋଜନ ଥାଳିରେ ୩ ଟି ରୁଟି ଦେବା ଉଚିତ ନୁହେଁ। ଏହା ମୃତ୍ୟୁ ସହିତ ସମାନ ହୋଇଥାଏ।

୩ ଟି ରୁଟି ଖାଇଲେ ବ୍ୟକ୍ତିର ମନରେ ଶତ୍ରୁତାର ଭାବନା ଆସିଥାଏ। ଏହାର ପଛରେ କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ବି ଅଛି। ଖାସ କରି କୌଣସି ବିଶେଷ କଥା ମାନିବେ ତ ଭଜନ ଥାଳିରେ ୨ ଟି ରୁଟି ଏକ ଚାମଚ ଡାଲି ଏକ ଚାମଚ ଚାଉଳ ଅନିର୍ବାଯ୍ୟ ଅଟେ। ଏହାକୁ ଜଣେ ବ୍ୟକ୍ତିଙ୍କ ପାଇଁ ସନ୍ତୁଳିତ ଆହାର ମାନାଯାଏ। ଏହା ଦ୍ୱାରା ବ୍ୟକ୍ତିକୁ ଅନେକ ମାତ୍ରାରେ ଉର୍ଜା ପ୍ରାପ୍ତ ହୋଇଥାଏ।

ଏହା ସହିତ ଖାଦ୍ୟରେ ଅନ୍ୟ ଜିନିଷ ଯେଉଁ ଖାଇଥାନ୍ତି ସେଥିରୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଯଦି ଏହା ଠାରୁ ଅଧିକ ଭଜନ ଗ୍ରହଣ କରନ୍ତି ତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ ନାହିଁ। ବିଶେଷଜ୍ଞଙ୍କ ଅନୁସାରେ ଭୋକ ଲାଗିଲେ ଅଳ୍ପ ଅଳ୍ପ ଖାଇବା ଉଚିତ। ଏକା ଥରେ ବେସି ଖାଇବା ଉଚିତ ନୁହେଁ। ଧାର୍ମିକ ଏବଂ ବୈଜ୍ଞାନିକ ଅନୁସାରେ ୩ ଟି ରୁଟି ଖାଇବା ସନ୍ତୁଳିତ ମାନାଯାଏ ନାହିଁ।

ବାସୀ ରୁଟି ଏମିତି କେବେବି ଖାଆନ୍ତୁ ନାହିଁ। ଡାକ୍ତରଙ୍କ ଅନୁସାରେ ଅଧିକ ସମୟ ପର୍ଯ୍ୟନ୍ତ ରଖା ଯାଇଥିବା ରୁଟି କେବେବି ଖାଇବା ଉଚିତ ନୁହେଁ। ମିଳିଥିବା ସୂଚନା ଅନୁସାରେ ବାସୀ ରୁଟି ଖାଇବା ଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଇଛି। ବାସୀ ରୁଟିକୁ ଯଦି ଖାଉଛନ୍ତି ତ ସର୍ବପ୍ରଥମେ ତାକୁ ଗରମ କରି ନିଅନ୍ତୁ। ଗରମ କରିବା ସମୟରେ ଯଦି ରସ ବାହାରେ ତ ସେହି ରୁଟି ସମ୍ପୂର୍ଣ୍ଣ ଭାବେ ବିଷ ହୋଇଯାଇଛି। ଏମିତି ରୁଟି ଖାଇବା ଦ୍ୱାରା ଜୀବନ ମଧ୍ୟ ଯାଇପାରେ। ବାସୀ ରୁଟି ଖାଇହେବ କିନ୍ତୁ ଚେକ କରି ଖାଇପାରିବେ। ଖରାପ ନହୋଇଥିବା ଦରକାର।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *