Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଗୋଟି ନାମର ପୁରୁଷ ଲୋକଙ୍କୁ ମିଳିଥାଏ କ୍ରୋଧୀ ସ୍ୱଭାବର ସ୍ତ୍ରୀ, ଦେଖନ୍ତୁ ଏଥିରେ ଆପଣଙ୍କ ନାମ ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ।ସମସ୍ତଙ୍କୁ ଉତ୍ତମ ଜୀବନସାଥୀଟିଏ ପାଇବା ପାଇଁ ଆଶା ରହିଥାଏ।ଜ୍ଯୋତିଷ ଶାସ୍ତ୍ରରେ କୌଣସି ବ୍ୟକ୍ତିର ନାମର ବହୁତ ମହତ୍ଵ ରହିଛି। ନାମର ଅକ୍ଷର ଗୁଡିକୁ ଆଧାର କରି ବ୍ୟକ୍ତିର ଚରିତ୍ର, ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜଣା ଯାଇଥାଏ। ତେଣୁ ଏହି ଆମେ ୪ଟି ନାମ ଥିବା ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କୁ ବହୁତ କ୍ରୋଧୀ ସ୍ୱଭାବର ପତ୍ନୀ ମିଳି ଥାଆନ୍ତି। ତାହେଲେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

K ନାମ ଥିବା ପୁରୁଷମାନେ :-

ଯେଉଁ ପୁରୁଷ ମାନଙ୍କର ନାମର ପ୍ରଥମ ଅକ୍ଷର K, ସେମାନଙ୍କୁ ସାଧାରଣତଃ କ୍ରୋଧୀ ଏବଂ କଳି କରୁଥିବା ସ୍ଵଭାବର ସ୍ତ୍ରୀ ମିଳିଥାନ୍ତି।ଏମାନଙ୍କ ସ୍ତ୍ରୀ ଏମାନଙ୍କୁ ନିଜ ଈଷାରାରେ ନଚାଇବା ପାଇଁ ପସନ୍ଦ କରନ୍ତି। ଏମାନଙ୍କ ସ୍ତ୍ରୀ କେବେବି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହିଁ। ତେଣୁ ପରିବାର ଲୋକେ ଏମାନଙ୍କ ଉପରେ ବହୁତ ଅସନ୍ତୁଷ୍ଟ ରହିଥାନ୍ତି।ଏହାସହିତ ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇଥାଏ।

M ନାମ ଥିବା ପୁରୁଷମାନେ :-

ଯେଉଁ ପୁରୁଷ ମାନଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ସ୍ତ୍ରୀଙ୍କର ସର୍ବଦା ନାକ ଅଗରେ କ୍ରୋଧ ରହିଥାଏ। ଅର୍ଥାତ ଏମାନଙ୍କ ସ୍ତ୍ରୀ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି। ଅନେକ ସମୟରେ ଏମାନେ ନିଜ ପତ୍ନୀଙ୍କ କାର୍ଯ୍ୟକଳାପ ଯୋଗୁଁ ବିରକ୍ତି ପ୍ରକାଶ କରିଥାନ୍ତି। ଏହାଦ୍ଵାରା ଉଭୟ ପତିପତ୍ନୀଙ୍କ ମଧ୍ୟରେ ଫାଟ ମଧ୍ୟ ସୃଷ୍ଟି ହୋଇଯାଇଥାଏ।

P ନାମ ଥିବା ପୁରୁଷମାନେ :-

ଯେଉଁ ପୁରୁଷ ମାନଙ୍କର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ, ସେମାନଙ୍କ ସ୍ତ୍ରୀ ସ୍ଵଭାବରୁ ବହୁତ କ୍ରୋଧୀ ଓ ଜିଦିଆ ହୋଇଥାନ୍ତି। ଏମାନଙ୍କ ପତ୍ନୀ ସର୍ବଦା ନିଜର ସବୁ ଇଛା ପୂରଣ କରିବା ପାଇଁ ସବୁକିଛି କରିଥାନ୍ତି। ଏମାନେ କେବେବି ନିଜ କ୍ରୋଧ ନିୟନ୍ତ୍ରଣ କରି ପାରନ୍ତି ନାହିଁ। ତେଣୁ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥାଏ।ଏଥିଯୋଗୁଁ ପରିବାରର ବାତାବରଣ ସର୍ବଦା କଳୁଷିତ ହୋଇଥାଏ।

R ନାମ ଥିବା ପୁରୁଷମାନେ:-

ଯେଉଁ ପୁରୁଷ ମାନଙ୍କର ନାମର ପ୍ରଥମ ଅକ୍ଷର R ରୁ ଆରମ୍ଭ ହୋଇଥାଏ, ସେମାନଙ୍କ ସ୍ତ୍ରୀ ସ୍ଵଭାବରୁ ବହୁତ କ୍ରୋଧୀ ଓ ବୁଦ୍ଧିମତୀ ହୋଇଥାନ୍ତି। ଏମାନଙ୍କୁ ଘରେ ସାମାନ୍ୟ କଥାରେ କଳି କରିବା ପାଇଁ ଭଲ ଲାଗିଥାଏ। ଏମାନେ ନିଜର ତୀକ୍ଷ୍ଣ ବୁଦ୍ଧି ବଳରେ ଅନ୍ୟମାନଙ୍କୁ ଖୁବ୍ ସହଜରେ ଡରାଇ ଦେଇଥାନ୍ତି। ପରିବାର ଲୋକେ ସର୍ବଦା ଏମାନଙ୍କ ଉପରେ ଅସନ୍ତୁଷ୍ଟ ରହିଥାନ୍ତି।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *