Excuse Me Odisha

ଯାହା କହିବୁ ସତ କହିବୁ

ଶିବରାତ୍ରୀ କେବେ ? ମାର୍ଚ୍ଚ ୧ରେ ନା ୨ରେ ? ଜାଣନ୍ତୁ ଶୁଭ ମୁହୂର୍ତ୍ତ ! ଶିବରାତ୍ରିରେ ଏହି ୫ ମହିଳା ବ୍ରତ କରନ୍ତୁ ନାହିଁ ! ଲାଗିବ ଘୋର ପାପ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଜାଣିବା ଶିବ ରାତ୍ରୀ କେବେ ୧ କିମ୍ବା ୨ ମାର୍ଚ୍ଚ ୨୦୨୨ରେ ଜାଣନ୍ତୁ। ଶୁଭ ମୁହୂର୍ତ୍ତ। ଶିବରାତ୍ରିର ବ୍ରତ ୫ ଜଣ ମହିଳାଙ୍କୁ କେବେବି କରିବା ଉଚିତ ନୁହେଁ। ଲାଗିଥାଏ ପାପ।

ବନ୍ଧୁଗଣ ମହା ଶିବରାତ୍ରି କେବେ ୧ ମାର୍ଚ୍ଚ ନାଁ ୨ ମାର୍ଚ୍ଚ କେବେ ଜାଣନ୍ତୁ ଠିକ ତାରିଖ। ଭଗବାନ ଶିବଙ୍କ ପୂଜାରେ କରନ୍ତୁ ନାହିଁ ୩ ଟି କାମ। ଶାସ୍ତ୍ରରେ ମହା ଶିବରାତ୍ରିର ବହୁତ ଅଧିକ ମହତ୍ୱ ଅଛି। ଶିବ ପୁରାଣ ଅନୁସାରେ ମହା ଶିବରାତ୍ରିର ପର୍ବ ଫଗୁଣ ମାସର କୃଷ୍ଣପକ୍ଷର ଚତୁର୍ଦଶି ଦିନ ପାଳନ କରାଯାଏ। ଏହିଦିନ ଶିବ ଭକ୍ତ ଶିବ ମନ୍ଦିରରେ ଭଗବାନ ଶିବଙ୍କ ଆରୋଧନା ଏବଂ ଜଳ ଅଭିଷେକ କରନ୍ତି। ପ୍ରାଚୀନ କଥା ଅନୁସାରେ ଏମିତି କୁହାଯାଏ ଯେ ମହା ଶିବରାତ୍ରି ଶିବ ଶକ୍ତିର ମିଳନର ପର୍ବ ଅଟେ। ଆଉ ଏହି ଦିନ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ। ବହୁତ ଲୋକଙ୍କର ବର୍ଷ ୨୦୨୨ ମହା ଶିବରାତ୍ରି ତିଥିକୁ ନେଇ ବିରୋଧାଭାସ ଦେଖାଦେଉଛି।

ଆଜି ଆମେ ୨୦୨୨ ବର୍ଷରେ ମହା ଶିବରାତ୍ରି ପର୍ବର ଠିକ ତାରିଖ ଏବଂ ପୂଜାର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି ଏବଂ ଏହା ସହିତ ଭଗବାନ ଶିବଙ୍କ ପୂଜାରେ କଣ ସାବଧାନତା ଅବଲମ୍ବନ କରିବାକୁ ପଡିବ ଆସନ୍ତୁ ଜାଣିବା। ଭଗବାନ ଶିବଙ୍କ ପୂଜା ବିଧି ଶାସ୍ତ୍ର ଅନୁସାରେ ମହା ଶିବରାତ୍ରି ଦିନ ସୁର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ। ବ୍ରତର ସଂକଳ୍ପ କରନ୍ତୁ। ଏହାପରେ ଘରେ କିମ୍ବା ଶିବ ମନ୍ଦିର ଯାଇ ବିଧି ବିଧାନର ସହିତ ଭଗବାନ ଶିବଙ୍କ ପୂଜା କରନ୍ତୁ। ରାତ୍ରିରେ ଭଗବାନ ଶିବଙ୍କ ମୂର୍ତି ଶିବ ଲିଙ୍ଗକୁ ପଞ୍ଚାମୃତରେ ସ୍ନାନ କରି ବିଧି ବିଧାନ ପୂର୍ବକ ଓଁ ନମଃ ଶିବାୟ ମନ୍ତ୍ରରେ ପୂଜା କରିବା ସମୟରେ ତାଙ୍କୁ ବେଲ ପତ୍ର ଧୁତୁରା ଚନ୍ଦନ ପୁଷ୍ପ ଧୂପ ଦୀପ ଆଦି ଶ୍ରଦ୍ଧାର ସହିତ ଅର୍ପଣ କରନ୍ତୁ। ଶେଷରେ ଭଗବାନ ଶିବଙ୍କ ଆଳତୀ କରି ପରିକ୍ରମା କରି ପୂଜା ସମ୍ପୂର୍ଣ୍ଣ କରିବେ।

୨୦୨୨ରେ ମହା ଶିବରାତ୍ରିର ପର୍ବ ୧ମାର୍ଚ୍ଚ ମଙ୍ଗଳବାର ଦିନ ପାଳନ କରାଯାଏ। ଚତୁର୍ଦଶି ତିଥି ଆରମ୍ଭ ହେବ ୧ ମାର୍ଚ୍ଚ ପ୍ରାତଃ କାଳ ୩.୧୬ ମିନିଟରେ ଆଉ ଶେଷ ହେବ ୨ ମାର୍ଚ୍ଚ ପ୍ରାତଃ କାଳ ୧ଟା ସମୟରେ। ନିଶ୍ଚିତ କାଳ ପୂଜାର ସମୟ ହେବ ରାତି ୧୨:୮ ଠାରୁ ଆରମ୍ଭ କରି ରାତି ୧୨:୫୮ ମିନିଟ ପର୍ଯ୍ୟନ୍ତ। ମହା ଶିବରାତ୍ରି ପାଳନର ଦିନ ହେବ ୨ ମାର୍ଚ୍ଚ ସକାଳ ୬:୪୫ ପର୍ଯ୍ୟନ୍ତ।

ମହା ଶିବରାତ୍ରିର ରାତିର ଚାରି ପ୍ରହରରେ ବି ଭଗବାନ ଶିବଙ୍କ ପୂଜା କରିବା ଉଚିତ ଆଉ ପର ଦିନ ପ୍ରାତଃ କାଳ ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେଇ ବ୍ରତର ପାଳନ କରିବା ଉଚିତ। ମହା ଶିବରାତ୍ରିର ନିୟମ ଭଗବାନ ଶିବଙ୍କ ପୂଜା ନିୟମ ଅନୁସାରେ ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରିବା ସମୟରେ ଧ୍ୟାନ ଦେବେ କି ବେଲ ପତ୍ରର ୩ଟି ପତ୍ର ଯାକ କଟା ଫଟା ହୋଇନଥିବ ଆଉ ତାର ଚିକଣ ଭାଗକୁ ଭଗବାନ ଶିବ ଲିଙ୍ଗ ଉପରେ ସ୍ପର୍ଶ କରିବା ଉଚିତ।

ଭଗବାନ ଶିବଙ୍କର ପୂଜାରେ କଦମ୍ବ ଫୁଲ ଏବଂ କେତକୀ ଫୁଲ ଅର୍ପଣ କରିବେ ନାହିଁ। ଭଗବାନ ଶିବଙ୍କ ପୂଜା କରିବା ସମୟରେ ଧ୍ୟାନ ଦେବେ ପୂଜାରେ ଯେଉଁ ଅକ୍ଷତ ଚଢେଇବେ ତାହା ଭଙ୍ଗା ନହୋଇଥିବା ଉଚିତ। ଭଗବାନ ଶିବଙ୍କ ପୂଜା କରିବା ସମୟରେ ଶଙ୍ଖରେ ଜଳ ଅର୍ପଣ କରିବେ ନାହିଁ। ମହା ଶିବରାତ୍ରି ଦିନ ଭଗବାନ ଶିବ ଲିଙ୍ଗରେ ନଡ଼ିଆ ପାଣି ବି ଅର୍ପଣ କରିବା ଉଚିତ ନୁହେଁ। ଭଗବାନ ଶିବଙ୍କୁ ନଡ଼ିଆ ଭୋଗ ଲଗେଇ ପାରିବେ କିନ୍ତୁ ନଡ଼ିଆ ପାଣି ଅର୍ପଣ କରିବେ ନାହିଁ।

ମହା ଶିବରାତ୍ରି ଭଗବାନ ଶିବଙ୍କ ପୂଜାରେ ଏହି କଥା ଭୁଲିବେ ନାହିଁ।

ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଲୋକେ ଅନେକ ଉପାୟ କରିଥାନ୍ତି। ଶାସ୍ତ୍ରରେ ଭଗବାନ ଶିବଙ୍କ ପୂଜା ସବୁଠାରୁ ସହଜ କୁହାଯାଇଛି। ମାନ୍ୟତା ଅଛି କି ଭଗବାନ ଶିବ ବେଲ ପତ୍ର ଧୁତୁରା ଏବଂ ଗୋଟେ ଘଟି ଜଳରେ ବି ଭଗବାନ ଶିବ ଖୁସି ହୋଇଥାନ୍ତି। ସେଥିପାଇଁ ପ୍ରାୟ ଶିବ ଭକ୍ତ ଭଗବାନ ଶିବଙ୍କ ପୂଜାରେ ଏହି ୩ ଟି ଜିନିଷକୁ କେବେବି ଭୁଲନ୍ତି ନାହିଁ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ପଞ୍ଚାମୃତ ସହିତ ବେଲ ପତ୍ର ଧୁତୁରା ଅର୍ପଣ କରନ୍ତୁ। ଭଗବାନ ଶିବ ଲିଙ୍ଗରେ ଗଙ୍ଗା ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ। ଏମିତି ମାନ୍ୟତା ଅଛି କି ମହା ଶିବରାତ୍ରି ଦିନ ଯଦି ଆପଣ ଧୁତୁରା ଖାଇବେ ତ ତ ଆପଣଙ୍କ ବ୍ରତ ସମ୍ପୂର୍ଣ୍ଣ ହୋଇଯାଇଥାଏ। ଏମିତି ବ୍ୟକ୍ତିଙ୍କୁ ଧନ ଯଶ ସବୁକିଛି ପ୍ରାପ୍ତ ହୋଇଥାଏ। ଏହିଦିନ ଆପଣ ଧୁତୁରା ଅବଶ୍ୟ ଖାଆନ୍ତୁ।

ମହା ଶିବରାତ୍ରିରେ ଏମିତି ୫ ଜଣ ମହିଳା ଏବଂ ପୁରୁଷଙ୍କୁ ମହା ଶିବରାତ୍ରିର ବ୍ରତ ରଖିବା ଉଚିତ ନୁହେଁ। ଭଗବାନ ଶିବ ହୋଇଥାନ୍ତି କ୍ରୋଧିତ। ଏମିତି ବ୍ୟକ୍ତିଙ୍କ ପୂଜା ଭଗବାନ ଶିବ କେବେବି ସ୍ୟୁକାର କରନ୍ତି ନାହିଁ। ଏହାକୁ ଶାସ୍ତ୍ରରେ ଘୋର ପାପ ମାନାଯାଏ। ତେବେ ଆସନ୍ତୁ ଜାଣିବା

ଖାସ କରି ଏହି ମହା ଶିବରାତ୍ରିର ବ୍ରତ ରଖିବା ସ୍ୱାମୀ ସ୍ତ୍ରୀଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ମାନାଯାଏ। ଏହି ବ୍ରତକୁ କରିବା ଦ୍ୱାରା ବୈବାହିକ ଜୀବନ ସଫଳ ହୋଇଥାଏ। ଆଉ ସାତ ଜନ୍ମର ସାଥ ମିଳିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯଦି ଆପଣ ହିନ୍ଦୁ ନୀତିନିୟମର ସହିତ ୭ ଫେରା ନେଇନାହାନ୍ତି ତ ଆପଣ ମହା ଶିବରାତ୍ରିର ଏହି ବ୍ରତକୁ ରଖି ପାରିବେ ନାହିଁ।

ଏହାଠାରୁ ଆପଣ ଦୂରେଇ ରୁହନ୍ତୁ। ସାତ ଫେରା ନନେବା ପର୍ଯ୍ୟନ୍ତ କୌଣସି ପ୍ରେମୀ ଯୁଗଳ ଏହି ବ୍ରତକୁ କରିପାରିବେ ନାହିଁ। ଶାସ୍ତ୍ରରେ ଏହି କଥାକୁ ବିଲକୁଲ ମନା କରାଯାଇଛି। ଯଦି ଆପଣ କୋର୍ଟ ମେରେଜ ବି କରୁଛନ୍ତି ତେବେ ମଧ୍ୟ ବି ଏହି ବ୍ରତ କରିବା ପାଇଁ ସକ୍ଷମ ନୁହଁନ୍ତି। ୭ ଫେରା ନେଲେ ଯାଇ ଏହି ବ୍ରତ କରିପାରିବେ। ଯଦି ଶାସ୍ତ୍ରର ବିରୋଧରେ ଆପଣ କରିବେ ତ ଆପଣ ପାପର ଭାଗୀଦାର ବନିପାରନ୍ତି।

ମନରେ କ୍ରୋଧ ବିଚାର। ମହା ଶିବରାତ୍ରିର ଏହି ପବିତ୍ର ମାସରେ ସବୁବେଳେ କ୍ରୋଧରୁ ଦୂରେଇ ରୁହନ୍ତୁ। ଏମିତି ବ୍ୟକ୍ତିର ପୂଜା କେବେବି ଭଗବାନ ଶିବ ସ୍ୟୁକାର କରନ୍ତି ନାହିଁ। ଶାସ୍ତ୍ର ଅନୁସାରେ ଅନ୍ୟ ପ୍ରତି ଖରାପ ଭାବନା ନିଜ ମନରେ ରଖନ୍ତି ତ ଆପଣ ସବୁବେଳେ ଖରାପ ଚିନ୍ତା କରନ୍ତି ତ ଆପଣ କେବେବି ମହା ଶିବରାତ୍ରିର ବ୍ରତ ରଖନ୍ତୁ ନାହିଁ। ଏମିତି ବ୍ୟକ୍ତିଙ୍କ ଉପରେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି। ତାଙ୍କ ପୂଜା କେବେବି ସ୍ୟୁକାର କରନ୍ତି ନାହିଁ। ଯଦି ଆପଣଙ୍କ ମନ ସଚା ଅଟେ ତେବେ ଯାଇ ଭଗବାନ ଶିବ ଆପଣଙ୍କ ଡାକ ଶୁଣିବେ।

ଛାଡପତ୍ର ବ୍ୟକ୍ତିଙ୍କୁ ମହା ଶିବରାତ୍ରିର ବ୍ରତ କରିବା ଉଚିତ ନୁହେଁ। ଏମିତି ବ୍ୟକ୍ତିଙ୍କୁ କେବେବି ଭଗବାନ ଶିବଙ୍କ ଆରୋଧନା କରିବା ଉଚିତ ନୁହେଁ। କାରଣ ଏହି ଦିନ ପ୍ରେମର ପ୍ରତୀକ ମାନାଯାଏ। ଏଥିପାଇଁ ଏହି ବ୍ରତକୁ ଆପଣ କେବେବି କରିବେ ନାହିଁ। ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ମିଶି ଯେଉଁ ପୂଜା ଆରୋଧନା କରନ୍ତି ତ ତାଙ୍କୁ ଅନେକ ଗୁଣା ଫଳ ପ୍ରାପ୍ତ ହୋଇଥାଏ। ଭଗବାନ ଶିବ ଏବଂ ମା ପାର୍ବତୀଙ୍କ କୃପା ମିଳିଥାଏ

ଜଣେ ବେଶ୍ୟାଙ୍କ ପୂଜା ବି ଭଗବାନ କେବେବି ସ୍ୟୁକାର କରନ୍ତି ନାହିଁ। ଏହା ଶାସ୍ତ୍ର ବିରୋଧ ଅଟେ। ଏମିତି ମାନ୍ୟତା ଅଛି ଯେ ଏମିତି କଲେ ମହା ପାପ ମାନାଯାଏ। ଏମିତିରେ ମହା ଶିବରାତ୍ରି ଦିନର ଏହି ପବିତ୍ର ସମୟରେ ଏମିତି ମହିଳାଙ୍କୁ ଦୂରରେ ରହିବା ଉଚିତ। ଆଉ ବ୍ରତକୁ ଭୁଲରେ ବି ମଧ୍ୟ ରଖିବା ଉଚିତ ନୁହେଁ।

ଏହି ଭୁଲ କେବେବି କରିବେ ନାହିଁ। ପୁରାଣ ଅନୁସାରେ କୁମାରୀ କନ୍ୟାଙ୍କୁ ଶିବ ଲିଙ୍ଗ କେବେବି ଛୁଇଁବା ଉଚିତ ନୁହେଁ। ଏହାକୁ ପାପ ମାନାଯାଏ। ଆଉ ଯେଉଁ ବ୍ୟକ୍ତିଙ୍କ ମନରେ ସ୍ତ୍ରୀଙ୍କ ପ୍ରତି ଖରାପ ବିଚାର କିମ୍ବା ସେ ବ୍ୟକ୍ତି ଗାଳି ଦେଇଥାଏ ତ ସେ ବ୍ୟକ୍ତିଙ୍କୁ ଭଗବାନ ଶିବ ନର୍କରେ ବି ସ୍ଥାନ ଦିଅନ୍ତି ନାହିଁ। ଏମିତି ବ୍ୟକ୍ତିଙ୍କ ପୂଜା ଭଗବାନ ଶିବ କେବେବି ସ୍ୟୁକାର କରନ୍ତି ନାହିଁ। ଠିକ ସେମିତି କୁମାରୀ ଝିଅମାନେ ମହା ଶିବରାତ୍ରିର ବ୍ରତ ନିଶ୍ଚୟ ରଖନ୍ତୁ। ଭଗବାନ ଶିବଙ୍କ ଭଳି ସ୍ୱାମୀ ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *