Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କର ଏହି ୫ ଟି ନାମ ସ୍ୱାମୀଙ୍କ ପାଇଁ ଅଶୁଭର କାରଣ ହୋଇପାରେ,ଆଉ ସ୍ୱାମୀଙ୍କ ମୃତ୍ୟୁ ବି ହୋଇପାରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାଙ୍କର ଏହି ୫ ଟି ନାମ ସ୍ୱାମୀଙ୍କ ପାଇଁ ଅଶୁଭର କାରଣ ହୋଇପାରେ ଆଉ ସ୍ୱାମୀଙ୍କ ମୃତ୍ୟୁ ବି ହୋଇପାରେ। ତେବେ ଆସନ୍ତୁ ଜାଣିବା।

ଏହି ୫ ଟି ନାମ ଯେଉଁଠି ଥାଏ ସେଠାରେ ଭୟଙ୍କର ବର୍ବାଦି ଆସିଥାଏ। ଏମିତିକି ପୁରା କୂଳ ନଷ୍ଟ ହୋଇଯାଇଥାଏ। ଭୁଲରେ ବି ମହିଳାଙ୍କ ନାମ ଏମିତି ରଖନ୍ତୁ ନାହିଁ। ନଚେତ ଅନର୍ଥ ହୋଇପାରେ। ଏମିତି ଦେଖିଥିବେ ଅନେକ ମହିଳା ଅଛନ୍ତି ଯେଉଁମାନଙ୍କ ନାମ ନେବା ପରେ ଅଜିବ ଲାଗିଥାଏ। ଆଜି ଆମେ ଏମିତି ନାମ ବିଷୟରେ ଜଣେଇବୁ ଯାହା ଖାସ କରି ମହିଳାଙ୍କର ହେବା ଉଚିତ ନୁହେଁ।

ଶାସ୍ତ୍ର ଅନୁସାରେ ମହିଳାଙ୍କ ଏହି ନାମ ରଖିଲେ କିମ୍ବା ଏହି ନାମରେ ଡାକିବା ଦ୍ୱାରା ଭୟଙ୍କର ବର୍ବାଦି କିମ୍ବା ପରିଣାମ ମିଳିଥାଏ। ଏମିତିକି ଯେଉଁ ମହିଳାଙ୍କ ନାମ ଯଦି ଏହି ଶବ୍ଦରେ ହୋଇଥାଏ ଆଉ ସେ ଯେଉଁଠିକି ବି ଯିବ ତ ତାର ପରିବାର କେବେବି ସୁଖୀ ରହିବ ନାହିଁ। ଏମିତିରେ ତାର ସାରା ପରିବାର ସବୁ ନଷ୍ଟ ହୋଇଯାଏ। ଏଥିପାଇଁ ଭୁଲରେ ବି କୌଣସି ମହିଳାଙ୍କର ଏହି ନାମ ରଖିବା ଉଚିତ ନୁହେଁ ନଚେତ କିଛି ବି ହୋଇପାରେ। ତ ଆସନ୍ତୁ ଜାଣିବା।

ଗାନ୍ଧାରୀ। ଏହି ନାମ ବହୁତ ପରାକ୍ରମୀ ଏବଂ ଶକ୍ତିଶାଳୀ ମହିଳା ଥିଲା। ତାଙ୍କର ବିବାହ କୌରବ ଵଂଶରେ ହୋଇଥିଲା। ଯେଉଁ କାରଣରୁ ସେ ବହୁତ ଦୁଃଖର ସାମ୍ନା କରିଥିଲା। ଆଉ ତାର ସବୁ ପୁତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିପାଇଁ କୌଣସି ବି ବ୍ୟକ୍ତି ନିଜର ଝିଅ ନାମ ଏହା ରଖନ୍ତି ନାହିଁ। ଏହି ନାମ ରଖିବା କାହାରିକୁ ପସନ୍ଦ ନୁହେଁ।

କୈକେୟୀ। ବନ୍ଧୁଗଣ କୈକେୟୀ ରାଜ ଵଂଶ ସହିତ ସମ୍ବଦ୍ଧ ରଖିଥିଲେ କିନ୍ତୁ ସେ ଚାକରାଣୀର କହିବା ପରେ ନିଜର ପରିବାରରେ ମତଭେଦ କଲା। ଯେଉଁ କାରଣରୁ ଦୁଃଖର ଆଗମନ ହେଲା। ଏଥିପାଇଁ ଏହି ନାମକୁ କେହିବି ରଖିବା ପସନ୍ଦ କରନ୍ତି ନାହିଁ। ଏହି ନାମକୁ ରଖିଲେ ପରିବାରରେ ଦୁର୍ଘଟଣା କିମ୍ବା କୌଣସି ଯୁଦ୍ଧ ହେବାର ଭୟ ଥାଏ।

ମନ୍ଦଦରି। ବନ୍ଧୁଗଣ ମନ୍ଦଦରିର ଅର୍ଥ ହେଉଛି ଦୟାଳୁ ବୁଦ୍ଧିମାନ ଏବଂ ଗୁଣବତୀ କିନ୍ତୁ ଏ ରାବଣର ସ୍ତ୍ରୀ ଥିଲା। ଏଥିପାଇଁ କୌଣସି ବ୍ୟକ୍ତି ନିଜର ଝିଅର ନାମ ମନ୍ଦଦରି ରଖନ୍ତି ନାହିଁ।

ମନ୍ଥରା। ମନ୍ଥରା ଯୋଗୁ ଭଗବାନ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ ଏବଂ ମା ସୀତାଙ୍କୁ ୧୪ ବର୍ଷ ବନବାସ କରିବାକୁ ପଡିଥିଲା। ଏଥିପାଇଁ କୌଣସି ବି ବ୍ୟକ୍ତି ନିଜ ଝିଅର ନାମ ମନ୍ଥରା ରଖିବାକୁ ପସନ୍ଦ କରନ୍ତି ନାହିଁ।

ଦ୍ରୌପତି। ଦ୍ରୌପତି ରାଜକୁମାରୀ ଥିଲା। ଏହା ପରେ ବି ଲୋକେ ନିଜ ଝିଅର ନାମ ଦ୍ରୌପତି ରଖନ୍ତି ନାହିଁ। କାହିଁକିନା ଦ୍ରୌପତିଙ୍କୁ ପାଞ୍ଚ ପାଣ୍ଡବଙ୍କ ସହିତ ବିବାହ କରିବାକୁ ପଡିଥିଲା। ଆଉ ଏଥିପାଇଁ କୌଣସି ବି ମା ନିଜ ଝିଅର ନାମ ଭୁଲରେ ବି ଦ୍ରୌପତି ରଖିବା ଉଚିତ ନୁହେଁ

ସୁପର୍ଣ୍ଣନେଖା। ସୁପର୍ଣ୍ଣନେଖା ରାମାୟଣର ଜଣେ ଦୁଷ୍ଟ ପାତ୍ର ଅଟେ। ସେ ରାବଣର ଭଉଣୀ ଥିଲା। ସେ ବହୁତ ଯୁଦ୍ଧ କରୁଥିଲା। ଆଉ ତାର ନାକ ଛେଦ ହୋଇଥିଲା। ଆଉ ଏଥିପାଇଁ କୌଣସି ବ୍ୟକ୍ତି ନିଜ ଝିଅର ନାମ ସୁପର୍ଣ୍ଣନେଖା ରଖନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *