Excuse Me Odisha

ଯାହା କହିବୁ ସତ କହିବୁ

ରୋଟିର ଦାନ କେବେ ବି କରିବା ଉଚିତ ନୁହେଁ ଏହି ସମୟରେ,ଘରକୁ ଗରିବୀ ଆସିଥାଏ,ଏହି ଭୁଲ ପାଇଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟ8 ଆମେ ଆପଣ ମାନଙ୍କୁ ଜଣେଇବୁ ରୋଟିର ଦାନ କେବେବି କରିବା ଉଚିତ ନୁହେଁ। ଏହି ସମୟରେ। ଘରକୁ ଗରିବୀ ଆସିଥାଏ। ଏହି ଭୁଲ ପାଇଁ।

ସକାଳ ସମୟରେ ଏହି ୩ ଟି ଜିନିଷର ଦାନ କରନ୍ତୁ ନାହିଁ ନଚେତ ଭୋଗିବାକୁ ପଡ଼ିବ ଭୟଙ୍କର କ୍ଷତି। ତ ଏହା ସହିତ ଜାଣିବା ସକାଳ ସମୟରେ କେଉଁ କାମ କଲେ ଆପଣ ଧନବାନ ବନି ପାରିବେ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସକାଳ ସମୟରେ ଏହି ୨ ଟି ଜିନିଷ ମନୁଷ୍ୟଙ୍କୁ କେବେବି ଦାନ କରିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଦୁର୍ଭାଗ୍ୟକୁ ଦୂର କରିବାର ଉପାୟ ବିଷୟରେ ଜଣେଇବୁ। କଣ ଆପଣ ଜାଣିଛନ୍ତି ଏମିତି କେଉଁ ଜିନିଷ ଅଛି ଦାନ କରିବା ଉଚିତ ନୁହେଁ। କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ୨ ଟି ବସ୍ତୁର ଦାନ ଆପଣଙ୍କ ଉପରେ ଭାରି ପଡିପାରେ। ଆଉ କିଛି କାମ ଅଛି ସକାଳୁ ସମୟରେ କରିଲେ ଘରେ ସୁଖ ସମୃଦ୍ଧି ବନି ରହିଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଭଲ କର୍ମର ଫଳ ଭଲ ହିଁ ମିଳିଥାଏ।

ଆଉ ଖରାପ କର୍ମର ଫଳ ଖରାପ। ଏଥିପାଇଁ ସଂସାରରେ ମନୁଷ୍ୟଙ୍କ ପାଇଁ କିଛି ନିୟମ କୁହାଯାଇଛି ଯାହାର ପାଳନ କରିଲେ ବ୍ୟକ୍ତି ନିଜ ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ କରିପାରିବ। ଏଥିପାଇଁ ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ସବୁଦିନ ସକାଳୁ ଉଠିବା ମାତ୍ରେ ଏମିତି କଣ ୩ ଟି କାର୍ଯ୍ୟ ଅଛି ଯାହାକୁ କରିଲେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଆଉ ତାର ଜୀବନରେ ଦରିଦ୍ରତା ଏବଂ ନକରାତ୍ମକତା ନଷ୍ଟ ହୋଇଯାଇଥାଏ। ତ ଆସନ୍ତୁ ଜାଣିନେବା।

ସକାଳୁ ଉଠି ପ୍ରଥମେ ନିଜର ଦୁଇ ହାତକୁ ରଗଡ଼ି ଦର୍ଶନ କରନ୍ତୁ ଆଉ ଏହି ମନ୍ତ୍ରର ଜପ କରନ୍ତୁ। କରାଗ୍ରେ ବସତି ଲକ୍ଷ୍ମୀ କର୍ମ ମଧେ ସ୍ୱରସ୍ୱତୀ କର ମୂଳେ ତୁ ଗୋବିନ୍ଦମ ପ୍ରଭାତେ କର ଦର୍ଶନମ। ଏହାର ଅର୍ଥ ଅଟେ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀଙ୍କ ବାସ ଅଟେ ଆଉ ମଧ୍ୟରେ ମା ସରସ୍ୱତୀଙ୍କର ଏବଂ ହାତର ଶେଷ ଭାଗରେ ଭଗବାନ ଶ୍ରୀକୃଷ୍ଣଙ୍କର ବାସ ହୋଇଥାଏ।

ଏଥିପାଇଁ ପ୍ରାତଃ କାଳରେ ହାତର ଦର୍ଶନ କରିବା ଦ୍ୱାରା ମା ଲକ୍ଷ୍ମୀ ମା ସରସ୍ୱତୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ପ୍ରତିଦିନ ଏମିତି କଲେ ବ୍ୟକ୍ତିର ଦୁଃଖର ଅନ୍ତ ହୋଇଥାଏ। ତାର କଲ୍ୟାଣର ସବୁ ରାସ୍ତା ପ୍ରଶସ୍ତ ହୋଇଥାଏ। ଆଉ ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ କରିଥାଏ।

ସକାଳୁ ଉଠି ସ୍ନାନ ସାରି ତୁଳସୀ ଗଛର ଦର୍ଶନ କରନ୍ତୁ। ଆଉ ତୁଳସୀ ଗଛରେ ଜଳ ଅର୍ପଣ କରି ପୂଜା କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନର ସବୁ ପ୍ରକାରର ନକରାତ୍ମକ ପ୍ରଭାବ ଦୂର ହେବ ଏବଂ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯିବ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମନୁଷ୍ୟଙ୍କୁ ପ୍ରତିଦିନ ସୁଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଭଗବାନ ସୂର୍ଯ୍ୟଦେବ ସମସ୍ତ ସଂସାରକୁ ଉର୍ଜା ପ୍ରଦାନ କରିଥାନ୍ତି। ଏଥିପାଇଁ ପ୍ରତିଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ। ଏହା ଦ୍ୱାରା ବ୍ୟକ୍ତିର ଜୀବନରେ ନକରାତ୍ମକତା ନଷ୍ଟ ହୋଇଯାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ବ୍ୟକ୍ତିଙ୍କୁ ସକାଳ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ। ଖାସ କରି ଘରର ମହିଳାଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ। ବ୍ରହ୍ମ ମୁହୂର୍ତ୍ତରୁ ନେଇ ସକାଳ ୭ ଟା ପର୍ଯ୍ୟନ୍ତ କେବଳ ଭଗବାନଙ୍କ ଧ୍ୟାନରେ ରହିବା ଉଚିତ ଏବଂ ଏହାପରେ ଅନ୍ୟ କାର୍ଯ୍ୟ କରିବା ଉଚିତ। ଏଥିପାଇଁ ମନୁଷ୍ୟଙ୍କୁ ରାତିରେ ଶୀଘ୍ର ଶୋଇଯିବା ଉଚିତ ଏବଂ ସକାଳୁ ଶୀଘ୍ର ଉଠିବା ଉଚିତ। ଯେବେବି ରାତିରେ ଶୋଇବେ ନିଜର ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରଖି ଶୋଇବା ଉଚିତ। ଏହା ଦ୍ବାରା ମନୁଷ୍ୟର ଆୟୁ ବୃଦ୍ଧି ହୋଇଥାଏ ଏବଂ ଭଲ ନିଦ ଆସିଥାଏ। ଶାସ୍ତ୍ର ଅନୁସାରେ ସନ୍ଧ୍ୟା ପରେ ଭୋଜନ କରିବା ଉଚିତ ନୁହେଁ। ଏହା ଅଶୁଭ ଫଳ ଦେଇଥାଏ।

ସକାଳୁ ଉଠି ଆପଣ ଯେପରି ସ୍ନାନ କରି ସ୍ୱଚ୍ଛ ହୋଇଯାନ୍ତି ଠିକ ସେମିତି ହିଁ ନିଜ ଘରର ମୁଖ୍ୟ ଦ୍ଵାରକୁ ସଫା ସୁତରା ଅବଶ୍ୟ କରନ୍ତୁ ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣଙ୍କ ଜୀବନରେ ଶତ୍ରୁଙ୍କ ସଂଖ୍ୟା ଅଧିକ ଅଛି ତେବେ ନିଜର ଶତ୍ରୁଙ୍କ ସଂଖ୍ୟା କମ କରିବା ପାଇଁ ସପ୍ତାହରେ ଥରେ ପାଣିରେ ଲୁଣ ପକେଇ ପୁରା ଘରକୁ ସଫା କରିନିଅନ୍ତୁ। ଏମିତି କଲେ ଶତ୍ରୁଙ୍କ ନାଶ ହୋଇଥାଏ।

ଯଦି ଆପଣ ଚାହାନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହୁ ତ ରାତିରେ ସର୍ବଦା ଚେଷ୍ଟା କରନ୍ତୁ କି ତମ୍ବାର ଘଟିରେ ପାଣି ଭରି ରଖିବେ ଆଉ ସକାଳେ ଖାଲି ପେଟରେ ତମ୍ବାର ଘଟିରେ ପାଣି ପିଇ ନିଅନ୍ତୁ ଏହା ଦ୍ବାରା ଆପଣଙ୍କ ପେଟ ସ୍ୱଚ୍ଛ ରହିବ ଆଉ ରୋଗ ବି କମ ହେବ।

ପ୍ରତିଦିନ ନିଜ ମା ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ। ରାତିରେ ତାଙ୍କର ସେବା କରିବା ପରେ ହିଁ ଶୋଇବା ଉଚିତ। ଏମିତି କଲେ ମା ବାପାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଆଉ ଏମିତି ମନୁଷ୍ୟଙ୍କ ଉପରେ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।

ପ୍ରତିଦିନ ଚେଷ୍ଟା କରନ୍ତୁ ଗାଈକୁ ଗୋଟେ ରୁଟି ନିଶ୍ଚୟ ଖୁଆଇବା ପାଇଁ। ଏହା ଦ୍ବାରା ଘରେ ଧନର କମି ହେବ ନାହିଁ। ଆପଣଙ୍କ ଘରେ ବଞ୍ଚିତ ଥିବା ଶେଷ ରୁଟିଲୁ କୁକୁରକୁ ଅବଶ୍ୟ ଖୁଆଇବା ଉଚିତ। କୁକୁରକୁ ରୁଟି ଖୁଆଇବା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ମାନାଯାଇଛି। ଏହା ଦ୍ବାରା ସମସ୍ତ ସଙ୍କଟ ସବୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ।

ଆସନ୍ତୁ ଜାଣିବା ସେହି ୩ ଟି ଜିନିଷ କଣ ଯାହା ସକାଳ ସମୟରେ ଦାନ କରିବା ଉଚିତ ନୁହେଁ ନଚେତ ଏହା ଆପଣଙ୍କ ବର୍ବାଦିର କାରଣ ହୋଇପାରେ।

ଭୋଜନ। ସକାଳ ସମୟରେ ଯଦି ଆପଣଙ୍କୁ ଭଜନ ଦାନ କରିବାର ଅଛି ତ ତାଜା ଭଜନ ବନେଇ ହିଁ ଦାନ କରନ୍ତୁ। ଅନେକ ଲୋକ ରାତିରେ ବେଶି ହୋଇଥିବା ଖାଦ୍ୟ ଦାନ କରିଥାନ୍ତି ବାସୀ ଭୋଜନ ଯଦି ଆପଣ କାହାକୁ ଦିଅନ୍ତି ତ ତାକୁ ଦାନର ନାମ ଦିଅନ୍ତୁ ନାହିଁ। ଏହା ସହିତ ଏହି କଥାର ବି ଧ୍ୟାନ ରଖିବେ ଏମିତି ବାସୀ ଖାଦ୍ୟ ଯାହା ଖରାପ ହୋଇସାରିଛି ତ ଏମିତି ଖାଦ୍ୟ କେବେବି କାହାରିକି ଦାନ କରନ୍ତୁ ନାହିଁ। ଏମିତି ଖାଦ୍ୟ ଦାନ କଲେ ପୁଣ୍ୟ ବଦଳରେ ପାପ ହୋଇଥାଏ।

ସକାଳ ସମୟରେ ଅନେକ ଲୋକ ଅଟା ଚାଉଳ ଦାନ କରିଥାନ୍ତି। କିଛି ଲୋକ ଗରିବଙ୍କୁ ଅଟା ଚାଉଳ ଦାନ କଲେ ଘରେ ସୁଖ ସମୃଦ୍ଧି ଧନ ସମ୍ପତ୍ତି ସବୁକିଛି ପ୍ରାପ୍ତ ହୋଇଥାଏ। ମା ଅନ୍ନପୂର୍ଣ୍ଣା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି କିନ୍ତୁ ସକାଳ ସମୟରେ ଏହିସବୁ ଜିନିଷର ଦାନ ସବୁଠାରୁ ଅଧିକ ଉତ୍ତମ ଅଟେ। ଆଉ ଏହିସବୁ ଦାନ କରିବା ସମୟରେ ଏହି ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ। ଏହି ମନ୍ତ୍ରକୁ ୩ ଥର କହିବା ଉଚିତ। ମନ୍ତ୍ର ହେଉଛି ଓଁ ବିଷ୍ଣୁବେ ନମଃ। ଏମିତି କହି ଶ୍ରଦ୍ଧାର ସହିତ ଦାନ କରନ୍ତୁ। ଏହି ମନ୍ତ୍ର ବିନା ଦାନ କରିଲେ ବ୍ୟକ୍ତି ପାପର ଭାଗିଦାର ବନି ଯାଇଥାଏ। କାରଣ ଶାସ୍ତ୍ରରେ କୁହାଯାଇଛି ଏମିତି ଦାନ ବିଫଳ ହୋଇଥାଏ। ଏହି ମନ୍ତ୍ରକୁ ମନେ ମନେ ମଧ୍ୟ ଉଚାରଣ କରିପାରିବେ ଏହା ଦ୍ବାରା ବ୍ୟକ୍ତି ସକରାତ୍ମକ ଉର୍ଜା ଏବଂ ଧନ ସମ୍ପତ୍ତିରେ ମାଲାମାଲ ହୋଇଥାନ୍ତି।

ତମ୍ବା ଯାହାଙ୍କ କୁଣ୍ଡଳୀରେ ସପ୍ତମ କିମ୍ବା ଅଷ୍ଟମ ଭାଗରେ ସୂର୍ଯ୍ୟ ଥିବେ ତାଙ୍କୁ ସକାଳ କିମ୍ବା ସନ୍ଧ୍ୟା ସମୟରେ ତମ୍ବାର ଦାନ କରିବା ଉଚିତ ନୁହେଁ। ଦିନରେ ଅନ୍ୟ ସମୟରେ କରି ପାରିବେ କିନ୍ତୁ ସକାଳ ସମୟରେ ଏହି ଜିନିଷର ଦାନ କରିବେ ନାହିଁ।

ବାସୀ ରୋଟି ଫଟା କପଡା ଚିରା ଫଟା ଜୂତା ଝାଡୁ ଏହିସବୁ ଜିନିଷ ଦିନରେ କୌଣସି ବି ସମୟରେ ଦାନ କରିବା ଉଚିତ ନୁହେଁ। ଏହା ଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *