Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ ଟି କାମ,ନହେଲେ ପୁରା ଘର ହୋଇଯିବ ବର୍ବାଦ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ଦିନ ଭୁଲରେ ବି ଏହି ୩ ଟି କାମ କରନ୍ତୁ ନାହିଁ। ଘର ହୋଇଯିବ ବର୍ବାଦ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଜାଣିବା ଗୁରୁବାର ଦିନ କେଉଁ କାମ କରିବା ଉଚିତ ନୁହେଁ। ନଚେତ ଗୁରୁଗ୍ରହ ପ୍ରାଧାନ୍ୟ ଦେଇଥାଏ। ଏମିତି ମାନ୍ୟତା ଅଛି କି ଯେଉଁ ବ୍ୟକ୍ତିଙ୍କ ଉପରେ ଗୁରୁଗ୍ରହ ମଜବୁତ ରହିଥାଏ ତାର କେହିବି କିଛି କରିପାରିବ ନାହିଁ। ତାକୁ ସମସ୍ତ କ୍ଷେତ୍ରରେ ସମୃଦ୍ଧି ଦେଖିବାକୁ ମିଳିଥାଏ କିମ୍ବା ଧନ ମାମଲାରେ ତାକୁ ବିଜୟ ପ୍ରାପ୍ତି ହୋଇଥାଏ

ଆଉ ଯେଉଁ କାମରେ ସେ ବ୍ୟକ୍ତି ହାତ ଦେଇଥାଏ ସେହି କାର୍ଯ୍ୟ ନିଶ୍ଚୟ ପୁରା ହୋଇଥାଏ। କିନ୍ତୁ ଗୁରୁବାର ଦିନ ଯଦି ଆପଣ ଏମିତି କୌଣସି କାର୍ଯ୍ୟ କରୁଛନ୍ତି ତ ଆପଣଙ୍କ ପରିବାର ଉପରେ ଭାରି ସଙ୍କଟ ଆସିଥାଏ। ଆପଣଙ୍କ ଗୁରୁ ଗ୍ରହ ମଜବୁତ ସ୍ଥିତିରୁ କମଜୋର ସ୍ଥିତିକୁ ଆସିଯାଇଥାଏ। ଯାହା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ସବୁ କାମ କରିବା ଉଚିତ ନୁହେଁ। ଯାହା ଦ୍ୱାରା ଆପଣଙ୍କୁ କୌଣସି ସମସ୍ୟାରେ ସମୁଖୀନ ହେବାକୁ ପଡ଼ିବ ନାହିଁ।

ଯଦି ଆପଣ ଏହି କାମ କରୁଛନ୍ତି ତ ଆପଣଙ୍କ ବୈବାହିକ ଜୀବନ ଭଲରେ ବ୍ୟତୀତ ହୋଇନଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲଢେ଼ଇ ଝଗଡା ହେବାକୁ ଲାଗିଥାଏ। ଛୋଟ ଛୋଟ କଥାରେ ବାଦ ବିବାଦ ହେବାକୁ ଲାଗିଥାଏ ଏବଂ ପ୍ରେମ କ୍ରୋଧରେ ବଦଳି ଯାଇଥାଏ। ଏବଂ ଆପଣ ଯେଉଁବି କାମ କରନ୍ତି ସେଥିରେ ଅସଫଳତା ମିଳିଥାଏ। ଧନ ଆପଣଙ୍କ ଠାରୁ ବହୁତ ଦୂରକୁ ଚାଲିଯାଇଥାଏ। ଟଙ୍କା ପଇସା ଆପଣଙ୍କ ପାଖରେ ରହିନଥାଏ ଏବଂ ପଇସା ବିମାରୀ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଖର୍ଚ୍ଚ ହୋଇଯାଇଥାଏ।

ବନ୍ଧୁଗଣ ଯଦି ଗୁରୁ ଗ୍ରହ ଉଚ୍ଚ ସ୍ଥିତିରେ ରହିଥାଏ ତ ମାନ ସମ୍ମାନ ଯଶ ଧନ ଐଶ୍ୱର୍ଯ୍ୟରେ ବୃଦ୍ଧି ହୋଇଥାଏ। ଯଦି ଗୁରୁବାର ଦିନ ଘରର ମହିଳା ବାଳ ଧୋଇଥାନ୍ତି କିମ୍ଵା ନଖ କାଟିଥାନ୍ତି କିମ୍ବା ଘରର ପୁରୁଷ ନଖ ଦାଢ଼ି ଚୁଟି କାଟିଥାନ୍ତି ତ ଏହା ଦ୍ବାରା ଗୁରୁ ଗ୍ରହ ବହୁତ ରାଗି ଯାଇଥାନ୍ତି।

ଏହା କରିବା ଦ୍ୱାରା ରାହୁର ପ୍ରସନ୍ନତା ଦେଖିବାକୁ ମିଳିଥାଏ। ଏବଂ ଯଦି ରାହୁ ଗ୍ରହ ଗୁରୁ ଗ୍ରହ ଉପରେ ଭାରି ହୋଇଯାଏ ତ ଦେଖୁ ଦେଖୁ ସବୁ କାର୍ଯ୍ୟର ଅସଫଳତା ପ୍ରାପ୍ତ ହୋଇଥାଏ ଏବଂ ଗୁରୁ ଗ୍ରହ ନୀଚ ସ୍ଥିତିକୁ ଆସିଯାଇଥାଏ। ଏଥିପାଇଁ ଗୁରୁବାର ଦିନ ଘରର ମହିଳାମାନେ ଭୁଲରେ ମଧ୍ୟ ବାଳ ଧୁଅନ୍ତୁ ନାହିଁ ତା ସହିତ ପୁରୁଷ ମାନେ ମଧ୍ୟ ନଖ ଦାଢ଼ି ଚୁଟି କାଟନ୍ତୁ ନାହିଁ।

ଗୁରୁବାର ଦିନ କୌଣସି ବି ହଳଦିଆ ଜିନିଷ ଗାଈକୁ ଖାଇବାକୁ ଦିଅନ୍ତୁ ଏହା ଦ୍ବାରା ଗୁରୁ ଗ୍ରହ ଶାନ୍ତ ହୋଇଯାଏ ଆଉ ଭଗବାନ ବିଷ୍ଣୁଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ। ସର୍ବଦା ମନେରଖିବେ ଠିଆ ହୋଇଥିବା ଗାଈକୁ ଖୁଆଇବା ଉଚିତ ନୁହେଁ। ସର୍ବଦା ବସିଥିବା ଗାଈକୁ ହିଁ ଭୋଜନ ଖୁଆଇବା ଉଚିତ। ଏହା ଦ୍ବାରା ଜୀବନରେ ଖରାପ ପ୍ରଭାବ ପଡିଥାଏ।

ଗୁରୁବାର ଦିନ କୌଣସି ବି ବ୍ୟକ୍ତିଙ୍କୁ ଟଙ୍କା ଉଧାରରେ ଦିଅନ୍ତୁ ନାହିଁ। ଗୁରୁବାର ଦିନ ଉଧାର ଦେବା କିମ୍ବା ନେବା ଉଚିତ ହୋଇନଥାଏ। ଯଦି ଆପଣ ଗୁରୁବାର ଦିନ କେଉଁ ବ୍ୟକ୍ତିଙ୍କୁ ଉଦ୍ଧାର ଦେଉଛନ୍ତି ତାହେଲେ ଆପଣ ଏବଂ ଉଦ୍ଧାର ନେଉଥିବା ବ୍ୟକ୍ତି ଦୁଇଜଣ କାଙ୍ଗାଳ ଅବସ୍ଥାକୁ ଆସିଯାଇଥାନ୍ତି ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଗୁରୁବାର ଦିନ ଘରେ ପୋଛା ଲଗାଇବା ଶାସ୍ତ୍ରେ ବର୍ଜିତ ଅଛି। କୁହାଯାଏ ଯେ ଏମିତି କଲେ ଗୃହରେ ଆକସ୍ମିକ ଦୁର୍ଘଟଣା ବାସ୍ତୁଦୋଷ ଏବଂ ନକରାତ୍ମକତାକୁ ଆମନ୍ତ୍ରିତ କରିଥାଏ। ଯଦି ଏହା ପରେ ବି ଆପଣ ଗୁରୁବାର ଦିନ ପୋଛା ଲଗାଇବାକୁ ଚାହୁଁଛନ୍ତି ତ ଆପଣଙ୍କୁ ସେହି ପାଣିରେ ଲୁଣ ମିଶାଇ ଆପଣ ପୋଛା ଲଗାଇପାରିବେ। ଏମିତି କଲେ ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଥାଏ।

ଗୁରୁଗ୍ରହ ଆମର ଜୀବନରେ ବୈବାହିକ ଏବଂ ଜୀବନର ସମୃଦ୍ଧିର ଗ୍ରହ ମାନାଯାଇଥାଏ। ଏଥିପାଇଁ ଏହି କଥାର ଧ୍ୟାନ ରଖନ୍ତୁ ଯେ କେବେବି ନିଜର ପତ୍ନୀ ମାତା ପିତା କିମ୍ବା ଘରର କୌଣସି ବି ମହିଳା ସହିତ ଲଢେଇ ଝଗଡା କରିବା ସାକ୍ଷତ ଗୁରୁଗ୍ରହକୁ ବର୍ବାଦ କରିବା ବରାବର ହୋଇଥାଏ। ଏଥିପାଇଁ ଗୁରୁବାର ଦିନ ନିଜର ପତ୍ନୀ ମାତା ପିତା କିମ୍ବା ଘରର କୌଣସି ବି ମହିଳା ସହିତ ଲଢେଇ ଝଗଡା କରନ୍ତୁ ନାହିଁ।

ଯଦି ଆପଣଙ୍କର ସହିତ ଏମିତି ହେଉଛି କି ବାରମ୍ବାର ଧନ ହାନି ହେଉଛି କେଉଁବି କାର୍ଯ୍ୟ କରିବା ସମୟରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଅଛି ତେବେ ଆପଣ ସେହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୫ ଟି ଗୁରୁବାର ବିନା କଇଁଚି କିମ୍ବା ଚାକୁରେ ଅର୍ଥାତ ବିନା ଧାରୁଆ ଜିନିଷରେ କଟା ଯାଇଥିବା ପରିବା ଖାଦ୍ୟ ଗୁରୁବାର ଦିନ ଖାଇବା ଉଚିତ। ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ। ଏମିତି କରିବା ଦ୍ୱାରା ରାହୁର କ୍ରୁର ପ୍ରଭାବ ଆପଣଙ୍କ ଠାରୁ ଦୂରେଇ ରହିଥାଏ ଏବଂ ଆପଣଙ୍କର ଗୁରୁଗ୍ରହ ମଜବୁତ ହୋଇଥାଏ।

ଗୁରୁବାର ଘରର ମହିଳା ମାନେ ଅଶ୍ୱସ୍ତ ଗଛ ମୂଳରେ ଭୁଲରେ ବି ଜଳ ଅର୍ପଣ କରନ୍ତୁ ନାହିଁ। ଗୁରୁବାର ଦିନ ଅଶ୍ୱସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ସାକ୍ଷତ ଖରାପ ଶକ୍ତି ଗୁଡିକୁ ଘର ଆଡ଼କୁ ଆକର୍ଷିତ କରିବା ବରାବର ମାନାଯାଇଥାଏ। ସେଥିପାଇଁ ଗୁରୁବାର ଦିନ ଘରର ମହିଳାମାନେ ଅଶ୍ୱସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ।

କିଛି ଲୋକ ଏହି ପ୍ରଶ୍ନ ପଚାରି ଥାନ୍ତି କି ଗୁରୁବାର ଦିନ ସମ୍ବଦ୍ଧ ବନାଇବା ଭଲ ମାନାଯାଇଥାଏ ନାଁ ବୈବାହିକ ଜୀବନରେ ସମସ୍ୟା ଆସିଥାଏ। ତ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏମିତି କିଛି ବି ନାହିଁ ଗୁରୁବାର ଦିନ ଆପଣ ନିଶ୍ଚୟ ସମ୍ବଦ୍ଧ ବନେଇ ପାରିବେ। କେବଳ ଏହି କଥାର ଧ୍ୟାନ ରଖିବେ ଯେ ଯେଉଁ ରୁମରେ ସମ୍ବଦ୍ଧ ବନେଇବେ ସେହି ରୁମରେ ଯେମିତି ଆପଣଙ୍କ ପିତୃପୁରୁଷଙ୍କ ଫୋଟ ନଥିବ।

ଯଦି ଏହି ଫୋଟ ରଖୁଛନ୍ତି ତେବେ ଆପଣଙ୍କୁ କେତେ ପ୍ରକାର ଦୋଷର ସାମ୍ନା କରିବାକୁ ପଡିଥାଏ। ପିତୃ ଦୋଷ ଆପଣଙ୍କୁ ଲାଗିଯାଇଥାଏ। ଏଥିପାଇଁ ନିଜ ଶୟନ କକ୍ଷ ଭିତରେ କେବେବି ପିତୃପୁରୁଷଙ୍କର ଫୋଟ ଏବଂ ଭଗବାନ ହନୁମାନଙ୍କର ଫୋଟ ରଖିବେ ନାହିଁ।

ଯଦି ଆପଣ ଗୁରୁଗ୍ରହକୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟକ ଗୁରୁବାର ଦିନ ଛୋଟ ପିଲାଙ୍କୁ ବା ଛୋଟ କନ୍ୟାଙ୍କୁ ହଳଦିଆ ଜିନିଷର ଦାନ ଅବଶ୍ୟ କରନ୍ତୁ। ଯେମିତିକି ହଳଦିଆ ରଙ୍ଗର ଗିପ୍ଟ ଦିଅନ୍ତୁ କିମ୍ବା ହଳଦିଆ ରଙ୍ଗର ମିଠା ଖୁଆନ୍ତୁ। ଯଦି ଏମିତି ନକରିପାରିବେ ତ ଆପଣ ପ୍ରତ୍ୟକ ଗୁରୁବାର ଦିନ ୧୨ ଟି କଦଳୀ ଛୋଟ ପିଲା ମାନଙ୍କୁ କିମ୍ବା ଭିକାରୀ ମାନଙ୍କୁ ଦାନ କରନ୍ତୁ।

ଗୁରୁବାର ଦିନ ଯଦି ଆପଣ ଗାଧୁଆ ପାଣିରେ ହଳଦୀ ପକେଇ ଗାଧୋଉଛନ୍ତି ତେବେ ଆପଣଙ୍କ ପରିବାର ଉପରେ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ବନିରହିଥାଏ ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ।

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ଦେବ ଗୁରୁଙ୍କର ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ଅଟେ। ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ଗୁରୁବାର ଦିନ ହଳଦିଆ ବସ୍ତୁ ଦାନ କରିବା ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *