Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି – ପ୍ରତିଦିନ ରାତିରେ ସ୍ତ୍ରୀ ସହିତ ଏହି ଗୋଟିଏ କାମ ନିଶ୍ଚୟ କରନ୍ତୁ ! ଦେଖିବେ କୋଟିପତି ହୋଇଯିବେ !

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣ ବି ରାତି ହେବା ପୂର୍ବରୁ ଏହି ୫ ଟି କାମ କରନ୍ତି ନାହିଁ ତ ସାରା ଜୀବନ ପସ୍ତେଇବାକୁ ପଡିପାରେ। ଖାସ କରି ଅଧ ରାତି ସମୟରେ ଏହି କାମ ଭୁଲରେ ବି କରନ୍ତୁ ନାହିଁ।

ଶୋଇବା ଆମ ସମସ୍ତଙ୍କ ଜୀବନରେ ଅତି ଆବଶ୍ୟକ ଅଟେ। ଆମେ ସମସ୍ତେ ଶୋଇବା ପାଇଁ ରାତିର ସମୟକୁ ଉପଯୁକ୍ତ ସମୟ ମାନିଥାଉ ଆଉ ଆମେ ସେହି ସମୟରେ ଶୋଇଥାଉ ଯେବେ ଆମେ ଆମର ସବୁ କାମକୁ ଶେଷ କରିଥାଉ। ବହୁତ କାମ ଅଛି ଯାହା ରାତିରେ ଶୋଇବା ପୂର୍ବରୁ ପ୍ରଥମେ କରିନେବା ଉଚିତ। ଆପଣଙ୍କୁ ଜଣେଇ ଦେଉଛୁ ସ୍ୱାମୀ ସ୍ତ୍ରୀଙ୍କ ସହିତ ଜଡିତ କାମ ଛାଡି ବାକି ସବୁ କାମ କାର୍ଯ୍ୟ ରାତିରେ ଶୋଇବା ପୂର୍ବରୁ କରିନେବା ବହୁତ ଭଲ ମାନାଯାଏ। ଏହା ସହିତ ଜାଣିବା ଅଧିକ ରାତି ପର୍ଯ୍ୟନ୍ତ କେଉଁ କାମ କରିବା ଉଚିତ ନୁହେଁ

ପ୍ରେମ ସମ୍ବଦ୍ଧ ପାଇଁ ସେମିତିରେ ତ କୌଣସି ସମୟ ନିର୍ଧାରିତ କରାଯାଇ ନାହିଁ। କିନ୍ତୁ ଖାସ କରି ରାତି ସମୟରେ ଏମିତି କାମ ପାଇଁ ଅଶୁଭ ମାନାଯାଇଛି। ଜଣେଇ ଦେଉଛୁ ପ୍ରେମର ଲାଳସା ଏବଂ ଇଛୁକ ଭାବନା ରାତି ୧୨ ଟା ପର ଠାରୁ ସକାଳ ୬ ଟା ପର୍ଯ୍ୟନ୍ତ ବଢିଥାଏ। ଆଉ ଆନନ୍ଦ ବି ଅନେକ ଗୁଣା ମିଳିଥାଏ କିନ୍ତୁ ୧୨ ଟା ପର ଠାରୁ ୩ ଟା ପର୍ଯ୍ୟନ୍ତ ପ୍ରେମ ସମ୍ବଦ୍ଧ ବନେଇବା ଉଚିତ। ଆଉ ଏହା ପରେ ଏହି କାମ ପାଇଁ ବହୁତ ଅଶୁଭ ମାନାଯାଏ।

ଏମିତି ଭୁଲ କେବେବି ଭୁଲରେ ବି କରନ୍ତୁ ନାହିଁ। ଯେତେ ଶୀଘ୍ର ପାରିବେ ପ୍ରେମ ସମ୍ବଦ୍ଧ ପାଇଁ ୩ଟା ପୂର୍ବରୁ କରିନେବା ଉଚିତ। ଏହାପରେ ହେଲେ ପରିଣାମ ବହୁତ ଭୟଙ୍କର ହେବ। ରାତି ୩ ଟା ବହୁତ ଶୁଭ ସମୟ ହୋଇଥାଏ ବା ବ୍ରହ୍ମ ମୁହୂର୍ତ୍ତ ବି କୁହାଯାଇଥାଏ। ଏହି ସମୟରେ ବ୍ରହ୍ମାଣ୍ଡରେ ଈଶ୍ୱରୀୟ ଶକ୍ତି ଆମର ସହିତ ସାମିଲ ହୋଇଥାଏ। ଏହି ସମୟରେ ଭଗବାନଙ୍କ ଆରୋଧନା ପ୍ରାର୍ଥନା ପୂଜାପାଠ ତଥା ଆଳତୀ କରାଯାଇଥାଏ। ଏହି ସମୟରେ ଭଗବାନଙ୍କ କବାଟ ଖୋଲି ଯାଇଥାଏ। ଏଥିପାଇଁ ଏହି କଥାର ଧ୍ୟାନ ଅବଶ୍ୟ ରଖିବା ଉଚିତ।

ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଡେରି ରାତି ପର୍ଯ୍ୟନ୍ତ କୌଣସି ପୂଜାପାଠ କରିଥାଏ ତ ତାଙ୍କୁ ଫଳର ପ୍ରାପ୍ତି ହୋଇନଥାଏ। ଏମିତି ପୂଜା ପ୍ରେତ ଆତ୍ମାକୁ ଚାଲି ଯାଇଥାଏ। ଅର୍ଥାତ ଏମିତି ପୂଜାର ଫଳ ମନୁଷ୍ୟକୁ ପ୍ରାପ୍ତ ହୋଇନଥାଏ। ଡେରି ରାତିରେ ପୂଜାପାଠ କଲେ ଘରକୁ ଖରାପ ଏବଂ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏଥିପାଇଁ ସମୟ ଅନୁସାରେ ପୂଜାପାଠ କରିବା ଉଚିତ। ଏଥିପାଇଁ ରାତି ହେବା ପୂର୍ବରୁ କିମ୍ବା ରାତି ୧୧ ଟା ହେବା ପୂର୍ବରୁ ପୂଜାପାଠ କରିନେବା ଉଚିତ। ରାତି ୧୧ ଟା ପରେ ପୂଜା କଲେ ମନୁଷ୍ୟକୁ ବର୍ବାଦ କରି ଦେଇଥାଏ।

ବଡ଼ ଲୋକ ମାନେ କୁହନ୍ତି କି ରାତିରେ ଶୋଇବା ପୂର୍ବରୁ ବ୍ୟକ୍ତିଙ୍କୁ ଗୋଡ଼ ହାତ ଧୋଇନେବା ଉଚିତ ନଚେତ ଭୟଙ୍କର ନକରାତ୍ମକ ଉର୍ଜାର ସମ୍ପର୍କରେ ଆସିବା ଯୋଗୁ ବ୍ୟକ୍ତି ବୀମାର ପଡିଥାଏ। ସେଥିପାଇଁ ଶୋଇବା ପୂର୍ବରୁ ବ୍ୟକ୍ତିଙ୍କୁ ଗୋଡ଼ ହାତ ଧୋଇ ନେବା ଉଚିତ।

ଗୋଟେ ଖୁସିର ଜୀବନ ବ୍ୟତୀତ କରିବା ପାଇଁ ପରିବାରର ଧ୍ୟାନ ଦେବା ଉଚିତ କି ରାତିରେ ଶୋଇବା ପୂର୍ବରୁ କ୍ଷୀର ନିଶ୍ଚୟ ପିଇନେବା ଉଚିତ। ଏହା ଆପଣ ଶୋଇବାର ଅଧ ଘଣ୍ଟା ପୂର୍ବରୁ କରିନେବା ଉଚିତ। ରାତିରେ ଅଳ୍ପ ଉଷୁମ କ୍ଷୀର ପିଇଲେ ଶରୀର ପାଇଁ ଅମୃତ ସମାନ ହୋଇଥାଏ। ଏଥିପାଇଁ ଆପଣ ରାତିରେ କ୍ଷୀର ପିଇନେବା ଉଚିତ। ଏହା ଦ୍ବାରା ଶରୀରକୁ ଜରୁରୀ

ଶୋଇବା ପୂର୍ବରୁ ଆକଳନ କରିନିଅନ୍ତୁ କି ଦିନ ସାରା ଆପଣ କଣ କରୁଛନ୍ତି। କଣ ଖରାପ କରିଛନ୍ତି କାହାର କ୍ଷତି କରିଛନ୍ତି ଏହିସବୁ କଥା ପ୍ରତିଦିନ ଶୋଇବା ପୂର୍ବରୁ ନିଜର ପୁରା ଦିନର ଆକଳନ କରିବା ବୁଦ୍ଧିମତା କୁହାଯାଏ। ଏହା ଦ୍ୱାରା ଆପଣଙ୍କୁ ନିଜର ଭୁଲ ଦୋଷ ବିଷୟରେ ଜଣା ପଡିଥାଏ। ଆଉ ପୁଣି ସକାଳର ସମୟ ଭଲରେ ଆରମ୍ଭ କରନ୍ତୁ।

ଯଦି ବୀମାରରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତ ରାତିରେ ଅଇଁଠା ବାସନ ଏବଂ ଟେପରୁ ବାହାରୁ ଟପ ଟପ କରି ପଡୁଥିବା ପାଣି କେବେବି ରୋଷେଇ ଘରେ ରଖନ୍ତୁ ନାହିଁ। ଏହା ଦ୍ବାରା ଭୟଙ୍କର ପୋକ ମାଛି ଉତ୍ପନ ହୋଇଥାଏ। ଆଉ ଏହି ପୋକ ମାଛି ବାସନରେ ବସି ଜୀବାଣୁ ଛାଡି ଥାନ୍ତି। ଯେଉଁ କାରଣରୁ ପୁରା ପରିବାରରେ ରୋଗ ଆକ୍ରାନ୍ତ କରିଥାଏ। ଟଙ୍କା ବି ପାଣି ଭଳି ବହି ଯାଇଥାଏ। ସେଥିପାଇଁ ସତର୍କ ହୋଇଯାଅନ୍ତୁ ଏବଂ ରୋଷେଇ ଘରେ ବହି ଯାଉଥିବା ପାଣି ଏବଂ ଅଇଁଠା ବାସନ କେବେବି ରଖନ୍ତୁ ନାହିଁ।

କପଡା ଧୋଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ।

ରାତିରେ କପଡା ଧୋଇବା ଏବଂ ଶୁଖେଇବା ପଡିପାରେ ଭାରି। ଆଉ ସପ୍ତାହରେ ଏହିଦିନ କପଡା ଧୋଇବା ଉଚିତ ନୁହେଁ। ବାସ୍ତୁ ଅନୁସାରେ ରାତିରେ ଯେଉଁ ଲୋକ କପଡା ଧୋଇ ସୁଖେଇଥାନ୍ତି ଏମିତି କଲେ ଅସୁବିଧାରେ ପଡିପାରନ୍ତି। ଏମିତି ମାନ୍ୟତା ଅଛି କି ସୂର୍ଯ୍ୟଙ୍କ କିରଣରେ କପଡା ସୁଖେଇବା ଦ୍ୱାରା କପଡ଼ାରୁ ନକରାତ୍ମକ ଶକ୍ତି ବାହାରି ଯାଇଥାଏ। ଆଉ କପଡ଼ାରେ ନୂତନ ଉର୍ଜାର ସଂଚାର ହୋଇଥାଏ। ରାତିରେ କପଡା ସୁଖେଇଲେ ଚନ୍ଦ୍ରମାଙ୍କ ରଶ୍ମିରେ ନକରାତ୍ମକ ଉର୍ଜା ବାହାରି ପାରିନଥାଏ ଆଉ ଲୋକ ରୋଗରେ ପଡ଼ି ପାରନ୍ତି।

ଗୁରୁବାର ଦିନ କପଡା ଧୋଇବା ଉଚିତ ନୁହେଁ କି ଘର ପୋଛା ଲଗେଇବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ର ଅନୁସାରେ ଇସାଣ କୋଣର ସ୍ୱାମୀ ଗୁରୁ ହୋଇଥାଏ ଆଉ ଇସାଣ କୋଣର ସମ୍ବଦ୍ଧ ପିଲାଙ୍କ ସହିତ ହୋଇଥାଏ। ଏଥିପାଇଁ ଏହି ଦିନ ବୁଢିଆଣି ବସା ଘରର ଅପରିଷ୍କାର ଜିନିଷ ସଫା କରିବା ଦ୍ୱାରା କିମ୍ବା ଘରେ ପୋଛା କରିବା ଦ୍ୱାରା ଇସାଣ କୋଣ କମଜୋର ହୋଇଯାଇଥାଏ। ଏହାର ବିପରୀତ ପ୍ରଭାବ ପିଲା ଏବଂ ଗୃହର ସ୍ୱାମୀ ଉପରେ ପଡିଥାଏ। ଆଉ ଗୁରୁଙ୍କୁ ସାବୁନ ଲଗେଇ ସଫା କଲେ ଗୁରୁ କମଜୋର ହୋଇଥାଏ। ଏଥିପାଇଁ ଗୁରୁବାର ଦିନ କପଡା ଧୋଇବା ଉଚିତ ନୁହେଁ କି ଘରେ ପୋଛା ଲଗେଇବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *