Excuse Me Odisha

ଯାହା କହିବୁ ସତ କହିବୁ

ମହା ମାଘ ପୂର୍ଣ୍ଣିମାରେ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ,ପୁରା ବର୍ଷ ହେବ ଟଙ୍କା ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ମାଘ ପୂର୍ଣ୍ଣିମା ଦିନ ୧ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ ପୁରା ବର୍ଷ ଟଙ୍କାର ବର୍ଷା ହେବ

ବନ୍ଧୁଗଣ ମାଘ ପୂର୍ଣ୍ଣିମା ଦିନ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ। ସମ୍ପୂର୍ଣ୍ଣ ଯାତ୍ରାର ଫଳ ଯଜ୍ଞ ପୂଜାପାଠ ତଥା ଗଙ୍ଗା ସ୍ନାନ ଆଦି କରିବାର ଯେଉଁ ଫଳ ପ୍ରାପ୍ତ ହୋଇଥାଏ ତାହା ମାଘ ପୂର୍ଣ୍ଣିମା ଦିନ ଏହି ଗୋଟିଏ ଜିନିଷ ଖାଇଲେ ପ୍ରାପ୍ତ ହୋଇଯାଇଥାଏ। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସେମିତିରେ ତ ମାଘର ପୂର୍ଣ୍ଣିମା ତିଥିକୁ ଧନ ଦାୟକ ଆଉ ବହୁତ ଶୁଭ ଏବଂ ମଙ୍ଗଳଦାୟକ ମାନାଯାଏ। ପୁରାଣରେ ପୂର୍ଣ୍ଣିମା ଦିନକୁ ବହୁତ ପବିତ୍ର ମାନାଯାଏ।

ଏହି ଦିନ ତାମସିକ ଜିନିଷର ସେବନ କରିବା ଉଚିତ ନୁହେଁ। ବ୍ରହ୍ମଚାର୍ଯ୍ୟର ପାଳନ କରନ୍ତୁ। ଗୃହ କଳହ ଠାରୁ ଦୂରେଇ ରୁହନ୍ତୁ। କାହାରିକୁ ଅପଶବ୍ଦ କୁହନ୍ତୁ ନାହିଁ। ଏହି ଦିନ ଦ୍ୱାରକୁ ଆସିଥିବା ସନ୍ଥଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ତାକୁ କିଛି ନାଁ କିଛି ଅବଶ୍ୟ ଦିଅନ୍ତୁ। ତାର ଅପମାନ କରନ୍ତୁ ନାହିଁ। ଏହିଦିନ ଚାଉଳର ଦାନ କରିବା ବି ବହୁତ ଶୁଭ ମାନାଯାଇଛି। ଏହା ଦ୍ବାରା ଆପଣଙ୍କ ଦୁର୍ଭାଗ୍ୟ ସମାପ୍ତ ହୋଇପାରେ। ଏହା ଦ୍ବାରା ଚନ୍ଦ୍ର ଗ୍ରହ ସହିତ ସମ୍ବଦ୍ଧିତ ଦୋଷ ଦୂର ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ମାଘ ପୂର୍ଣ୍ଣିମା ଦିନ ଏହି ଗୋଟିଏ ଜିନିଷ ଖାଇଲେ ଆପଣ ଯାହାବି ଚାହିଁବେ ସବୁ ହାସଲ କରିପାରିବେ। ପରିବାରରେ ସମସ୍ତଙ୍କୁ ଖୁଆନ୍ତୁ। ଆସନ୍ତୁ ଜାଣିବା।

ବନ୍ଧୁଗଣ ସମସ୍ତ ଛୋଟ ବଡ଼ ପର୍ବ ହେଉ କୌଣସି ବି ପର୍ବ ହେଉ କିନ୍ତୁ ଗୋଟିଏ ତୁଳସୀ ପତ୍ର ଖାଇଲେ ଅତ୍ୟନ୍ତ ଲାଭକାରୀ ମାନାଯାଇଛି। ନିୟମିତ ରୂପରେ ସକାଳେ ତୁଳସୀ ପତ୍ର ଖାଇବା ଦ୍ୱାରା ଯେଉଁ ବଡ଼ରୁ ବଡ଼ ତୀର୍ଥ ଯାତ୍ରାର ପୂଣ୍ୟ ପ୍ରାପ୍ତ ହୋଇଥାଏ ଯଜ୍ଞ ପୂଜା ପାଠ ତଥା ଦାନ କରିଲେ ପୁଣ୍ୟ ମିଳିଥାଏ ମାତ୍ର ସକାଳେ ସମୟରେ ୧ରୁ ୨ ଟି ତୁଳସୀ ପତ୍ର ଖାଇବା ଦ୍ୱାରା ତାହା ପ୍ରାପ୍ତ ହୋଇଯାଏ। ବୈଜ୍ଞାନିକ ଦୃଷ୍ଟିରୁ ବି ଏହାକୁ ଔଷଧ ଗୁଣରେ ଭରପୁର ମାନାଯାଏ। ତୁଳସୀ ପତ୍ର ଖାଇଲେ କ୍ୟାନ୍ସର ରୋଗ ଶେଷ ହୋଇଯାଏ ଏବଂ ପେଟ ଜନିତ ରୋଗବି ଧୀରେ ଧୀରେ ଶେଷ ହେବାକୁ ଲାଗିଥାଏ। ଆଖିର ରଶ୍ମି ବଢିଯାଏ। ହୃଦୟ ପାଇଁ ହୋଇଥାଏ ଲାଭକାରୀ। ତ୍ୱଚାରେ ଚମକ ଆସିଥାଏ।

ତୁଳସୀ ପତ୍ର ଅବଶ୍ୟ ଖାଇବା ଉଚିତ। ଥଣ୍ଡା କମ କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ ତୁଳସୀ ପତ୍ର। ଅନେକ ରୋଗ ଏହାର ବାସ୍ନାରେ ଦୂର ହୋଇଥାଏ। ଏଥିପାଇଁ ଲୋକେ ନିଜ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ଗଛର ବାସ୍ନାରେ ଅନେକ ପ୍ରକାରର ଜୀବାଣୁ ନଷ୍ଟ ହୋଇଯାଇଥାଏ। ଧ୍ୟାନ ରଖନ୍ତୁ ଯେବେ ତୁଳସୀ ପତ୍ର ଖାଇବେ ତାକୁ ଚବେଇବେ ନାହିଁ ସେମିତି ଘିଟି ପକେଇବେ। ଏହି ପତ୍ରକୁ ଖାଇଲେ ବ୍ୟକ୍ତି ଶରୀରରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହା ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ବି ଘରେ ବନି ରହିଥାଏ

ରାତିରେ ଶୋଇବା ସମୟରେ ତମ୍ବା ଘଟିରେ ଜଳ ଭର୍ତି କରି ଅଳ୍ପ ଗଙ୍ଗା ଜଳ ମିଶେଇ ପୁରା ରାତି ସାରା ନିଜ ମୁଣ୍ଡ ପାଖରେ ରଖଣ୍ତ। ସକାଳେ ଏହି ଜଳକୁ ନିଜ ବସ୍ତ୍ର ଉପରେ ଛିଟା ମାରନ୍ତୁ। ଏହା ପରେ ଜଳକୁ ପିଇ ନିଅନ୍ତୁ। ନିୟମିତ ଏମିତି କରନ୍ତୁ। ଭଗବାନ ବିଷ୍ଣୁ କୁହନ୍ତି ପ୍ରତିଦିନ ଯେଉଁ ବ୍ୟକ୍ତି ଏମିତି କରିଥାଏ ତାକୁ ଯୁଗ ଯୁଗର ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏମିତି ବ୍ୟକ୍ତି ଧନ ଦୌଲତ ସୁଖ ସମ୍ପତିରେ ମା ଲକ୍ଷ୍ମୀଙ୍କ କୃପାରୁ ରାଜା ବନିଯାଏ।

ଜଳ ଯାହାକୁ ଗଙ୍ଗା ଜଳ କୁହାଯାଏ। ଆମର ଋଷି ମୁନି ମାନେ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତା ଉପରେ ଗଙ୍ଗା ଜଳ ପ୍ରୟୋଗ କରୁଥିଲେ। ଗଙ୍ଗା ଜଳର ଛିଞ୍ଚନ ଅନେକ ଦିବ୍ୟ ଶକ୍ତିରେ ଭରା ରହିଥାଏ। ଶିବ ପୁରାଣରେ ବି କୁହାଯାଇଛି ପ୍ରତିଦିନ ବସ୍ତ୍ର ଉପରେ ଗଙ୍ଗା ଜଳ ଛିଞ୍ଚନ କଲେ ତଥା ସକାଳ ସମୟରେ ଗଙ୍ଗା ଜଳ ପିଇଲେ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଆଉ ସେ ବ୍ୟକ୍ତି ସ୍ୱର୍ଗଲୋକ ପ୍ରାପ୍ତି କରିଥାଏ

ଗଙ୍ଗାଜଳର ମହତ୍ୱ ପୌରାଣିକ କଥା ଅନୁସାରେ ଗଙ୍ଗା ଏକ ଏମିତି ନଦୀ ଅଟେ ଯେଉଁଠି ଦେବୀ ଦେବତା ମାନେ ସ୍ନାନ କରନ୍ତି। ଏଥିପାଇଁ ଗଙ୍ଗାଜଳକୁ ବହୁତ ପବିତ୍ର ମାନାଯାଏ। ଗଙ୍ଗାଙ୍କ ପାଦୁର୍ଭାଵ ଭଗବାନ ବିଷ୍ଣୁଙ୍କ ଚରଣାମୃତରୁ ହୋଇଛି। ଏଥିପାଇଁ ଗଙ୍ଗାକୁ ବହୁତ ପବିତ୍ର ମାନାଯାଏ। ହରିଦ୍ୱାରରେ ଭଗବାନ ବିଷ୍ଣୁଙ୍କ ଚରଣ କମଳ ଗଙ୍ଗରେ ହିଁ ପଡିଥିଲା। ଗଙ୍ଗା ନଦୀକୁ ପାପମୋଚିନୀ ଏବଂ ମୋକ୍ଷ ଦାୟିନୀ କୁହାଯାଏ। ଭାଗିରଥଙ୍କ ପୁର୍ବଜଙ୍କୁ ମୁକ୍ତି ଗଙ୍ଗା ଜଳର ସ୍ପର୍ଶରେ ହିଁ ହୋଇଥିଲା। ମାନ୍ୟତା ଅଛି ଯେ ଯଦି ମୃତ୍ୟୁ ସମୟରେ ବ୍ୟକ୍ତି ମୁହଁରେ ଗଙ୍ଗା ଜଳ ଦିଆଯାଏ ତ ତାର ପାପ କର୍ମ ନଷ୍ଟ ହୋଇଯାଏ ଆଉ ତାକୁ ମୋକ୍ଷର ପ୍ରାପ୍ତି ହୋଇଯାଇଥାଏ।

ଗଙ୍ଗା ଜଳ କେବେବି ଅଶୁଦ୍ଧ ହୁଏନାହିଁ କି ଏହା କେବେବି ପଚେ ନାହିଁ। ଏଥିପାଇଁ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେଉଁ ବ୍ୟକ୍ତି ନିଜ ପାଖରେ ସର୍ବଦା ରାତିରେ ଶୋଇବା ସମୟରେ ଗୋଟେ ତମ୍ବା ଲୋଟାରେ ଅଳ୍ପ ଜଳରେ ଅଳ୍ପ ଗଙ୍ଗା ଜଳ ଯଦି ମିଶେଇ ଦିଏ ଆଉ ସକାଳୁ ଉଠି ଅଳ୍ପ ପିଇନିଏ ତ ତାକୁ ଅନେକ ଜନ୍ମ ଜନ୍ମର ସୁଖ ପ୍ରାପ୍ତ ହୋଇଯାଏ। ଏମିତି ବ୍ୟକ୍ତି ଧନ ଦୌଲତ ଟଙ୍କାରେ ଭରି ରହିଥାଏ। ମା ଲକ୍ଷ୍ମୀଙ୍କ କୃପା ଏମିତି ବ୍ୟକ୍ତିଙ୍କ ଉପରେ ସର୍ବଦା ରହିଥାଏ। ଏଥିପାଇଁ ସକାଳ ସମୟରେ ଗଙ୍ଗା ଜଳ ନିଶ୍ଚୟ ପିଅନ୍ତୁ। ଏମିତିରେ ଆପଣ ସ୍ନାନ ପାଣିରେ ୨ ରୁ ୪ ବୁନ୍ଦା ଗଙ୍ଗା ଜଳ ମିଶେଇ ଯଦି ସ୍ନାନ କରନ୍ତି ତ ଆପଣଙ୍କର ସବୁ ଖରାପ କର୍ମ ନଷ୍ଟ ହୋଇଯାଏ। ସକାରାତ୍ମକ ଉର୍ଜାର ପ୍ରାପ୍ତି ହୋଇଥାଏ।

ଲବଙ୍ଗ। ସନାନ୍ତନ ଧର୍ମରେ ଲବଙ୍ଗକୁ ବହୁତ ପବିତ୍ର ମାନାଯାଏ। ପୂଜା ପାଠ ଆଦି କାମରେ ଲବଙ୍ଗର ବିଶେଷ ମହତ୍ୱ ରହିଛି। ମାନାଯାଏ କି ଏଥିରେ ମା ଦୁର୍ଗାଙ୍କ ବାସ ହୋଇଥାଏ। ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ସବୁ ଦେବୀ ମାନଙ୍କର ବାସ ହୋଇଥାଏ। ଏଥିପାଇଁ ଶୋଇବା ସମୟରେ ତକିଆ ତଳେ ଲବଙ୍ଗ ନିଶ୍ଚୟ ରଖନ୍ତୁ ଆଉ ସକାଳ ସମୟରେ ଯେବେ ଆପଣ ଉଠିବେ ତ ଗୋଟେ ଲବଙ୍ଗ ନିଶ୍ଚୟ ଖାଇ ନିଅନ୍ତୁ। ଏହା ଦ୍ବାରା ନବ ଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ। ମା ଲକ୍ଷ୍ମୀ ଧନରେ ମାଲାମାଲ କରିଥାନ୍ତି। କିନ୍ତୁ ମନେରଖନ୍ତୁ ଲବଙ୍ଗକୁ ଦାନ୍ତରେ ଚବେଇବେ ନାହିଁ ପାଣିରେ ଭରି ପିଇ ନିଅନ୍ତୁ।

ସକାଳ ସମୟରେ ଗଙ୍ଗା ଜଳ ମିଶେଇ ସ୍ନାନ କଲେ ବ୍ୟକ୍ତିଙ୍କୁ ସଫଳତା ନିଶ୍ଚୟ ମିଳିବ। ଆମ ଶରୀରରେ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଏ। ଯେଉଁଥି ପାଇଁ ମନୁଷ୍ୟକୁ ସଫଳତା ମିଳିଥାଏ। ଆମ କୁଣ୍ଡଳୀରେ ଯେତେ ଦୋଷ ଥିଲେ ତାହା ସବୁ ଶେଷ ହୋଇଯାଏ। ଗଙ୍ଗା ଜଳ ମିଶେଇ ସ୍ନାନ କଲେ ଯେଉଁ ଲୋକମାନେ ଶନିଗ୍ରହଙ୍କ ଠାରୁ ପୀଡିତ ଅଛନ୍ତି ରାହୁ କେତୁଙ୍କ ଠାରୁ ପୀଡିତ ଅଟନ୍ତି ସେସବୁ ତୁରନ୍ତ ନଷ୍ଟ ହେବାକୁ ଲାଗେ। ଶନିଦେବ କହିଛନ୍ତି ତାଙ୍କ କ୍ରୋଧରୁ ବଞ୍ଚିବା ପାଇଁ ସକାଳୁ ସ୍ନାନ ପାଣିରେ ଗଙ୍ଗା ଜଳ ମିଶେଇ ସ୍ନାନ କଲେ ତାଙ୍କ କ୍ରୋଧରୁ ବଞ୍ଚି ପାରିବ।

ଫୁଲର ପାଖୁଡା। ଯେବେ ଆପଣ ଘରୁ ବାହାରିବେ ତ ସକାଳ ସମୟରେ ଭଗବାନଙ୍କ ଗଳା ମାଳାରୁ କିମ୍ବା ଭଗବାନଙ୍କ ଚରଣରୁ ଗୋଟେ ଫୁଲର ପାଖୁଡା ଭଗବାନଙ୍କ ଆଶୀର୍ବାଦ ଭାବି ଅବଶ୍ୟ ଖାଇ ନିଅନ୍ତୁ। ଏହା ଦ୍ୱାରା ଭଗବାନଙ୍କ କୃପା ଅବଶ୍ୟ ପ୍ରାପ୍ତ ହୋଇଥାଏ। ଆପଣ ଯେଉଁ ବି କାମ କରିବେ ତାହା ସମ୍ପୂର୍ଣ୍ଣ ହୋଇଯିବ।

ଯେବେ ଆପଣ ଘରୁ ବାହାରକୁ ଯିବେ ତ ସକାଳ ସମୟରେ ୨ ରୁ ୪ଟି ଚାଉଳର ଦାନା ଅବଶ୍ୟ ଖାଇ ନିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେବେ ଆପଣ କୌଣସି ଭଲ କାମ ପାଇଁ ବାହାରକୁ ଯିବେ ତ ମିଠା ଅବଶ୍ୟ ଖାଇନେବା ଉଚିତ। କିନ୍ତୁ ମନେରଖନ୍ତୁ ସକାଳ ସମୟରେ ମିଠା ଖାଇବା ସର୍ବତମ ମାନାଯାଇଛି। ଏହା ଦ୍ବାରା ଆପଣଙ୍କର ଭଲ ରାସ୍ତା ଖୋଲିଯାଏ। ମଥାରେ ତିଳକ ନିଶ୍ଚୟ ଲଗେଇ ନିଅନ୍ତୁ। ଏହା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *